ନୂଆଦିଲ୍ଲୀ: ଚାଲାଣ କାଟିବାରୁ ବର୍ତ୍ତିବା ପାଇଁ ହେଲେ କାର୍ ଡ୍ରାଇଭର୍ମାନେ ଗାଡ଼ିରେ କଣ୍ଡୋମ ରଖିବା ବାଧ୍ୟତା ମୂଳକ ! ଯଦି ସେମାନେ କଣ୍ଡୋମ୍ ରଖିବେ ନାହିଁ ତେବେ ଫାଇନ୍ ଦେବେ। ଦିଲ୍ଲୀର ଧର୍ମେନ୍ଦ୍ର ନାମକ ଜଣେ କ୍ୟାବ୍ ଡ୍ରାଇଭର୍ ନିଜ କାର୍ରେ କଣ୍ଡୋମ୍ ରଖିନଥିବାରୁ ଫାଇନ୍ ଦେଇଥିବା କହିବା ପରେ ଏହି କଥା ସାରା ଦିଲ୍ଲୀରେ ପ୍ରଚାର ହୋଇଗଲା। ଚାଲାଣରୁ ବର୍ତ୍ତିବା ପାଇଁ ହେଲେ କାର୍ରେ କଣ୍ଡୋମ୍ ରଖିବା ବାଧ୍ୟତାମୂଳକ ବୋଲି ଭାବିଲେ। କିନ୍ତୁ ଆପଣ ଜାଣି […]
ଆଜି ମଧ୍ୟ ସୁନା-ରୂପା ଦରରେ ହ୍ରାସ ଘଟିଛି। ଗତ କିଛିଦିନ ଧରି ସୁନା-ରୂପା ଦରରେ ହ୍ରାସ ଘଟି ଥିବାବେଳେ ଆଜି ଲଗାତାର ୬ ଦିନ ପାଇଁ ସୁନା-ରୂପା ଦର ହ୍ରାସ ପାଇଛି।
ଗୃହରେ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିବା କାରଣରୁ ତୃଣମୂଳ କଂଗ୍ରେସ ସାଂସଦ ଶାନ୍ତନୁ ସେନ୍ଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି। ଚଳିତ ଅଧିବେଶନ ଶେଷ ଯାଏ ତାଙ୍କୁ ସଂସଦରୁ ନିଲମ୍ବିତ କରାଯାଇଛି।
ଚୋରୀ କରୁଥିବା ସୂଚନା ଦେଲେ ମିଳିବ ପୁରସ୍କାର। ହଜାରେ ବା ୧୦ ହଜାର ନୁହେଁ, ୨୫ ଲକ୍ଷ ପର୍ଯ୍ୟନ୍ତ ପାଇପାରିବେ ପୁରସ୍କାର।
ବସ୍ ଦୁର୍ଘଟଣାରେ ୩ ଜଣ କଂଗ୍ରେସ କର୍ମୀଙ୍କ ମୃତ୍ୟୁ ଘଟିଛି। ପଞ୍ଜାବର ମୋଗା ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।
ଆଜିଠାରୁ ବାଜିବ ଟୋକିଓ ଅଲିମ୍ପିକ୍ସ ବିଗୁଲ୍ । ଟୋକିଓ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ ଆଜି ଅଲିମ୍ପିକ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି କ୍ରୀଡ଼ା ମହାକୁମ୍ଭର ଉଦଘାଟନୀ ସମାରୋହରେ ଭାରତର ୨୬ ଜଣ ସଦସ୍ୟ ଭାଗ ନେବେ ।
ଜମ୍ମୁ-କାଶ୍ମୀର ବାରମୁଳା ଜିଲ୍ଲାର ସୋପାରରେ ଆଜି ସେନା-ଆତଙ୍କୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୨ ଆତଙ୍କୀଙ୍କ ମୁଣ୍ଡ ଗଡ଼ାଇଛନ୍ତି ସୁରକ୍ଷାକମୀ
