• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

ipl 2018
IPL-11 ଫାଇନାଲରେ ଚେନ୍ନାଇକୁ କିଏ ଭେଟିବ? ହାଇଦ୍ରାବାଦ ନା କୋଲକାତା...

ନୂଆଦିଲ୍ଲୀ: IPL-11 ଫାଇନାଲରେ ଚେନ୍ନାଇକୁ କିଏ ଭେଟିବ? ସନ୍‌ରାଇଜର୍ସ ହାଇଦ୍ରାବାଦ ନା କୋଲକାତା ନାଇଟ୍ ରାଇଡର୍ସ। ଏସବୁ ଆଜି ସ୍ପଷ୍ଟ ହୋଇଯିବ। ସନ୍‌ରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଆଜି ଖେଳାଯିବ ଦ୍ୱିତୀୟ କ୍ୱାଲିଫାୟର। ଏନେଇ ଉଭୟ ଟିମ୍‌ ଜୋରଦାର୍‌ ଅଭ୍ୟାସ ଚଳାଇଛନ୍ତି। ପ୍ରଥମ କ୍ୱାଲିଫାୟରରେ ପରାସ୍ତ ହୋଇଥିବା ହାଇଦ୍ରାବାଦ ଟିମ୍‌କୁ ଆଉ ଏକ ସୁଯୋଗ ମିଳିଛି ଫାଇନାଲ ଖେଳିବା ପାଇଁ।  ଲିଗ୍ ପର୍ଯ୍ୟାୟରେ ଏହି ଟିମ୍ ୧୪ଟି ମ୍ୟାଚ୍‌ରୁ ୯ଟିରେ ବିଜୟୀ ହୋଇ […]

match
ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ପାକିସ୍ତାନର ରୋମାଞ୍ଚକର ବିଜୟ

ଲଣ୍ଡନ: ବିଶ୍ୱକପ୍‌ରୁ ବିଦା ହେବା ଆଶଙ୍କାରୁ ଅଳ୍ପକେ ବର୍ତ୍ତି ଯାଇଛି ପାକିସ୍ତାନ। ଆଫଗାନିସ୍ତାନ ବିପକ୍ଷ କର ବା ମର ମ୍ୟାଚ୍‌ରେ ପାକିସ୍ତାନ ଅତ୍ୟନ୍ତ ରୋମାଞ୍ଚକର ଢଙ୍ଗରେ ବିଜୟ ହାସଲ କରିଛି। ଆଫ୍‌ଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୨୭ ରନ୍‌ କରିଥିବା ବେଳେ ପାକିସ୍ତାନ ୩ ବଲ୍‌ ପୂର୍ବରୁ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଏହି ବିଜୟ ସହ ପାକିସ୍ତାନ ପୂର୍ବପରି ସେମି ଫାଇନାଲ୍‌ ଖେଳିବା ଦୌଡ଼ରେ ରହିଛି। ଏବେ ପାକିସ୍ତାନ ୮ଟି ମ୍ୟାଚ୍‌ରୁ ୯ ପଏଣ୍ଟ […]

amitabha
ବିଗ୍ ବି ଅମିତାଭଙ୍କ ଟ୍ୱିଟ୍; ହିନ୍ଦୁସ୍ତାନୀ ଆଜି ବି ଇଂରେଜମାନଙ୍କ ଗୋଲାମ

ନୂଆଦିଲ୍ଲୀ :  ବିଗ୍ ବି ଅମିତାଭ ଏକ ଟ୍ୱିଟ୍ ଜରିଆରେ ଆମେ ହିନ୍ଦୁସ୍ତାନୀ ଆଜି ବି ଇଂରେଜମାନଙ୍କ ଗୋଲାମ ହୋଇ ରହିଛୁ ବୋଲି କହିଛନ୍ତି। ତେବେ ଏହାକୁ ସେ  ଇଂଲିଶ ଷ୍ଟାଇଲ୍‌ରେ ଜନ୍ମଦିନ ମନାଇବା ପ୍ରସଙ୍ଗରେ କହିଛନ୍ତି। ହାପି ବାର୍ଥ ଡେ ଟୁ ୟୁ  ସମ୍ବୋଧନ, ମହମବତୀ ଲଗାଇ କେକ୍ କାଟିବା ପ୍ରଥାକୁ ବିଲକୁଲ ନାପସନ୍ଦ କରିଛନ୍ତି ବିଗ୍ ବି। ଆଜି ଅମିତାଭଙ୍କ ଏହି ଟ୍ୱିଟ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛିା  ଇଂରେଜମାନେ ହାପି ବାର୍ଥ ଡେ […]

love promise
ରିଲିଜ୍ ହେଲା ନୂଆ ଓଡ଼ିଆ ଫିଲ୍ମ ‘ଲଭ୍ ପ୍ରମିଜ୍’

ଭୁବନେଶ୍ୱର : ରିଲିଜ୍ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ଲଭ୍ ପ୍ରମିଜ୍‌’। ସିନେମାରେ ମୁଖ୍ୟ ଭୂମିକାରେ ଅଛନ୍ତି ଅଭିନେତା ରାକେଶ ଏବଂ ଅଭିନେତ୍ରୀ ଜୟା। ବିଶ୍ୱାସ ସିନେପ୍ରଡକ୍ସନ୍ସର ଆନୁକୂଲ୍ୟରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସନ୍ତୋଷ ବିଶ୍ୱାଳ। ସଂଗୀତ ଦେଇଛନ୍ତି ପ୍ରେମ ଆନନ୍ଦ। ପରଦାକୁ ଆସିବା ପୂର୍ବରୁ ଲଭ୍‌ ପ୍ରମିଜର ଗୀତ ଗୁଡିକ ହିଟ୍ ହୋଇସାରିଛି।  କଟକର ଜୟଶ୍ରୀ ଟକିଜ୍‌ରେ ଲଭ୍ ପ୍ରମିଜ୍‌ର ପ୍ରିମିୟର ସୋ ପ୍ରଦର୍ଶିତ ହୋଇଛି। ରାଜ୍ୟର ବିଭିନ୍ନ ସହରରେ ୫୦ଟି ହଲରେ […]

yuvraj
କ୍ରିକେଟ୍‌ରୁ ସନ୍ୟାସ ନେବା ପରେ ଚାକିରି ଖୋଜୁଛନ୍ତି ଯୁବରାଜ!

ନୂଆଦିଲ୍ଲୀ : ୨୦୦୭ ଟି-୨୦ ଓ ୨୦୧୧ ଦିନିକିଆ ବିଶ୍ୱକପ୍‌ରେ ଭାରତର ବିଜୟର ହିରୋ ଯୁବରାଜ ସିଂହ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବା ପରେ ଏବେ ଚାକିରି ଖୋଜୁଛନ୍ତି। ଯୁବରାଜ ସିଂହ ଏଥିପାଇଁ ନିଜର ସିଭି ଧରି ଇଣ୍ଟରଭ୍ୟୁ ଦେଉଛନ୍ତି। ତେବେ ଏହା ବାସ୍ତବରେ ନୁହେଁ, ବରଂ ଏକ କାର୍ଯ୍ୟକ୍ରମରେ ଯୁବରାଜ ଏଭଳି ଅଭିନୟ କରିଛନ୍ତି। ଯୁବରାଜ ‘ହଟଷ୍ଟାର’ରେ ପ୍ରସାରଣ ହେଉଥିବା ୱେବ୍‌ ସିରିଜ୍‌ ‘ଦି ଅଫିସ ଇଣ୍ଡିଆ’ରେ ଅଭିନୟ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ସେ ଚଢାଜୀଙ୍କ […]