• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

baijayanta
ଦୁର୍ନୀତି ଓ ଗୁଣ୍ଡାଗର୍ଦ୍ଦି ଯୋଗୁଁ ବିଜେଡି ଭିତରେ ଭିତରେ ଘୁଣ ଖାଇ ଗଲାଣି: ବୈଜୟନ୍ତ

ଭୁବନେଶ୍ୱର : ବିଜେଡି ଛାଡ଼ିବା ପରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ମୁହଁ ଖୋଲି ନଥିଲେ ମଧ୍ୟ ତାଙ୍କ ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ଥମୁନି। ଗତକାଲି ଜାତୀୟ ପତ୍ରିକା ସ୍ୱରାଜ୍ୟରେ ପ୍ରକାଶିତ ସାକ୍ଷାତକାରରେ ରାଜ୍ୟ ରାଜନୀତିକୁ ନେଇ ଖୋଲା ମତବ୍ୟକ୍ତ କରିଛନ୍ତି ବୈଜୟନ୍ତ। କ୍ଷମତାକୁ ଆସିବା ଲାଗି ବିଜେଡିର ସଂଘର୍ଷଠୁ ଆରମ୍ଭ କରି ପ୍ୟାରୀଙ୍କ ବିଦ୍ରୋହ, ପାଣ୍ଡିଆନଙ୍କ ଉତ୍ଥାନ, ନବୀନଙ୍କ ଭାବମୂର୍ତ୍ତି ଓ ଦଳର ଭବିଷ୍ୟତ ଉପରେ ସେ ଆଲୋକପାତ କରିଛନ୍ତି। ୨୦୧୨ର ବିବାଦୀୟ ମିଡ୍‌ନାଇଟ୍ ଅପରେସନ୍ […]

  • Saturday, 17 July 2021
dev-3
ଫିଟୁଛି ଦେବ ପ୍ରସାଦ ଦାଶଙ୍କ ଆକସ୍ମିକ ନିଲମ୍ବନ ପଛର ଗୁମର

ଭୁବନେଶ୍ୱର : ୭ ମାର୍ଚ୍ଚ ୨୦୧୫। ସରକାରୀ ଜମି ଉପରେ ଠିଆ ହୋଇଥିବା ବହୁ ଚର୍ଚ୍ଚିତ ପାଟଶାଣୀ ମଠକୁ ଭାଙ୍ଗିବାକୁ ଆଗକୁ ଆସି ହିରୋ ହୋଇଥିଲେ ବିଡିଏ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡର ଅଧିକାରୀ ଦେବ ପ୍ରସାଦ ଦାଶ। ମଠ ସିନା ଭାଙ୍ଗିଗଲା ,ହେଲେ ୭ ଦିନ ପରେ ନିଜ ପଦରୁ ହଟିଗଲେ ଦେବ। ଏପରିକି ବହୁ ସ୍ଥାନରେ ଜବରଦଖଲ ହଟାଇବା ପାଇଁ ଆଗେଇଆସିଥିବା ଏହି ଅଧିକାରୀଙ୍କୁ ଗତ ୪ ବର୍ଷରେ ୬ ଥର ବଦଳି କରାଯାଇଥିଲା। ପାଟ୍ଟଶାଣୀ ମଠ […]

  • Saturday, 17 July 2021
UGC
ଅକ୍ଟୋବର ପହିଲାରୁ ପାଠପଢା

ଦେଶର କୋଭିଡ୍ ସ୍ଥିତିକୁ ଦେଖି ପରୀକ୍ଷା ଓ ନାମଲେଖା ନେଇ ୟୁଜିସ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି। ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ପ୍ରଥମ ବର୍ଷର ନାମଲେଖା ସେପ୍ଟେମ୍ବର ୩୦ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।

fire
କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର ଟ୍ରେନରେ ନିଆଁ

କେନ୍ଦୁଝର: କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ। କେନ୍ଦୁଝର ତିଲିକିଧରା ଷ୍ଟେସନ୍ ନିକଟରେ ଟ୍ରେନ୍‌ର ଏକ ଲଗେଜ ବଗିରେ ନିଆଁ ଲାଗିଛି। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ନେଇ ପୂର୍ବତଟ ରେଳ ପକ୍ଷରୁ ସୂଚନା ମିଳିଛି। ପାସେଞ୍ଜର ଟ୍ରେନ୍‌ଟି ତିଲିକିଧରା ଷ୍ଟେସନରେ ଅଟକି ରହିଛି। କିନ୍ତୁ ଟ୍ରେନ୍‌ରୁ ସମ୍ପୃକ୍ତ ଲଗେଜ ବଗିକୁ ଅଲଗା କରିଦେଇନ୍ତି ରେଳ କର୍ତ୍ତୃପକ୍ଷ। ଖବର ପାଇ କେନ୍ଦୁଝର, ଘଟଗାଁ ଓ  ହରିଚନ୍ଦନପୁରରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ […]

  • Saturday, 17 July 2021
baijayanta
ବିଜେଡିକୁ ମହଙ୍ଗା ପଡ଼ିବ କି ବୈଜୟନ୍ତଙ୍କ ଇସ୍ତଫା ?