ଜାପାନର ରାଜଧାନୀ ଟୋକିଓ ଠାରୁ ୫,୧୨୬ କିଲୋମିଟର ଦୂରରେ ଥିବା ପଶ୍ଚିମବଙ୍ଗର ପଶ୍ଚିମ ମିଦନାପୁରର କରକାଇ ଗାଁ ଅଲିମ୍ପିକ୍ସ ଆରମ୍ଭକୁ ଚାତକ ଭଳି ଚାହିଁ ରହିଛି । କାରଣ ଏହି ଗାଁର ଝିଅ ପ୍ରଣତୀ ନାୟକ ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରୁଥିବା ଏକମାତ୍ର ଜିମ୍ନାଷ୍ଟ ।
କରୋନା ମହାମାରୀ କାରଣରୁ ଗୋଟିଏ ବର୍ଷ ବିଳମ୍ବରେ ଆରମ୍ଭ ହେଉଛି ଅଲିମ୍ପିକ୍ସ । ହେଲେ ତଥା ଏହା ଉପରେ ରହିଛି କରୋନାର କାୟା । ସାରା ବିଶ୍ୱରେ ଏବେ ବି କରୋନାର ଭୟ ରହିଛି ।
ଜନ୍ତରମନ୍ତରକୁ ଆସିବାବେଳେ ପୋଲିସ ସେମାନଙ୍କୁ ୩ଟି ସ୍ଥାନରେ ଅଟକ ରଖିଥିଲା। ଅଧିକ ଗହଳି ନ ହେବାକୁ ଦେବା ଲାଗି ଦିଲ୍ଲୀ ପୋଲିସ ସମସ୍ତ ସଂଲଗ୍ନ ରାସ୍ତାରେ ବ୍ୟାରିକେଡ୍ ଲଗାଇଥିଲା।
୨୪ ଘଣ୍ଟାରେ ଝେଙ୍ଗଜୋ ପ୍ରଦେଶରେ ୫୫୨.୫ ମିଲିମିଟର ବର୍ଷା ହୋଇଛି। ଏଠାରେ ବର୍ଷକୁ ଯେତେ ବୃଷ୍ଟିପାତ ହୁଏ। ଏହା ତାର ୮୭ ପ୍ରତିଶତ। କାର ଓ ଅନ୍ୟ ଯାନବାହାନ ପାଣିରେ ଭାସୁଥିବା ବେଳେ ଘରଗୁଡିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି।
କଟକ: ଓଡ଼ିଶା କ୍ରିକେଟ ଆସୋସିଏନ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ ହେବ। ଆଶାୟୀ ପ୍ରାର୍ଥୀମାନେ ଆଜି ନାମାଙ୍କନ ଦାଖଲ କରିବାକୁ ଥିବା ବେଳେ ୨୧ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ସେହିପରି ୨୨ତାରିଖରେ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ରହିଛି। ସଭାପତି, ଉପସଭାପତି, ସଂପାଦକ, ଯୁଗ୍ମ ସଂପାଦକ, କୋଷାଧ୍ୟକ୍ଷ ଓ କାଉନସିଲ ସଦସ୍ୟ ପଦ ପାଇଁ ଆସନ୍ତା ୨୭ ତାରିଖରେ ନିର୍ବାଚନ ହେବ। ସେପ୍ଟେର ୨୮ ତାରିଖ ସୁଦ୍ଧା ଓସିଏ ନିର୍ବାଚନ ସାରିବାକୁ ବିସିସିଆଇର ପ୍ରଶାସକ କମିଟି […]
ନୂଆଦିଲ୍ଲୀ: ଆର୍ଥିକ ସଂକଟର ମୁକାବିଲା ପାଇଁ ଆଉ ଏକ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଯଦି କୌଣସି MSME ଋଣ ପରିଶୋଧରେ ଖିଲାପ କରିଛନ୍ତି, ୨୦୨୦ ମାର୍ଚ୍ଚ ସୁଦ୍ଧା ସେହି ଋଣକୁ NPA ଘୋଷଣା ନ କରିବାକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମୁଖ୍ୟମାନଙ୍କ ସହିତ ବୈଠକ କରିବା ପରେ ଏହି ଘୋଷଣା କରିଛନ୍ତି। ଏ ସଂପର୍କରେ ଆଗରୁ ରିଜର୍ଭ ବ୍ୟାଙ୍କ୍ ଏକ ସର୍କୁଲାର ମଧ୍ୟ […]