• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ଅାଜିଠୁ ୨୮ତାରିଖ ଯାଏଁ ବର୍ଷା ଲାଗି ରହିବ
ଅାଜିଠୁ ୨୮ତାରିଖ ଯାଏଁ ବର୍ଷା ଲାଗି ରହିବ

ଭୁବନେଶ୍ୱର : ଉତ୍ତରପଶ୍ଚିମ ବଙ୍ଗୋପସାଗର ଅାଖପାଖରେ ଲଘୁଚାପ ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ରାଜ୍ୟରେ ଅାଜି ଠାରୁ ୨୮ ଯାଏଁ ବର୍ଷା ଲାଗି ରହିବ। ଅାଜି ପଶ୍ଚିମ, ଅାଭ୍ୟନ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷା ହେବ । କାଲିଠୁ ୮ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର, ରାୟଗଡ଼ା,ବରଗଡ଼, ସୁନ୍ଦରଗଡ଼, ନୂଅାପଡ଼ା ଓ ସୋନପୁର ଜିଲ୍ଲାରେ ୨୭ରୁ ଅନ୍ୟ ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା କହିଛି ବ୍ରାହ୍ମଣୀ, ବୈତରଣୀ, […]

  • Friday, 02 July 2021
ଚିଲିକା ଜଳରାଶି ଉପରେ ଘୂର୍ଣ୍ଣିଝଡ଼
ଚିଲିକା ଜଳରାଶି ଉପରେ ଘୂର୍ଣ୍ଣିଝଡ଼

ଭୁବନେଶ୍ୱର: ଚିଲିକା ଜଳରାଶି ଉପରେ ଘୂର୍ଣ୍ଣିଝଡ଼। ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ପ୍ରଭାବରେ ଉପରକୁ ଉଠିଲା ହ୍ରଦର ଜଳରାଶି।  ଗତକାଲି ଅପରାହ୍ନରେ ଚିଲିକା ହ୍ରଦର ଗମ୍ଭାରୀ ନିକଟରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। କେହିଜଣେ ଏହି ଦୃଶ୍ୟକୁ ମୋବାଇଲ୍‌ରେ କଏଦ୍‌ କରିଥିବା ଜଣାପଡ଼ିଛି। ଏହି ଘୂର୍ଣ୍ଣିଝଡ଼ର ପ୍ରଭାବରେ ଗମ୍ଭାରୀ ଗାଁର ଜଣେ ବ୍ୟକ୍ତିଙ୍କ ଆଜ୍‌ବେଷ୍ଟ ଘର ଭାଙ୍ଗି ଯାଇଛି। ସେପଟେ ଗତକାଲି ସନ୍ଧ୍ୟାରେ ପୁରୀରେ ପ୍ରବଳ ବର୍ଷା ଫଳରେ ସମ୍ପୂର୍ଣ୍ଣ ସହର ଜଳମଗ୍ନ ହୋଇଯାଇଥିଲା।  ଦୀର୍ଘ ସମୟ ଧରି ବଡ଼ […]

  • Friday, 02 July 2021
ରକ୍ଷା ବନ୍ଧନରେ ଘରେ ତିଆରି କରନ୍ତୁ କାଜୁ ବର୍ଫି
ରକ୍ଷା ବନ୍ଧନରେ ଘରେ ତିଆରି କରନ୍ତୁ କାଜୁ ବର୍ଫି

କାଜୁ ବର୍ଫି ଖାଇବାକୁ ସମସ୍ତେ ଭଲ ପା’ନ୍ତି। ହେଲେ ଏହାକୁ ପ୍ରାୟ ଘରେ କେହି ତିଆରି କରନ୍ତି ନାହିଁ। ଆପଣ ଏହାକୁ ସହଜରେ ଘରେ ତିଆରି କରି ପାରିବେ। ଘର ତିଆରି ବର୍ଫିର ମଧ୍ୟ ସୁଆଦ ନିଆରା। ଆସନ୍ତୁ ଜାଣିବା କାଜୁ ବରଫି କେମିତି ତିଆରି ହୁଏ। ଆବଶ୍ୟକୀୟ ସାମଗ୍ରୀ– କାଜୁ ,ଚିନି, ଘିଅ ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ କାଜୁକୁ ଖରାରେ ଶୁଖାଇ ଦିଅନ୍ତୁ। ଏଥିରେ ଥିବା ଜଳୀୟ ଅଂଶ ଶୁଖିଯିବା ପରେ ଗ୍ରାଇଣ୍ଡରରେ ଗୁଣ୍ଡ କରି ଦିଅନ୍ତୁ […]

  • Friday, 02 July 2021
ରେଳ ଧାରଣାରୁ ଡାକ୍ତରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଷ୍ଟେସନ୍‌ର ୧ନମ୍ବର ପ୍ଲାଟ୍‌ଫର୍ମରୁ ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କ ମୃତଦେହକୁ ଆଜି ଉଦ୍ଧାର କରାଯାଇଛି। ତାଙ୍କ ନାଁ ରବୀନ୍ଦ୍ର ନାଥ ରଥ। ସେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରେ ଆଡ୍‌ହକ୍‌ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ। କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡ଼ିନି। ଟ୍ରେନ୍‌ରୁ ଖସି ତାଙ୍କର ମୃତ୍ୟୁ ହୋଇଛି ନା ଆଉ କିଛି କାରଣରୁ ହୋଇଛି, ତାହା ସ୍ପଷ୍ଟ ହୋଇ ନାହିଁ।

  • Friday, 02 July 2021
ଲୋକଲଜ୍ଜା ଭୟରେ ଦିଅର-ଭାଉଜଙ୍କ ଆତ୍ମହତ୍ୟା ଅଭିଯୋଗ

କଟକ: ଲୋକଲଜ୍ଜା ଭୟରେ ବେକରେ ରଶି ଦେଇ ଦିଅର ଓ ଭାଉଜ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ଖଣ୍ଡଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ସଂପର୍କୀୟ ଦିଅର ଉକ୍ତ ମହିଳାଙ୍କ ଘରକୁ ଯାଇଥିଲେ। ଉଭୟଙ୍କୁ ଏକାଠି ଘର ଭିତରେ ଦେଖି ପରକୀୟା ପ୍ରୀତି ସନ୍ଦେହରେ ଘର ଲୋକେ ବାହାରପଟୁ କବାଟ ଦେଇ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଘରର କବାଟ ଫିଟାଇଥିଲା ଓ […]

  • Friday, 02 July 2021
ଓଡ଼ିଶା ବିକାଶ କନକ୍ଲେଭ ୨୦୧୮ ଉଦ୍‌ଘାଟିତ
ଓଡ଼ିଶା ବିକାଶ କନକ୍ଲେଭ ୨୦୧୮ ଉଦ୍‌ଘାଟିତ

ଭୁବନେଶ୍ୱର : ବିକାଶ କ୍ଷେତ୍ରରେ ପ୍ରଗତି କରୁଛି ଓଡ଼ିଶା। ରାଜଧାନୀରେ ଅାୟୋଜିତ ଓଡ଼ିଶା ବିକାଶ କନକ୍ଲେଭ ୨୦୧୮ର ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟକୁ ଏଇ ସାର୍ଟିଫିକେଟ୍ ଦେଇଛନ୍ତି। ନୀତି ଅାୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଜାତୀୟ ସ୍ତରର ବିକାଶ ହାର ୬.୭ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ବିକାଶ ହାର ତାଠାରୁ ଭଲ ବୋଲି କହିଛନ୍ତି ରାଜୀବ କୁମାର। ତେବେ ବିକାଶର ଫାଇଦା ସବୁ ଲୋକଙ୍କୁ ମିଳୁଛି କି ନାହିଁ ତାହା ମୁଖ୍ୟ ପ୍ରସଙ୍ଗ ବୋଲି ସେ କହିଛନ୍ତି। […]

  • Friday, 02 July 2021
ଅାଉ ପାଦେ ବଢିଛି ବିଧାନ ପରିଷଦ ଗଠନ ପକ୍ରିୟା
ଅାଉ ପାଦେ ବଢିଛି ବିଧାନ ପରିଷଦ ଗଠନ ପକ୍ରିୟା

