• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

bishon
ଅଣ୍ଡର-୧୯ ବିଶ୍ୱକପ୍‌: ଫାଇନାଲ୍ ପାଇଁ ଭାରତକୁ ୧୭୩ ରନ୍‌ର ଟାର୍ଗେଟ୍‌ ଦେଲା ପାକିସ୍ତାନ

ପୋଚେଫଷ୍ଟ୍ରୁମ୍‌: ଚଳିତ ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ତେବେ ପ୍ରଥମ ବ୍ୟାଟିଂ କରିବା ପାଇଁ ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନ ୪୩.୧ ଓଭରରେ ୧୭୨ ରନ୍‌ କରି ଅଲଆଉଟ୍ ହୋଇଯାଇଛି। ପାକିସ୍ତାନର ଓପନିଂ ବ୍ୟାଟ୍ସମ୍ୟାନ୍ ହାଇଦର ଅଲୀ ଓ କ୍ୟାପଟେନ୍ ରୋହେଲ୍ ନାଜିରଙ୍କ ଅର୍ଦ୍ଧଶତକକୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିପାରି ନଥିଲେ। ଫାଇନାଲରେ ପହଞ୍ଚିବାକୁ ହେଲେ ଭାରତକୁ ୧୭୩ ରନ୍ କରିବାକୁ ପଡ଼ିବ। […]

tokyo olympics 2020-china wins gold
୨ୟ ଦିନରେ ଚୀନର ସ୍ୱର୍ଣ୍ଣିମ ଅଭିଯାନ

ଟୋକିଓ ଅଲିମ୍ପିକ୍ସ୨୦୨୦ର ୨ୟ ଦିନରେ ସ୍ୱର୍ଣ୍ଣ ପଦକ ହାତେଇଲା ଚୀନ। ଅନ୍ୟପକ୍ଷେ ପୁରୁଷ ହକିରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ତାହାର ଅଭିଯାନ ଆରମ୍ଭ କରିଛି।

samsung galaxy m12
ଶସ୍ତା ହେଲା ଏହି ସ୍ମାର୍ଟଫୋନ୍‌

ସାମ୍‌ସଙ୍ଗ(Samsung) ଫୋନ୍‌ କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏକ ଭଲ ଖବର। ସାମ୍‌ସଙ୍ଗ ଏହାର Galaxy M12 ଫୋନ୍‌ର ଦାମ୍‌ କମ୍‌ କରିଛି। ଏବେ ଆପଣ ଏହି ଫୋନ୍‌ ଶସ୍ତାରେ କିଣିପାରିବେ।

jamia
ଜାମିଆରେ ଶୁଭିଲା 'ଦେଶ କି ଗଦ୍ଦାରୋଁ କୋ ଗୋଲି ମାରୋ.. କୋ'

ନୂଆଦିଲ୍ଲୀ: ମଙ୍ଗବଳାର ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱ ବିଦ୍ୟାଳୟ ବାହାରେ କିଛି ଲୋକ ‘ଦେଶ କେ ଗଦ୍ଦାରୋଁ କୋ ‘ଗୋଲି ମାରୋ ……କୋ’ ନାରା ଦେଇଥିବା ଖବର ମିଳିଛି। ସେମାନେ ବିଶ୍ୱ ବିଦ୍ୟାଳୟ ଆଡ଼କୁ ମାଡ଼ି ଆସି ଏଭଳି ନାରା ଦେବାପରେ ସେଠାରେ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଥିଲା। ଏଭଳି ପରିସ୍ଥିତିକ ଆୟତ କରିବା ପାଇଁ ଉପସ୍ଥିତ ପୁଲିସ୍‌ ସେମାନଙ୍କୁ ବୁଝାଇବାକୁ ପ୍ରୟାସ କରିବା ସହ ଫେରିଯିବାକୁ କହିଥିଲା। ଏହି ଘଟଣା ପରେ ପ୍ରାୟ ୪୦ ଜଣ […]

sw
ବିଜେପିକୁ କେଜ୍ରିୱାଲ୍‌ଙ୍କ ଚ୍ୟାଲେଞ୍ଜ: ଯଦି ଦମ୍‌ ଅଛି...

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ବିଜେପି ପାଖରେ ଯଦି ଦମ୍‌ ଅଛି, ତା’ହେଲେ ଦଳ ଆସନ୍ତାକାଲି ୧ଟା ସୁଦ୍ଧା ତା’ ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରୁ। ଏଥିସହ କେଜ୍ରିୱାଲ ବିଜେପିର ଯେ କୌଣସି ନେତାଙ୍କ ସହ ବିତର୍କ କରିବାକୁ ପ୍ରସ୍ତୁତ ଥିବା ମଧ୍ୟ କହିଛନ୍ତି। ଯଦି ବିଜେପି ଆସନ୍ତାକାଲି ୧ଟା ସୁଦ୍ଧା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା […]

corona
୨୪ ଘଣ୍ଟାରେ ୬୪ ମୃତ୍ୟୁ: ୪୨୫ ଜୀବନ ନେଲାଣି କରୋନା; ଆମେରିକା ସାହାଯ୍ୟ ଲୋଡ଼ିଲା ଚାଇନା

ବେଜିଂ: ପ୍ରାଣଘାତୀ କରୋନା ଭାଇରସ ଜନିତ ମୃତ୍ୟୁସଂଖ୍ୟା ଥମିବାର ନାଁ ଧରୁନି। ଏହି ଭୟଙ୍କର ଭୂତାଣୁରେ ଆକ୍ରାନ୍ତ ହୋଇ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୪ ଜଣଙ୍କ ଜୀବନ ଯାଇଛି। ଫଳରେ ଏଯାଏ କରୋନା ଭାଇରସ ଚାଇନାରେ ୪୨୫ ଜଣଙ୍କ ମୁଣ୍ଡ ନେଇ ସାରିଲାଣି। ସ୍ଥିତି ଅଣାୟତ ହେଉଥିବାରୁ ଚାଇନା ଶେଷରେ ଆମେରିକାର ସହଯୋଗ ଲୋଡ଼ିଛି। ଗତକାଲି ଆମେରିକା କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି କରୁଛି ଏବଂ ୱାଶିଂଟନ ଚାଇନା […]

hegde
ଗାନ୍ଧିଙ୍କୁ ଏମିତି କହିନି: ଫାଙ୍କିଦେଲେ ହେଗ୍‌ଡେ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧିଙ୍କ ସ୍ୱାଧୀନତା ଆନ୍ଦୋଳନକୁ ବଡ଼ ଡ୍ରାମା କହି ଗାନ୍ଧିଙ୍କୁ ଅପମାନିତ କରିଥିବା ବିଜେପି ସାଂସଦ ଅନନ୍ତ କୁମାର ହେଗ୍‌ଡ଼େ ଆଜି ସିଧାସିଧା କଥା ଫାଙ୍କି ଦେଇଛନ୍ତି। ସେ ତାଙ୍କ ଭାଷଣରେ ଥରେ ହେଲେ ବି ଗାନ୍ଧିଙ୍କ ନାଁ ନେଇ ନାହାନ୍ତି ବୋଲି କହିଛନ୍ତି। ଏଥିସହିତ ସେ ତାଙ୍କ ପୂର୍ବ ଭାଷଣ ସହିତ ଏବେ ବି ଏକମତ ଥିବା କହିଛନ୍ତି ହେଗ୍‌ଡ଼େ। ହେଗ୍‌ଡ଼େ କହିଛନ୍ତି “ମିଡିଆରେ ଯାହା ଖବର ଦେଖାଯାଉଛି ତାହା ସମ୍ପୂର୍ଣ୍ଣ ମିଛ। ମୁଁ […]

amit-sha
ଜାତୀୟ ସ୍ତରରେ ଏନ୍‌ଆର୍‌ସି ଲାଗୁ ନେଇ କୌଣସି ନିଷ୍ପତ୍ତି ହୋଇନି: ଗୃହମନ୍ତ୍ରାଳୟ

ନୂଆଦିଲ୍ଲୀ: ସାରା ଦେଶରେ ଏନ୍‌ଆର୍‌ସି ଲାଗୁ ହେବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଆଜି ଲୋକସଭାରେ ଲିଖିତ ଆକାରରେ ଏଭଳି ଉତ୍ତର ରଖିଛି କେନ୍ଦ୍ର ଗୃହମନ୍ତ୍ରାଳୟ। ଦେଶରେ ଏନ୍‌ଆର୍‌ସି ଲାଗୁ ହେବା ନେଇ ଲୋକସଭାରେ ପ୍ରଶ୍ନ ଉତ୍ତର ଚାଲିଥିବା ବେଳେ ଗୃହମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲିଖିତ ଆକାରରେ ଏଭଳି ଉତ୍ତର ଦେଇଛନ୍ତି। ସେ ତାଙ୍କ ଲିଖିତ ଉତ୍ତରରେ ଦର୍ଶାଇଛନ୍ତି “ଜାତୀୟ ସ୍ତରରେ ଏନ୍‌ଆର୍‌ସି […]

india
ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌କୁ ଫେରିଲେ ପୃଥ୍ୱୀ ଶ’

