ଅମୁଲ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି ବର୍ଦ୍ଧିତ ଦୁଗ୍ଧ ମୂଲ୍ୟ ଆସନ୍ତାକାଲି ଠାରୁ ଲାଗୁ ହେବ ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଦେଶରେ ଏହି ନୂତନ ମୂଲ୍ୟ ଲାଗୁ ନୂଆଦିଲ୍ଲୀ : ସାଧାରଣ ଲୋକଙ୍କ ଉପରେ…
ହାଇଦ୍ରାବାଦ: ନିଜାମ ନଗରୀରେ ଗେରୁଆ ବାନା ଉଡ଼ାଇବାରେ ସଫଳ ହୋଇଛି ବିଜେପି। ଗ୍ରେଟର ହାଇଦ୍ରାବାଦ ପୌର ର୍ନିବାଚନରେ ଦଳ ଦମଦାର ପ୍ରଦର୍ଶନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ଦଳ। ଗତଥର ପୌର ର୍ନିବାଚନରେ ମାତ୍ର ୪ଟି ଆସନ ଜିତିବାକୁ ସକ୍ଷମ ହୋଇଥିବା ବିଜେପି ଏବେ ୪୯ଟି ଆସନ ହାତେଇଛି। ତେବେ ପୂର୍ବ ଅପେକ୍ଷା କମ ଆସନ ପାଇଥିଲେ ବି କେସିଆରଙ୍କ ଟିଆରଏସ ପ୍ରଥମ ସ୍ଥାନ ବଜାୟ ରଖିଛି। ର୍ନିବାଚନ ହୋଇଥିବା ୧୫୦ ଆସନରୁ କେସିଆରଙ୍କ ଟିଆରଏସ […]
ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ Dearness Allowance (DA) ବୃଦ୍ଧି ପାଇବା ପୂର୍ବରୁ ଏହି ମାସ ଶେଷ ସୁଦ୍ଧା କର୍ମଚାରୀମାନଙ୍କର ଦରମା ବୃଦ୍ଧି ପାଇବ ବୋଲି ଶୁଣିବାକୁ ମିଳୁଛି। ଲାଟେଷ୍ଟ୍ ରିପୋର୍ଟ ଅନୁସାରେ, ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗ(7th Central Pay Commission) ଅନୁସାରେ କେନ୍ଦ୍ର ସରକାରୀ କର୍ମଚାରୀ ଏହି ଦରମା ବୃଦ୍ଧି ହେବ। ଯଦି ଦରମା ବୃଦ୍ଧି ହୁଏ ତା’ହେଲେ ଏହାଦ୍ୱାରା ୫୦ ଲକ୍ଷରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ ଉପକୃତ ହେବେ ବୋଲି ଜଣାପଡ଼ିଛି। […]
ନୂଆଦିଲ୍ଲୀ: ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର ହେଲେ ମ୍ୟୁନିସିପାଲିଟି କାଉନ୍ସିଲର ମନୋଜ ମହଲୱତ। ଭ୍ରଷ୍ଟାଚାର ଅଭିଯୋଗରେ ଗତକାଲି ତାଙ୍କୁ ସିବିଆଇ ଗିରଫ କରିବା ପରେ ଆଜି ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛନ୍ତି ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା। ଏନେଇ ଦିଲ୍ଲୀ ବିଜେପି ପ୍ରବକ୍ତା ପ୍ରବୀଣ ଶଙ୍କର ସୂଚନା ଦେଇଛନ୍ତି। ସେ କହିଛନ୍ତି କାଉନ୍ସିଲର ମନୋଜ ମହଲୱତଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି। ପ୍ରାଥମିକ ତଦନ୍ତ ରିପୋର୍ଟ ଆସିବା […]