ଭୁବନେଶ୍ୱର : ଅାଉ ପାଦେ ବଢିଛି ବିଧାନ ପରିଷଦ ଗଠନ ପକ୍ରିୟା। ମିଳିଛି କ୍ୟାବିନେଟ୍‌ର ଅନୁମୋଦନ। ବିଧାନ ପରିଷଦ ଗଠନ ନେଇ ଅନୁଧ୍ୟାନ କମିଟି ରିପୋର୍ଟ ଦେବା ପରେ ଅାଜି କ୍ୟାବିନେଟ୍‌ରେ ବିସ୍ତୃତ ଭାବେ ଅାଲୋଚନା ହୋଇଥିଲା। କର୍ଣ୍ଣାଟକ, ମହାରାଷ୍ଟ୍ର, ବିହାର, ତେଲେଙ୍ଗାନ ରାଜ୍ୟରେ ବିଧାନ ପରିଷଦ ଗଠନ , କାର୍ଯ୍ୟଶୈଳୀ ଅନୁଧ୍ୟାନ କରିବାପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ବିଧାନ ପରିଷଦ ସଂପର୍କିତ ସଂଙ୍କଳ୍ପ ସେପ୍ଟେମ୍ବର ୪ତାରିଖରୁ ଅାରମ୍ଭ ହେଉଥିବା ମନସୁନ୍ ସେସନ୍‌ରେ […]

  • Friday, 02 July 2021
ଶ୍ରେଷ୍ଠ ବିଧାୟକ, ବିଧାୟିକା ପୁରସ୍କୃତ
ଶ୍ରେଷ୍ଠ ବିଧାୟକ, ବିଧାୟିକା ପୁରସ୍କୃତ

ଭୁବନେଶ୍ୱର : ୨୦୦୯ ରୁ ୨୦୧୬ ମସିହା ପର୍ଯ୍ୟନ୍ତ ଶ୍ରେଷ୍ଠ ବିଧାୟକ ଓ ବିଧାୟିକା ପୁରସ୍କୃତ। ଅାଜି ବିଧାନସଭା ସମ୍ମିଳନୀ କକ୍ଷରେ ଅାୟୋଜିତ ଏକ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ବିଧାୟକ ଓ ବିଧାୟିକାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ଶ୍ରେଷ୍ଠ ବିଧାୟକ ଭାବେ ପଣ୍ଡିତ ନୀଳକଣ୍ଠ ଦାସ ସମ୍ମାନ ପାଇଛନ୍ତି ୮ ଜଣ ବିଧାୟକ। ଏମାନଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି। ସେହିପରି ୮ ଜଣ ପୂର୍ବତନ ବିଧାୟକଙ୍କୁ ଉତ୍କଳଗୌରବ ମଧୁସୂଦନ ଦାସ […]

  • Friday, 02 July 2021
କୂଳ ଖାଉଛି ସମୁଦ୍ର
କୂଳ ଖାଉଛି ସମୁଦ୍ର

ପୁରୀ : ସମୁଦ୍ରର ଜୁଆର ମାଡ଼ରେ ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିର ଅବକ୍ଷୟ ହେବା ପରେ ଜଳସମ୍ପଦ ବିଭାଗର ଏକ ଟିମ୍ ଅାସି ପରିଦର୍ଶନ କରିଛନ୍ତି। ଜଳସମ୍ପଦ ବିଭାଗର ପରାମର୍ଶଦାତା ଶତ୍ରୁଘ୍ନ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଅାସି ଅବକ୍ଷୟର ଅନୁଧ୍ୟାନ କରିଥିଲା। ଢେଉର ଉଚ୍ଚତା ଅଧିକ ଥିବାରୁ ବେଳାଭୂମି କ୍ଷୟ ହେଉଥିବା ସେ କହିଛନ୍ତି। ଅାସନ୍ତା ୨୯ରେ ଓସେନୋଗ୍ରାଫିର ଏକ ଟିମ୍ ଅାସି ସ୍ଥିତି ଅନୁଧ୍ୟାନ କରିବ ବୋଲି ସେ ସୂଚନା ଦେଇଛନ୍ତି। ପୁରୀ ଚୈତନ୍ୟ […]

  • Friday, 02 July 2021
ପୁଣି ବିନିକାରେ ୧୨ ଘଣ୍ଟିଆ ବନ୍ଦ ଡାକରା

ବିନିକା: ପୁଣି ତେଜିଛି ବିନିକା ଆନ୍ଦୋଳନ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଡାକ୍ତରଖାନାରେ ଖାଲିଥିବା ଡାକ୍ତର ପଦବୀ ପୂରଣ ଦାବି ନେଇ ବିନିକାବାସୀଙ୍କ ପକ୍ଷରୁ ଆଜି ପୁଣି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ତଥା ଆଖପାଖ ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ପଦ ପୂରଣ ଦାବିରେ ଅଞ୍ଚଳବାସୀ ଏହି ବନ୍ଦ ଡାକରା ଦେଇଛନ୍ତି। ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସରକାରୀ ଅଫିସ୍ ବନ୍ଦ ଡାକରା ଦିଆଯାଇଛି। ଯଦି ଏହି ସମସ୍ୟାର ସମାଧାନ […]

  • Friday, 02 July 2021
ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ
ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍‌ର କୁଲିଆଦରୋ ଗାଁରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଭଗତ ସରଗରିଆ। ଫସଲ ହାନି ଯୋଗୁଁ ଗତକାଲି ସକାଳେ ସେ ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଗୁରୁତର ହେବାରୁ ଭଗତଙ୍କୁ ବୁର୍ଲା ବଡ଼ ମେଡିକାଲ୍‌କୁ ନେଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଭଗତ ଋଣ କରି ୧୦ ଏକର […]

  • Friday, 02 July 2021
ମହୋଦଧୀରେ ବିଲୀନ ବାଜପେୟୀଙ୍କ ଚିତାଭସ୍ମ
ମହୋଦଧୀରେ ବିଲୀନ ବାଜପେୟୀଙ୍କ ଚିତାଭସ୍ମ

ଭୁବନେଶ୍ୱର : ବାଜପେୟୀଙ୍କ ଚିତାଭସ୍ମ ପଟୁଅାରରେ ବିଜେପିର ତମାମ ନେତା ଓ କର୍ମୀ ଦଳକୁ ଗଢ଼ିଥିବା ମହାନାୟକଙ୍କ ଚିତାଭସ୍ମ କଳସ ଧରି ସକାଳୁ ଦଳୀୟ କାର୍ଯ୍ୟାଳୟରୁ ବାହାରିଥିବା ଶୋଭାଯାତ୍ରାରେ ଧର୍ମେନ୍ଦ୍ର ପ୍ରଧାନ, ବସନ୍ତ ପଣ୍ଡା, କେଭି ସିଂଦେଓଙ୍କ ସମେତ ଅଧିକାଂଶ ତୁଙ୍ଗ ନେତା ସାମିଲ ହୋଇଥିଲେ। ଅାଉ ବାଟରେ ଚିତାଭସ୍ମକୁ ଶେଷ ସମ୍ମାନ ଦେବାକୁ ରୁଣ୍ଡ ହୋଇଥିଲେ ଅନେକ ସାଧାରଣ ଲୋକ। ବାଜପେୟୀ ଅମର ରହେ ଧ୍ୱନିରେ କମ୍ପିଥିଲା ପୁରା ପରିବେଶ। ପିପିଲିରେ ସ୍କୁଲ ପିଲାମାନେ ବି […]

  • Friday, 02 July 2021
ବନ୍ୟା ବିଭୀଷିକା ପରେ ଅଣ୍ଟା ସଳଖୁଛନ୍ତି କେରଳବାସୀ
ବନ୍ୟା ବିଭୀଷିକା ପରେ ଅଣ୍ଟା ସଳଖୁଛନ୍ତି କେରଳବାସୀ

