Advertisment

ବିରଳ ପକ୍ଷୀ ଉଦ୍ଧାର

କଟକରେ ଏକ ବିରଳ ପକ୍ଷୀ ଉଦ୍ଧାର କରାଯାଇଛି । ପକ୍ଷୀଟିର ମୁହଁ ଗରୁଡ଼ ସଦୃଶ ରହିଛି । ପକ୍ଷୀଟି ସ୍ଥାନୀୟ ଏକ ଦୋକାନରୁ ଉଦ୍ଧାର କରାଯାଇଛି ।

author-image
Sarbeswar

କଟକରେ ଏକ ବିରଳ ପକ୍ଷୀ ଉଦ୍ଧାର କରାଯାଇଛି । ପକ୍ଷୀଟିର ମୁହଁ ଗରୁଡ଼ ସଦୃଶ ରହିଛି ।  ପକ୍ଷୀଟି ସ୍ଥାନୀୟ ଏକ ଦୋକାନରୁ ଉଦ୍ଧାର କରାଯାଇଛି । ଏହା ଏକ ଗରୁଡ଼ ପକ୍ଷୀ ବୋଲି ଅନୁମାନ କରୁଛନ୍ତି ସ୍ଥାନୀୟଲୋକେ । 

Advertisment
Odisha Cuttack
Advertisment
Advertisment