ଗୁରୁଗ୍ରାମ: ତିନି ରାତିରେ ୩ଟି ହତ୍ୟାକାଣ୍ଡ ଭିଆଇଲା ୨୨ ବର୍ଷୀୟ ସିରିଏଲ୍ କିଲର ମହମ୍ମଦ ରାଜୀ। ସେ ପୁଣି ଅଜବ ପ୍ରକାର ହତ୍ୟାକାଣ୍ଡ। କେମିତି ଲଗାତାର ଘଟୁଛି ବୀଭତ୍ସ୍ୟ ହତ୍ୟାକାଣ୍ଡ, ତାର ଖିଅ ପାଇଲାନି ପୋଲିସ। କିନ୍ତୁ ଆଇନର ହାତ ବେଶ୍ ଲମ୍ବା। ହତ୍ୟାକାରୀ ଯେତେ ଚାଲାକ୍ ହେଲେବି ପୋଲିସ ପଞ୍ଝାରେ ପଡ଼ିବା ଥୟ। ଏମିତି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ତିନିଟି ରାତିରେ ହରିୟାଣାର ଗୁରୁଗ୍ରାମରେ ଘଟିଛି। ଏବେ ସିରିୟଲ ମହମ୍ମଦଙ୍କୁ ଇଫ୍କୋ ଚୌକ ଦିଲ୍ଲୀରୁ ଗିରଫ […]
ତିରୁପତି: ଆନ୍ଧ୍ରପ୍ରଦେଶ ତିରୁପତିରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ପତ୍ନୀକୁ ପୋଡି ହତ୍ୟା କରିବା ପରେ ମରଶରୀରକୁ ସୁଟକେସରେ ରଖି ଏକ ନିଛାଟିଆ ସ୍ଥାନରେ ପୋତି ଦେଇଛନ୍ତି ସ୍ୱାମୀ । ପୋଲିସ ସୁଟକେସକୁ ଉଦ୍ଧାର କରିବା ପରେ ଘଟଣା ପଦାକୁ ଆସିଛି…
ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନ୍କୁ ବିରୋଧ କରୁଥିବା ବିକ୍ଷୋଭକାରୀ ଚାଷୀଙ୍କ ସହିତ କେନ୍ଦ୍ର ସରକାରଙ୍କର ୫ ପର୍ଯ୍ୟାୟ ବୌଠକ ଜାରି ରହିଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମେତ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ବାଣିଜ୍ୟମନ୍ତ୍ରୀ ପୁୟୂଷ ଗୋୟଲ ଓ ଗୃହମନ୍ତ୍ରୀ ରାଜନାଥ ସିଂହ ଚାଷୀ ସାମିଲ୍ ହୋଇଛନ୍ତି। ଦିଲ୍ଲୀ ବିଜ୍ଞାନ ଭବନରେ ଏହି ବୈଠକ ଜାରି ରହିଛି। ଏଥିରେ ୪୦ ଜଣ କୃଷକ ପ୍ରତିନିଧୀ ଦଳ ସାମିଲ ଅଛନ୍ତି। ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନରେ […]
କୋଲକାତା: ଟିଏମ୍ସି ବିଧାୟକ ସତ୍ୟଜିତ ବିଶ୍ୱାସ ହତ୍ୟାକାଣ୍ଡର ତଦନ୍ତ କରୁଥିବା ପଶ୍ଚିମବଙ୍ଗ ସିଆଇଡି ଚାର୍ଜସିଟ୍ରେ ବିଜେପି ଜାତୀୟ ପ୍ରବକ୍ତା ମୁକୁଲ ରୟଙ୍କ ନାଁ ରହିଛି। ସତ୍ୟଜିତଙ୍କ ହତ୍ୟା ଷଡ଼ଯନ୍ତ୍ରକାରୀ ଭାବେ ସିଆଇଡି ଚାର୍ଜସିଟିରେ ମୁକୁଲ ରୟଙ୍କ ନାଁ ରହିଥିବା ସୂଚନା ମିଳିଛି। ରାନଘାଟ ଏସିଜେଏମ୍ କୋର୍ଟରେ ସିଆଇଡି ଶନିବାର ଚାର୍ଜଶିଟ୍ ଦାଖଲ କରିଛି। ସିଆଇଡି ଚାର୍ଜଶିଟ୍ ମୁକଲଙ୍କୁ ମିଶାଇ ମୋଟ ୫ ଜଣଙ୍କ ନାଁ ରହିଛି। ଏମାନଙ୍କ ମଧ୍ୟରେ ଆଉ ଜଣେ ବିଜେପି ସାଂସଦ ଜଗନ୍ନାଥ ସରକାରଙ୍କର […]
ନୂଆଦିଲ୍ଲୀ : ବିଜେପି କର୍ମୀ ଓ କୃଷକ ମୁହାଁମୁହିଁ । ଦିଲ୍ଲୀର ଗାଜିପୁର ସୀମାରେ କୃଷକ ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ନେତାଙ୍କ ମଧ୍ୟରେ ହଙ୍ଗାମା ହୋଇଛି । ବିଜେପି କର୍ମୀମାନେ ଜଣେ ନେତାଙ୍କ ସ୍ୱାଗତ ପାଇଁ ଯାଇଥିବା ବେଳେ…
