• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

Paralakhemundi ACF Death
ବନ ସଂରକ୍ଷକଙ୍କ ମୃତ୍ୟୁ ମାମଲା, ୩ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ନୂଆ ମୋଡ଼ ଆସିଛି। ମୃତ ସୌମ୍ୟରଞ୍ଜନଙ୍କ ବାପାଙ୍କ ଅଭିଯୋଗ ପରେ ୩ ଜଣଙ୍କ ବିରୋଧରେ ପାରଳାଖେମୁଣ୍ଡି ପୋଲିସ୍‌ ହତ୍ୟା ମାମଲା ରୁଜୁ କରିଛି।

oximeter
କମିବ ଅକ୍ସିମିଟର ଦାମ୍

ମେଡିକାଲ ଉପକରଣ ଦାମ କମାଇବାକୁ ନିଷ୍ପତ୍ତି ନେଇଛି ଔଷଧ ନିୟନ୍ତ୍ରକ । ପଲ୍ସ ଅକ୍ସିମିଟର ଦାମ ସମେତ ଅନ୍ୟ ମେଡିକାଲର ଉପକରଣର ଦାମ୍ କମିବ । ଏହା ସହିତ ଡିଜିଟାଲ ଥର୍ମୋ ମିଟର,ନେବୁଲାଇଜର ଓ ଗ୍ଲୁକୋମିଟରର ଦାମ୍ ବି କମିବ ।

Bird
ବିରଳ ପକ୍ଷୀ ଉଦ୍ଧାର

କଟକରେ ଏକ ବିରଳ ପକ୍ଷୀ ଉଦ୍ଧାର କରାଯାଇଛି । ପକ୍ଷୀଟିର ମୁହଁ ଗରୁଡ଼ ସଦୃଶ ରହିଛି । ପକ୍ଷୀଟି ସ୍ଥାନୀୟ ଏକ ଦୋକାନରୁ ଉଦ୍ଧାର କରାଯାଇଛି ।

safala-chasi
ସମୁଦ୍ର ପତନଠୁ ୪ ହଜାର ଫୁଟ ଉଚ୍ଚରେ ହେଉଛି ପନିପରିବା ଚାଷ, ଦେଖନ୍ତୁ

ଫୁଲବାଣୀ: ସମୁଦ୍ର ପତନ ଠାରୁ ପ୍ରାୟ ୪ ହଜାର ଫୁଟ ଉଚ୍ଛରେ ଏବଂ ଓଡ଼ିଶାର କେନ୍ଦ୍ରସ୍ଥଳୀରେ ରହିଛି କନ୍ଧମାଳ ଜିଲ୍ଲା। ପର୍ବତ ଘେରା ଏହି ଜିଲ୍ଲାରେ ଚାଷ ଜମି ଅପେକ୍ଷା ବହୁ ଢିପ ଜମି ରହିଛି ।ଏହା ସହିତ ଜମିକୁ ଜଳସେଚନର ବିଶେଷ ସୁବିଧା ଆଜି ପର୍ଯ୍ୟନ୍ତ ହୋଇପାରିନି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ, ବିଭିନ୍ନ ଉପାୟରେ ଢିପ ଜମିକୁ ଏମାନେ କରିଛନ୍ତି ଜଳସେଚିତ। ଆଉ ପାଣି ମିଳିଯିବା ପରେ ଫସଲ ଅମଳ କରି ଭଲ ଦି ପଇସା […]

  • Thursday, 15 July 2021
couple
ବିବାହର ୪ ମାସ ନଯାଉଣୁ ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ। ଗତକାଲି ମହିଳା ଜଣକ ରୁମ୍‌ରେ ଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଏ ନେଇ ବାଲିଅନ୍ତା ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମହିଳା ଜଣକ ଗର୍ଭବତୀ ଥିଲେ। ଗତ ଡିସେମ୍ବର ମାସରେ ଯାଜପୁରର ସୁବିର କୁମାର ମଲ୍ଲିକଙ୍କ ସହ ବିବାହ […]

  • Thursday, 15 July 2021
purandeswari-and-naveen
ପୁରନ୍ଦେଶ୍ୱରୀଙ୍କ ପ୍ରଶ୍ନ: ନବୀନଙ୍କ ପରେ ବିଜେଡି ଚେହେରା କିଏ?

ଭୁବନେଶ୍ୱର: ନବୀନଙ୍କ ପରେ ବିଜେଡି ଚେହେରା କିଏ?  ଏହି ପ୍ରଶ୍ନ କରିଛନ୍ତି ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ। OTVକୁ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀଙ୍କ ଏକ୍ସକ୍ଲୁସିଭ୍ ମନ୍ତବ୍ୟ ଦେଇ କହିଛନ୍ତି ଯେ ନବୀନଙ୍କ ପରେ ବିଜେଡି ଚେହେରା କିଏ? ନବୀନଙ୍କୁ ଦେଖି ଲୋକ ଭୋଟ ଦେଇଛନ୍ତି, ବାବୁଙ୍କୁ ଦେଖି ନୁହେଁ। ନବୀନ ଥରେ ବାହାରକୁ ଆସନ୍ତୁ, ଲୋକଙ୍କ ସମସ୍ୟା ବୁଝନ୍ତୁ। ସେ କହିଛନ୍ତି, ଏଠାକାର ସରକାର ମାର୍କେଟରେ ପଡିଥିବା ଧାନକୁ କିଣୁନାହାନ୍ତି। ମୁଖ୍ୟମନ୍ତ୍ରୀ ବର୍ଷେ ହେଲା ବିଧାନସଭାକୁ […]

  • Thursday, 15 July 2021
make-in-odisha
ଫେଲ୍ ମାରିଛି ସରକାରଙ୍କ ଶିଳ୍ପାୟନ ପ୍ରୟାସ, ରାଜ୍ୟରୁ ମୁହଁ ଫେରାଉଛନ୍ତି ଶିଳ୍ପସଂସ୍ଥା

ଭୁବନେଶ୍ୱର: ୨୦୧୬ ପ୍ରଥମ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ମିଳିଥିବା ପୁଞ୍ଜି ନିବେଶ ପ୍ରସ୍ତାବର ଦୁଇ ତୃତୀୟାଂଶ କାର୍ଯ୍ୟକାରିତାର ବିଭିନ୍ନ ପର୍ଯ୍ୟାୟରେ ରହିଛି। ଏସବୁ ପ୍ରକଳ୍ପରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ନିବେଶ ଲକ୍ଷ୍ୟ ରହିଥିବା ୨୦୧୮ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଉଦଘାଟନୀ ଅଭିଭାଷଣରେ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ନିକଟରେ ଶିଳ୍ପମନ୍ତ୍ରୀ ବିଧାନସଭାରେ ରଖିଥିବା ଉତ୍ତର ଭିନ୍ନ କଥା କହୁଛି। ଶିଳ୍ପମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ୨୦୧୬ କନକ୍ଲେଭ ଅବସରରେ […]

  • Thursday, 15 July 2021