• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ଆଜି ରିଲିଜ ହେବ ନୂଆ ଓଡ଼ିଆ ଫିଲ୍ମ ‘ଲୋକାଲ ଟୋକା ଲଭ୍ ଚୋଖା’
ଆଜି ରିଲିଜ ହେବ ନୂଆ ଓଡ଼ିଆ ଫିଲ୍ମ ‘ଲୋକାଲ ଟୋକା ଲଭ୍ ଚୋଖା’

ଭୁବନେଶ୍ୱର: ଆଜି ରିଲିଜ ହେଉଛି ନୂଆ ଓଡ଼ିଆ ଫିଲ୍ମ ‘ଲୋକାଲ ଟୋକା ଲଭ୍ ଚୋଖା’। ଏହାର ପ୍ରିମିୟର ସୋ’ କଟକର ଜୟଶ୍ରୀ ସିନେମା ହଲ୍‌ରେ ଅନୁଷ୍ଠିତ ହେବ। ବାବୁସାନ୍‌ ଓ ସନ୍‌ମିରାଙ୍କ ଲଭ୍, ରୋମାନ୍ସ ଦର୍ଶକ ଏହି ଫିଲ୍ମରେ ଦେଖିବାକୁ ପାଇବେ। ଏ ଦୁହିଁଙ୍କ ବ୍ୟତୀତ ଫିଲ୍ମରେ ପ୍ରଦ୍ୟୁମ୍ନ ଲେଙ୍କା, ଅପରାଜିତା ମହାନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମର ନିର୍ଦ୍ଦେଶନା ସୁଧାଂଶୁ ମୋହନ ସାହୁ ଦେଇଥିବା ବେଳେ ସଂଳାପ ଲେଖିଛନ୍ତି ନିର୍ମଳ ନାୟକ। ବୈଦ୍ୟନାଥ ଦାସ […]

  • Friday, 02 July 2021
ରାଜନୀତି ପଶାପାଲିରେ ଚିଲିକା ଓ୍ୱାଟର ଏରୋଡ୍ରମ୍ ପ୍ରୋଜେକ୍ଟ
ରାଜନୀତି ପଶାପାଲିରେ ଚିଲିକା ଓ୍ୱାଟର ଏରୋଡ୍ରମ୍ ପ୍ରୋଜେକ୍ଟ

ଭୁବନେଶ୍ୱର: କେନ୍ଦ୍ର ବେସାମରିକ ମନ୍ତ୍ରାଳୟ ଚିଲିକାରେ ଓ୍ୱାଟର ଏରୋଡ୍ରମକୁ ନୀତିଗତ ଅନୁମୋଦନ ଦେବା ପରେ ବିଜେଡି ଶିବିରରୁ ଉଠିଛି ବିରୋଧର ସ୍ୱର। ଖୋଦ ବ୍ରହ୍ମଗିର ବିଧାୟକ ସଂଜୟ ଦାସ ବର୍ମା ଏରୋଡ୍ରମ ହେଲେ ଚିଲିକାର ଜୈବ ବିବିଧତା ବ୍ୟାହାତ ହେବ ବୋଲି ଦର୍ଶାଇ ଏହାର ପୁର୍ନବିଚାର ପାଇଁ କେନ୍ଦ୍ରକୁ ଅପିଲ କରିଛିନ୍ତି। ସଂଜୟଙ୍କ ଯୁକ୍ତି ଏରୋଡ୍ରମ ହେଲେ ୨ ଲକ୍ଷ ମତ୍ସଜୀବୀଙ୍କ ଜୀବିକା ପ୍ରଭାବିତ ହେବ। ୩୭୫ ପ୍ରକାର ମାଛ ,୨୩୦ ପ୍ରକାର ପକ୍ଷୀ ,୧୭୦ ଡଲଫିନଙ୍କ […]

  • Friday, 02 July 2021
ଲୌହ ଦାନବର ରକ୍ତ ଭୋଜି

ଭୁବନେଶ୍ୱର: ଶିବଙ୍କୁ ସନ୍ତୁଷ୍ଟ କରିବାକୁ କାଉଡିଆ ହୋଇ ଆସିଥିଲେ, ହେଲେ ତାପୂର୍ବରୁ ଶବ ପାଲଟି ଗଲେ। ରାତି ଅନ୍ଧାରରେ ଜୀବନ ନେଇଗଲା ଲୌହ ଦାନବ। ଟ୍ରେନ୍ ଧକ୍କାରେ ଗୋଟିଏ ପରିବାରର ଚାରି ଚାରି ଜଣ ସଦସ୍ୟଙ୍କ ମୃତ୍ୟୁରେ ହତବାକ୍ ହୋଇଯାଇଛି ରାଉରକେଲା। ବେଦବ୍ୟାସ ପୀଠରେ ଜଳ ଲାଗି ପାଇଁ ରାୟପୁର ଭିଲାଇରୁ ଆସିଥିଲେ ଗୋଟିଏ ପରିବାରର ୭ ଜଣ ସଦସ୍ୟ। ପାନପୋଷ ଷ୍ଟେସନରୁ ଓହ୍ଲାଇ ବ୍ରାହ୍ମଣୀ ରେଲୱେ ବ୍ରିଜ୍‌ରେ ଚାଲି ଚାଲି ଯାଉଥିବା ବେଳେ ହଠାତ୍ ସାମ୍ନା […]

