• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

man eat glass
୪୫ ବର୍ଷ ହେବ କାଚ ଖାଉଛନ୍ତି ଓକିଲ

ଭୋପାଳ: ଜୀବନରେ ସମସ୍ତଙ୍କର କିଛି ନା କିଛି ସଉକ ରହିଛି। ଏମିତି ବି ଲୋକ ଅଛନ୍ତି, ଯାହାଙ୍କର ସଉକ କାଚ ଖାଇବା। କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ମଧ୍ୟପ୍ରଦେଶ ଡିଣ୍ଡୋରି ଅଞ୍ଚଳର ଜଣେ ଓକିଲଙ୍କ ଏମିତି କିଛି ସଉକ ରହିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବର୍ଷେ କି ଦୁଇ ବର୍ଷ ନୁହେଁ ୪୦ରୁ ୪୫ ବର୍ଷ ହେଲା ଓକିଲ ଦୟାରାମ ସାହୁ କାଚ ଖଣ୍ଡ ଖାଉଛନ୍ତି। ଏଭଳି ଅଭ୍ୟାସ ଯୋଗୁ ତାଙ୍କର ଦାନ୍ତ ନଷ୍ଟ […]

microsoft ceo father dies
ପରଲୋକରେ ମାଇକ୍ରୋସଫ୍ଟ ସିଇଓ ସତ୍ୟମ ନାଡେଲାଙ୍କ ବାପା

ଅମରାବତୀ: ମାଇକ୍ରୋସଫ୍ଟର ସିଇଓ ସତ୍ୟମ ନାଡେଲାଙ୍କ ବାପା ତଥା ପୂର୍ବତନ ଆଇଏଏସ ଅଫିସର ବିଏନ ଯୁଗାନ୍ଧରଙ୍କ ଦେହାନ୍ତ ହୋଇଯାଇଛି। ୧୯୬୨ ମସିହାର ଏହି ଆଇଏଏସ ଅଫିସର ଗତକାଲି ୮୨ ବର୍ଷ ବୟସରେ ହାଇଦ୍ରାବାଦରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ନିଜର ସରଳ ଜୀପନ ଯାପନ ଏବଂ ବ୍ୟକ୍ତିତ୍ୱ ପାଇଁ ଯୁଗାନ୍ଧର ପରିଚିତ ଥିଲେ। ତାଙ୍କର ମୃତ୍ୟୁରେ ଅନେକ ରାଜନୀତିଜ୍ଞ ଶୋକ ପ୍ରକାଶ କରିଛନ୍ତି। ବିଏନ ଯୁଗାନ୍ଧର ୨୦୦୪ରୁ ୨୦୦୯ ମଧ୍ୟରେ ଯୋଜନା ଆୟୋଗର ସଦସ୍ୟ ଥିଲେ। ଏହା […]

boat 1
ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ଡଙ୍ଗା ବୁଡ଼ି ୧୧ ମୃତ

ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଏକ ଅଘଟଣ ଘଟିଛି। ମୂର୍ତ୍ତି ବିସର୍ଜନ ବେଳେ ଖଟ୍‌ଲାପୁରା ଘାଟରେ ଭାରସାମ୍ୟ ହରାଇ ଡଙ୍ଗା ବୁଡ଼ି ଯିବା ଫଳରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପୁଲିସ୍‌ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଉଦ୍ଧାରକାରୀ ଦଳ ୫ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଜଣାପଡ଼ିଛି। ଏବେବି କିଛି ଲୋକ ନିଖୋଜ ଥିବା ସନ୍ଦେହ କରାଯାଉଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର […]