ବିଶ୍ୱବନ୍ଦିତା ସ୍ୱାଇଁ ଲଢ଼େଇର ଅନ୍ଧାରୀ ଗଳିକୁ ବାହାରି ନ୍ୟାୟର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଆମେ ବାଟସାରା ଯାହା ଛାଡ଼ିଦେଉ, ସେସବୁ ଯନ୍ତ୍ରଣାର ଛିଟା ବହନ କରୁଥିବା ଗୋଟେ ଗୋଟେ ପରିବର୍ତ୍ତନ। ଏ ପରିବର୍ତ୍ତନ ଶକ୍ତ ଏବଂ ସମାନତାର ବାର୍ତ୍ତା ବାଣ୍ଟୁଥିବା ଏକ ସମାଜ ଗଢ଼ିବାକୁ। ନୟାଗଡ଼ ଜିଲ୍ଲାର ୫ବର୍ଷର ଝିଅ ପରୀ ପାଇଁ ନ୍ୟାୟର ଲଢ଼େଇ ସେଭଳି ଏକ ପରିବର୍ତ୍ତନ ପାଇଁ ପ୍ରୟାସର ଅଂଶବିଶେଷ। ଅନେକ ଆଶା ଏବଂ ଅବଶୋଷର ସମୁଦ୍ର ମଧ୍ୟରେ ଏକ ଅଦମନୀୟ ଜିଦ୍ […]
ଚଳଚଞ୍ଚଳ ହୋଇଛି ରଥଖଳା । ବଡ଼ଦାଣ୍ଡରେ ରଥ ନିର୍ମାଣ କାମ ଆଗେଇ ଚାଲିଛି । ରଥନିର୍ମାଣ କାମକୁ ପିଢି ପରେ ପିଢି ବଂଶାନୁମକ୍ରମିକ ଭାବେ କରି ଆସୁଛନ୍ତି ପୁରୀ ସହରରେ କିଛି ନିର୍ଦ୍ଦିଷ୍ଟ ସେବାୟତ ପରିବାର ।
ସ୍ନାନବେଦି ଉପରେ ବସି ମହାପ୍ରଭୁଙ୍କ ମହାସ୍ନାନ। ଏହି ଦିବ୍ୟ ଦୃଶ୍ୟ ଦେଖି ଭକ୍ତ ବିଭୋର। ମହାପ୍ରଭୁଙ୍କର ଏଇ ନୀତିକାନ୍ତି ଯେତେ ବୁଝିଲେ ବି ଅବୁଝା ଲାଗେ ।
ପରମଜ୍ଞାନୀ ଚାଣକ୍ୟଙ୍କ ମାତ୍ର ୩ଟି କଥା ଆପଣଙ୍କୁ କୋଟିପତି ବନାଇବାରେ ସହାୟକ ହେବ। ଧନୀ ହେବାକୁ ହେଲେ ପ୍ରଥମେ ନିଜ ଅନ୍ତଃକରଣକୁ ଅତି ମଜଭୁତ୍ କରିବାକୁ ହେବ ଏବଂ ଆପଣଙ୍କ ନୀତି ଆଦର୍ଶ ସେପରି ବଳିଷ୍ଠ ହେବା ଦରକାର। ଚାଣକ୍ୟଙ୍କ ମତ ଅନୁସାରେ ବ୍ୟକ୍ତିଙ୍କ ଭଲ ଓ ମନ୍ଦ କାମ ଅନୁସାରେ ତାଙ୍କୁ ସେହିଭଳି ଫଳ ପ୍ରାପ୍ତ ହୁଏ। ପରୋପକାରୀ ମଣିଷ ଏବଂ ସୁକର୍ମ କରୁଥିବା ଲୋକଙ୍କ ଉପରେ ସର୍ବଦା ଲକ୍ଷ୍ମୀମାଆଙ୍କ କୃପାଦୃଷ୍ଟି ଥାଏ। ଲକ୍ଷ୍ମୀ ମାତା […]
ପାଖରେ ଟଙ୍କା ଥିଲେ ଜଣେ କିଛି ବି କରିପାରିବ। ସେମିତି ଏକ ଘଟଣା ଦେଖିବାକୁ ମିଳିଛି, ଯେଉଁ ଘଟଣାରେ ଜଣେ କୋଟିପତି କେବଳ ବର୍ଗର ଖାଇବା ପାଇଁ ହେଲିକପ୍ଟର ଭଡ଼ା କରି ପ୍ରାୟ ୩୬୦ କିଲୋମିଟର ଦୂର ଯାତ୍ରା କରିଥିଲେ। ଋଷରେ ଏଭଳି ଅଜବ ଘଟଣା ଘଟିଛି। ଘଟଣା ଅନୁସାରେ, ଏହି ଧନୀ ବ୍ୟକ୍ତିଙ୍କର ବର୍ଗର ଖାଇବାକୁ ଇଚ୍ଛା ହେଲା। ହେଲେ ଆଖପାଖରେ ଥିବା କୌଣସି ଦୋକାନ ତାଙ୍କର ପସନ୍ଦ ଆସିଲା ନାହିଁ। ଯେଉଁଥିପାଇଁ ସେ ଦୁଇ […]
ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ କି ୧୩୦ ଜଣଙ୍କୁ ବିବାହ କରିଥିଲେ ଏବଂ ୨୦୩ଟି ପିଲାଙ୍କର ବାପା ହୋଇଥିଲେ। ହଁ ଆପଣ ଠିକ୍ ଶୁଣିଛନ୍ତି। ଗୋଟିଏ ଗାଁର ଲୋକ ସଂଖ୍ୟା ଭଳି ପରିବାର ବସାଇଥିବା ବ୍ୟକ୍ତି ହେଉଛନ୍ତି ନାଇଜେରିଆର ମହମ୍ମଦ ବେଲ୍ଲୋ ଅବୁବକର। ୨୦୧୭ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। କିନ୍ତୁ ପୁଣିଥରେ ସେ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। କରୋନା ଏବଂ ଲକ୍ଡାଉନ୍କୁ ନେଇ କିଛି ଏକ୍ସର୍ପଟ୍ସ କହିଥିଲେ […]
ନୂଆଦିଲ୍ଲୀ: ଆସନ୍ତା ବର୍ଷ ଆରମ୍ଭରୁ ହ୍ୱାଟ୍ସଆପ୍ ନିଜର ଟର୍ମସ ଅଫ୍ ସର୍ଭିସ୍ ଅପ୍ଡେଟ୍ କରିବାକୁ ଯାଉଛି। ୟଜରଙ୍କୁ ଏହି ଅପ୍ଡେଟ୍ ଆକ୍ସେପ୍ଟ କରିବାକୁ ପଡ଼ିବ, ନହେଲେ ଆପଣଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟକୁ ଡିଲିଟ କରିବାକୁ ପଡ଼ିବ। ହ୍ୱାଟ୍ସଆପ୍ ଏକ ନୂଆ ଭର୍ସନ୍ ଅପ୍ଡେଟ୍ ଆଣିଛି, ଯେଉଁଥିରେ ନୂଆ ଟର୍ମସ ଅଫ୍ ସର୍ଭିସ୍ ଦିଆଯାଇଛି। ଏହା ୮ ଫେବ୍ରୁଆରୀ ୨୦୨୧କୁ ୟୁଜର୍ସଙ୍କ ପାଇଁ ଲାଗୁ ହେବ। ସାରା ବିଶ୍ୱରେ ହ୍ୱାଟ୍ସଆପ୍ର ୧.୫ ଆରବରୁ ଅଧିକ ବ୍ୟବହାରକାରୀ ଅଛନ୍ତି। ଯଦି ସେମାନେ […]
କାରିଗରମାନଙ୍କର କଳାକୃତି ସବୁବେଳେ ଆମକୁ ଆଶ୍ଚର୍ଯ୍ୟ କରିଥାଏ। ଆଉ ଏହି କଳାକୃତି ଗୁଡିକ ସବୁବେଳେ ଆମକୁ ଆଶ୍ଚର୍ଯ୍ୟ କରିଥାଏ
ଭୁବନେଶ୍ୱର: ବିବାହ ଓ ଶୁଦ୍ଧିକ୍ରିୟା ହେବ, ହେଲେ ଖୋଲିବନି ଲୁଗା ଦୋକାନ । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଅସନ୍ତୋଷ । କାରଣ ଉଭୟ କାର୍ଯ୍ୟ ଲାଗି ନୂଆ ଲୁଗା ଅପରିହାର୍ଯ୍ୟ । ଏଣେ ଲକ୍ଡାଉନ୍ ଓ ସଟ୍ଡାଉନରୁ ଫାଇଦା ନେଉଛନ୍ତି…
ଭୁବନେଶ୍ୱର: ଆପଣ ଜାଣିନଥିବେ ହେଲେ ଆପଣଙ୍କ ନାଁରେ ଆକ୍ଟିଭ୍ ହୋଇଯାଇଥିବ ସିମ୍ । ଆଉ ସେହି ସିମ୍ ବ୍ୟବହାର କରି ଅପରାଧୀ କରୁଥିବେ ସାଇବର ଲୁଟ୍ । ରାଜ୍ୟ ସୀମା ଡେଇଁ ସାଇବର ଅପରାଧୀଙ୍କ ପାଖକୁ ଯାଉଥିଲା ଏଭଳି ପୁଳା ପୁଳା…
ଭୁବନେଶ୍ୱର: କରୋନା ପାଇଁ ବିନା ପରୀକ୍ଷାରେ ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ମିଳିଥିବା ମାର୍କକୁ ନେଇ ଦୂର ହେଉନି ଅସନ୍ତୋଷ । ଗତକାଲି ଭଳି ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଧାରଣା, ଆନ୍ଦୋଳନକୁ ଓହ୍ଲାଇବା ସହ ନାରା ଦେଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ…
ଇଣ୍ଡୋନେସିଆର ଧର୍ମ, ସଂସ୍କୃତି ସବୁବେଳେ ବିଶ୍ୱକୁ ଆଶ୍ଟର୍ଯ୍ୟ କରି ଆସିଛି। ସେହିକ୍ରମରେ ଏଠାରେ ରହିଛି ବିଶ୍ୱର ସବୁଠାରୁ ବଡ ବିଷ୍ଣୁ ପ୍ରତିମୂର୍ତ୍ତି। ଯାହା ଏଠାକାର ଆଉ ଏକ ପରିଚୟ ପାଲଟିଯାଇଛି
ଦୁନିଆରେ ଏମିତି ଏକ ରାସ୍ତା ରହିଛି ଯେଉଁ ରାସ୍ତାରେ ଗଲେ ଆପଣଙ୍କ ଡ଼ର ଲାଗିବ। ଯଦି ଆପଣ ଆଡଭେନଚର୍ ପ୍ରିୟ ତେବେ ରୋଲର କୋଷ୍ଟରରେ ତ ନିଶ୍ଚୟ ରାଇଡ୍ କରିଥିବେ କିନ୍ତୁ ରାସ୍ତା ଯଦି ରୋଲର କୋଷ୍ଟର ଭଳି ହୋଇଥିବ ତେବେ କଣ ହେବ?