  • Friday, 02 July 2021
ରାଜ୍ୟ ବିଧାନ ପରିଷଦକୁ ନେଇ ବିଜେଡି-ବିଜେପି ମଧ୍ୟରେ ହୋଇଛି କି ମ୍ୟାଚ୍ ଫିକ୍ସିଂ ?
ରାଜ୍ୟ ବିଧାନ ପରିଷଦକୁ ନେଇ ବିଜେଡି-ବିଜେପି ମଧ୍ୟରେ ହୋଇଛି କି ମ୍ୟାଚ୍ ଫିକ୍ସିଂ ?

ଭୁବନେଶ୍ୱର : ଅାଟାକିଂ ମୁଡ୍‌ରେ କଂଗ୍ରେସ୍। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ପିସିସି ସଭାପତିଙ୍କ ଧନାଧନ୍ ଅାକ୍ରମଣ ପରେ ଅାଜି ମୈଦାନକୁ ଓହ୍ଲାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ୍ ନେତା ଅାନନ୍ଦ ଶର୍ମା। ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି ଅାନନ୍ଦ ଶର୍ମା। ଓଡ଼ିଶାରେ ଉଭୟ ଦଳ ମଧ୍ୟରେ ଯେଉଁ ଲଢେଇ ଚାଲିଛି ତାହା କେବେଳ ଲୋକ ଦେଖାଣିଅା, ପ୍ରକୃତରେ ଏଠାରେ ମ୍ୟାଚ୍ ଫିକ୍ସିଂ ହୋଇଥିବା ଅଭିଯୋଗ କରିଛନ୍ତି। […]

  • Friday, 02 July 2021
ଓଡଙ୍ଗ ଉପ-ଡାକଘରେ ଚିଠି ବଣ୍ଟାକୁ ନେଇ ଅବ୍ୟବସ୍ଥା

ଭଦ୍ରକ: ଲୋକେ ଚିଠି ଖଣ୍ଡେ ପଠେଇସାରିଲେ ପ୍ରତିଚିଠିକୁ ଅପେକ୍ଷା କରିଥାନ୍ତି। ହେଲେ ଆଜି ଯେଉଁ ଘଟଣା ସାମ୍ନାକୁ ଆସିଛି ସେଠାରେ ପ୍ରତିଚିଠି ବଦଳରେ ନିଜ ଚିଠି ବି ଠିକଣା ଜାଗାରେ ପହଞ୍ଚିଥିବ ତାହାର ଗ୍ୟାରେଣ୍ଟି ନାହିଁ। ଏଠି ଲୋକଙ୍କ ଭାଗ୍ୟ ଯେମିତି ବନ୍ଧା ପଡିଛି। କାହାର ଚାକିରୀ, କାହାର ପ୍ରମୋସନ୍ ତ କାହାର ପରିଚୟପତ୍ର , ସବୁ ଖାଉଚି ଖତ। ପହଂଚିପାରିନି ଠିକଣା ଯାଗାରେ। ପୋଷ୍ଟମାଷ୍ଟରଙ୍କ ଦାୟିତ୍ୱହୀନତାର ଏଭଳି ନଗ୍ନ ଚିତ୍ର ସାମ୍ନାକୁ ଆସିଛି ଭଦ୍ରକୁ ଜିଲ୍ଲାରୁ। […]

  • Friday, 02 July 2021
ଖାସି କଲିଜା ପାଳଙ୍ଗ ମସଲା | Khasi Kalija Palang Masala
ଖାସି କଲିଜା ପାଳଙ୍ଗ ମସଲା | Khasi Kalija Palang Masala

