• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

driving
ଗାଡ଼ି ଚଲାଇବା ବେଳେ ଫୋନ୍‌ରେ କଥା ହେଲେ ୧୦ ହଜାର ଟଙ୍କା ଫାଇନ୍‌

ଲକ୍ଷ୍ନୌ: ଏଣିକି ଗାଡ଼ି ଚଲାଇବା ବେଳେ ଫୋନ୍‌ରେ କଥା ହେଲେ ଗଣିବେ ୧୦ ହଜାର ଟଙ୍କା ଜରିମାନା। ଦୁର୍ଘଟଣା ରୋକିବା ପାଇଁ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଏହି ନିୟମ ଲାଗୁ କରିଛନ୍ତି। ସଡ଼କ ସୁରକ୍ଷା ନିୟମକୁ ଆହୁରି କଡ଼ାକଡ଼ି କରିବା ପାଇଁ ଗୁରୁବାର ଉତ୍ତର ପ୍ରଦେଶ ସରକାର ଏହି ନିର୍ଦ୍ଦେଶାନାମା ଜାରି କରିଛନ୍ତି। ଯେଉଁବ୍ୟକ୍ତି ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ଚଲାଉଥିବା ବେଳେ ଫୋନ୍‌ରେ କଥା ହେଉଥିବା ଧରାପଡ଼ନ୍ତି, ତା’ହେଲେ ସେମାନଙ୍କ […]

susataaa
ଦେଢ଼ମାସ ପରେ ମୁହଁ ଖୋଲିଲେ ଅଙ୍କିତା, କହିଲେ ମୁଁ ଚ୍ୟାଲେଞ୍ଜ ଦେଇ କହିବି ସେ...

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତର ଦେଢ଼ ମାସ ପରେ ତାଙ୍କର ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ନୀରବତା ଭାଙ୍ଗିଛନ୍ତି। ସେ କହିଛନ୍ତି ସୁଶାନ୍ତ ସବୁବେଳେ ହସ ଖୁସିରେ ରହୁଥିବା ମଣିଷ ଓ ରିଏଲ ହିରୋ ଥିଲେ। ସେ କୌଣସି କଥାକୁ ନେଇ ମନଦୁଃଖ କରିପାରନ୍ତି କିନ୍ତୁ  ଡିପ୍ରେସନ୍‌ରେ ରୁହନ୍ତି ନାହିଁ। ଅଙ୍କିତା ଏକ ଗଣମାଧ୍ୟମକୁ କହିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁର ୧୫ ମିନିଟ୍‌ ମଧ୍ୟରେ ମୋ ପାଖକୁ ଫୋନ୍‌ ଆସିଥିଲା ଯେ ସେ ଆତ୍ମହତ୍ୟା […]

china-1
LACରେ ଚୀନର ପୁଣି ବିଶ୍ୱାସଘାତକତା; ପାଙ୍ଗୋଙ୍ଗ ଝିଲ ନିକଟରେ ସେନା ଛାଉଣୀ

ନୂଆଦିଲ୍ଲୀ:ଲାଇନ ଅଫ କଣ୍ଟ୍ରୋଲ୍‌ (LAC) ରେ ଚୀନର ପୁଣି ବିଶ୍ୱାସଘାତକତା।  LACରୁ ସୈନ୍ୟ ଅପସାରଣ ପାଇଁ ନିଷ୍ପତ୍ତି ନିଆଯିବା ପରେ ମଧ୍ୟ ଚୀନ୍‌ର ପାଙ୍ଗୋଙ୍ଗ  ଝିଲ ନିକଟରେ ପୁଣି ନିଜର ସୈନ୍ୟ ସଂଖ୍ୟା ବୃଦ୍ଧି କରିଛି। ଜୁଲାଇ ୧୪ ତାରିଖ ଦ୍ୱିପାକ୍ଷିକ ଅଲୋଚନା ପରେ ଚୀନ ତାର ଅତିରିକ୍ତ ସେନା ଏବଂ ବୋଟ  ପାଙ୍ଗୋଙ୍ଗ  ଝିଲ ନିକଟରେ ମୁତୟନ କରିଛି। ବିବାଦୀୟ ଇଲାକାରେ ଚୀନ୍‌ର ଏପରି  ଶକ୍ତି ପ୍ରଦର୍ଶନ ଯୋଗୁ ପୁଣି ଉତ୍ତେଜନା ବୃଦ୍ଧି ପାଇ‍ର ଆଶଙ୍କା […]

