• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

ରେଭେନ୍ସା
ଅନ୍ତର୍ଜାତୀୟ ଶିକ୍ଷା ଜଗତରେ ପାଦ ଥୋଇବ ରେଭେନ୍‌ସା 

କଟକ: ଏଣିକି ରାଜ୍ୟ ତଥା ଦେଶର ବହୁ ପୁରାତନ କଳା, ସଂସ୍କୃତି, ପରମ୍ପରା ଭଳି ବିଭିନ୍ନ ବିଷୟରେ ଅବଗତ ହୋଇ ପାରିବେ ବିଦେଶୀ ଛାତ୍ରଛାତ୍ରୀ। ଅନୁରୂପ ଭାବେ ବିଦେଶୀ କଳା ସଂସ୍କୃତି ଉପରେ ରୁଚି ରଖୁଥିବା ଛାତ୍ରଛାତ୍ରୀ ବିଦେଶ ବିଶ୍ୱବିଦ୍ୟାଳୟରେ ଜ୍ଞାନ ଆହରଣ କରିପାରିବେ। ରେଭେନ୍‌ସା ବିସ୍ୱବିଦ୍ୟାଳୟ ବିଶ୍ୱର କିଛି ନାମୀଦାମୀ ବିଶ୍ୱବିଦ୍ୟାଳୟ ସହ ଚୁକ୍ତି କରିବା ପରେ ଏହି ସୁବିଧାର ଲାଭ ଉଠାଇପାରିବେ ଉଭୟ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ। ଏହି ମିଳିତ ସହଯୋଗ ପ୍ରକ୍ରିୟା ବିଶ୍ୱବିଦ୍ୟାଳୟ […]

  • Tuesday, 20 July 2021
s
ନବୀନଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଆଜି ଜୟପୁରରେ ନବୀନଙ୍କ ଉପରେ ବର୍ଷିଲେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ଏକାମ୍ବ ପଡ଼ିଆରେ ଆୟୋଜିତ ହୋଇଥିବା ସାଧାରଣ ସଭାରେ ଯୋଗ ଦେଇ ଓଡ଼ିଶାରେ ଅଫିସର୍ ରାଜ୍ ଚାଲିଥିବା ରାହୁଲ ଗାନ୍ଧି କହିଛନ୍ତି। ୪/୫ ଜଣ ଅଫିସର ଓଡ଼ିଶାକୁ ଚଳାଉଛନ୍ତି, ଯାହାର ପୂରା ଫାଇଦା ନବୀନଙ୍କ ବନ୍ଧୁମାନେ ପାଉଛନ୍ତି। ‘ଆମେ ସାଧାରଣ ଜନତାଙ୍କ ସରକାର ତିଆରି କରିବାକୁ ଚାହୁଁଛୁ। ଆପଣଙ୍କ ମନ କଥା ଶୁଣି ସରକାର ଚଳାଇବାକୁ ଚାହୁଁଛୁ।’ ବୋଲି ରାହୁଲ କହିଛନ୍ତି। ଏହା ସହ […]

  • Tuesday, 20 July 2021
strike
ବିଚ୍ଛିନ୍ନାଞ୍ଚଳରେ ସମସ୍ୟାର ସମାଧାନ ପାଇଁ ଦାବି ଜୋର୍ ଧରିଲା

ମାଲକାନାଗିରି: ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ବିଦ୍ୟୁତ, ପାନୀୟ ଜଳ ଭଳି ୩୧ ଟି ମୌଳିକ ସମସ୍ୟା ନେଇ ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳ ବେଞ୍ଜିଙ୍ଗରେ ଏକ ବିରାଟ ଜନ ସମାବେଶ ଅନୁଷ୍ଠିତ ହୋଇଛି। ରାଜ୍ୟ ସରକାର ବିଛିନ୍ନାଞ୍ଚଳବାସୀଙ୍କ ବିକାଶ ଲାଗି ପ୍ୟାକେଜ୍ ଘୋଷଣା କରିଥିଲେ ମଧ୍ୟ ତାହା ଏହି ଅଞ୍ଚଳର ୪ଟି ପଞ୍ଚାୟତବାସୀଙ୍କ ପାଇଁ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହୋଇଛି। ସମାବେଶରେ ପ୍ରାୟ ୫ ହଜାର ଜନସାଧାରଣ ଯୋଗ ଦେଇ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ଦାବି […]