How to Prepare Khasi Kalija Palang Masala ⇓ ଆବଶ୍ୟକୀୟ ସାମଗ୍ରୀ: ଖାସି କଲିଜା,ଅଦା ରସୁଣ ପେଷ୍ଟ, ଲଙ୍କା ଗୁଣ୍ଡ, ଲୁଣ, ହଳଦୀ ଗୁଣ୍ଡ, ଦହି,ନଢ଼ିଆ କୋରା, ପାଳଙ୍ଗପତ୍ର, ଧନିଆ ପତ୍ର, କଞ୍ଚାଲଙ୍କା,ପିଆଜ, ତେଲ, ଟମାଟୋ ବଟା,ତେଜପତ୍ର, ଗୁଜୁରାତି, ଲବଙ୍ଗ, ଡାଲଚିନି। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଖାସି କଲିଜାରେ ଅଦା ରସୁଣ ପେଷ୍ଟ, ଲଙ୍କା ଗୁଣ୍ଡ, ଲୁଣ, ହଳଦୀ ଗୁଣ୍ଡ, ଦହିକୁ ମିଶାଇ ଗୋଟେ ଘଣ୍ଟା ପର୍ଯ୍ୟନ୍ତ ମ୍ୟାରିନେଟ୍‌ କରି ରଖନ୍ତୁ। ତା’ପରେ ପାଳଙ୍ଗ ଶାଗରେ […]

  • Friday, 02 July 2021
ସାରା ଭାରତ ପରିଭ୍ରମଣ କରି ଗିନିଜ୍‌ ୱାର୍ଲଡ୍‌ ରେକର୍ଡ କଲେ ୬୫ ବର୍ଷୀୟ ଓଡ଼ିଆ ଦମ୍ପତି
ସାରା ଭାରତ ପରିଭ୍ରମଣ କରି ଗିନିଜ୍‌ ୱାର୍ଲଡ୍‌ ରେକର୍ଡ କଲେ ୬୫ ବର୍ଷୀୟ ଓଡ଼ିଆ ଦମ୍ପତି

ପୁରୀ: ଅଦମ୍ୟ ଇଚ୍ଛାଶକ୍ତି ଓ ଆପ୍ରାଣ ଚେଷ୍ଟା ଆଗରେ ବୟସ ହାର ମାନିଥାଏ। ଏହାର ନିଚ୍ଛକ ଉଦାହରଣ ହେଲେ ପୁରୀର ୬୫ ବର୍ଷୀୟ ଦୁର୍ଗାଚରଣ ମିଶ୍ର ଏବଂ ତାଙ୍କ ଧର୍ମପତ୍ନୀ ଜ୍ୟୋତ୍ସା ମିଶ୍ର। ଏହି ଦମ୍ପତି ଥରେ ନୁହେଁ ଦୁଇ ଦୁଇଥର ଗିନିଜ୍‌ ୱାର୍ଲଡ୍‌ ରେକର୍ଡର ଅଧିକାରୀ ହୋଇଛନ୍ତି। ୨୦୧୪ରେ କାର୍‌ରେ ସାରା ଭାରତବର୍ଷ ବୁଲି ଗିନିଜ୍‌ ରେକର୍ଡ କରିଥିବା ଏହି ଦମ୍ପତି ଏଥର ଟ୍ରେନ୍, ବସ୍ ଓ ପାଦରେ ଚାଲିଚାଲି ସାରା ଦେଶ ଭ୍ରମଣ କରି […]

  • Friday, 02 July 2021
TOO-Dhaniya-3
ଓଡ଼ିଆ ଘରର ନୂଆପ୍ରକାର ଆମିଷ ରାନ୍ଧଣା- ଧନିଆପତ୍ର ଶୁଖାମାଂସ

ଧନିଆପତ୍ର ଶୁଖା ମାଂସ। ତାହା ପୁଣି ଡ୍ରାଏ ଡ୍ରାଏ। ଆହାଃ… ଶୁଣିବା ପରଠୁ ଭୋକରେ ପେଟ ଆଉଟ ପାଉଟୁ ହେଲାଣି। ତେବେ ଡେରି କାହିଁକି କରିବା ଆସନ୍ତୁ ନିଜେ ରାନ୍ଧି ଖାଇବାର ମଜା ନେବା। ତଳ ଭିଡିଓରେ କ୍ଲିକ୍ କରି ଦେଖନ୍ତୁ…

  • Friday, 02 July 2021
nabarangpur
ପେଟ ପାଇଁ ମୂଲ ଲାଗୁଛନ୍ତି ସ୍ୱର୍ଣ୍ଣବିଜେତା ଆଥଲେଟ୍

ନବରଙ୍ଗପୁର: ଯେଉଁ ହାତରେ ସେ ଭାର ଉଠେଇ ସ୍ୱର୍ଣ୍ଣପଦକ ଜିତିଥିଲେ, ସେଇ ହାତ ଏବେ ଧରିଛି କୋଡ଼ିକୋଦାଳ।  ଅନ୍ତର୍ଜାତୀୟ ସ୍ତରର ଆଥଲେଟ ଏବେ ଦୁର୍ଦ୍ଦିଦରେ । ପେଟ ପୋଷିବାକୁ ସେ ଏବେ ପାଲଟି ଯାଇଛନ୍ତି ଦିନମଜୁରିଆ। ସରକାର କୋଟି କୋଟି ଟଙ୍କା…

  • Friday, 02 July 2021
sumit
ହାର୍ ମାନିଲା ସବୁ ପ୍ରତିବନ୍ଧକ : ପାନ ଦୋକାନୀଙ୍କ ପୁଅ ଆଇଆଇଏସଟିରେ ପାଠ ପଢିଲେ

ରେଢ଼ାଖୋଲ: ଅଭାବ କଣ ବାପା ଜଣାଇନାହାନ୍ତି, କିନ୍ତୁ ତାଙ୍କ କଷ୍ଟ ମୁଁ ଦେଖିଛି। ଏମିତି କହିଛନ୍ତି ସଫଳତା ପାଇଥିବା ପୁଅ। ବାପା ପୁଅର ପାଠପଢା ପାଇଁ ଜମିବାଡି ବିକି ଦେଇଥିଲେ। ପୁଅ ଆଇଆଇଏସଟିରେ ସିଟ୍ ପାଇ ବାପାମାଆଙ୍କୁ ଖୁସି କରିଦେଇଛନ୍ତି।

  • Friday, 02 July 2021
ଇଣ୍ଟର୍‌ନେଟ୍‌ରେ ଛାଇଗଲାଣି ‘ହାଏ ତୋ ପ୍ରେମର ରଙ୍ଗୋଲି’

ଭୁବନେଶ୍ୱର: ଓଡ଼ିଆ ଗୀତ ‘ହାଏ ତୋ ପ୍ରେମର ରଙ୍ଗୋଲି’ ବର୍ତ୍ତମାନ ଇଣ୍ଟରନେଟ୍‌ରେ ପୂରା ଛାଇ ଯାଇଛି। ୟୁଟ୍ୟୁବ୍‌ରେ ଏହି ଗୀତକୁ ବର୍ତ୍ତମାନ ସୁଦ୍ଧା ୧୯ମିଲିୟନ ଦର୍ଶକ ଦେଖି ସାରିଲେଣି। ଗୀତଟିକୁ ଗାଇଛନ୍ତି ବଲିଡ୍‌ ପ୍ରସିଦ୍ଧ କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣ ଓ ଅନେକ ଓଡ଼ିଆ ଫିଲ୍ମ ତଥା ଆଲବମ୍‌ରେ କଣ୍ଠଦାନ କରିଥିବା କଣ୍ଠଶିଳ୍ପୀ ଦୀପ୍ତିରେଖା। ଏହି ଗୀତକୁ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍‌ ଆନନ୍ଦ, ଗୀତିକାର ହେଉଛନ୍ତି ବସନ୍ତରାଜ୍‌ ସାମଲ, ମେକିଂ ଓ ଏଡିଟିଂ କରିଛନ୍ତି ପାଣ୍ଡବ ପ୍ରଧାନ। ମ୍ୟୁଜିକ୍‌କୁ ଫିଚରିଂ […]

  • Friday, 02 July 2021
ବାମ୍ବୁ ଚିକେନ୍‌
ବାମ୍ବୁ ଚିକେନ୍‌

ଆବଶ୍ୟକୀୟ ସାମଗ୍ରୀ: ଚିକେନ୍‌, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଚାଇନା ସଲ୍ଟ, କାଜୁ, କଞ୍ଚାଲଙ୍କା, ପୁଦିନା ପତ୍ର, ଧନିଆ ପତ୍ର, ଅଦା ରସୁଣ ପେଷ୍ଟ, ଟମାଟୋ କଟା, ପିଆଜ କଟା, ସୋରିଷ ମସଲା (ସୋରିଷ, ଜିରା ଓ ପୋସ୍ତକ ବଟା), କସ୍ତୁରୀ ମେଥି ଓ ଗୁଲ୍‌କନ୍ଦ । ପ୍ରସ୍ତୁତି ପ୍ରଣାଳୀ: ଚିକେନ୍‌କୁ ଭଲ ଭାବରେ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ପିଆଜ କଟା, ଅଦା ରସୁଣ ପେଷ୍ଟ୍‌, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, କାଜୁ, ସୋରିଷ ମସଲା, […]

  • Friday, 02 July 2021
ସତ୍ୟଜିତ୍ ମହାନ୍ତି ନୂଆ ପୁଲିସ୍‌ କମିଶନର
ସତ୍ୟଜିତ୍ ମହାନ୍ତି ନୂଆ ପୁଲିସ୍‌ କମିଶନର

ଭୁବନେଶ୍ୱର: ବଦଳିଲେ ଟ୍ୱିନ୍‌ସିଟି ପୁଲିସ୍‌ କମିଶନର। ଓ୍ୱାଇ.ବି. ଖୁରାନିଆଙ୍କ ବଦଳରେ ୧୯୮୮ ବ୍ୟାଚ୍‌ ବରିଷ୍ଠ ଆଇପିଏସ୍‌ ତଥା ପ୍ରୋଭିଜନିଂ ଦାୟିତ୍ୱରେ ଥିବା ଅତିରିକ୍ତ ଡିଜି ସତ୍ୟଜିତ୍ ମହାନ୍ତି ହୋଇଛନ୍ତି ନୂଆ ପୁଲିସ୍‌ କମିଶନର। ଆଇପିଏସ୍ ସ୍ତରରେ ରାଜ୍ୟ ସରକାର କରିଥିବା ଅଦଳବଦଳରେ ଓ୍ୱାଇ.ବି. ଖୁରାନିଆଙ୍କୁ ଆଡ଼ିସ୍‌ନାଲ୍‌ ଡିଜିପି (ପ୍ରୋଭିଜନିଂ) ଦାୟିତ୍ୱ ଦିଆଯାଇଛି। ସେହିପରି ସଞ୍ଜୀବ ପଣ୍ଡାଙ୍କୁ ପରିବହନ କମିଶନର ଦାୟିତ୍ୱ ମିଳିଛି। ଆଇନ୍‌ ଶୃଙ୍ଖଳା ଦାୟିତ୍ୱରେ ଥିବା ଆଇଜି ଅମିତାଭ ଠାକୁରଙ୍କୁ ରାଜ୍ୟ ସଶସ୍ତ୍ର ପୁଲିସ୍‌ର ଅତିରିକ୍ତ ଦାୟିତ୍ୱ […]

  • Friday, 02 July 2021
ମା’,ପୁଅଙ୍କ ଦାଦାଗିରି: ଦୋକାନ ଭିତରେ ପଶି ଭାଙ୍ଗିଲେ ଫୋନ୍‌, ଲାପ୍‌ଟପ୍‌; CCTVରେ କଏଦ ହେଲା ଲାଇଭ୍ ଭିଜୁଆଲ୍‌‌

ସାଲେପୁର: ଦାଦାବଟି ନ ଦେବାରୁ ଦୋକାନ ଭିତରେ ପଶି ମା’,ପୁଅଙ୍କ ଭଙ୍ଗାରୁଜା। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଠାରୁ ମାତ୍ର ୧୦୦ ମିଟର ଦୂରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଦାଦାବଟି ମାଗିବା ପରେ ନ ଦେବାରୁ ନିଜ ମା’ଙ୍କ ସହ ମିଶି ଜଣେ ଯୁବକ ଏକ ଇଳେକ୍ଟ୍ରୋନିକ୍ସ ଦୋକାନରେ ପଶି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଯୁବକ ଜଣଙ୍କ ପ୍ରଥମେ କବାଟକୁ ଗୋଇଠା ମାରି ଦୋକାନ ଭିତରକୁ ପଶି […]

  • Friday, 02 July 2021
ବିଡିଓଙ୍କୁ ତାଲା ପକାଇଲେ ବିଜେଡି ନେତା
ବିଡିଓଙ୍କୁ ତାଲା ପକାଇଲେ ବିଜେଡି ନେତା

ଫୁଲବାଣୀ: ବିଜେଡି ନେତାଙ୍କ ଦବଙ୍ଗଗିରି। ଜଣେ ବିଜେଡି ନେତା ବିଡିଓଙ୍କୁ କାର୍ଯ୍ୟାଳୟ ଭିତରେ ତାଲା ପକାଇବା ସହ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି। ଏଭଳି ସାଂଘାତିକ ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲାରୁ। କୋଟଗଡ଼ ବ୍ଲକର ବିଡିଓ ହୃଦ ରଞ୍ଜନ ସାହୁ ଏହି ଅଭିଯୋଗ କରିଛନ୍ତି । କନ୍ଧମାଳ ସାଂସଦଙ୍କ ପ୍ରତିନିଧି ତଥା କୋଟଗଡ଼ର ବିଜେଡି ନେତା ମନୋଜ କୁମାର ସାବତଙ୍କ ବିରୋଧରେ ସେ ଏହି ଅଭିଯୋଗ କରିଛନ୍ତି। ବିଡିଓ ହୃଦ ରଞ୍ଜନ ସାହୁ ଅଭିଯୋଗ କରିଛନ୍ତି […]