susanta
କାହିଁକି ଖରାପ ହେଲା ସୁଶାନ୍ତଙ୍କ ସ୍ୱାସ୍ଥ୍ୟା ? ଟ୍ରେନର୍‌ ଦେଲେ ଚାଞ୍ଚଲ୍ୟକର ତଥ୍ୟ

ମୁମ୍ବାଇ:ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ମୃତ୍ୟୁ ଦିନକୁ ଦିନ ରହସ୍ୟମୟ ହେଉଛି। ପ୍ରତିଦିନ ଏହି ମାମଲା ନୂଆ ମୋଡ ନେଉଥିବା ଦେଖିବାକୁ ମିଳିଛି। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପ୍ରଥମେ ଅଙ୍ଗୁଳି ଉଠିଥିଲା ବଲିଉଡ୍‌ରେ ଚାଲିଥିବା ନେପୋଟିଜିମ୍‌ ଆଡକୁ। ହେଲେ ସୁଶାନ୍ତଙ୍କ ବାପା ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR  ଦାଏର କରିବା ପରେ ମାମଲା ନୂଆ ମୋଡ ନେଇଛି। ଏଇ ସମୟରେ ସୁଶାନ୍ତଙ୍କ ଟ୍ରେନର ସୁଶାନ୍ତଙ୍କୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି।  ଟ୍ରେନର ସମୀ ମହମ୍ମଦ ମିଡିଆକୁ ବୟାନ […]

ମଦ ମିଳିଲାନି ବୋଲି ପିଇଦେଲେ ସାନିଟାଇଜର, ୯ ମୃତ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶରେ ସାନିଟାଇଜର ପିଇ ୯ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମଦ ମିଳିଲାନି ବୋଲି ସାନିଟାଇଜର ପିଇ ଦେବାରୁ ଏମାନଙ୍କର ମୃତ୍ୟୁ ହୋଇଥିବା ସୂଚନା। ଆନ୍ଧ୍ର ପ୍ରଦେଶର ପ୍ରକାଶମ୍‌ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, କୁରିଚେଦୁ ସହରରେ ୯ ଜଣ ଲୋକ ମଦ ନ ମିଳିବାରୁ ହ୍ୟାଣ୍ଡ୍‌ ସାନିଟାଇଜର୍‌  ପିଇ ଦେଇଥିଲେ।  ଏହି ସାନିଟାଇଜାର୍‌ରେ ଅଧିକ ପରିମାଣର alcohol ମିଶିଥିଲା। ଫଳରେ ବୁଧବାର ରାତିରେ ଜଣଙ୍କର ମୃତ୍ୟୁ ଘଟିଥିବା […]

talak
ଦେଶରେ ବର୍ଷକରେ କମିଛି ୮୨% ଟ୍ରିପଲ ତଲାକ କେସ

ନୂଆଦିଲ୍ଲୀ: ଉଚ୍ଛେଦ ହୋଇଛି ଟ୍ରିପଲ୍ ତଲାକ। ତିନି ତଲାକକୁ ଅପରାଧ ମାନ୍ୟତା ମିଳିବାର ଏକ ବର୍ଷ ବିତିଛି। ୨୦୧୯ରେ ଅଗଷ୍ଟ ପହିଲାରେ ମୁସଲିମ୍ ମହିଳାଙ୍କ ବିବାହ ସମ୍ପର୍କିତ ଆଇନ-୨୦୧୯କୁ ମିଳିଥିଲା ରାଷ୍ଟ୍ରପତିଙ୍କ ଅନୁମୋଦନ। ସମ୍ବିଧାନର ଉଭୟ ଗୃହରେ ପାରିତ ହେବା ପରେ ଏହାକୁ ଅପରାଧର ଶ୍ରେଣୀଭୃକ୍ତ କରାଯାଇଥିଲା॥ ଏହି ନିୟମ ଅନୁଯାୟୀ, କୌଣସି  ବ୍ୟକ୍ତି ନା ଟ୍ରିପଲ୍ ତଲାକ ଦେଇପାରିବେ ନା ଏହା ସମାଜରେ ଗ୍ରହଣୀୟ ହେବ।  ଏହି ଐତିହାସିକ ବିଲ୍ ଆଇନରେ ପରିଣତ ହେବା ପରେ […]

Abhijeet Mukherjee
କଂଗ୍ରେସକୁ ଆଉ ଏକ ଝଟକା, ପ୍ରଣବ ମୁଖାର୍ଜୀଙ୍କ ପୁଅ ଟିଏମ୍‌ସିରେ ସାମିଲ

ପଶ୍ଚିମବଙ୍ଗ: କଂଗ୍ରେସକୁ ଆଉ ଏକ ଝଟକା । ଦଳର ବରିଷ୍ଠ ନେତା ତଥା ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ ଆଜି ମମତା ବାନାର୍ଜୀଙ୍କ ଟିଏମସିରେ ସାମିଲ ହୋଇଛନ୍ତି । ଆଜି ଟିଏମସିର ବରିଷ୍ଠ ନେତା…