  • Tuesday, 20 July 2021
health
ହଟହଟା ହେଲେ ରାଜ୍ୟ ସ୍ୱାସ୍ଥ୍ୟ ତାଲିମ୍‌ ପରାମର୍ଶଦାତା ଓ ତାଙ୍କ ଟିମ୍

ନୟାଗଡ଼: ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ହଟହଟା ହେଲେ ରାଜ୍ୟ ସ୍ୱାସ୍ଥ୍ୟ ତାଲିମ ପରାମର୍ଶଦାତା ଓ ତାଙ୍କ ଟିମ୍। ଏମାନଙ୍କୁ ପ୍ରାୟ ୩ଘଣ୍ଟା ଧରି ଅଟକ ରଖିଲେ ଗ୍ରାମବାସୀ। ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ। ରାଜ୍ୟ ସ୍ୱାସ୍ଥ୍ୟ ତାଲିମ୍ ପରାମର୍ଶ ଦାତା ବିଶ୍ୱଜିତ ଦାସ, ଅତିରିକ୍ତ ପରାମର୍ଶଦାତା ନିର୍ଦ୍ଦେଶକ କେ.କେ. ଦାସ ଟ୍ରେନିଂ ସମ୍ବନ୍ଧୀୟ ପରାମର୍ଶ ଦେବାକୁ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ଏଠାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ […]

  • Tuesday, 20 July 2021
rahul
କୋରାପୁଟରେ ପହଞ୍ଚି ମହିଳା ସମାବେଶରେ ଯୋଗଦେଲେ ରାହୁଲ

ଜୟପୁର (ଜିତେନ୍ଦ୍ର ବେଉରା): ଦିନିକିଆ ଓଡ଼ିଶା ଗସ୍ତରେ ଆସି କୋରାପୁଟ ଜିଲ୍ଲା ଜୟପୁରରେ ପହଞ୍ଚିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଜୟପୁରରେ ପହଞ୍ଚିବା ପରେ ସେ ଏକ ମହିଳା ସମାବେଶରେ ଯୋଗ ଦେଇଛନ୍ତି। ଜୟପୁର ସ୍ଥିତ ଶିବସାଇ କନଫରେନ୍ସ ହଲ୍‌ରେ ଏହି ମହିଳା ସମାବେଶ ଆୟୋଜିତ ହୋଇଛି। ଏହାପରେ ରାହୁଲ ବାଙ୍ଗମାଝି ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ। ଏହାସହ ଚାଷୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ସେଠାରେ ଉପସ୍ଥିତ ମହିଳାଙ୍କ […]

  • Tuesday, 20 July 2021
ctc
ଏସ୍‌ସିବିରେ ପୁଣି ଅଗ୍ନିକାଣ୍ଡ: ପାଥୋଲୋଜି ବିଭାଗର ଦୁଇଟି ରୁମ୍‌ ଜଳିଗଲା

କଟକ (ପ୍ରଭାତ ବିଷୋୟୀ): କଟକ ବଡ଼ ଡାକ୍ତରଖାନାରେ ଲାଗି ଯାଇଛି ନିଆଁ। ଡାକ୍ତରଖାନାରେ ପାଥୋଲୋଜି ବିଭାଗର ଦୁଇଟି ରୁମ୍‌ରେ ନିଆଁ ଲାଗି ଯାଇଛି। ଏଥିରେ ବିପୁଳ ପରିମାଣରେ କ୍ଷତି ହୋଇଛି। ଆଜି ସକାଳେ ଡିପାର୍ଟମେଣ୍ଟ ଖୋଲିବା ପରେ ହିଁ ଏହି ଘଟଣା ଜଣାପଡ଼ିଥିଲା। ରାତିରୁ ଏଠାରେ ନିଆଁ ଲାଗି ସବୁ କିଛି ଜଳିପୋଡ଼ି ପାଉଁଶ ହୋଇଯାଇଛି। ସର୍ଟ ସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଅଗ୍ନିଶମ ବାହିନୀର କର୍ମଚାରୀ ଡାକ୍ତରଖାନାରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ […]