  • Friday, 02 July 2021
ବୁଦ୍ଧ ମନ୍ଦିରରେ ମୁଣ୍ଡନ ହେଲେ ଗୁମ୍ଫାରୁ ଉଦ୍ଧାର ୧୧ ଫୁଟ୍‌ବଲ୍‌ ଖେଳାଳି
ବୁଦ୍ଧ ମନ୍ଦିରରେ ମୁଣ୍ଡନ ହେଲେ ଗୁମ୍ଫାରୁ ଉଦ୍ଧାର ୧୧ ଫୁଟ୍‌ବଲ୍‌ ଖେଳାଳି

ବ୍ୟାଙ୍କକ୍: ଥାଇଲ୍ୟାଣ୍ଡରେ ଗୁମ୍ଫା ଭିତରୁ ଉଦ୍ଧାର ହୋଇ ପୁନର୍ଜୀବନ ପାଇଥିବା ୧୨ ଫୁଟବଲ ଖେଳାଳିଙ୍କ ମଧ୍ୟରୁ ୧୧ ଜଣ ବୁଦ୍ଧ ମନ୍ଦିରରେ ମୁଣ୍ଡନ ହୋଇଛନ୍ତି। ସେମାନଙ୍କ କୋଚ୍ ମଧ୍ୟ ମୁଣ୍ଡନ ହୋଇଛନ୍ତି । ଅନ୍ୟ ଜଣେ ଖେଳାଳି ଖ୍ରୀଷ୍ଟ ଧର୍ମର ହୋଇଥିବାରୁ ତାଙ୍କର ମୁଣ୍ଡନ କରାଯାଇନାହିଁ। ଏଥି ପାଇଁ ବୁଦ୍ଧ ମନ୍ଦିରରରେ ଏକ ବିଶେଷ ଉତ୍ସବର ଆୟୋଜନ କରାଯାଇଥିଲା। ବୌଦ୍ଧ ସନ୍ୟାସୀମାନଙ୍କ ଦ୍ୱାରା ଏହି ମୁଣ୍ଡନ ପ୍ରକ୍ରିୟା ସମାପିତ ହୋଇଥିଲା। ସେମାନଙ୍କ କୋଚ୍ ଜଣେ ବୌଦ୍ଧ ଭିକ୍ଷୁ ଭାବେ […]

  • Friday, 02 July 2021
ସ୍କୁଲ ଫେରନ୍ତା ପିଲାଙ୍କୁ ଦଳିଦେଲା ଟ୍ରକ୍

ଭଦ୍ରକ: ଚାହୁଁ ଚାହୁଁ ଚାଲିଗଲା ୫ଟି କଅଁଳ ଜୀବନ। ଏମିତି ଯେ ମୃତ୍ୟୁ ଆସିବ କେହି କେବେ ଚିନ୍ତା ହିଁ କରିନଥିବେ। ସ୍କୁଲ୍‌ରୁ ଖୁସିରେ ଫେରିବା ବାଟରେ ହିଁ କାଳ ସାଜିଲା ୧୦ ଚକିଆ ଟ୍ରକ୍‌। ଭଦ୍ରକ ଜିଲ୍ଲା ରାହାଞ୍ଜ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଅପରାହ୍ଣରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା। ସ୍କୁଲ ଛୁଟି ପରେ ଛାତ୍ରଛାତ୍ରୀମାନେ ସାଇକେଲରେ ଘରକୁ ଫେରୁଥଲେ। ଏନ୍ଏଚ୍ ପାର୍‌ ହେଉଥିବା ବେଳେ ସେମାନଙ୍କ ଉପରକୁ ହଠାତ୍ ମାଡ଼ି […]

  • Friday, 02 July 2021
ରାଜଧାନୀରେ ଶିଶୁକନ୍ୟାକୁ ଦୁଷ୍କର୍ମ
ରାଜଧାନୀରେ ଶିଶୁକନ୍ୟାକୁ ଦୁଷ୍କର୍ମ

ଭୁବନେଶ୍ୱର: ରାଜଧାନୀରେ ପୁଣି ଘଟିଛି ଏକ ଲଜ୍ଜାକର ଘଟଣା। ଜଣେ ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ। ଏହି ଘଟଣାରେ ଜଣେ ୬୦ ବର୍ଷର ବୃଦ୍ଧକୁ ଗିରଫ କରିଛି ଖାରବେଳ ନଗର ଥାନା ପୁଲିସ। ଏହି ଥାନା ଅନ୍ତର୍ଗତ ସତ୍ୟନଗର ଅଞ୍ଚଳରେ ଜଣେ ୧୦ ବର୍ଷର ଶିଶୁକନ୍ୟା ଏକୁଟିଆ ଖେଳୁଥିବା ବେଳେ ତାକୁ ଟେକି ନେଇ ବୃଦ୍ଧ ଜଣକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଶିଶୁକନ୍ୟାଟି ଘରେ ଜଣାଇବା ପରେ ଶିଶୁ କନ୍ୟାର ବାପା ଥାନାରେ ଅଭିଯୋଗ କରିଥିଲେ।

