• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ବିଧାନସଭା ବଜେଟ୍ ଅଧିବେଶନ : ୩ଦିନର ଅଚଳାବସ୍ଥା ପରେ ଆଜି ସ୍ୱାଭାବିକ ହୋଇଛି ଗୃହକାର୍ଯ୍ୟ 
ବିଧାନସଭା ବଜେଟ୍ ଅଧିବେଶନ : ୩ଦିନର ଅଚଳାବସ୍ଥା ପରେ ଆଜି ସ୍ୱାଭାବିକ ହୋଇଛି ଗୃହକାର୍ଯ୍ୟ 

ଭୁବନେଶ୍ୱର : ବିଧାନସଭା ବଜେଟ୍ ଅଧିବେଶନରେ ୩ଦିନର ଅଚଳାବସ୍ଥା ପରେ ଆଜି ସ୍ୱାଭାବିକ ହୋଇଛି ଗୃହକାର୍ଯ୍ୟ।  ବିରୋଧୀ ମାନେ ୩ଦିନ ହେଲା ଦାବି କରୁଥିବା ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଆଜି ଗୃହରେ ବିବୃତି ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଲୋକାୟୁକ୍ତ ନେଇ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶର ତର୍ଜମା କରାଯାଉଛି ଏବଂ ଏଦିଗରେ ଉଚିତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।  ଆଜି ପ୍ରଶ୍ନକାଳରେ ସ୍ୱାସ୍ଥ୍ୟ ଏବଂ  ସ୍କୁଲ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ପ୍ରସଙ୍ଗକୁ […]

  • Thursday, 10 June 2021
୨୭ ହୋଟେଲ୍‌କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ସରକାର
୨୭ ହୋଟେଲ୍‌କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର: ପରିବେଶ ପ୍ରଦୂଷଣ ଅଭିଯୋଗରେ ଚଳିତ ବର୍ଷ ରାଜ୍ୟର ୨୭ଟି ହୋଟେଲ୍‌କୁ ବନ୍ଦ କରିବା ପାଇଁ ନୋଟିସ୍ ଜାରି ହୋଇଛି। ହୋଟେଲରୁ ବାହାରୁଥିବା ଅପରିଷ୍କାର ଜଳ ବିଶୋଧନ କରା ନ ଯାଇ ନିଷ୍କାସନ କରାଯାଉଛି। ଫଳରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଛି। ଏଥିପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏହି ହୋଟେଲ୍‌ଗୁଡ଼ିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ୨୭ଟି ହୋଟେଲ ମଧ୍ୟରୁ ଗୋଟିଏ ହୋଟେଲ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଚାଲୁଥିବା ବେଳେ ୧୧ଟି […]

  • Thursday, 10 June 2021
ଚଳିତ ବର୍ଷ ଓଡ଼ିଶାରେ ହାତୀ ଆକ୍ରମଣରେ ୮୨ ଜଣଙ୍କ ମୃତ୍ୟୁ ଘଟିଛି
ଚଳିତ ବର୍ଷ ଓଡ଼ିଶାରେ ହାତୀ ଆକ୍ରମଣରେ ୮୨ ଜଣଙ୍କ ମୃତ୍ୟୁ ଘଟିଛି

ଭୁବନେଶ୍ୱର : ଚଳିତ ୨୦୧୭-୧୮ବର୍ଷରେ ଫେବୃୟାରୀ ମାସ ସୁଦ୍ଧା ହାତୀ ଆକ୍ରମଣରେ ୮୨ ଜଣଙ୍କ ଜୀବନ ଯାଇଛି। ହାତୀ ଆକ୍ରମଣର ଶିକାର ହୋଇ ଆହତ ହୋଇଛନ୍ତି ୫୩ଜଣ। ଏଥିସହ ରାଜ୍ୟରେ ୧ହଜାର ୧୧୯ଟି ଘର ଭାଙ୍ଗିଛି, ୨୩ଟି ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟିଛି ଓ ପ୍ରାୟ ୫ହଜାର ୪୦୨ ଏକର ଫସଲ ନଷ୍ଟ ହୋଇଛି। ବିଧାନସଭା ବଜେଟ୍ ଅଧିବେଶନ ପ୍ରଶ୍ନକାଳରେ ଜଙ୍ଗଲ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏହି ଉତ୍ତର ରଖିଛନ୍ତି। ଏହି ଉତ୍ତର ଅନୁସାରେ, ହାତୀ ଆକ୍ରମଣରେ […]

  • Thursday, 10 June 2021
ସିବିଏସ୍ଇର ୨ଟି ପରୀକ୍ଷା ପୁଣି ଥରେ କରିବାକୁ ନିଷ୍ପତ୍ତି
ସିବିଏସ୍ଇର ୨ଟି ପରୀକ୍ଷା ପୁଣି ଥରେ କରିବାକୁ ନିଷ୍ପତ୍ତି

