କଜାକିସ୍ତାନ: ଫୋନ୍ ବ୍ୟାଟେରୀ ଫାଟି କାହାର ମୃତ୍ୟୁ ଘଟିବା ସହ କେହି ଗୁରୁତର ଆହତ ହୋଇଥିବା ଏଭଳି ଅନେକ ଖବର ପୂର୍ବରୁ ଆସିଛି। ଏବେ ଏମିତି ଏକ ଖବର କଜାକିସ୍ତାନରୁ ଆସିଛି। ମୋବାଇଲ୍ ଫୋନ୍ର ବ୍ୟାଟେରୀ ଫାଟି ଯିବା ଫଳରେ ଏଠାରେ ଜଣେ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ, ୧୪ ବର୍ଷୀୟ ଏହି ଛାତ୍ରୀ ମୋବାଇଲ୍ ଫୋନ୍କୁ ଚାର୍ଜରେ ଲଗାଇ ଗୀତ ଶୁଣୁଥିଲେ। ହେଲେ ତା’ପରଦିନ ସକାଳେ ବେଡ୍ ଉପରେ ତାଙ୍କ ମୃତଦେହ […]
ଗାଁରେ ସମସ୍ତେ ତାଙ୍କୁ ଜାଣନ୍ତି। ହେଲେ ଅସୁବିଧା ସେତେବେଳେ ହୋଇଥାଏ ଯେତେବେଳେ ସେ ଗାଁ ବାହାରକୁ କେଉଁଆଡ଼େ ଯାଆନ୍ତି। ଆଉ ତାଙ୍କୁ ଜାଣି ନ ଥିବା ଲୋକେ ହଠାତ୍ ତାଙ୍କ ଚେହେରା ଦେଖିଲେ ଚମକି ଉଠନ୍ତି। ଆଉ ଚିତ୍କାର କରନ୍ତି। ଏପରିକି ଛୁଆମାନେ ତାଙ୍କୁ ମାଙ୍କଡ଼ ବୋଲି ବି ଡାକନ୍ତି। କେହି କେହି ତ ତାଙ୍କ ଉପରକୁ ପଥର ଫିଙ୍ଗନ୍ତି। ଆପଣମାନେ ଭାବୁଥିବେ ଆମେ ଏଠି କାହା କଥା କହୁଛୁ ! ହଁ, ଆମେ ଏଠି ଏମିତି […]