swamy1
ସୁଶାନ୍ତ ମୃତ୍ୟୁ ମାମଲା: ମୁମ୍ବାଇ ପୋଲିସ୍ ଉପରକୁ ଅଙ୍ଗୁଳି ଉଠାଇଲେ ବିଜେପି ସାଂସଦ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁକୁ ଦେଢ଼ମାସରୁ ଅଧିକ ସମୟ ବିତି ଗଲାଣି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ତଥ୍ୟ ସାମ୍ନା ଆସୁପାରୁନାହିଁ। ଏହି ମାମଲାର ତଦନ୍ତ କରୁଥିବା ମୁମ୍ବାଇ ପୋଲିସ୍ ୩୦ରୁ ଅଧିକ ଲୋକଙ୍କୁ ଜେରା କରିସାରିଛି। କିନ୍ତୁ କିଛି ବି ଠୋସ୍ ପ୍ରମାଣ ମିଳିପାରିନାହିଁ। ତେବେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ସାଂସଦ ସୁବମଣ୍ୟମ ସ୍ୱାମୀ। Why Mumbai Police not filed a FIR […]

dear
ଝିଅଟି ପାର୍କରେ ବୀଣା ବଜାଉଥିଲେ, କିନ୍ତୁ ହଠାତ୍‌ ତାଙ୍କ ପଛରେ...

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ହରିଣର ଏକ ଭିଡିଓ ଖୁବ୍‌ ଜୋରରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣଙ୍କ ମନ ଖୁସି ହୋଇଯିବ। ଝିଅଟି ପାର୍କରେ ବାଦ୍ୟଯନ୍ତ୍ର ବୀଣା ବଜାଉଥଲେ। ସେହି ସମୟରେ ଝିଅର ପଛ ପଟେ ଏକ ହରିଣ ଗୀତ ଶୁଣିବାକୁ ଅଟକି ଯାଇଥିଲା। ଟ୍ୱିଟ୍‌ରରେ ଏହି ଭିଡିଓକୁ ‘Welcome To Nature’ ନାମକ ଏକ ପେଜ୍‌ରେ ଶେୟାର କରାଯାଇଛି। Deer stops to listen to harp pic.twitter.com/zagX5fgVYp — Welcome To Nature […]

alchol
ମଦ ନେଲା ୨୧ ଜୀବନ

ଚଣ୍ଡୀଗଡ଼: କରୋନା ମହାମାରୀ ସମୟରେ ପଞ୍ଜାବରେ ଘଟିଛି ଅଭାବନୀୟ ଘଟଣା। ପଞ୍ଜାବର ଅମୃତସର ଏବଂ ତରନତାରନ ସହରରେ ବିଷାକ୍ତ ମଦ ପିଇ ୨୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ମାମଲାରେ ପୋଲିସ୍ ନକଲି ମଦ ତିଆରି କରୁଥିବା କିଛି ଲୋକଙ୍କୁ ଗିରଫ କରିଛି। ଏହି ମାମଲାର ତଦନ୍ତ ପାଇଁ ଏସଆଇଟି କମିଟି ଗଠନ କରାଯାଇଛି। ଏହି ମାମଲାର ସୂଚନା ଦେଇ ଡିଜିପି ଦିନକର ଗୁପ୍ତା କହିଛନ୍ତି, ଜୁନ୍ ୨୯ ତାରିଖରେ ଅମୃତସର ଗ୍ରାମାଞ୍ଚଳର ଥାନା ତରସିକର […]

modi
ଟ୍ରିପଲ୍ ତଲାକ୍: ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଲେ ମୁସଲିମ୍ ମହିଳା

ବାରାଣାସୀ: ଠିକ୍‌ ବର୍ଷକ ତଳେ ଟ୍ରିପଲ୍ ତଲାକ୍‌ର କୁପ୍ରଥାକୁ ବନ୍ଦ କରିବା ପାଇଁ ମୋଦି ସରକାର ଏକ ଆଇନ୍‌ ପ୍ରଣୟନ କରିଥିଲେ। ପିଏମ୍ ମୋଦିଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀର ମୁସଲିମ୍ ମହିଳାମାନେ ସେମାନଙ୍କର ପ୍ରିୟ ପ୍ରଧାନମନ୍ତ୍ରୀଙ୍କର ଏହି ଐତିହାସିକ ପଦକ୍ଷେପକୁ କିପରି ବା ଭୁଲି ପାରିବେ? ଏନେଇ ବାରାଣାସୀର ମୁସଲିମ୍ ମହିଳାମାନେ ମୋଦିଙ୍କୁ ନିଜ ଭାଇ କହିଥିଲେ। ଏମିତିକି ପ୍ରଧାନମନ୍ତ୍ରୀଙ୍କ ଫଟୋରେ ରାକ୍ଷୀ ବାନ୍ଧି ତାଙ୍କୁ ଧନ୍ୟବାଦ ଦେଇଥିଲେ। ବାରାଣାସୀର ମୁସଲିମ୍ ସମ୍ପ୍ରଦାୟରେ ଥିବା ଡାଲମଣ୍ଡି ଅଞ୍ଚଳର ମୁସଲିମ୍ […]