ନୂଆଦିଲ୍ଲୀ: ନୂଆ ଅସ୍ତ୍ରଶସ୍ତ୍ର ଓ ଉପକରଣ ଲାଗି ଭାରତୀୟ ବାୟୁସେନା ୪୦ ହଜାର କୋଟି ଟଙ୍କା ଦାବି କରିଛି। ଚୁକ୍ତି ହୋଇଥିବା ଯୁଦ୍ଧାସ୍ତ୍ର ନୂଆ ଉପକରଣ କିଣିବା ଲାଗି ୪୦ ହଜାର କୋଟି ଟଙ୍କା ଆବଶ୍ୟକ ବୋଲି ବାୟୁସେନା ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଜଣାଯାଇଛି। ନିଜ ନାମ ଗୋପନ ରଖିବା ସର୍ତ୍ତରେ ଜଣେ ବାୟୁସେନା ଅଧିକାରୀ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସରକାରଙ୍କ ପକ୍ଷରୁ ୩୯ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ, ଆଉ ଅଧିକ ୪୦ […]
ନୂଆଦିଲ୍ଲୀ: ପଞ୍ଚଦଶ ଅର୍ଥ କମିଶନ୍ର ଟର୍ମ ଅଫ୍ ରେଫରେନ୍ସ ବା ଅନୁଦାନ ନୀତିରେ ପରିବର୍ତ୍ତନ ଆଣିବାବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ପରାମର୍ଶ କରିବା ଆବଶ୍ୟକ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ କହିଛନ୍ତି। ପଞ୍ଚଦଶ ଅର୍ଥ କମିଶନ୍ର ଏକ କର୍ମଶାଳାରେ ଯୋଗଦେଇ ମନମୋହନ କହିଛନ୍ତି ଯେ, ଏକଚାଟିଆ ନିଷ୍ପତ୍ତି କେବେ ବି ସଂଘୀୟ ନୀତି ପ୍ରତି ଭଲ ନୁହଁ କି ଏହା ସମବାୟ ଭିତ୍ତିକ ସଂଘ ପ୍ରତି ଅନୁକୂଳ ନୁହେଁ। ଯଦି ଅର୍ଥ କମିଶନ୍ର ଟର୍ମ ଅଫ୍ […]
ଜୁନାଗଡ଼:ସହର ଭିତରେ ବୁଲୁଛନ୍ତି ସିଂହ। ଗୋଟି କି ଦୁଇଟି ନୁହେଁ ୭ଟି ସିଂହ ସହର ଭିତରେ ବୁଲୁଥିବା ଦେଖିବାକୁ ମିଳିଛି ଗୁଜରାଟ ଜୁନାଗଡ଼ ଠାରେ। ଏହି ସିଂହମାନେ ଜନବସତିର ଅତି ନିକଟତର ହୋଇଛନ୍ତି। ଏହି ଭିଡିଓ ଏବେ ଭାଇରାଲ୍ ହେବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ବଢ଼ିଛି। ଘଟଣା ପରେ ବନ ବିଭାଗ ଟିମ୍ ପହଞ୍ଚି ଅନୁଧ୍ୟାନ କରିଛି। ଦେଶର ସବୁଠୁ ଅଧିକ ସିଂହ ଥିବା ଗୀର ଅଭୟାରଣ୍ୟର ଅତି ନିକଟରେ ରହିଛି ଜୁନାଗଡ଼ ସହର। ପୂର୍ବରୁ […]
କୋଏମ୍ବାତୁର: ଏଥର ଆଉ କାଠ ଚୁଲାରେ ନୁହେଁ ଏଲ୍ପିଜି ସିଲିଣ୍ଡରରେ ଇଡିଲି ତିଆରି କଲେ କମଲା ତାଇ। କୋଏମ୍ବାଟୁର ଚର୍ଚ୍ଚିତ କମଲା ତାଇ ଓରଫ୍ ଇଡଲି ଦାଦୀଙ୍କୁ ଏଲ୍ପିଜି ସଂଯୋଗ ମିଳିବା ପରେ ଗ୍ରାହକଙ୍କୁ ଆଜିଠୁ ଗ୍ୟାସ୍ ଚୁଲାରେ ଇଡିଲି ପ୍ରସ୍ତୁତ କରି ଦେଇଛନ୍ତି। କିନ୍ତୁ ସେହି ପୁରୁଣା ଦାମରେ। ମାନେ, ଏକ ଟଙ୍କାରେ ଇଡିଲି ଦେଇଛନ୍ତି କମଲା ତାଇ। ଶୋସାଲ୍ ମିଡିଆରେ ଇଡ୍ଲି ଦାଦୀଙ୍କ ଖବର ପ୍ରଚାର ହୋଇଥିଲା। ଏହାପରେ ଟ୍ୱିଟ୍ କରି ନିଜ ମତ […]
ସରଗରମ କର୍ଣ୍ଣାଟକ ରାଜନୀତି । ଇସ୍ତାଫା ଦେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା । ଦଳୀୟ କନ୍ଦଳକୁ ପ୍ରଶମିତ କରିବା ପାଇଁ ୟେଦୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି ।
ନୂଆଦିଲ୍ଲୀ: ପାକିସ୍ତାନର ମୁଖା ଖୋଲିଲେ ପାକିସ୍ତାନୀ ନେତା। ଇମ୍ରାନ ଖାନଙ୍କ ନୂଆ ପାକିସ୍ତାନର ଅସଲ ଚିତ୍ର ସମସ୍ତଙ୍କ ସାମ୍ନାରେ ରଖିଛନ୍ତି ଖୋଦ୍ ନିଜ ଦଳର ନେତା ବଳଦେବ କୁମାର। ପାକିସ୍ତାନରେ କେହି ସୁରକ୍ଷିତ ନାହାନ୍ତି। ହିନ୍ଦୁ ଓ ଶିଖ୍ ଅବସ୍ଥା ସୋଚନୀୟ ହୋଇପଡ଼ିଛି। ସେଠାରେ ସେମାନେ ବହୁତ ନିର୍ଯାତିତ ହେଉଛନ୍ତି। ବହୁ କଷ୍ଟରେ ସେଠାରେ ସମସ୍ତେ ରହୁଛନ୍ତି। ଏମିତିକି ମୁସଲମାନମାନେ ମଧ୍ୟ ସେଠାରେ ସୁରକ୍ଷିତ ନାହାନ୍ତି ବୋଲି କହିଛନ୍ତି ପାକିସ୍ତାନ ନେତା ବଲଦେବ କୁମାର। ହିନ୍ଦୁ ଓ […]