ଇନ୍ଦୋର : ଫେସବୁକ ପ୍ରୋଫାଇଲ୍ ଫଟୋର ମଜାକ୍ ଉଡାଇବା ମହଙ୍ଗା ପଡ଼ିଲା । ପରିହାସ ସହ୍ୟ କରିନପାରି କିଛି ଲୋକଙ୍କ ସହ ଦୁଇ ଯୁବକଙ୍କୁ ଛୁରିରେ ଆକ୍ରମଣ କଲେ ଅଭିଯୁକ୍ତ । ସାମାନ୍ୟ ଏକ ଫଟୋ ପାଇଁ ମଧ୍ୟପ୍ରଦେଶର ଇନ୍ଦୋରରେ ଏପରି…
ଅନ୍ତର୍ଜାତୀୟ ବିମାନ ଉପରେ ବ୍ୟାନ୍ ଜାରି ରହିଛି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ିଲା କଟକଣା କୋଭିଡ-୧୯ ପାଇଁ ଉଭୟ ଭାରତକୁ ଓ ଭାରତରୁ ଉଡ଼ାଣ କଟକଣା କାର୍ଗୋ ଅପରେସନ ଓ ସ୍ପେଶାଲ ଉଡ଼ାଣ ନେଇ କୌଣସି କଟକଣା ନାହିଁ DGCA…
ଥିରୁବନ୍ତପୁରମ୍ : କରୋନା ମୃତକଙ୍କ ଅନ୍ତିମ ସଂସ୍କାର କରିବାକୁ ପରିବାର ଲୋକଙ୍କୁ ଅନୁମତି । ଦକ୍ଷିଣ ରାଜ୍ୟ ଗୁଡ଼ିକରେ କରୋନା ପ୍ରକୋପ କମି ନଥିବା ବେଳେ ବଡ଼ ନିଷ୍ପତ୍ତି ନେଇଛନ୍ତି କେରଳ ସରକାର । ଦେଶରେ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରେ…
ନୂଆଦିଲ୍ଲୀ : କରୋନା ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ବାଧ୍ୟ କେନ୍ଦ୍ର ସରକାର । ଯେଉଁମାନେ କରୋନା କାରଣରୁ ପ୍ରାଣ ହରାଇଛନ୍ତି, ସରକାର ସେମାନଙ୍କ ପରିବାରକୁ କ୍ଷତିପୂରଣ ଦେବା ଉଚିତ୍ ବୋଲି ସଫା ସଫା ଶୁଣାଇଛନ୍ତି ସୁପ୍ରିମକୋର୍ଟ । କ୍ଷତିପୂରଣ ପ୍ରଦାନ…
ଆଜି ମଧ୍ୟ ୫୦ ହଜାର ତଳେ ଦୈନିକ ସଂକ୍ରମଣ ଗତ ୨୪ ଘଣ୍ଟାରେ ୪୫ ହଜାର ୯୫୧ କରୋନା ପଜିଟିଭ ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩ ଲକ୍ଷ ୬୨ ହଜାର ୮୪୮କୁ ବୃଦ୍ଧି ନୂଆଦିଲ୍ଲୀ :…
ପ୍ରତିରକ୍ଷା ଶିବିର ନିକଟରେ ପୁଣି ଉଡିଲା ଡ୍ରୋନ୍ ପୁଣି ଜମ୍ମୁରେ ୩ଟି ଡ୍ରୋନ ଉଡ଼ିବାର ଦୃଶ୍ୟ ସାମ୍ନାକୁ ଆସିଲା ଜମ୍ମୁ : ଭାରତ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର ଆଶଙ୍କା । ଜାମ୍ମୁରେ ପୁଣି ଉଡ଼ିଲା ଡ୍ରୋନ୍ । ବାୟୁସେନା…
ୱାସିଂଟନ୍ : କାଟୁ କରୁଛି କୋଭାକ୍ସିନ୍ । କରୋନା ଭାଇରସର ଆଲଫା ଏବଂ ଡେଲଟା ଭାରିଆଣ୍ଟ୍ ପାଇଁ ପ୍ରଭାବଶାଳୀ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଟିକା । ଆମେରିକାର ସର୍ବୋଚ୍ଚ ସ୍ୱାସ୍ଥ୍ୟ ଅନୁସନ୍ଧାନ ପ୍ରତିଷ୍ଠାନ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ…
ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସୋସିଆଲ ସାଇଟ୍ ଟ୍ୱିଟର ବିରୋଧରେ ପୁଣି ମାମଲା । ଶିଶୁ ଯୌନ ଅଶ୍ଳୀଳତା ଅଭିଯୋଗରେ ଦିଲ୍ଲୀରେ ଏହି ମାମଲା ରୁଜୁ ହୋଇଛି । ଟ୍ୱିଟର ବିରୋଧରେ ଏହା ୪ର୍ଥ ମାମଲା। ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ…
