• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

icmr
ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଖାଇଥିବା ଲୋକଙ୍କ ଅବସ୍ଥା କଣ ହେଲା? ତଥ୍ୟ ରଖିଲା ICMR

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କୁ କେଉଁ ଔଷଧ ଦିଆଯିବ? ରେମଡେସିଭିର୍ ନା ହାଇଡ୍ରକ୍ସି କ୍ଲୋରୋକୁଇନ୍ ? ତାକୁ ନେଇ ଗବେଷଣା ଜାରି ରହିଛି ବୋଲି ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ICMR ଉପନିର୍ଦ୍ଦେଶକ ରମଣ ଗଙ୍ଗାଖେଡ଼କର। ରେମଡେସିଭିର୍ ଇବୋଲାରେ ଭଲ କାମ କରିଥିବାରୁ ଆଶା ବଢ଼ିଛି। ତେବେ ପରୀକ୍ଷା ନିରୀକ୍ଷା ଚାଲିଛି, ଆଶା କରାଯାଉଛି ଭଲ କାମ କରିବ ବୋଲି ଗଙ୍ଗାଖେଡକର କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ହାଇଡ୍ରକ୍ସି କ୍ଲୋରୋକୁଇନ ପାଇଁ ଆମେ ପରୀକ୍ଷା ନିରୀକ୍ଷା ଚଳାଇଛୁ। […]

signal
ଆମେରିକାରେ ମୃତ୍ୟୁ ସଂଖ୍ୟା ୩୪ ହଜାର ଟପିଲା

ନ୍ୟୁୟର୍କ: କରୋନା ଭାଇରସରେ ସାରା ବିଶ୍ୱରେ ପ୍ରାଣ ହରାଇଲେଣି ୧ଲକ୍ଷ ୪୭ ହଜାରରୁ ଅଧିକ ଲୋକ। ୨୧୦ ଦେଶରେ କାୟା ବିସ୍ତାର କରିଥିବା ଏହି ଭାଇରସରେ ଆଜି ସୁଦ୍ଧା ପ୍ରାୟ ୨୨ ଲକ୍ଷ ଲୋକ ଆକ୍ରାନ୍ତ ହେଲେଣି। ସର୍ବାଧିକ ପ୍ରଭାବିତ ଆମେରିକାରେ ମୃତ୍ୟୁ ସଂଖ୍ୟା ୩୪ ହଜାର ଟପିଛି। ସେହିଭଳି ୬ ଲକ୍ଷ ୭୮ ହଜାରରୁ ଅଧିକ ଲୋକ କୋଭିଡ୍ ୧୯ରେ ଆକ୍ରାନ୍ତ ହୋଇଛନ୍ତି। କରୋନାରେ ଦ୍ୱିତୀୟ ସର୍ବାଧିକ ମୃତ୍ୟୁ ଘଟିଛି। ଇଟାଲୀରେ ଏଠାରେ ୨୨ ହଜାରରୁ […]

salaia
ଗ୍ରାମୀଣ ନିର୍ମାଣ କାର୍ଯ୍ୟରେ ଲାଗିବନି ଲକ୍‌ଡାଉନ୍ କଟକଣା

ନୂଆଦିଲ୍ଲୀ: ଗ୍ରାମାଞ୍ଚଳରେ କିଛି ନିର୍ଦ୍ଦିଷ୍ଟ ନିର୍ମାଣ କାର୍ଯ୍ୟକୁ ଲକ୍‌ଡାଉନ୍ ନିୟମରୁ ବାଦ୍ ଦିଆଯାଇଛି। ଦୂରସଞ୍ଚାର, ପାନୀୟ ଜଳ ଏବଂ ବିଜୁଳି ପାଇଁ ହେଉଥିବା ନିର୍ମାଣ କାର୍ଯ୍ୟରେ କୌଣସି କଟକଣା ରହିବ ନାହିଁ। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପୂଣ୍ୟ ସଲିଲା ଶ୍ରୀବାସ୍ତବ। ସେହିଭଳି ଅନୁସୂଚିତ ଜନଜାତି ଓ ବନାଞ୍ଚଳରେ ରହୁଥିବା ଲୋକେ ଲଘୁ ବନ୍ୟ ଉତ୍ପାଦନ ଓ ଅନ୍ୟ କୃଷି କାର୍ଯ୍ୟ କରିପାରିବେ। ସେହିଭଳି କୋପରେଟିଭ୍ କ୍ରେଡିଟ୍ […]

pakistan
ଭାରତ ଔଷଧ ଯୋଗାଉଛି, ପାକିସ୍ତାନ ଆତଙ୍କ ପଠାଉଛି

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଲଢ଼ୁଛି ଭାରତ। କେବଳ ନିଜ ନାଗରିକଙ୍କ ପାଇଁ ନୁହେଁ ସାରା ବିଶ୍ୱକୁ ସହାୟତା ହାତ ବଢ଼ାଇଛି। ଡାକ୍ତରୀ ଟିମ୍, ଔଷଧ ପଠାଉଛି ଭାରତ। ହେଲେ ଠିକ୍ ଏହି ସମୟରେ ପାକିସ୍ତାନ ଆତଙ୍କ ପଠାଉଛି। ଆଜି ଏଭଳି କିଛି ଢଙ୍ଗରେ ପାକିସ୍ତାନକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ସ୍ଥଳ ସେନା ମୁଖ୍ୟ ଏମ୍ଏମ୍ ନରୱାଣେ। It is very unfortunate that at a time when the whole world & […]