  • Tuesday, 20 July 2021
bali
ପ୍ରଶାନ୍ତ ମୁଦୁଲି ଜଣେ ଲୁଟେରା: ଉମେଶ ସ୍ୱାଇଁ

ପାରାଦୀପ (ରମାକାନ୍ତ ନାୟକ): ନିର୍ବାଚନ ଯେତିକି ପାଖେଇ ଆସୁଛି ସାଶକ ବିଜେଡି ଦଳ ମଧ୍ୟରେ ସେତିକି ବିଦ୍ରୋହ ଆଉ ଆରୋପ ପ୍ରତ୍ୟାରୋପ ବଢ଼ିବାରେ ଲାଗିଛି। ଆଜି ମୁହାଁମୁହିଁ ହୋଇଛନ୍ତି ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି ଏବଂ ବିଜେଡି ନେତା ଉମେଶ ସ୍ୱାଇଁ। ପ୍ରଶାନ୍ତଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆଣି ଆକ୍ଷେପ କରିଛନ୍ତି ଉମେଶ। ବାଲିକୁଦା-ଏରସମାରେ ରାସ୍ତାଘାଟ କାମରେ ଆସିଥିବା ଟଙ୍କା ପ୍ରଶାନ୍ତ ହରିଲୁଟ୍ କରିଥିବା ଉମେଶ ଅଭିଯୋଗ କରିଛନ୍ତି। ପ୍ରଶାନ୍ତ ଜଣେ ଲୁଟେରା ବୋଲି କହିବା ସହ […]

  • Tuesday, 20 July 2021
p
ବଢୁଛି ପୁଲିସର ଦାଦାଗିରି: ନେତାଙ୍କୁ ସଲାମ, ନିରୀହଙ୍କୁ ମାଡ଼  !

ଭୁବନେଶ୍ୱର: ସାଧାରଣ ଲୋକଙ୍କ ବିଶ୍ୱାସ ଜିଣିବାକୁ ଓଡ଼ିଶା ପୁଲିସ ଦେଉଛି ଭଳିକି ଭଳି ନାରା। ହେଲେ ସେ ସବୁ ଯେମିତି କେବଳ ସ୍ଲୋଗାନରେ ସୀମିତ ହୋଇ ରହିଯିବା ପରି ଲାଗୁଛି। କାରଣ ଗତ କିଛିଦିନ ହେଲା ପୁଲିସ୍‌ ବାବୁମାନଙ୍କ ଅନେକ ଅମାନବୀୟ ଆଚରଣର ଭିଡିଓ ସୋଶାଲ୍‌ ମିଡିଆରେ ଘୁରି ବୁଲୁଛି ଏବଂ ତାକୁ କେନ୍ଦ୍ର କରି ନାନା ପ୍ରଶ୍ନ ଉଠିବାରେ ଲାଗିଛି। ଏମିତିକି ଖାକିର ଏଭଳି ଦାଦାଗିରି ଦେଖି ପୁଲିସ ହାତରେ ଜନତା ଆଉ ସୁରକ୍ଷିତ ନୁହଁନ୍ତି […]

  • Tuesday, 20 July 2021
cuttack
କମିଶନରେଟ୍‌ ପୁଲିସ୍‌ର ଅଡୁଆ ବଢ଼ାଉଛି ଯୁବ ବ୍ୟବସାୟୀଙ୍କ ନିଖୋଜ ଘଟଣା

କଟକ: ୩ ଦିନ ହେଲାଣି, କିନ୍ତୁ ମିଳୁନି କଟକର ପ୍ରତିଷ୍ଠିତ ବ୍ୟବସାୟୀ ବିଶାଲ ସୁନ୍ଦରକାଙ୍କ ପତ୍ତା। ଯୁବ ବ୍ୟବସାୟୀ ସୁନ୍ଦରକା ଦାମୀ କପଡ଼ା ବ୍ୟବସାୟ କରୁଥିଲେ। ହେଲେ ୩ ଦିନ ଧରି ସେ କେଉଁଆଡେ ନିଖୋଜ ହୋଇ ଯାଇଛନ୍ତି। ସେ କେଉଁଠି ଅଛନ୍ତି କି ଅବସ୍ଥାରେ ଅଛନ୍ତି ସେ ନେଇ ପତ୍ତା ଲଗାଇ ପାରିନାହିଁ କମିଶନ୍‌ରେଟ୍‌ ପୁଲିସ୍‌। ନିଖୋଜ ହେବାର ଦିନକ ପରେ ସୁନ୍ଦରକାଙ୍କ କାର୍‌ ଓ ମୋବାଇଲ ପୁରୀ ସମୁଦ୍ର କୂଳରୁ ମିଳିବା ରହସ୍ୟକୁ ଅଧିକ […]