ଭୁବନେଶ୍ୱର : CBSE  ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ଗଣିତ ପେପର ଓ ଦ୍ୱାଦଶ ଶ୍ରେଣୀ ଇକୋନମିକ୍ସ ପେପର ପୁନର୍ବାର ପରୀକ୍ଷା ହେବ। ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପରୀକ୍ଷା କେବେ ହେବ ବୋର୍ଡ ୱେବ୍‌ସାଇଟ୍‌ରେ ସପ୍ତାହକ ମଧ୍ୟରେ ଜଣାଇ ଦିଆଯିବ ବୋଲି ବୋର୍ଡର ପରୀକ୍ଷା ନିୟନ୍ତ୍ରଣ ବିଭାଗ ସୂଚନା ଦେଇଛନ୍ତି। ପରୀକ୍ଷା ପରିଚାଳନା ବେଳେ କେତେକ ଅନିୟମିତତା ହୋଇଥିବା ବୋର୍ଡ ନଜରକୁ ଆସିଥିଲା। ପରୀକ୍ଷାରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ଆଉ ଥରେ […]

  • Thursday, 10 June 2021
ନବରଙ୍ଗପୁର ଜିଲ୍ଲାକୁ ପଛୁଆ ଜିଲ୍ଲାରେ ସାମିଲ ପାଇଁ ଦାବି
ନବରଙ୍ଗପୁର ଜିଲ୍ଲାକୁ ପଛୁଆ ଜିଲ୍ଲାରେ ସାମିଲ ପାଇଁ ଦାବି

ଭୁବନେଶ୍ୱର : ଦେଶର ପଛୁଆ ଜିଲ୍ଲା ତାଲିକାରେ ଓଡ଼ିଶା ନବରଙ୍ଗପୁର ଜିଲ୍ଲାକୁ ସାମିଲ କରିବାକୁ ଦାବି କରିଛନ୍ତି ସାଂସଦ ବଳଭଦ୍ର ମାଝି। ଏନେଇ ସେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ନବରଙ୍ଗପୁର ଏକ ପଛୁଆ ଜିଲ୍ଲା। ଏବେ ବି ସେ ଅଂଚଳରେ ବିକାଶ ଅପହଞ୍ଚ। ତେଣୁ ନବରଙ୍ଗପୁରକୁ ପଛୁଆ ଜିଲ୍ଲା ତାଲିକାରେ ସାମିଲ କରିବାକୁ ସେ ପକ୍ଷ ରଖିଥିଲେ। ନବରଙ୍ଗପୁରକୁ ପଛୁଆ ଜିଲ୍ଲା ତାଲିକାରେ ସାମିଲ ସମ୍ପର୍କରେ ବିଚାର କରାଯିବ ବୋଲି […]

  • Thursday, 10 June 2021
କନିକା ବ୍ଲକ୍‌ରେ ନଡ଼ିଆ ଚାରା ରୋପଣ କାର୍ଯ୍ୟକ୍ରମରେ ଅନିୟମିତତା ଅଭିଯୋଗ
କନିକା ବ୍ଲକ୍‌ରେ ନଡ଼ିଆ ଚାରା ରୋପଣ କାର୍ଯ୍ୟକ୍ରମରେ ଅନିୟମିତତା ଅଭିଯୋଗ

କେନ୍ଦ୍ରାପଡ଼ା  : କେନ୍ଦ୍ରାପଡ଼ା ଜିଲ୍ଲା କନିକା ବ୍ଲକ୍‌ରେ ନଡ଼ିଆ ଚାରା ରୋପଣ କାର୍ଯ୍ୟକ୍ରମରେ ଅନିୟମିତତା ଅଭିଯୋଗ। ୬ଟି ସ୍ଥାନରେ ୨ହଜାର ନଡ଼ିଆ ଚାରା ଲଗାଇବା ପାଇଁ ଓଡ଼ିଶା ବନ ଉନ୍ନୟନ ନିଗମକୁ ୮୭ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିଲା।  କିନ୍ତୁ ଏଥିରୁ ମାତ୍ର ୧୦ ପ୍ରତିଶତ ଗଛ ବଞ୍ଚିଥିବା ବେଳେ ଅନ୍ୟସବୁ ଗଛ ମରିଯାଇଛି। ଦୁର୍ବଳ ଚାରା ଓ ରକ୍ଷଣାବେକ୍ଷଣ ଅଭାବରୁ ଏସବୁ ଗଛ ମରିଥିବା ଅଭିଯୋଗ କରିବା ସହ ଏହାର ତଦନ୍ତ ଦାବିରେ ସାମାଜିକ କର୍ମୀମାନେ କନିକାରେ […]

  • Thursday, 10 June 2021
ସମ୍ପୂର୍ଣ୍ଣ ହୋଇଥିବା ଜଳଯୋଗାଣ ପ୍ରକଳ୍ପ ଆରମ୍ଭ କର : ସାଂସଦ ବୈଜୟନ୍ତ ପଣ୍ଡା
ସମ୍ପୂର୍ଣ୍ଣ ହୋଇଥିବା ଜଳଯୋଗାଣ ପ୍ରକଳ୍ପ ଆରମ୍ଭ କର : ସାଂସଦ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର : କେନ୍ଦ୍ରାପଡ଼ା ଜିଲ୍ଲାରେ ସାଂସଦ ପାଣ୍ଠିରେ ସମ୍ପୂର୍ଣ୍ଣ ହୋଇଥିବା କିମ୍ବା ପ୍ରାୟ ସମ୍ପୂର୍ଣ୍ଣ ହେବାକୁ ଥିବା ଜଳଯୋଗାଣ ପ୍ରକଳ୍ପ ଗୁଡିକୁ ଜନସାଧାରଣଙ୍କ ପାଇଁ ଆରମ୍ଭ କରିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। କିଛି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଆନୁଷ୍ଠାନିକ ଉଦଘାଟନ କାରଣରୁ ଆରମ୍ଭ ହୋଇପାରିନାହିଁ। ତେବେ ବର୍ତ୍ତମାନ ସମୟରେ ଜନତାଙ୍କ ଜଳକଷ୍ଟ ବୃଦ୍ଧି ପାଇଥିବାବେଳେ ଆନୁଷ୍ଠାନିକ ଉଦଘାଟନକୁ ଅପେକ୍ଷା ନକରି ଏ ସମସ୍ତ ପ୍ରକଳ୍ପକୁ ଆରମ୍ଭ କରିବାକୁ ସେ ଜିଲ୍ଲାପାଳ […]

  • Thursday, 10 June 2021
ହୁଲି ଡଙ୍ଗାରେ ନଦୀ ପାରି ହୋଇ ସ୍କୁଲ ଯାଉଛନ୍ତି ପିଲାମାନେ
ହୁଲି ଡଙ୍ଗାରେ ନଦୀ ପାରି ହୋଇ ସ୍କୁଲ ଯାଉଛନ୍ତି ପିଲାମାନେ

ଅନୁଗୁଳ : ଭଙ୍ଗା ଦଦରା ହୁଲି ଡଙ୍ଗାରେ ନଦୀ ପାରି ହୋଇ ସ୍କୁଲ ଯାଉଛନ୍ତି ପିଲାମାନେ। ତା ପୁଣି ବିନା ନାଉରିଆରେ। ଟିକେ ଏପଟ ସେପଟ ହେଲେ ଅଘଟଣ ଘଟିବାର ଆଶଙ୍କା। ଜଣେ ଆହୁଲା ମାରିଲେ ଆଉ ଜଣେ ଡଙ୍ଗାରୁ ପାଣି କାଢୁଛି। ଏହା ହେଉଛି ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଜୟପୁର ଗାଁର ଅବସ୍ଥା। ଗାଁରେ ସ୍କୁଲ ନଥିବାରୁ ପଂପଣ୍ଡ ସ୍କୁଲକୁ ଏମାନେ ପଢ଼ିବାକୁ ଯାଆନ୍ତି।  ଏଥିପାଇଁ ସେମାନଙ୍କୁ ଯଉତୁକ ନଦୀ ପାରି ହେବାକୁ ପଡ଼େ। ଡଙ୍ଗା […]

  • Thursday, 10 June 2021
ପୋଖରୀକୁ ମାଛ ଧରିବାକୁ ଯାଇ ବିଦ୍ୟୁତ ଆଘାତରେ ୨ଜଣଙ୍କ ମୃତ୍ୟୁ
ପୋଖରୀକୁ ମାଛ ଧରିବାକୁ ଯାଇ ବିଦ୍ୟୁତ ଆଘାତରେ ୨ଜଣଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା : ଜୀବନ ନେଲା ବିଜୁଳି। କେନ୍ଦ୍ରାପଡ଼ା ଜିଲ୍ଲା ଆଏବା ବ୍ରହ୍ମପୁର ଗାଁରେ ଘଟିଛି ଏହି ଘଟଣା। ଗାଁର ୨ ଜଣ ବ୍ୟକ୍ତି ପୋଖରୀରେ ପଶି ମାଛ ଧରିବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଛି। ପୋଖରୀ ଭିତରେ ପୂର୍ବରୁ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିଲା। କିନ୍ତୁ ସେମାନେ ଏ ସମ୍ପର୍କରେ ଜାଣିନପାରି ପୋଖରୀ ଭିତରକୁ ପଶିଥିଲେ। ଫଳରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ଦେଖନ୍ତୁ ଏହି ଭିଡ଼ିଓ-

  • Thursday, 10 June 2021
କୋଟିଆରେ ଆନ୍ଧ୍ର ପୋଲିସର ଜନସଂପର୍କ ଶିବିର
କୋଟିଆରେ ଆନ୍ଧ୍ର ପୋଲିସର ଜନସଂପର୍କ ଶିବିର

ଜୟପୁର : କୋରାପୁଟ କୋଟିଆ ଗ୍ରାମପୁଞ୍ଜରେ ପୁଣି ଆନ୍ଧ୍ରର ଅନୁପ୍ରବେଶ। ଓଡ଼ିଶା ସରକାରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରି କୋଟିଆ ପଞ୍ଚାୟତବାସୀଙ୍କ ସହ ସଂପର୍କ ନିବିଡ଼ ପ୍ରୟାସରେ ଆନ୍ଧ୍ର ସରକାର ଏହି କ୍ରମରେ ନେରେଡି ବାଲସା ଠାରେ ଆନ୍ଧ୍ର ପୋଲିସ ପକ୍ଷରୁ ଏକ ବିରାଟ ଜନସଂପର୍କ ଶିବିରର ଆୟୋଜନ କରାଯାଇଥିଲା। ବିଜୟନଗର ଏଏସ୍‌ପି ଦୀପକ ପଟେଲ ଏହି ଜନସଂପର୍କ ଶିବିରକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଏକ ସ୍ୱାସ୍ଥ୍ୟ ଶିବିର ସହ ଭଲିବଲ ମ୍ୟାଚ୍‌ର ମଧ୍ୟ ଆୟୋଜନ କରାଯାଇଥିଲା। […]

  • Thursday, 10 June 2021
କେନ୍ଦୁଝରରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ : ୨ଜଣ ଗିରଫ
କେନ୍ଦୁଝରରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ : ୨ଜଣ ଗିରଫ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ନିଜ ସମ୍ପର୍କୀୟ ଘରୁ ଫେରୁଥିବା ବେଳେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଡମ୍ପରରେ ବସାଇ ଗାଁରେ ଛାଡ଼ିଦେବା ଆଳରେ ୨ଜଣ ଡମ୍ପର ଡ୍ରାଇଭର ନାବାଳିକାଙ୍କୁ ବାମେବାରୀ ଥାନା ଦରିବାହାଲ ଜଙ୍ଗଲରେ ଗଣଦୁଷ୍କମ କରିଥିଲେ। ପରେ ନାବାଳିକାଙ୍କୁ ବାଂଶପାଣି ସ୍ଥିତ ଏକ କ୍ରସର ନିକଟରେ ଛାଡ଼ି ପଳାଇଥିଲେ। ନାବାଳିକା ଜଣଙ୍କ ଚେତା ଫେରିବା ପରେ ବହୁକଷ୍ଟରେ ଘରକୁ ଆସି ପରିବାର ଲୋକଙ୍କ ସହାୟତାରେ ଥାନାରେ […]

  • Thursday, 10 June 2021
ରତ୍ନ ଭଣ୍ଡାର ଖୋଲିବାକୁ ଅନୁମତି ଦେଲେ ରାଜ୍ୟ ସରକାର
ରତ୍ନ ଭଣ୍ଡାର ଖୋଲିବାକୁ ଅନୁମତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ଖୋଲିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର। ଏହାକୁ ନେଇ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଖୋଲିବା ନେଇ ଅନୁମତି ସମ୍ପର୍କିତ ଚିଠି ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ଆଇନ୍‌ ବିଭାଗ ଏହି ଚିଠି କରିଛନ୍ତି। ତେବେ କେଉଁଦିନ ଏହା ଖୋଲାଯିବ ସେ ସମ୍ପର୍କରେ ନିଷ୍ପତ୍ତି ହୋଇନାହିଁ। ଶ୍ରୀମନ୍ଦିର ନିୟମ ମୁତାବକ ଭଣ୍ଡାର ଖୋଲାଯିବ। ଏହି ସମୟରେ ଏହାକୁ କିଭଳି ଖୋଲାଯିବ ଓ କିଏ କିଏ ଉପସ୍ଥିତ ରହିବେ ସେନେଇ ଏହି ଚିଠିରେ ଉଲ୍ଲେଖ ରହିଛି। […]

  • Thursday, 10 June 2021
ବିଧାନସଭାରେ ଆଜି ବି ଲୋକାୟୁକ୍ତ ତାତି
ବିଧାନସଭାରେ ଆଜି ବି ଲୋକାୟୁକ୍ତ ତାତି

ଭୁବନେଶ୍ୱର : ରାଜ୍ୟରେ ଲୋକାୟୁକ୍ତ ଗଠନକୁ ନେଇ ଆଜି ବି ବିଧାନସଭାରେ ଲାଗି ରହିଥିଲା ଅଚଳାବସ୍ଥା। ପ୍ରଶ୍ନକାଳ ଆରମ୍ଭରେ ବିରୋଧୀଦଳ ନେତାଙ୍କ ସହ କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣା ଦେଇଥିଲେ।  ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଦାବିରେ ଗୃହର ମଧ୍ୟଭାଗରେ ଧାରଣା ଦେଇଥିଲେ। ଫଳରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ଚାଲିପାରିନଥିଲା। ରାଜ୍ୟରେ ଲୋକାୟୁକ୍ତଙ୍କ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଚିଠି ଲେଖିଥିଲେ ବି ଏହାର ଉତ୍ତର ମିଳୁନଥିବାରୁ କ୍ଷୁବ୍ଧ ହୋଇଥିଲେ ବିରୋଧୀଦଳ ନେତା। ଲୋକାୟୁକ୍ତ ଗଠନ […]

  • Thursday, 10 June 2021
ଟିଟିଲାଗଡ଼ରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୧.୫ ଡିଗ୍ରୀ ସେଲସିଅସ୍ ରେକର୍ଡ
ଟିଟିଲାଗଡ଼ରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୧.୫ ଡିଗ୍ରୀ ସେଲସିଅସ୍ ରେକର୍ଡ

ଭୁବନେଶ୍ୱର : ତାତିଲା ଟିଟିଲାଗଡ଼। ଆଜି ଏଠାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୧.୫ ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି। ସେହିଭଳି ରାଜ୍ୟର ଅନ୍ୟ ୩ଟି ସହରରେ ମଧ୍ୟ ଆଜି ପାରଦ ୪୦ ଡିଗ୍ରୀ ଟପିଛି। ସୋନପୁରରେ ୪୦ ଦଶମିକ ୪ ଡିଗ୍ରୀ, ମାଲକାନଗିରିରେ ୪୦ ଦଶମିକ ୨ ଡିଗ୍ରୀ, ବଲାଙ୍ଗିରରେ ୪୦ ଦଶମିକ ୧ ଡିଗ୍ରୀ ପାରଦ ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ଥିଲା ୩୮ ଦଶମିକ ୨ ଡିଗ୍ରୀ ସେଲ୍‌ସିଅସ୍। ସେପଟେ ତାପମାତ୍ରା ବୃଦ୍ଧିକୁ […]

  • Thursday, 10 June 2021
ସଡ଼କ ସୁରକ୍ଷାକୁ ନେଇ ସଚିବାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ
ସଡ଼କ ସୁରକ୍ଷାକୁ ନେଇ ସଚିବାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର : ସଡ଼କ ସୁରକ୍ଷା ସଂକ୍ରାନ୍ତରେ ସଚିବାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।  ଭିଡ଼ିଓ କନଫରେନ୍ସିଂ ଜରିଆରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ। ବୈଠକ ପରେ ପରିବହନ କମିଶନର ମଧୁସୂଦନ ପାଢି କହିଛନ୍ତି, ରାଜ୍ୟର ୧୫ଟି ଜିଲ୍ଲାରେ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ଘଟଣା ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଏବେ ବରଗଡ, ପୁରୀ ଓ ଝାରସୁଗୁଡାରେ ମଧ୍ୟ ସ୍ଥିତି ସଙ୍ଗିନ। ଦୁର୍ଘଟଣାରେ ରାଜ୍ୟରେ ଦିନକୁ ପ୍ରାୟ […]

  • Thursday, 10 June 2021
ମୁଖ୍ୟମନ୍ତ୍ରୀଙ୍କ ନାଁରେ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲା : ତ୍ୱରିତ ଶୁଣାଣି ପାଇଁ କେନ୍ଦ୍ର ନିର୍ବାଚନ କମିଶନଙ୍କୁ ଅନୁରୋଧ
ମୁଖ୍ୟମନ୍ତ୍ରୀଙ୍କ ନାଁରେ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲା : ତ୍ୱରିତ ଶୁଣାଣି ପାଇଁ କେନ୍ଦ୍ର ନିର୍ବାଚନ କମିଶନଙ୍କୁ ଅନୁରୋଧ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲା। ଏହାର ତ୍ୱରିତ ଶୁଣାଣି ପାଇଁ କେନ୍ଦ୍ର ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି ହିଞ୍ଜିଳିର ପରାଜିତ ବିଜେପି ପ୍ରାର୍ଥୀ ଦେବାନନ୍ଦ ମହାପାତ୍ର। ଗତ ଅକ୍ଟୋବର ମାସରେ ଓଡ଼ିଶା ହାଇକୋର୍ଟ ଦେଇଥିବା ଏ ସମ୍ପର୍କିତ ନିର୍ଦ୍ଦେଶର ମୌଖିକ ଶୁଣାଣି ପାଇଁ ନିବେଦନ କରିଛନ୍ତି ଦେବାନନ୍ଦ। ଗତ ବିଧାନସଭା ନିର୍ବାଚନ ସମୟରେ ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ଖର୍ଚ୍ଚରେ ବ୍ୟାପକ ଅନିୟମିତତା ହୋଇଥିବା ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆବେଦନକାରୀ […]

  • Thursday, 10 June 2021
ଦୁର୍ଗମ ଅଞ୍ଚଳରେ ମାନବସେବା : ଜଙ୍ଗଲ ଭିତରେ ଯନ୍ତ୍ରଣାରେ ଛଟପଟ ଗର୍ଭବତୀଙ୍କୁ ପ୍ରସବ କରାଇଲେ ଡ଼ାକ୍ତର
ଦୁର୍ଗମ ଅଞ୍ଚଳରେ ମାନବସେବା : ଜଙ୍ଗଲ ଭିତରେ ଯନ୍ତ୍ରଣାରେ ଛଟପଟ ଗର୍ଭବତୀଙ୍କୁ ପ୍ରସବ କରାଇଲେ ଡ଼ାକ୍ତର