ଭୁବନେଶ୍ୱର : କେରଳରେ ପ୍ରଳୟର କରୁଣ ଚିତ୍ର ସ୍ପଷ୍ଟ ସୂଚାଇ ଦିଏ ତ୍ରିସୁର ଜିଲ୍ଲାର ଏକ ବୃଦ୍ଧାଶ୍ରମ ‘କରୁଣା’କୁ ଦେଖିଲେ। ଅବିଶ୍ରାନ୍ତ ବର୍ଷା ପରେ ଅଗଷ୍ଟ ୧୬ ତାରିଖ ରାତିରେ ହଠାତ୍ ଚାଲକୁଡ଼ି ନଦୀରୁ ମାଡ଼ି ଅାସିଥିଲା ୧୦ଫୁଟ୍ ଉଚ୍ଚର ପାଣି। ୫ ଦିନ ଧରି ସବୁ ବୁଡ଼ାଇ ରଖିବା ପରେ ଛାଡ଼ିଯାଇଛି ଏମିତି ଦୁର୍ଦ୍ଦଶା। ଘର ଭିତରେ ଏବେ ବି ପାଦେ ଉଚ୍ଚର କାଦୁଅ । ଭସାଇ ନେଇଛି ୩୦ରୁ ଅଧିକ ଅନ୍ତେବାସୀଙ୍କ ବିଛଣାପତ୍ର ଓ […]

  • Friday, 02 July 2021
ପରଲୋକରେ ଓଡ଼ିଆ ଅଭିନେତା ଦେବୁ ବୋଷ
ପରଲୋକରେ ଓଡ଼ିଆ ଅଭିନେତା ଦେବୁ ବୋଷ

ଭୁବନେଶ୍ୱର : ଅଶୀ ଦଶକରେ ଫିଲ୍ମ ତପସ୍ୟାରୁ ଅାରମ୍ଭ ହୋଇଥିବା ସଫର, ୨୦୧୪ରେ କେତେବେଳେ ରାସ୍ତାରେ ସରିଗଲା, ତାହା ଟିକେ ବି ଅନୁଭବ ହେଲାନି। କୋଟି କୋଟି ଓଲିଉଡ଼ ପ୍ରେମୀଙ୍କୁ  ପରଦାରେ ସେ କେତେବେଳେ କଠୋର ବାପା ହୋଇ ପିଲାଙ୍କୁ ଅନୁଶାସନର ପାଠ ପଢ଼ାଇଛନ୍ତି, ତ ପୁଣି କେବେ ମେଳାପି ପିତା ଚରିତ୍ରରେ ସମାଜକୁ ଦେଇଛନ୍ତି ସମୟୋପଯୋଗୀ ବାର୍ତ୍ତା। ଅାଉ ଦରଦି ବାପା ଭାବେ  ସନ୍ତାନ ପାଇଁ ଅାଚରଣ ଓ ଉଚ୍ଚାରଣରେ ଛାଡ଼ି ଯାଇଛନ୍ତି ଅପାସୋରା ଅଭିନୟର […]

  • Friday, 02 July 2021
କେନ୍ଦୁଝରରେ ପିଲା ବିକ୍ରି ଅଭିଯୋଗ
କେନ୍ଦୁଝରରେ ପିଲା ବିକ୍ରି ଅଭିଯୋଗ

କେନ୍ଦୁଝର : କେନ୍ଦୁଝରରେ ପିଲା ବିକ୍ରି ଅଭିଯୋଗ। ମାତ୍ର ହଜାରେ ଟଙ୍କାରେ ଜନ୍ମିତ ମାଆ ନବଜାତ ଶିଶୁପୁତ୍ରକୁ ବିକ୍ରି କରିଦେଇଥିବା ଅଭିଯୋଗ ଅାସିଛି। କେନ୍ଦୁଝର ବାଂଶପାଳ ବ୍ଲକ୍‌ ଗୁପ୍ତଗଙ୍ଗା ଅଞ୍ଚଳର ଜଣେ ଜୁଅାଙ୍ଗ ସମ୍ପ୍ରଦାୟର ମହିଳା ତାଙ୍କ ବାପଘରେ ୬ ବର୍ଷ ହେବ ରହି ଅାସୁଥିଲେ। ତେବେ ଗତ ୨୦ ତାରିଖରେ ମହିଳାଙ୍କର ପୁଅଟିଏ ଜନ୍ମ ହୋଇଥିଲା। ଉଭୟ ମାଆ ଓ ଶିଶୁ ଅପପୁଷ୍ଟିର ଶୀକାର ହୋଇଥିବାରୁ ସ୍ଥାନୀୟ ଚାଇଲ୍ଡ ଲାଇନ୍ କର୍ମଚାରୀ ତା ପରଦିନ କେନ୍ଦୁଝର […]