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ।  ଏହି ୧୬ ଜଣିଆ ଟେଷ୍ଟ ସ୍କ୍ୱାଡରେ ଦଳକୁ ଫେରିଛନ୍ତି ୟଙ୍ଗ୍‌ ସେନ୍‌ସେସନ୍‌ ବ୍ୟାଟ୍ସମ୍ୟାନ୍‌ ପୃଥ୍ୱୀ ଶ। ରୋହିତ ଶର୍ମା ଆହତ ହୋଇ ଓଡିଆଇ ଓ ଟେଷ୍ଟ୍‌ ସିରିଜ୍‌ରୁ ବାଦ୍ ପଡ଼ିବା ପରେ ତାଙ୍କ ସ୍ଥାନରେ ପୃଥ୍ୱୀଙ୍କୁ ସ୍ଥାନ ମିଳିଛି। India’s Test squad: Virat (Capt), Mayank, Prithvi Shaw, Shubman, Pujara, Ajinkya Rahane (vc), Hanuma Vihari, Wriddhiman […]

hording
ପାର୍ଟନର୍‌ ଖୋଜିବାର ନୂଆ ଉପାୟ: ଜାଣିଲେ ମ୍ୟାଟ୍ରିମୋନିକୁ ବି ଭୁଲିଯିବେ

ମାଞ୍ଚେଷ୍ଟର: ଜୀବନସାଥୀ ଖୋଜିବା ପାଇଁ ବିଭିନ୍ନ ଗଣମାଧ୍ୟମରେ ମ୍ୟାଟ୍ରିମୋନିର ବିଜ୍ଞାପନ ଦିଆଯାଉଛି। କିନ୍ତୁ ଇଂଲଣ୍ଡର ମାଞ୍ଚେଷ୍ଟର୍‌ରେ ଜଣେ ଯୁବକ ସିଙ୍ଗଲ୍‌ ହେବାର କଷ୍ଟ ସହି ନପାରି ଜୀବନସାଥୀ ଖୋଜିବାର ନୂଆ କୌଶଳ ଆପଣାଇଛନ୍ତି। ଆଉ ଏହି କୌଶଳ ଆପଣାଇବା ମାତ୍ରେ ତାଙ୍କ ପାଖକୁ ୧୦୦୪ ଜଣଙ୍କ କଲ୍‌ ଆସିସାରିଲାଣି। ଇଂଲଣ୍ଡର ମାଞ୍ଚେଷ୍ଟର୍‌ରେ ମାର୍କ ନାମକ ଜଣେ ୩୦ ବର୍ଷୀୟ ଜଣେ ଯୁବକ ଜୀବନସାଥୀ ଖୋଜିବା ପାଇଁ ରାସ୍ତା କଡ଼ରେ ଏକ ବଡ଼ ହୋର୍ଡିଂ ଲଗାଇଛନ୍ତି। ଏଥିରେ ବଡ଼ […]

javedka
ଅରବିନ୍ଦ କେଜ୍ରିୱାଲ୍‌ ଆତଙ୍କବାଦୀ ବୋଲି ବହୁତ ପ୍ରମାଣ ଅଛି: କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦ୍‌କର

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଆତଙ୍କବାଦୀ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦ୍‌କର। ଏଥିସହିତ ସେ ଆତଙ୍କବାଦୀ ନେଇ ପ୍ରମାଣ ଅଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ଫେବ୍ରୁଆରୀ ୮ ତାରିଖରେ ହେବାକୁ ଥିବା ଦିଲ୍ଲୀ ନିର୍ବାଚନର ଶେଷ ପର୍ଯ୍ୟାୟ ପ୍ରଚାର ବେଳେ ଏକ ସାମ୍ବିଦାକି ସମ୍ମିଳନୀରେ ଏଭଳି ବିବାଦୀୟ ବୟାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର। ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ ଜାଭେଦ୍‌କର କହିଛନ୍ତି “ ଦିଲ୍ଲୀର ଜନତା, ଯେଉଁମାନେ ତାଙ୍କ ପକ୍ଷରେ ଛିଡ଼ା ହୋଇଥିଲେ ସେମାନେ ତାଙ୍କଠାରୁ ମୁହଁ […]

rohit
ପୁଣି ଜୋରିମାନା ଦେଲା ଟିମ୍‌ ଇଣ୍ଡିଆ: ଦୋଷ ମାନିଲେ ରୋହିତ ଶର୍ମା

ଦୁବାଇ: ପୁଣି ମନ୍ଥର ବୋଲିଂ ପାଇଁ ଭାରତୀୟ ଟିମ୍ ଉପରେ ଜୋରିମାନା ଲାଗିଛି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚରେ ମନ୍ଥର ବୋଲିଂ ପାଇଁ ଭାରତୀୟ କ୍ରିକେଟ୍ ଟିମ ଉପରେ ମ୍ୟାଚ୍ ଫି’ର ୨୦ ପ୍ରତିଶତ ଜୋରିମାନା ଲଗାଯାଇଛି। ଆଇସିସି ମ୍ୟାଚ୍ ରେଫରୀ କ୍ରିସ୍ ବ୍ରଡ୍ ଏହି ଜୋରିମାନା ଲଗାଇଛନ୍ତି। ଭାରତ ନିର୍ଦ୍ଧାରିତ ସମୟ ମଧ୍ୟରେ ଗୋଟିଏ ଓଭର କମ୍ ପକାଇଥିଲା। ଫିଲ୍ଡ ଅମ୍ପାୟାର କ୍ରିସ୍ ବ୍ରାଉନ୍ ଓ ଶନ୍ ହେଗ୍ ଏବଂ ତୃତୀୟ […]

rohit
ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଦିନିକିଆ ଓ ଟେଷ୍ଟ ସିରିଜ୍‌ରୁ ରୋହିତ୍ ଆଉଟ୍