world
୨୦ ଲକ୍ଷ ମୁହାଁ ହେଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ସାରା ବିଶ୍ୱରେ ସାଂଘାତିକ ସ୍ଥିତିରେ ରହିଛି କରୋନା ସଂକ୍ରମଣ। ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୯ ହଜାର ୫ଶହ ପାର୍ କରିଥିବାବେଳେ ପ୍ରାୟ ୨୦ ଲକ୍ଷ ମୁହାଁ ହେଲାଣି ଆକ୍ରାନ୍ତଙ୍କ ସଂଖ୍ୟା।  ଆମେରିକା, ଇଟାଲି ଓ ସ୍ପେନରେ ଜାରି ରହିଛି ମହାମାରୀର ଭୟାବହ ସ୍ଥିତି। କେବଳ ଏହି ୩ ଦେଶରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ପାଖାପାଖି ୭୦ ହଜାରରେ ପହଞ୍ଚିଛି। ଆମେରିକାରେ ସର୍ବାଧିକ ୨୩ ହଜାର ୫ଶହରୁ […]

Poonam
ଭାରତର କରୋନା ମୁକାବିଲା ପଦକ୍ଷେପକୁ ପ୍ରଶଂସା କଲା WHO

ନୂଆଦିଲ୍ଲୀ: ମଙ୍ଗଳବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତକୁ ପ୍ରଶଂସା କରିଛି। କରୋନା ମୁକାବିଲା ପାଇଁ ଭାରତ ‘କଠୋର ଏବଂ ସମୟୋଜିତ’ ପଦକ୍ଷେପ ନେଇଛି ବୋଲି ଏହି ସଂଗଠନ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲକ୍‌ଡାଉନ୍‌ର ଅବଧି ମେ’ ୩ ଯାଏ ଘୁଞ୍ଚାଇବା ପରେ WHO ଏପରି ପ୍ରଶଂସା କରିଛି। WHO ର ଦକ୍ଷିଣ ପୂର୍ବ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ପୁନମ୍‌ କ୍ଷେତ୍ରପାଳ ସିଂହ ଏପରି ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ଏବେ ସଂଖ୍ୟା ବାବଦରେ […]

mahim
ବିସିସିଆଇ ଉପାଧ୍ୟକ୍ଷ ପଦରୁ ମହିମ ବର୍ମାଙ୍କ ଇସ୍ତଫା

ନୂଆଦିଲ୍ଲୀ: ବିସିସିଆଇ ଉପାଧ୍ୟକ୍ଷ ପଦବୀରୁ  ଇସ୍ତଫା ଦେଲେ ମହିମ ବର୍ମା। ସେ ତାଙ୍କର ଇସ୍ତଫାପତ୍ରକୁ ବିସିସିଆଇ ସିଇଓଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ ଉତ୍ତରାଖଣ୍ଡ କ୍ରିକେଟ୍ ଆସୋସିଏସନ୍ (ସିଏୟୁ)ର ସମ୍ପାଦକ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି ଏବଂ ଏହି କାରଣରୁ ବିସିସିଆଇ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ବର୍ମା କହିଛନ୍ତି, “ମୁଁ ମୋ ରାଜ୍ୟ ଆସୋସିଏସନର ଦାୟିତ୍ୱ ବହନ କରିବାକୁ ଚାହୁଁଛି, ଯାହା ଠିକ୍ ଭାବେ ପରିଚାଳିତ ହେଉନଥିଲା। ମୁଁ ମୋ ଇସ୍ତଫା ପତ୍ରକୁ ବିସିସିଆଇ […]

supreme-court-order
କେବଳ ଗରିବଙ୍କୁ ମିଳିବ ମାଗଣା କରୋନା ଟେଷ୍ଟ ସୁବିଧା, ରାୟ ବଦଳାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଘରୋଇ ଲ୍ୟାବ୍‌ରେ କେବଳ ଗରିବଙ୍କୁ ମିଳିବ ମାଗଣା କରୋନା ଟେଷ୍ଟ୍ ସୁବିଧା। ଯେଉଁମାନଙ୍କର ଟେଷ୍ଟ ପାଇଁ ସାଢ଼େ ୪ ହଜାର ଟଙ୍କା ଦେବାର ସାମର୍ଥ୍ୟ ନାହିଁ, ସେମାନଙ୍କୁ ଘରୋଇ ଲ୍ୟାବ୍‌ରେ ପରୀକ୍ଷା କରାଇବା ପାଇଁ କୌଣସି ଅର୍ଥ ଦେବାକୁ ପଡ଼ିବନି। ଆୟୁଷ୍ମାନ ଭାରତ ଯୋଜନାର ହିତାଧିକାରୀ ମାଗଣା ଟେଷ୍ଟ ସୁବିଧା ପାଇବେ। ସୁପ୍ରିମକୋର୍ଟ ନିଜ ପୂର୍ବ ନିର୍ଦ୍ଦେଶକୁ ସଂଶୋଧନ କରି ଆଜି ଏହି ରାୟ ଦେଇଛନ୍ତି। ସର୍ବୋଚ୍ଚ କୋର୍ଟ ପୂର୍ବରୁ ସମସ୍ତଙ୍କୁ ଘରୋଇ ଲ୍ୟାବରେ ମାଗଣା […]