  • Friday, 02 July 2021
ଥାନା ଭିତରେ ନିଜ ତଣ୍ଟି କାଟିଲା ଯୁବକ
ଥାନା ଭିତରେ ନିଜ ତଣ୍ଟି କାଟିଲା ଯୁବକ

ଗଞ୍ଜାମ/ଭଞ୍ଜନଗର  : ଥାନା ଭିତରେ ନିଜ ତଣ୍ଟି କାଟିଲା ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଭିତରେ। ଗାଙ୍ଗପୁର ଥାନା ନିମିନା ଗାଁର ଦେବରାଜ ନାମକ ଜଣେ ଯୁବକ ଗାଁ ଦାଣ୍ଡରେ ବନ୍ଧୁକ ଦେଖାଇ ଲୋକଙ୍କୁ ଡରାଉଥିଲା। ଖବର ପାଇ ପୁଲିସ ଗାଁକୁ ଯାଇ ତାକୁ କାବୁ କରିଥିଲା। ତେବେ ଦେବରାଜକୁ ଥାନାରେ ଅଟକ ରଖାଯାଇଥିବା ବେଳେ ସେ ନିଜ ତଣ୍ଟି କାଟି ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ […]

  • Friday, 02 July 2021
ରାଜଘାଟ ରେଳଷ୍ଟେସନରୁ ବିପୁଳ ପରିମାଣର କଇଁଛ ଉଦ୍ଧାର
ରାଜଘାଟ ରେଳଷ୍ଟେସନରୁ ବିପୁଳ ପରିମାଣର କଇଁଛ ଉଦ୍ଧାର

ବାଲେଶ୍ୱର  : ବାଲେଶ୍ୱର ରାଜଘାଟ ରେଳଷ୍ଟେସନରୁ ବିପୁଳ ପରିମାଣର କଇଁଛ ଉଦ୍ଧାର। ୯୧ଟି ୪ ପ୍ରଜାତିର କଇଁଛ ଜବତ ସହ ୨ଜଣଙ୍କୁ ଗିରଫ କରିଛି ଚାନ୍ଦିପୁର ବନ ବିଭାଗ। ଓଡିଶାରୁ ପଶ୍ଚିମବଙ୍ଗକୁ ଚୋରାଚାଲାଣ ବେଳେ ଏହି କଇଁଛ ଜବତ କରାଯାଇଛି। ମାର୍କଣା ଓ ସବିରା ଅଞ୍ଚଳରୁ ୨ଜଣ ବେପାରୀ ଏହାକୁ ନେଇ ଯାଉଥିଲେ। ଜଣେ ପଶ୍ଚିମବଙ୍ଗର ହୋଇଥିବା ବେଳେ ଅନ୍ୟଜଣେ ବାଲେଶ୍ୱର ଭୋଗରାଇ ଅଞ୍ଚଳର । ବାଲେଶ୍ୱର RPF  ପୁଲିସ ସନ୍ଦେହ କରି ଚାନ୍ଦିପୁର ବନ ବିଭାଗକୁ […]

  • Friday, 02 July 2021
ଟିଟୋ ଗୋରୁ କାରବାରର ମାଷ୍ଟର ମାଇଣ୍ଡ ବଟୁ ପାଣି ଗିରଫ
ଟିଟୋ ଗୋରୁ କାରବାରର ମାଷ୍ଟର ମାଇଣ୍ଡ ବଟୁ ପାଣି ଗିରଫ

ଭୁବନେଶ୍ୱର : ଗୋରୁ ଚାଲାଣରେ ବି ଗ୍ୟାଙ୍ଗଷ୍ଟର ଟିଟୋର ସଂପୃକ୍ତି। ଗୋରୁ କାରବାରର ମାଷ୍ଟର ମାଇଣ୍ଡ ବଟୁ ପାଣି ଗିରଫ ପରେ ଅାସିଲା ଟିଟୋ ସଂପୃକ୍ତି ନେଇ ନୂଅା ଖୁଲାସା। ବଟୁ ଠାରୁ ଟିଟୋ ଚଳାଉଥିବା ଦାମୀ ବାଇକ୍‌ ସହ ୪ଟି ଗାଡ଼ି ଜବତ ହୋଇଛି। ରାଜ୍ୟ ଓ ରାଜ୍ୟ ବାହାରକୁ ଗୋରୁ କାରବାର ନେଟଓ୍ୱର୍କ ଚଳାଉଥିଲା ବଟୁ। ଏସ୍‌ଟିଏଫ୍ କଳିଙ୍ଗ ବିହାର ଅଞ୍ଚଳରୁ ବଟୁ ପାଣିକୁ ଗିରଫ କରିବା ସହ ଗୋଟିଏ ବନ୍ଧୁକ ଜବତ କରିଛି।