ନୂଆଦିଲ୍ଲୀ: ଆଲଜାଇମର ରୋଗ କଣ? ଯଦି ଏହି ରୋଗରେ କୌଣସି ମଣିଷ ଶିକାର ହୁଅନ୍ତି ତେବେ କଣ ହେବ? ତେବେ ଆମେ ଆପଣଙ୍କୁ ଆଜି ଏମିତ ଏକ ଘଟଣା କହିବୁ ଯାହାକୁ ଜାଣିବା ପରେ ଆପଣମାନଙ୍କ ମନରେ ଥିବା ସମସ୍ତ ପ୍ରଶ୍ନ…
ଭାରତରେ ପାଖାପାଖି ୪୦୦ରୁ ଅଧିକ ନଦୀ ରହିଛି। ଆଉ ସେ ସବୁ ଭିତରୁ ପ୍ରତ୍ୟେକଟି ନଦୀ କିଛି ଭିନ୍ନ ଭିନ୍ନ କାରଣରୁ ଖାସ୍। କିଛି ନଦୀ ଆମ ସଂସ୍କୃତି ଅନୁଯାୟୀ ଖାସ୍ ତ ଆଉ କିଛି ନଦୀ ନିଜର ସୁନ୍ଦରତା କାରଣରୁ ଖାସ୍ ଥାଏ।
ଖୁବ୍ ଶୀଘ୍ର ଭାରତ ଆସିବ କରୋନା ଟିକା ମଡର୍ଣ୍ଣା ମଡର୍ଣ୍ଣା ଟିକା ଆମଦାନୀ ଆବେଦନକୁ DCGIର ମଂଜୁରୀ ଔଷଧ କଂପାନୀ ସିପଲାକୁ ଆମଦାନୀ ଅନୁମତି ଦେଲା DCGI ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ମଡର୍ଣ୍ଣା ଟିକାକୁ ଅନୁମତି ଦେଇଛି…
ଗୁଗଲ୍ ଓ ଫେସବୁକ୍ ପାଇଁ ବି ବଢୁଛି ଅଡ଼ୁଆ । ଆଜି ହାଜର ହେବାକୁ ସମନ୍ ଜାରି କରିଥିଲା ପାର୍ଲାମେଣ୍ଟ ଷ୍ଟାଣ୍ଡିଂ କମିଟି । ସୋସିଆଲ ମିଡିଆ ଫେସବୁକ୍ ଓ ସର୍ବାଧିକ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ ଗୁଗଲର ପ୍ରତିନିଧିଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା
ନୂଆଦିଲ୍ଲୀ : ଆକାରରେ ଚଢେଇ ଠାରୁ ବି କ୍ଷୁଦ୍ର, ମାତ୍ର ଆକ୍ରମଣ କ୍ଷମତା ଅତି ଘାତକ । ଅତି ଗୋପନୀୟ ଭାବେ ଗତି କରିପାରୁଥିବା ଡ୍ରୋନ୍ ଗୁଡିକୁ ସାଧାରଣ ରାଡାରରେ ଧରିବା ସମ୍ଭବ ନୁହେଁ । ଏଗୁଡିକୁ ଠାବ କରିବା ଲାଗି…
ଘନଉଛି ଡ୍ରୋନ ବିପଦ । ଗତ ରବିବାର ରାତିରେ ଜମ୍ମୁ ଏୟାରବେସ୍ ଉପରେ ସନ୍ଦିଗ୍ଧ ଡ୍ରୋନ ଆକ୍ରମଣ ସୁରକ୍ଷାରେ ନିୟୋଜିତ ସଂସ୍ଥାଙ୍କ ଆଖି ଖୋଲି ଦେଇଛି
କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମକୁ ନେଇ ଖପ୍ପା ହୋଇଠି ଟ୍ୱିଟର । ଆଇଟି ନିୟମକୁ ଟ୍ୱିଟର ଜାଣିଶୁଣି ଅମାନ୍ୟ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଅଭିଯୋଗ କରିଥିବା ବେଳେ ଏବେ କେନ୍ଦ୍ର ସରକାରଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛି ଟ୍ୱିଟର
ବାରାଣାସୀ : ବିବାହ ଦିନ ପ୍ରେମିକ ସହ ଛୁ ମାରିଲା କନ୍ୟା । ଶିଶୁପାଳ ସାଜି ଥାନାରେ ଏତାଲା ଦେଲା ବର । ଉତ୍ତରପ୍ରଦେଶ ବାରାଣାସୀରେ ଏଭଳି ଆଶ୍ଚର୍ଯ୍ୟକର ଘଟଣା ଘଟିଛି । ବିବାହ ଦିନ ବରଯାତ୍ରୀ ଆସିବା ପୂର୍ବରୁ ଯୁବତୀ…