ମୁମ୍ବାଇ: ଶେଷରେ ପାର୍ଟି-ଫ୍ୟାମିଲିରେ ଥିବା ଫାଟରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଗତ କିଛିଦିନ ଧରି ମହାରାଷ୍ଟ୍ର ରାଜନୀତିରେ ପ୍ରତ୍ୟେକ ଦିନ ନୂଆ ନୂଆ ଟ୍ୱିଷ୍ଟ୍ ଦେଖିବାକୁ ମିଳିଥିବା ବେଳେ ଆଜିର ଦୃଶ୍ୟ ଟିକେ ଅଲଗା ଥିଲା। ଗତକାଲି ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଏନ୍ସିପି ନେତା ଅଜିତ୍ ପାୱାର୍ଙ୍କୁ, ଏନ୍ସିପି ସୁପ୍ରିମୋ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ଖୁସିରେ ସ୍ୱାଗତ କରିଛନ୍ତି। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଶରଦ ପାୱାରଙ୍କ ପୁତୁରା ହେଉଛନ୍ତି ଅଜିତ୍ ପାୱାର୍। […]
ଆଜି ୨୦୧୯ ମସିହା, ନଭେମ୍ବର ମାସ ୨୭ ତାରିଖ, ବୁଧବାର, ମାର୍ଗଶୀର ମାସ, କୃଷ୍ଣପକ୍ଷ ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ମୁମ୍ବାଇ: ମହାରାଷ୍ଟ୍ରରେ ଆରମ୍ଭ ହେବ ଠାକ୍ରେ ଯୁଗ। କାହିଁକି ନା ଆସନ୍ତାକାଲି ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ। ଶିବସେନା, ଏନ୍ସିପି ଓ କଂଗ୍ରେସ ମେଣ୍ଟର ଏକ ବୈଠକରେ ଉଦ୍ଧବ ଠାକ୍ରେ ମୁଖ୍ୟମନ୍ତ୍ରୀ ହେବାନେଇ ଘୋଷଣା କରାଯାଇଛି। ଠାକ୍ରେ ପରିବାରର ପ୍ରଥମ ସଦସ୍ୟ ହିସାବରେ ଉଦ୍ଧବ ଠାକ୍ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ କଂଗ୍ରେସ, ଏନ୍ସିପି ଏବଂ ଶିବସେନାକୁ ନେଇ ଗଠିତ ମହା ବିକାଶ ଅଘାଦି ମେଣ୍ଟର […]
ମୁମ୍ବାଇ: ଆସନ୍ତାକାଲି ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ। ଶିବସେନା, ଏନ୍ସିପି ଓ କଂଗ୍ରେସ ମେଣ୍ଟର ଏକ ବୈଠକରେ ଉଦ୍ଧବ ଠାକ୍ରେ ମୁଖ୍ୟମନ୍ତ୍ରୀ ହେବାନେଇ ଘୋଷଣା କରାଯାଇଛି। କାଲି ସନ୍ଧ୍ୟାରେ ମୁମ୍ବାଇର ଶିବାଜୀ ପାର୍କରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପଦରୁ ବିଜେପି ନେତା ଦେବେନ୍ଦ୍ର ଫଡ୍ନାଭିସ୍ଙ୍କ ଇସ୍ତଫା ପରେ ମୁମ୍ବାଇର ଏକ ହୋଟେଲରେ କଂଗ୍ରେସ, ଏନ୍ସିପି ଓ ଶିବସେନା ବିଧାୟକଙ୍କ ମିଳିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। […]