ଭୁବନେଶ୍ୱର: ମହିଳାମାନେ ସାଧାରଣତଃ ଗର୍ଭାବସ୍ଥାରେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ସକାଳୁ ଉଠିଲେ ଅସୁସ୍ଥତା ଅନୁଭବ କରିବା, ନିମ୍ନ ରକ୍ତଚାପ ଓ ଉଚ୍ଚ ରକ୍ତଚାପ, ରକ୍ତହୀନତା, ରାତିରେ ନିଦ ଠିକ୍ ସେ ନହେବା ଓ ମୁଣ୍ଡ ବୁଲାଇବ ଭଳି ଅନେକ ସମସ୍ୟା ଦେଖାଦେଇଥାଏ। ତା’ ସହିତ ମହିଳାମାନେ ଚାପଗ୍ରସ୍ତ ରହିଥାନ୍ତି। ତେଣୁ ଏହି ସମୟରେ ଗର୍ଭବତୀ ମହିଳାମାନେ ନିଜ ଶୀରର ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ। ତେବେ ଯାଇ ଗର୍ଭରେ ଥିବା ଶିଶୁଟି ସୁସ୍ଥ […]
ନୂଆଦିଲ୍ଲୀ: ସାମ୍ସଙ୍ଗ୍ ‘Galaxy Note 9’ ଲଞ୍ଚ୍ କରିଛି। ଫୋନ୍ଟି ଦେଖିବାକୁ ଯେମିତି ଷ୍ଟାଇଲିଶ୍ ହୋଇଛି, ବିଭିନ୍ନ ପ୍ରକାରର ସୁବିଧା ମଧ୍ୟ ରହିଛି। ଏଥରର ହାଇଲାଇଟ୍ସ୍ରେ ରହିଛି ଏସ୍ ପେନ୍ ସହ ବ୍ଲୁଟୁଥ୍ , ଦମ୍ଦାର ବ୍ୟାଟେରୀ ଓ ବଡ଼ ଡିସ୍ପ୍ଲେ। ଏଥିରେ 1TB ଇଣ୍ଟର୍ନାଲ୍ ଷ୍ଟୋରେଜ୍ର ସପୋର୍ଟ ଦିଆଯାଇଛି। ଖାଲି ଏତିକି ନୁହେଁ, ଏହି ଟପ୍ ମଡେଲ୍ରେ 512GB ବିଲ୍ଟ୍-ଇନ୍ ଷ୍ଟୋରେଜ୍ ଓ ଏହା ମାଇକ୍ରୋ ଏସ୍ଡି କାର୍ଡ ମଧ୍ୟ ସପୋର୍ଟ କରିବା ସହ ଆହୁରି […]
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତ ପରଠାରୁ ନୂଆ ନୂଆ କଥା ଖୁଲାସା ହେବାରେ ଲାଗିଛି। ପୋଲିସ ମଧ୍ୟ ଘଟଣାକୁ ଗୁରୁତର ଭାବେ ନେଇ ଅନୁସନ୍ଧାନ ଜାରି ରଖିଛି। ସୁଶାନ୍ତଙ୍କର ପାଖ ଲୋକମାନଙ୍କର ବୟାନ ମଧ୍ୟ ରେକର୍ଡ଼ କରୁଛି ପୋଲିସ। ସୁଶାନ୍ତଙ୍କ ବନ୍ଧୁ ରିୟା ଚକ୍ରବର୍ତ୍ତୀଙ୍କ ବୟାନ ରେକର୍ଡ କରିବା ସହ ପୋଲିସ ସୁଶାନ୍ତଙ୍କ ମନସ୍ତତ୍ତ୍ୱବିତ୍ ଡାକ୍ତର କିର୍ସି ଚାୱାଲଙ୍କର ମଧ୍ୟ ବୟାନ ରେକର୍ଡ କରିଛି। ସୁଶାନ୍ତଙ୍କ ଡାକ୍ତର ପୋଲିସକୁ ଏକ ଚାଞ୍ଚଲ୍ୟକର ତଥ୍ୟ […]
ମିଜୋରାମ: ଭାରତରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଦୋକାନ ତ ଅଛି କିନ୍ତ ପାଉଣା ଆଦାୟ କରିବା ପାଇଁ ଦୋକାନୀ ନାହାନ୍ତି। ଗ୍ରାହକ ଜିନିଷ କିଣିବା ପରେ ନିଜେ ହିସାବ କରି ଟଙ୍କା ଦେଇ ଯାଆନ୍ତି। କଥାଟି ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିଲେ ବି ଏହା ସତ। ଏହି ସ୍ଥାନଟି କେଉଁଠି ଅଛି ତାହା ଜାଣିବା ପାଇଁ ଆପଣଙ୍କ ମନରେ ଉତ୍କଣ୍ଠା ଜାଗ୍ରତ ହେବଣି। ବ୍ୟସ୍ତ ହୁଅନ୍ତୁନି, ଆଜି ଆମେ ଆପଣଙ୍କୁ ଏହି ସ୍ଥାନ ବିଷୟରେ […]
ନୂଆଦିଲ୍ଲୀ: କରୋନା ଭାଇରସ ସହ ସଂଘର୍ଷ କରୁଥିବା ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଛି। ଆଜି ସକାଳୁ ତାଙ୍କର ଶ୍ୱାସକ୍ରିୟା ନେବାରେ ସମସ୍ୟା ସୃଷ୍ଟି ହୋଇଥିଲା। କିନ୍ତୁ ଜ୍ୱର ସ୍ଥିର ଥିଲା। ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କର ନିମୋନିଆ ବଢିଛି। ଯାହାଫଳରେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡ଼ିପାରେ। ସୂଚନାଥାଉକି, ଗତ ସୋମବାର ରାତିରେ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ୍ ଖରାପ ହୋଇଥିଲା। ପରେ ତାଙ୍କୁ ଉତ୍ତର ପୂର୍ବ ଦିଲ୍ଲୀର ରାଜୀବ ଗାନ୍ଧୀ […]