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଦିନିକିଆ ଓ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଶକ୍ତ ଝଟକା ଲାଗିଛି। ସୀମିତ ଓଭର କ୍ରିକେଟ୍ ଟିମର ଭାଇସ୍‌-କ୍ୟାପଟେନ୍ ରୋହିତ୍ ଶର୍ମା ଉଭୟ ଦିନିକିଆ ଓ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚରେ ବ୍ୟାଟିଂ କରୁଥିବା ସମୟରେ ରୋହିତଙ୍କ ଗୋଡ଼ର ପେଣ୍ଡାରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା, ଯେଉଁକାରଣରୁ ତାଙ୍କୁ ଚାଲିକାରେ କଷ୍ଟ ହୋଇଥିଲା। ଏହା ପରେ ସେ ବ୍ୟକ୍ତିଗତ ୬୦ ରନ୍ କରିଥିବା […]

subash
ମାଆକୁ ପିଟି ମାରିଦେଲେ ଓ ବାପାଙ୍କୁ ଗୁଳି କଲେ; ଅନାଥ ଝିଅକୁ କୋଳେଇ ନେଲେ ଆଇପିଏସ୍‌

ଲକ୍ଷ୍ନୌ: ମହାନତା ଦେଖାଇଛି ଉତ୍ତର ପ୍ରଦେଶ ପୁଲିସ୍‌। ୨୩ ଜଣ ଶିଶୁଙ୍କୁ ବନ୍ଧୁକ ମୁନରେ ଅପହରଣ କରି ଦୀର୍ଘ ୧୦ ଘଣ୍ଟାକାଳ ଆତଙ୍କରାଜ ଚଳାଇଥିବା ଦୁର୍ବୃତ୍ତର ବର୍ଷକର କନ୍ୟା ସନ୍ତାନଙ୍କୁ ଉତ୍ତର ପ୍ରଦେଶ ପୁଲିସର ଜଣେ ବରିଷ୍ଠ ଅଧିକାରୀ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଘୋଷଣା କରିଛନ୍ତି। ଉତ୍ତର ପ୍ରଦେଶର ଫାରୁକାବାଦ ଜିଲ୍ଲାର ଗୋଟିଏ ଗାଁରେ ସୁଭାଷ ବାଥମ ନାମକ ଜଣେ ଜେଲ ଫେରନ୍ତା ନିଜ ପତ୍ନୀ ଓ ବର୍ଷର କନ୍ୟା ସହ ୨୩ ଜଣ ଶିଶୁଙ୍କୁ […]

virus
କରୋନା ଭାଇରସ୍‌କୁ ନେଇ ମିଛରେ ଡରାଉଛି ଆମେରିକା: ଚାଇନା

ସାଙ୍ଘାଇ: କରୋନା ଭାଇରସ୍‌ର ଆତଙ୍କ ନେଇ ଆମେରିକା ଉପରେ ସାଙ୍ଘାତିକ ଅଭିଯୋଗ ଆଣିଲା ଚାଇନା। କରୋନା ଭାଇରସ୍‌କୁ ନେଇ ଆମେରିକା ମିଛରେ ସାରା ବିଶ୍ୱକୁ ଡରାଉଛି ବୋଲି ଚାଇନା କହିଛି। ଆବଶ୍ୟକୀୟ ସହାୟତା ଦେବା ବଦଳରେ ନାଗରିକଙ୍କୁ ଫେରାଇ ନେଇ ଯାତ୍ରୀମାନଙ୍କ ଉପରେ ପ୍ରତିବନ୍ଧକ ଲଗାଇ ଆମେରକା ଡରାଉଥିବା ଅଭିଯୋଗ କରିଛି ସାଙ୍ଘାଇ। କରୋନା ଭାଇରସ୍‌ ବ୍ୟାପିବା ପରେ ପ୍ରଥମେ ଆମେରିକା ହିଁ ଚାଇନାରୁ ନାଗରିକଙ୍କୁ ଫେରାଇ ଆଣିବା ସହିଚ ଚାଇନା ଉଡ଼ାଣ ପାଇଁ ସତର୍କତା ଜାରି […]