  • Tuesday, 20 July 2021
jp
ଉପକୂଳରେ ବିଜେପିକୁ କେତେ ଫାଇଦା ଦେବ ବୈଜୟନ୍ତଙ୍କ ଯୋଗଦାନ ?

ଭୁବନେଶ୍ୱର: ମିଶନ୍ ୧୨୦ ପ୍ଲସ୍ ଟାର୍ଗେଟକୁ ହିଟ୍ କରିବା ଲକ୍ଷ୍ୟରେ ଶକ୍ତି ବଢ଼ାଉଛି ବିଜେପି। କିଛି ଦିନ ତଳେ ଦକ୍ଷ ପ୍ରଶାସିକା ଅପରାଜିତା ଆଉ ଏବେ ପଦ୍ମ ଧରିଛନ୍ତି ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା। ବୈଜୟନ୍ତଙ୍କୁ ଦଳକୁ ଆଣିବା ପରେ ବିଜେପିର ରାଜନୈତିକ ଟକ୍କର ନୂଆ ସ୍ତରକୁ ଯାଇଥିବା କୁହାଯାଉଛି। ତେବେ ବୈଜୟନ୍ତଙ୍କ ଯୋଗଦାନ ଉପକୂଳରେ ଅପେକ୍ଷାକୃତ ଦୁର୍ବଳ ଥିବା ବିଜେପିକୁ କିଭଳି ଲାଭ ଦେବ ତାହାକୁ ନେଇ ଆରମ୍ଭ ହୋଇଛି ତର୍ଜମା। ମାର୍ଚ୍ଚ ୪ରେ ଦିଲ୍ଲୀରେ […]

  • Tuesday, 20 July 2021
plus-two
ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହେଲା ଯୁକ୍ତଦୁଇ ପରୀକ୍ଷା

ଭୁବନେଶ୍ୱର: ମ୍ୟାଟ୍ରିକ୍‌ ପରୀକ୍ଷା ବିଭ୍ରାଟ୍‌ ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରୀକ୍ଷା। ଆଜି ପ୍ରଥମ ଦିନରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀମାନେ ମାତୃଭାଷା ବିଷୟରେ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ହଲ୍‌ରେ ପ୍ରବେଶ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ କଡ଼ା ଚେକିଂ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ସହ ଯେମିତି କିଛି ସନ୍ଦେହଜନକ ବସ୍ତୁ ଭିତରକୁ ନଯିବ, ତା’ ଉପରେ ତୀକ୍ଷଣ ନଜର ରଖାଯାଇଥିଲା। ଆଉ ଏପଟେ ଫାଟକ ବାହାରେ ଉଭୟ ଗଣମାଧ୍ୟମ ଓ ଅନଧିକାର […]

  • Tuesday, 20 July 2021
farmer
ଥାନା ଘେରିଲେ ଶତାଧିକ ଚାଷୀ

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧାରେ ନବନିର୍ମାଣ କୃଷକ ସଂଗଠନ କର୍ମକର୍ତ୍ତାଙ୍କୁ ପୁଲିସ୍‌ର ମାଡ଼ ଓ ଦୁର୍ବ୍ୟବହାର ପ୍ରତିବାଦରେ ଟାଉନ ଥାନା ଘେରାଉ କରିଛି ନବନିର୍ମାଣ କୃଷକ ସଙ୍ଗଠନ। ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଶତାଧିକ ଚାଷୀ ସ୍ଥାନୀୟ ଗୀତା ଭବନରୁ ବାହାରି ଖୋର୍ଦ୍ଧା ଟାଉନ ଥାନାରେ ପହଞ୍ଚି ନାରାବାଜି କରିବା ସହ ଘେରାଉ କରିଥିଲେ। ଗତ ଫେବୃଆରୀ ୨୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସିଥିବାବେଳେ ପୁଲିସ, ସଂଗଠନର କିଛି କର୍ମକର୍ତ୍ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। […]