  • Friday, 02 July 2021
ବ୍ୟାସସରୋବର ପୀଠ ଦୁର୍ନୀତି: ଟାଇଲ୍ ଉଠାଇଲେ ଠିକାଦାର, ଆଉ ଥରେ ହେବ କାମ

ଯାଜପୁର: ବ୍ୟାସସରୋବର ପୀଠର ନିର୍ମାଣ କାମରେ ଦୁର୍ନୀତିର ପର୍ଦ୍ଦାଫାସ୍‌ ହେବା ପରେ ହରଡ଼ଘଣାରେ ବିଭାଗୀୟ ଅଧିକାରୀ ଓ ଠିକାଦାର। ତରବରିଅା ଭାବେ ପୀଠରେ ଲାଗିଥିବା ଟାଇଲ୍‌କୁ ଏବେ କଢ଼ାଯାଉଛି। ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ଲୋକେ ଅଭିଯୋଗ କରିଛନ୍ତି । ଯାଜପୁର ଜିଲ୍ଲା ବ୍ୟାସସରୋବର ପୀଠର ଉନ୍ନତି ଲାଗି ପର୍ଯ୍ୟଟନ ବିଭାଗ କୋଟିଏ ଟଙ୍କା ମଞ୍ଜୁର କରିଥିଲା । ଟାଇଲ ବି ଲଗାଯାଇଥିଲା, ହେଲେ ନିର୍ମାଣକୁ ୫ ମାସ ନ ପୂରୁଣୁ […]

  • Friday, 02 July 2021
ପାରାଦୀପ: ଆଦାନୀ ଫାଟକ ଆଗରେ ଧାରଣା ଦ୍ୱିତୀୟ ଦିନରେ

ପାରାଦୀପ: ଆଦାନୀ କମ୍ପାନୀ ଫାଟକ ଆଗରେ ଚାଲିଥିବା ଶ୍ରମିକ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୫୨ ଜଣ ଶ୍ରମିକ ଓ କର୍ମଚାରୀ ସେମାନଙ୍କ ପରିବାରବର୍ଗଙ୍କୁ ଧରି ରାତି ତମାମ ବର୍ଷା କାକରରେ ପଡ଼ି ରହିଛନ୍ତି। କିନ୍ତୁ ପ୍ରଶାସନ କିମ୍ବା କମ୍ପାନୀ କର୍ତ୍ତୃପକ୍ଷ କାହାରି ଦେଖାନାହିଁ। ଓଲଟି ବିଳମ୍ବିତ ରାତିରେ କମ୍ପାନୀ, ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣ ପାଇଁ ଭଡ଼ାଟିଆ ଗୁଣ୍ଡାଙ୍କ ସାହାରା ନେଇଥିବା ଅଭିଯୋଗ ହୋଇଛି। କାଲି ଅପରାହ୍ନରେ ପ୍ରଶାସନ ସହ ଆନ୍ଦୋଳନକାରୀଙ୍କ ଆଲୋଚନା ହୋଇଥିଲେ ମଧ୍ୟ କୌଣସି […]

  • Friday, 02 July 2021
ସାନ ଭାଇ ବୁଡ଼ିଯାଉଥିଲା, ବଂଚାଇବାକୁ ଯାଇ ଭଉଣୀ ବି ବୁଡ଼ିଗଲା

ରାଇରଙ୍ଗପୁର: ଆଜି ସକାଳୁ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଘଟିଛି ଏକ ଦୁଃଖଦ ଘଟଣା। ଗାଧୋଇବାକୁ ଯାଇ ନଈରେ ବୁଡ଼ି ଯାଇଛନ୍ତି ଭାଇ ଭଉଣୀ । ଉଭୟ ଭାଇ ଭଉଣୀଙ୍କ ଘର ବିହାରରେ ଓ ସେମାନଙ୍କ ପରିବାର ଏଠାକୁ ଆସି ବ୍ୟବସାୟ କରୁଥିଲେ। ଖବର ମୁତାବକ, ଖଡ଼ଖାଈ ନଦୀରେ ଗାଧୋଇବା ବେଳେ ପ୍ରଥମେ ସାନ ଭାଇ ନାନୁ ଗୁଜରାତି (୧୦) ବୁଡ଼ି ଯାଇଥିଲା। ସାନ ଭାଇ ବୁଡ଼ି ଯାଉଥିବା ଦେଖି ଭଉଣୀ ହୀନା ଗୁଜରାତି (୨୮) ବି ନଦୀକୁ ଡେଇଁ […]