ଭୁବନେଶ୍ୱର : ବୈଜୟନ୍ତଙ୍କ ଇସ୍ତାଫା ନେଇ ରାଜ୍ୟ ରାଜନୀତିରେ ହଲଚଲ୍। ଭୁବନେଶ୍ୱରୁ ଦିଲ୍ଲୀ ଯାଏଁ ଚର୍ଚ୍ଚା।  ବିଜେଡିରେ ବି ଚାପା ଗୁଞ୍ଜରଣ। ବୈଜୟନ୍ତଙ୍କ ଇସ୍ତାଫା ବିଜେଡି ଉପରେ କି ପ୍ରଭାବ ପକାଇବ? ବୈଜୟନ୍ତଙ୍କ ସଂସଦୀୟ କ୍ଷେତ୍ର କେନ୍ଦ୍ରାପଡ଼ା, ଓଡ଼ିଶା ଓ ଦିଲ୍ଲୀରେ ବି ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ କି? ବିଜୁ ପଟ୍ଟନାୟକଙ୍କ ପରିବାର ସହ ଘନିଷ୍ଠ ସଂପର୍କ ଓ ବିଜେଡି ଗଠନ ହେବାଠାରୁ ଦଳ ସହ ଓତଃପ୍ରୋତ ଭାବେ ଜଡ଼ିତ ବୈଜୟନ୍ତ ଦଳ ଛାଡିବା ପରେ […]

  • Saturday, 17 July 2021
arun sahoo
ଛାତ୍ର ନେତାଙ୍କୁ ଅରୁଣ ସାହୁ ଉଠ୍‌ବସ୍ କରାଇବା ଅଭିଯୋଗ

ଭୁବନେଶ୍ୱର: ଛାତ୍ର ନେତାଙ୍କୁ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ଅରୁଣ ସାହୁଙ୍କ ଉଠବସ୍ ଅଭିଯୋଗ I ବିଜେଡି ନେତା ଅରୁଣ ସାହୁଙ୍କ ବିରୋଧରେ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟ ଛାତ୍ର ସଂସଦ ସଭାପତି ତୁଷାର ନାୟକ। ତୁଷାର ଅଭିଯୋଗ କରିଛନ୍ତି, ବାରିପଦା ସର୍କିଟ୍ ହାଉସକୁ ଡାକି ଅରୁଣ ସାହୁ ତାଙ୍କୁ ଗାଳି ଗୁଲଜ କରିବା ସହ ସମସ୍ତଙ୍କ ଆଗରେ ୭୦ ଥର ବସ୍ ଉଠ୍ କରାଇଛନ୍ତି। ତୁଷାର ଏ ସମ୍ପର୍କରେ […]

  • Saturday, 17 July 2021
low pressur image
ବଙ୍ଗୋପସାଗରରେ ଲଘୁଚାପ, ରାତି ସୁଦ୍ଧା ଡିପ୍ ଡିପ୍ରେସନ୍ ରୂପ ନେଇପାରେ

ଭୁବନେଶ୍ୱର : ମୌସୁମୀ ଆସିବା ପୂର୍ବରୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି I ବଙ୍ଗୋପସାଗରର ଉତ୍ତରପୂର୍ବ ଓ ଉତ୍ତରକେନ୍ଦ୍ରରେ ଏହି ୱେଲମାର୍କଡ୍ ଲୋ ପ୍ରେସର ଅନୁଭୂତ ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଆଜି ରାତି ୧୧. ୩୦ ସୁଦ୍ଧା ଡିପ୍ରେସନ୍ ରୂପ ନେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୬ ଘଣ୍ଟାରେ ଡିପ୍ ଡିପ୍ରେସନ ରୂପ ନେବା ସମ୍ଭାବନା ଅଛି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହି ଲଘୁଚାପ ଏବେ ବାଲେଶ୍ୱର ଉପକୂଳରୁ […]

  • Saturday, 17 July 2021
oil protest
ତେଲ ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାରେ ବିଜେଡି

ଭୁବନେଶ୍ୱର : ହାତରେ ପ୍ଲା କାର୍ଡ, ତାସହ କେନ୍ଦ୍ର ବିରୋଧରେ ନାରାବାଜି। ଚାଲିଛି ଶୋଭଯାତ୍ରା। ଗୋଟିଏ ପରେ ଗୋଟିଏ ଶୋଭାଯାତ୍ରା ରାଜଭବନ ପହଞ୍ଚିବାପରେ ଆରମ୍ଭ ହୋଇଥିଲା ସଭା। ପେଟ୍ରୋଲ, ଡିଜେଲ୍ ଦର ଅହେତୁକ ଭାବେ ବୃଦ୍ଧି ପ୍ରତିବାଦରେ ଏମିତି ଢଙ୍ଗରେ ଆଜି ପ୍ରତିବାଦ କରିଛି ବିଜେଡି। ଟାର୍ଗେଟରେ ଥିଲେ  କେନ୍ଦ୍ର ସରକାର ଓ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦଳ ଦାବିପତ୍ର ଦେଇଥିଲା। ରାଜ୍ୟର ସବୁ ବ୍ଳକ୍‌ରେ ଦଳ ଏଭଳି ଆନ୍ଦୋଳନ କରିବ, […]

  • Saturday, 17 July 2021