  • Tuesday, 20 July 2021
berhampur
ଓଡ଼ିଆର ଦୁଇ ପୁଲିସ୍‌ ପୁରସ୍କୃତ

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ସର୍ବଭାରତୀୟ ପୁଲିସ୍ କ୍ଲଷ୍ଟର ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଗଞ୍ଜାମର ୨ ପୁଲିସ୍ କର୍ମଚାରୀ ପୁରସ୍କୃତ ହୋଇଛନ୍ତି। ଏମାନେ ହେଲେ ଜିତେଶ ଦାସ  ଏବଂ ବାଲାଲ୍ ଖାନ୍। ଗତ ଫେବୃଆରୀ ୨୭ରୁ ମାର୍ଚ୍ଚ ୩ ଯାଏ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ୭୫ କେଜିରେ ଜିତେଶ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ୭୦ କେଜିରେ ବାଲାଲ୍ ରୌପ୍ୟ ପଦକ ଜିତିଛନ୍ତି। ଉଭୟ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବା ପରେ ଅତିରିକ୍ତ ଏସପିଙ୍କ […]

  • Tuesday, 20 July 2021
b
ବାହାମାସ କମ୍ପାନୀ ନାଁ ନେଇ ବୈଜୟନ୍ତଙ୍କୁ ଟାର୍ଗେଟ

ଭୁବନେଶ୍ୱର: ବାହାମାସ କମ୍ପାନୀ ନାଁ ନେଇ ପୂର୍ବତନ ସାଂସଦ ତଥା ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କୁ ଟାର୍ଗେଟ୍ କରିଛନ୍ତି ଭୂପେନ୍ଦ୍ର ସିଂ ପଟେଲ ଓରଫ ରାହୁଲ। ଭୁବନେଶ୍ୱରସ୍ଥିତ ଓଡ଼ିଶା ପ୍ରେସ୍ କ୍ଲବରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିଜକୁ ଆରଟିଆଇ ଆକ୍ଟିଭିଷ୍ଟ ଓ ଅନୁସନ୍ଧାନ ମୂଳକ ସାମ୍ବାଦିକ ବୋଲି ଦାବି କରୁଥିବା ଭୂପେନ୍ଦ୍ର ଏ ସଂକ୍ରାନ୍ତୀୟ ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ବୈଜୟନ୍ତଙ୍କ ପରିବାର ହାତରେ ଥିବା ଏକାଧିକ କମ୍ପାନୀ ବାହାମାସରେ ଜାଲ କମ୍ପାନୀ […]

  • Tuesday, 20 July 2021
cpm
ସିପିଏମ୍‌ ପ୍ରାର୍ଥୀ ଜନାର୍ଦ୍ଦନ ପତିଙ୍କ ନିର୍ବାଚନ ପ୍ରଚାର ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ଲୋକସଭା ଆସନର ସିପିଏମ ପ୍ରାର୍ଥୀ ଜନାର୍ଦ୍ଦନ ପତି ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଭୁବନେଶ୍ୱରରେ ଏକ ପଦଯାତ୍ରା ଜରିଆରେ ସେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଆଦିବାସୀଙ୍କ ଜଙ୍ଗଲ ଜମି ଅଧିକାର ଏବଂ ଉଚ୍ଛେଦ ବନ୍ଦ ଦାବିରେ କଳିଙ୍ଗ ଷ୍ଟୁଡିଓ ଛକଠାରୁ ରାଜଭବନ ଛକ ପର୍ଯ୍ୟନ୍ତ ଏକ ପଦଯାତ୍ରା ଆସିଥିଲା। ଜନାର୍ଦ୍ଦନ ପତିଙ୍କ ନେତୃତ୍ୱରେ ୫ଜଣିଆ ସଦସ୍ୟ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି ପଦଯାତ୍ରାରେ ଶତାଧିକ ମହିଳା ଓ ଆଦିବାସୀ ଲୋକେ […]