କନ୍ଧମାଳ : ଦୁର୍ଗମ ଅଞ୍ଚଳରେ ମାନବସେବା ପାଇଁ ପୁଣି ଚର୍ଚ୍ଚାରେ ଆଉ ଜଣେ ଡାକ୍ତର। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ପଲମ ଜଙ୍ଗଲରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କ ପ୍ରସବ କରାଇଛନ୍ତି ଡାକ୍ତର ଯଜ୍ଞଦତ୍ତ ରଥ। ସୂଚନା ଅନୁସାରେ, ଗାଁକୁ ଆମ୍ବୁଲାନ୍ସ ନଆସିବାରୁ ପ୍ରସୂତିଙ୍କୁ ଧରି ପରିବାର ଲୋକେ ଜଙ୍ଗଲ ଭିତର ଦେଇ ଡାକ୍ତରଖାନାକୁ ଯାଉଥିଲେ। ତେବେ ଅଧାବାଟରେ ପ୍ରସବ ବେଦନା ଯୋଗୁଁ ପାହାଡ଼ ରାସ୍ତାରେ ମହିଳା ଜଣକ ଆଉ ଆଗକୁ ଯାଇପାରିନଥିଲେ। ତୁମୁଡ଼ିବନ୍ଧ ଗୋଷ୍ଠୀ […]

  • Thursday, 10 June 2021
କନ୍ଧମାଳ କୁକୁଲାଝର ଜଙ୍ଗଲରେ ମାଓ କ୍ୟାମ୍ପ ଧ୍ୱଂସ
କନ୍ଧମାଳ କୁକୁଲାଝର ଜଙ୍ଗଲରେ ମାଓ କ୍ୟାମ୍ପ ଧ୍ୱଂସ

କନ୍ଧମାଳ : କନ୍ଧମାଳ ଖଜୁରୀପଡ଼ା କୁକୁଲାଝର ଜଙ୍ଗଲରେ ମାଓ କ୍ୟାମ୍ପରେ ଅଚାନକ ଚଢାଉ। ଚଡ଼ାଉ ବେଳେ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। ପୋଲିସ୍ ହମଲା ବେଳେ କ୍ୟାମ୍ପରୁ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ। ଛତ୍ରଭଙ୍ଗ ଦେଇଥିବା ମାଓବାଦୀ KKBN ଡିଭିଜନର ସଦସ୍ୟ ବୋଲି ସନ୍ଦେହ କରାଯାଉଛି। କୁକୁଲାଝର ଜଙ୍ଗଲରେ ମାଓବାଦୀ ସକ୍ରିୟ ଥିବା ନେଇ ଖବର ଆସିଥିଲା। ଏହାପରେ ପୋଲିସ ତରଫରୁ ସର୍ଚ୍ଚ ଅପରେସନ କରାଯାଇଥିଲା। ଏହି ସମୟରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ […]

  • Thursday, 10 June 2021
ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଅନୁପ ସାହୁ
ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଅନୁପ ସାହୁ

ଭୁବନେଶ୍ୱର : ଭୁବନେଶ୍ୱରର ନୂଆ DCP ଭାବେ ଆଜି ଅନୁପ ସାହୁ ଯୋଗ ଦେଇଛନ୍ତି। ପୂର୍ବରୁ ଭଦ୍ରକ ଏସ୍‌ପି ଭାବେ କାର୍ଯ୍ୟରତ ଥିଲେ ଅନୁପ ସାହୁ। ସତ୍ୟବ୍ରତ ଭୋଇଙ୍କ ପଦନ୍ନୋତି ପରେ ଅନୁପ ସାହୁଙ୍କୁ ଭୁବନେଶ୍ୱରର ନୂଆ DCP ଭାବେ ଦାୟିତ୍ୱ ଦିଆଯାଇଥିଲା। ନୂଆ ଦାୟିତ୍ୱ ଗ୍ରହଣ ପରେ ଅପରାଧ ନିୟନ୍ତ୍ରଣ, ଟ୍ରାଫିକ୍ ଓ ଭିଭିଆଇପି ସୁରକ୍ଷା ବଡ଼ ଚ୍ୟାଲେଞ୍ଜ୍ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି। ଏହାସହ ସାଇବର ଅପରାଧ ନିୟନ୍ତ୍ରଣ, ମହିଳାଙ୍କ ସୁରକ୍ଷା ପ୍ରାଥମିକତା ହେବ […]

  • Thursday, 10 June 2021
ରାତିରେ ଘରେ ପଶି ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ
ରାତିରେ ଘରେ ପଶି ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ

ସମ୍ବଲପୁର  : ସମ୍ବଲପୁର ଯୁଯୁମରା ବ୍ଲକ ଭବାନୀପଲ୍ଲି ଗାଁରେ ହାତୀ ଆକ୍ରମଣ। ଏଥିରେ ଜଣେ ମହିଳା ପ୍ରାଣ ହରାଇଛନ୍ତି। ଅନ୍ୟ ଜଣେ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଗତକାଲି ରାତିରେ ମହିଳା ଜଣଙ୍କ ଘରେ ଶୋଇଥିବା ବେଳେ ସ୍ଥାନୀୟ ଜଙ୍ଗଲରୁ ଏକ ଦନ୍ତା ହାତୀ ଆସି ତାଙ୍କ ଘର ଉପରେ ଆକ୍ରମଣ କରିଥିଲା। ପରେ ମହିଳାଙ୍କୁ କଚାଡି ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ […]

  • Thursday, 10 June 2021
ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଆଜି ଖୋଲିଲାନି ଶ୍ରୀମନ୍ଦିର ରତ୍ନଭଣ୍ଡାର : କେବଳ ବାହାରପଟୁ ASIର ଯାଞ୍ଚ
ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଆଜି ଖୋଲିଲାନି ଶ୍ରୀମନ୍ଦିର ରତ୍ନଭଣ୍ଡାର : କେବଳ ବାହାରପଟୁ ASIର ଯାଞ୍ଚ

ଭୁବନେଶ୍ୱର : ବଢି ଚାଲିଛି ଉତ୍କଣ୍ଠା, ହେଲେ ଖୋଲିଲାନି ଶ୍ରୀମନ୍ଦିରର ରହସ୍ୟମୟ ରତ୍ନଭଣ୍ଡାର। ଆଜି କେବଳ ବାହାର ପଟ ଯାଞ୍ଚ ହୋଇଛି। ଏଏସ୍ଆଇ କୋର କମିଟି ବାହାର ଅଂଶ ଯାଞ୍ଚ କରିଛି। ରାଜ୍ୟ ସରକାରଙ୍କ ଠାରୁ ଉତ୍ତର ମିଳିନଥିବାରୁ ଭଣ୍ଡାର ଘର ଭିତର ସ୍ଥିତି ଯାଞ୍ଚ ହୋଇପାରିନି। ତେବେ ରତ୍ନଭଣ୍ଡାର ଭିତର ଖୋଲିବାରେ ବାଧକ ଅଛି କି ନାହିଁ, ତା ଉପରେ ରତ୍ନଭଣ୍ଡାର ସବ୍ କମିଟି ବୈଠକରେ ତର୍ଜମା ପରେ ଏଏସ୍ଆଇକୁ ଯାଞ୍ଚ ପାଇଁ କୁହାଯିବ। ବର୍ତ୍ତମାନ […]

  • Thursday, 10 June 2021
ବ୍ୟାଙ୍କ୍‌ରେ ଚାକିରୀ କରାଇ ଦେବା ନାଁରେ ଯୁବତୀ ଚାଲାଣ ଅଭିଯୋଗ
ବ୍ୟାଙ୍କ୍‌ରେ ଚାକିରୀ କରାଇ ଦେବା ନାଁରେ ଯୁବତୀ ଚାଲାଣ ଅଭିଯୋଗ

ଭୁବନେଶ୍ୱର: ବ୍ୟାଙ୍କରେ ଚାକିରୀ କରାଇ ଦେବା ନାଁରେ ଖୋର୍ଦ୍ଧା ଜିଲ୍ଲାରୁ ଯୁବତୀ ଚାଲାଣ ଅଭିଯୋଗ। ଜଣେ ନାବାଳିକାଙ୍କ ସହ ୪ ଜଣଙ୍କୁ ରାଉରକେଲାର ଏକ ହୋଟେଲରୁ ଉଦ୍ଧାର କରିଛି ଖୋର୍ଦ୍ଧା ପୋଲିସ। ଉଦ୍ଧାର ହୋଇଥିବା ସମସ୍ତ ଯୁବତୀ ବାଣପୁର ଅଞ୍ଚଳର ବୋଲି ଜଣାପଡିଛି। ଯୁବତୀଙ୍କୁ ଚାଲାଣ ଅଭିଯୋଗରେ ଜଣେ ଦଲାଲଙ୍କୁ ମଧ୍ୟ ଗିରଫ କରିଛି ପୋଲିସ। ଦଲାଲ ଜଣକ ହେଲେ ବିଦ୍ୟାଧର ପଣ୍ଡା। ବିଦ୍ୟାଧର ଯୁବତୀଙ୍କୁ ଚାକିରି ଦେବାକୁ କହି ରାଉରକେଲା ନେଇଯାଇଥିଲା। ଯୁବତୀଙ୍କ ପରିବାର ଲୋକଙ୍କ […]

  • Thursday, 10 June 2021
ବନବିଭାଗ ଅଧିକାରୀ ଗଂଜେଇ ମାଫିଆଙ୍କୁ ଟଙ୍କା ମାଗୁଥିବା ଦୃଶ୍ୟ ଭିଡିଓରେ ଭାଇରାଲ
ବନବିଭାଗ ଅଧିକାରୀ ଗଂଜେଇ ମାଫିଆଙ୍କୁ ଟଙ୍କା ମାଗୁଥିବା ଦୃଶ୍ୟ ଭିଡିଓରେ ଭାଇରାଲ