  • Friday, 02 July 2021
ଟିଟୋର ସମ୍ପତ୍ତି ସିଜ୍ ପ୍ରକ୍ରିୟା ଆରମ୍ଭ, ୫୦ରୁ ଅଧିକ ବ୍ୟାଙ୍କ୍ ଆକାଉଣ୍ଟ୍ ଫ୍ରିଜ୍‌
ଟିଟୋର ସମ୍ପତ୍ତି ସିଜ୍ ପ୍ରକ୍ରିୟା ଆରମ୍ଭ, ୫୦ରୁ ଅଧିକ ବ୍ୟାଙ୍କ୍ ଆକାଉଣ୍ଟ୍ ଫ୍ରିଜ୍‌

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଗ୍ୟାଙ୍ଗଷ୍ଟର ଟିଟୋର ସମ୍ପତ୍ତି ସିଜ୍ ପ୍ରକ୍ରିୟା ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ଟିଟୋର ପତ୍ନୀ ଏବଂ ୧୮ ସହଯୋଗୀଙ୍କ ନାଁରେ ଥିବା ୫୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟକୁ କ୍ରାଇମବ୍ରାଞ୍ଚ ଫ୍ରିଜ୍‌ କରାଯାଇଛି । ତା’ସହ ବାଲିଘାଟ, ମୋରମ ବ୍ୟବସାୟ ସଂପର୍କରେ ତଥ୍ୟ ଦେବାକୁ ୭ ଜଣ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କ୍ରାଇମବ୍ରାଞ୍ଚ୍ ଟିଟୋର ଜମିଜମା ସମ୍ପତ୍ତି ନେଇ ତଥ୍ୟ ମାଗିଛି। ୧୧୦ କୋଟିର ମଦର୍ ଚାଇଲ୍ଡ କେୟାର ପ୍ରୋଜେକ୍ଟର ତଥ୍ୟ ବି ମଗାଯାଇଛି। ସେହିପରି […]

  • Friday, 02 July 2021
ରାୟଗଡ଼ାରେ ଜୀବନ ନେଲା ଡେଙ୍ଗୁ

ରାୟଗଡ଼ା: ଡେଙ୍ଗୁରେ ଜଣଙ୍କର ମୃତ୍ୟୁ ହୋଇଛି। ଯୁବକ ଜଣଙ୍କ ହେଉଛନ୍ତି ରାୟଗଡ଼ା ବ୍ଲକ ସୁଲଭା ଗାଁର। ତାଙ୍କ ନାଁ ହେଲା ମିଶାଲ ରବି କୁମାର। ୮ ତାରିଖରୁ ସେ ଜ୍ୱରରେ ପୀଡ଼ିତ ହୋଇ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଜ୍ୱର ନ କମିବାରୁ ତାଙ୍କୁ ବିଶାଖାପାଟଣା ନିଆଯାଇଥିଲା। ଦୁଇ ଦିନ ଚିକିତ୍ସା ପରେ ଗତ ରାତିରେ ରବି କୁମାରଙ୍କ ମୃତ୍ୟୁ ହୋଇଛି।  

  • Friday, 02 July 2021
ଆଜି ଶ୍ରୀଜୀଉଙ୍କର ବନକ ଲାଗି ନୀତି, ଆସନ୍ତାକାଲି ନବଯୌବନ ଦର୍ଶନ
ଆଜି ଶ୍ରୀଜୀଉଙ୍କର ବନକ ଲାଗି ନୀତି, ଆସନ୍ତାକାଲି ନବଯୌବନ ଦର୍ଶନ

ପୁରୀ: ଆଜି ପବିତ୍ର ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀ ତିଥି । ଆଜି ଶ୍ରୀଜୀଉଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ । ଅଣସର ଗୃହରେ ଦତ୍ତମହାପାତ୍ର ସେବକମାନେ ଏହି ନୀତି କରିବେ। ଆସନ୍ତାକାଲି ଭକ୍ତମାନେ ନବଯୌବନ ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏଥିପାଇଁ ଅତି ସୁନ୍ଦର ଭାବେ ବନକ ଲାଗି ନୀତି କରଯାଇଥାଏ। ଜ୍ୱରରେ ପୀଡ଼ିତ ହୋଇ ସୁସ୍ଥ ହେବା ପରେ ଏହା ପ୍ରଥମ ବନକ ଲାଗି ନୀତି ହୋଇଥିବାରୁ ଏଥିରେ ଅଧିକ ସମୟ ଲାଗିଥାଏ। ସେପଟେ […]

  • Friday, 02 July 2021