  • Tuesday, 20 July 2021
t
ବିଜେଡିରୁ ଇସ୍ତଫା ଦେଲେ ତିଳୋତ୍ତମା

ଭୁବନେଶ୍ୱର: ବିଗତ କିଛି ଦିନରେ ବରିଷ୍ଠ ନେତାଙ୍କ ଦଳଛଡା ଅଭିମୁଖ୍ୟକୁ ଦେଖି କିଛି ଲୋକ କହିବା ଆରମ୍ଭ କରିଲେଣି ବିଜେଡି ଦୁର୍ବଳ ହେଉଛି। ଆଜି ଏହି କ୍ରମରେ ଯୋଡ଼ି ହୋଇଛନ୍ତି କଳାହାଣ୍ଡି ଜିଲ୍ଲାର ଦଳିତ ବିଜେଡି ନେତ୍ରୀ ତଥା ମହିଳା କମିଶନ୍‌ ସଦସ୍ୟା ତିଳୋତ୍ତମା ନାୟକ। ୨ ଦିନ ତଳେ ପୂର୍ବତନ କେନ୍ଦ୍ରାପଡ଼ା ଏମ୍‌ପି ବୈଜୟନ୍ତ ପଣ୍ଡା ବିଜେପିରେ ମିଶିଥିବା ବେଳେ, ଏହାର ଦିନକ ପରେ ଦୈନିକ ‘ଧରିତ୍ରୀ’ର ସମ୍ପାଦକ ତଥା ଢେଙ୍କାନାଳ ଏମ୍‌ପି ତଥାଗତ ସତପଥୀ […]

  • Tuesday, 20 July 2021
bolangiri
ଆନ୍ଧ୍ରରେ ବନ୍ଧା ପଡ଼ିଛନ୍ତି ୧୨ ଶ୍ରମିକ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଦାଦନ ଖଟିବାକୁ ଯାଇ ଆନ୍ଧ୍ରପ୍ରଦେଶରେ ଫସିଛନ୍ତି ୧୨ ଜଣ ଶ୍ରମିକ। ଏପରି ଅଭିଯୋଗ ଆସିଛି ବେଳପଡା ଥାନା ଧୂମାଭଟା ପଞ୍ଚାୟତର ଅଟକଟ ଗାଁରୁ। ଇଟାଭାଟି ମାଲିକ ସେମାନଙ୍କ ଖାଇବାକୁ ଦେଉ ନଥିବା ଓଟିଭିକୁ ସେମାନେ ଫୋନ୍‌ ଯୋଗେ ଜଣାଇବା ସହ ଉଦ୍ଧାର ପାଇଁ ଅନୁରୋଧ କରିଛନ୍ତି। ବନ୍ଧକଙ୍କ ମଧ୍ୟରେ ୪ ଜଣ ଶିଶୁ ଓ ଜଣେ ଗର୍ଭବତୀ ମହିଳା ଥିବା ଜଣାପଡ଼ିଛି। ଅଭିଯୋଗ ଅନୁସାରେ, ଗାଁର ମହାଦେବ ବାଗଙ୍କ ପରିବାର ଇଟାଭାଟିରେ କାମ […]

  • Tuesday, 20 July 2021
nabaranpur
ପଞ୍ଚାୟତ ଅଫିସ୍‌ ନିର୍ମାଣ ଦାବିରେ ଜିଲ୍ଲାପାଳଙ୍କ ଅଫିସ୍‌ ଘେରାଉ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କଣ୍ଟାମାଳରେ ପଞ୍ଚାୟତ କାର୍ଯ୍ୟାଳୟ ର୍ନିମାଣ ଦାବିରେ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିଛନ୍ତି ସ୍ଥାନୀୟ ଲୋକେ। ଗତ ୧୭ ବର୍ଷ ତଳେ କଣ୍ଟାମାଳକୁ ପଞ୍ଚାୟତ ଘୋଷଣା କରାଯାଇଥିଲେ ମଧ୍ୟ ଏଯାଏ କାର୍ଯ୍ୟାଳୟ ନିର୍ମାଣ ହୋଇନଥିବା ସେମାନେ ଅଭିଯୋଗ କରିଛନ୍ତି। ପଞ୍ଚାୟତ ଅଫିସ୍ ନିର୍ମାଣକୁ ନେଇ ବିବାଦ ଲାଗି ରହିଥିବା ବେଳେ ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନେଉନଥିବା ଲୋକେ ଅଭିଯୋଗ କରିଛନ୍ତି। ଯଥାଶୀଘ୍ର ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ବିବାଦର ସମାଧାନ କରିବା ସହ […]