ବୌଦ୍ଧ : ଗଂଜେଇ ମାଫିଆମାନଙ୍କ ପାଇଁ ବୌଦ୍ଧ ଜିଲ୍ଲା ପାଲଟିଛି ଭୂସ୍ୱର୍ଗ। ଏଠାରେ ଖୋଲାଖୋଲି ଗଂଜେଇ କାରବାର ଚାଲିଥିବା ଅଭିଯୋଗ ହୋଇଛି। ଗଂଜେଇ କାରବାର ଉପରେ ରୋକ ଲଗାଇବାକୁ ଯାହାଙ୍କୁ ନିୟୋଜିତ କରାଯାଇଛି, ସେମାନେ ହିଁ ମାଫିଆଙ୍କ ପାଇଁ ସାଜିଛନ୍ତି ସୁରକ୍ଷାର ଢାଲ। ଖୋଦ୍‌ ବନବିଭାଗ ଅଧିକାରୀଙ୍କ ତଦାରଖରେ ଚାଲିଛି ଗଂଜେଇ କାରବାର। କଣ୍ଟାମାଳ ରେଞ୍ଜ ଅଧିକାରୀ ରବିନାରାୟଣ ସାହୁ କିଭଳି ଭାବେ ଗଂଜେଇ ମାଫିଆଙ୍କ ସହିତ ଡିଲ କରି ଗଂଜେଇ କାରବାରକୁ ପ୍ରୋତ୍ସାହିତ କରୁଛନ୍ତି,  କାରବାର […]

  • Thursday, 10 June 2021
ରାଜଧାନୀରେ ପଞ୍ଚାୟତ ସମିତି ସଭ୍ୟଙ୍କୁ ଲାଠିମାଡ଼
ରାଜଧାନୀରେ ପଞ୍ଚାୟତ ସମିତି ସଭ୍ୟଙ୍କୁ ଲାଠିମାଡ଼

ଭୁବନେଶ୍ୱର : ରାଜଧାନୀରେ ପଞ୍ଚାୟତ ସମିତି ସଭ୍ୟଙ୍କୁ ଲାଠିମାଡ଼। ବିଭିନ୍ନ ଦାବି ନେଇ ଆଜି ବିଧାନସଭା ଘେରାଉ କରିବାକୁ ଯାଉଥିବା ବେଳେ ସମିତି ସଭ୍ୟଙ୍କୁ ରାସ୍ତାରେ ପୋଲିସ ଅଟକାଇଥିଲା। ଏଥିପାଇଁ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୋଲିସର ଲାଠିଚାଳନା ଫଳରେ ଛତ୍ରଭଙ୍ଗ ଦେଇଛନ୍ତି ସମିତି ସଭ୍ୟ। ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ସମିତି ସଭ୍ୟ ଓ ସଭ୍ୟାମାନଙ୍କୁ ସ୍ୱତନ୍ତ୍ର କୋଠରୀ ସହ ଆସବାବପତ୍ର ଯୋଗାଇ ଦେବା, ନିର୍ବାଚିତ ସମିତି ସଭ୍ୟସଭ୍ୟାଙ୍କ ମାସିକ ଭତ୍ତା ୧ ହଜାର ୮୮୦ଟଙ୍କା […]

  • Thursday, 10 June 2021
ଭଦ୍ରକରେ ଇଣ୍ଟରନେଟ୍ ସେବା ବନ୍ଦ କଲା ପ୍ରଶାସନ
ଭଦ୍ରକରେ ଇଣ୍ଟରନେଟ୍ ସେବା ବନ୍ଦ କଲା ପ୍ରଶାସନ

ଭଦ୍ରକ : ଆସନ୍ତାକାଲି ରାମନବମୀ। ତା’ପୂର୍ବରୁ ଆଜି ଭଦ୍ରକରେ ଇଣ୍ଟରନେଟ୍ ବନ୍ଦ କଲା ପ୍ରଶାସନ। ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ଇଣ୍ଟରନେଟ୍ ସେବାକୁ ୪୮ ଘଣ୍ଟା ପାଇଁ ସହରରେ ବନ୍ଦ କରିଦିଆଯାଇଛି। ସୋସିଆଲ ମିଡିଆର ଅପବ୍ୟବହାର ରୋକିବାକୁ ଏବଂ ସାଂପ୍ରଦାୟିକ ସଦଭାବ ପାଇଁ ପ୍ରଶାସନ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି। ଭଦ୍ରକ ଏସ୍‌ପି ଅନୁପ କୁମାର ସାହୁ ଏହି ସୂଚନା ଦେଇଛନ୍ତି। ସେପଟେ ରାମ ନବମୀ ଉତ୍ସବରେ ନଗର ସଂକୀର୍ତ୍ତନ ଓ ମେଢ଼ ଶୋଭାଯାତ୍ରା ପୂର୍ବରୁ ପୋଲିସ୍ ଛାଉଣୀରେ […]

  • Thursday, 10 June 2021