  • Tuesday, 20 July 2021
raygada
ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ

ରାୟଗଡ଼ା (ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ବଲ୍ଲଭପୁର କେନ୍ଦ୍ରରେ ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏହାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଦାବିରେ ଗ୍ରାମବାସୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଛନ୍ତି। ଜାଲ୍ ଶିକ୍ଷାଗତ ଯୋଗ୍ୟତା ଓ ଆବାସିକ ପ୍ରମାଣପତ୍ର ଦାଖଲ କରି ବଲ୍ଲଭପୁର ଅଙ୍ଗନୱାଡ଼ି କେନ୍ଦ୍ରରେ ନିଯୁକ୍ତି ଦିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ପୂର୍ବରୁ ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇବା ସହ […]

  • Tuesday, 20 July 2021
nuapada
ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ନୂଆପଡ଼ା (ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ସୁନାରୀସିକୁଆ ଗାଁରେ ଜଣେ ବ୍ୟକ୍ତିଙ୍କ ଟାଙ୍ଗିଆ ଚୋଟରେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାସନ୍ତୀ ଛତ୍ରିଆ। ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ମୋତିଲାଲ ଫେରାର ହୋଇଯାଇଛି। ଖବର ପାଇ ଖଡ଼ିଆଳ ପୁଲିସ ଗାଁରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, କୌଣସି କାରଣକୁ ନେଇ ଉଭୟ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ […]

  • Tuesday, 20 July 2021
koraput
ଆତ୍ମସମର୍ପଣ କଲେ ଦୁଇ ମହିଳା ନକ୍ସଲ

କୋରାପୁଟ: ପୁଲିସ୍‌ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କୋରାପୁଟ ଗସ୍ତରେ ଯାଇଥିବା ବେଳେ ଦୁଇଜଣ ମହିଳା ନକ୍ସଲ ତାଙ୍କ ପାଖରେ ଆତ୍ମ ସମର୍ପଣ କରିଛନ୍ତି। ଆତ୍ମ ସମର୍ପଣ କରିଥିବା ମହିଳା ନକ୍ସଲ ଦ୍ୱୟ ହେଲେ ମାଦି ସୁକାନ୍ତି ଓ କୌଶଲ୍ୟା ଖିଲ। ସୁକାନ୍ତି ଏରିଆ କମିଟି ମେମ୍ବର ଥିବା ବେଳେ କୌଶଲ୍ୟା ପାର୍ଟି ମେମ୍ବର ଥିଲେ। ଆଜି ଡିଜିପି କୋରାପୁଟ ଯାଇ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବୈଠକରେ ଦକ୍ଷିଣ ଓଡିଶାର […]

  • Tuesday, 20 July 2021
biswabhusana
ପାଣି ପଞ୍ଚାୟତ ଟଙ୍କା ହରିଲୁଟ ହେଉଛି: ବିଶ୍ୱଭୂଷଣ

ଭୁବନେଶ୍ୱର: ରାଜ୍ୟର ଜଳସେଚନ ବିଭାଗରେ ବ୍ୟାପକ ଦୁର୍ନୀତି ହୋଇଛି। ଅଧିକାଂଶ ପାଣି ପଞ୍ଚାୟତରେ ବିନା ନିର୍ବାଚନରେ ପ୍ରତିନିଧିମାନେ ମନ ଇଚ୍ଛା ଟଙ୍କା ଖର୍ଚ୍ଚ କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଅଭିଯୋଗ ଆଣିଛନ୍ତି ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ। ସେ କହିଛନ୍ତି, “ସିଏଜି ନିକଟରେ ଏ ପ୍ରସଙ୍ଗରେ ବିଭାଗୀୟ ଅଧିକାରୀମାନେ ସ୍ୱୀକାର କରିଥିଲେ। ହେଲେ ଏପର୍ଯ୍ୟନ୍ତ ଏହାକୁ ଅଣଦେଖା କରାଯାଇଛି। ଏହା ପରୋକ୍ଷରେ ବ୍ୟାପକ ଅନିୟମିତତାକୁ ସୂଚାଉଛି। ରାଜ୍ୟରେ ୨୯ହଜାର ୭୩ଟି ପାଣି ପଞ୍ଚାୟତ […]

  • Tuesday, 20 July 2021
pratap
ପିସି କାରବାର ଅଭିଯୋଗକୁ ଏଡ଼ାଇ ଗଲେ ପ୍ରତାପ

ଭୁବନେଶ୍ୱର: ମାହାଙ୍ଗାର ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମା ଆଣିଥିବା ପିସି କାରବାର ଅଭିଯୋଗକୁ ଏଡ଼ାଇ ଯାଇଛନ୍ତି ମାହାଙ୍ଗା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ମାହାଙ୍ଗାରେ ପିସି ନଦେଲେ କାମ ହେଉନି, ପ୍ରତାପ ଜେନା ପିସି ନେଉଛନ୍ତି ବୋଲି ଗୁରୁତର ଅଭିଯୋଗ ଆଣିଥିଲେ ବିକ୍ରମ। ଆଜି ସାମ୍ବାଦିକମାନେ ଏନେଇ ପ୍ରତାପଙ୍କୁ ପ୍ରଶ୍ନ କରିଥିଲେ। ହେଲେ ସେ କିଛି ନକହି ସେଠାରୁ ଚାଲି ଯାଇଥିଲେ। ଆହୁରି ପଢ଼ନ୍ତୁ: ‘ମାହାଙ୍ଗାରେ ପିସି ନଦେଲେ କାମ ହେଉନି’ : ପୂର୍ବତନ ବିଧାୟକ […]

  • Tuesday, 20 July 2021
bjd
ବିଜେପି ସହଯୋଗ ନୁହେଁ, ବିଜୁ ବାବୁଙ୍କ ଆଶୀର୍ବାଦରେ ବିଜେଡି ଗଠନ ହୋଇଥିଲା: ପ୍ରତାପ

ଭୁବନେଶ୍ୱର: ବିଜେପିରେ ମିଶିବା ପରେ ଗତକାଲି ଓଡ଼ିଶା ଫେରିଥିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବାକୁ ବିଜେପି କାର୍ଯ୍ୟାଳୟରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଉଦ୍‌ବୋଧନ ଦେଇ ବୈଜୟନ୍ତ ବିଜେଡି ଓ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ। ବିଜେପି ସହଯୋଗରେ ବିଜେଡି ଗଠନ ହୋଇଥିଲା ବୋଲି ବୈଜୟନ୍ତ ମନ୍ତବ୍ୟ ଦେଇଥିଲେ। ଯାହାକୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ବିଜେଡି କେବେ ବି ବିଜେପିକୁ ନେଇ ଗଠନ ହୋଇ ନ […]

  • Tuesday, 20 July 2021
congress
ପରିବାରବାଦକୁ ପ୍ରଶୟ ଦିଆଯିବନି: କଂଗ୍ରେସ

ଭୁବନେଶ୍ୱର: ଆସନ୍ତା ନିର୍ବାଚନ ଲାଗି କଂଗ୍ରେସରେ ପରିବାରବାଦକୁ ପ୍ରଶୟ ଦିଆଯିବ ନାହିଁ। ଗୋଟିଏ ପରିବାରରୁ ଏକାଧିକଙ୍କୁ ଟିକେଟ ମିଳିବନି। ଆଜି ଏହା ସ୍ପଷ୍ଟ କରିଛନ୍ତି ଓଡ଼ିଶା ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ। ତେବେ ବାପା ଚାହିଁଲେ ତାଙ୍କର ଟିକେଟ ପୁଅକୁ ଦେଇପାରିବେ ବୋଲି ସେ କହିଛନ୍ତି। ସେହିପରି ନିର୍ବାଚନରେ ମହିଳା ଓ ଯୁବ ପ୍ରାର୍ଥୀଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।

  • Tuesday, 20 July 2021