  • Friday, 02 July 2021
ନବବଧୂଙ୍କ ଅାତ୍ମହତ୍ୟା ଅଭିଯୋଗ
ନବବଧୂଙ୍କ ଅାତ୍ମହତ୍ୟା ଅଭିଯୋଗ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ମଳଙ୍ଗ ଗାଁରେ ନବବଧୁଙ୍କ ଅାତ୍ମହତ୍ୟା ଅଭିଯୋଗ। ଏପଟେ ତାଙ୍କ ଝିଅକୁ ମାରିଦିଅାଯାଇଥିବା ଅଭିଯୋଗ କରିଛନ୍ତି ନବବଧୂଙ୍କ ପରିବାର ଲୋକେ। ସେମାନେ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନବବଧୂଙ୍କ ସ୍ୱାମୀକୁ ନିସ୍ତୁକ ମାଡ଼ ମାରିଛନ୍ତି। ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ପରେ ଖନ୍ତାପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି, ସ୍ୱାମୀ, ଶ୍ୱଶୁର ଓ ଶାଶୁକୁ ଗିରଫ କରି କୋର୍ଟ ଚାଲାଣ କରିଛି।  ମଳଙ୍ଗ ଗାଁର ମୃତ୍ୟୁଞ୍ଜୟ ପାଢୀ ୩ ମାସ ତଳେ […]

  • Friday, 02 July 2021
ଟିଟୋ ଲିଙ୍କ୍‌ରେ ପୁଣି ଜଣଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ STF

କେନ୍ଦ୍ରାପଡ଼ା: ଟିଟୋ ଲିଙ୍କ୍‌ରେ ପୁଣି ଜଣଙ୍କୁ କ୍ରାଇମବ୍ରାଞ୍ଚର STF ଟିମ୍‌ ଉଠାଇ ନେଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ମହିପାଳର କମ୍ପ୍ୟୁଟର ଦୋକାନୀ ସରୋଜ ପତିଙ୍କୁ ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚର STF ଟିମ୍‌ ଉଠାଇ ନେଇ ପଚରାଉଚରା ଚଳାଇଥିବା ଥିବା ସୂଚନା ମିଳିଛି। ଟିଟୋ ଓ ତା’ର ଭାଇମାନଙ୍କ ଘରେ ସରୋଜ ସିସିଟିଭି କ୍ୟାମେରା ଲଗାଇଥିଲା। ତେବେ ଟିଟୋ ଗିରଫ ପରେ ସରୋଜ ଏଥିରୁ ପ୍ରମାଣ ନଷ୍ଟ କରିଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଥିଲା। କେବଳ ଏତିକି ନୁହେଁ ଟିଟୋର […]

  • Friday, 02 July 2021
ବିଷାକ୍ତ ଛତୁ ଖାଇ ୨ ମୃତ, ୨ଗୁରୁତର

ମୟୂରଭଞ୍ଜ: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ କଇଁଫୁଲିଆ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଦୁଇଜଣ ହେଲେ ଦିଅର ଭାଉଜ। ଗୁରୁତର ୨ଜଣଙ୍କୁ ବେତନଟୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଗତକାଲି ଛତୁ ଖାଇବା ପରେ ସମସ୍ତେ ଅସୁସ୍ଥ ଅନୁଭବ କରିଥିଲେ। ପ୍ରଥମେ ଦିଅର ପରେ ଭାଉଜଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାର ସ୍ଥିତି ଅନୁଧ୍ୟାନ […]

  • Friday, 02 July 2021
ବରିଷ୍ଠ ଓଡ଼ିଆ ସିନେ ଅଭିନେତା ଦେବୁ ବୋଷଙ୍କ ପରଲୋକ
ବରିଷ୍ଠ ଓଡ଼ିଆ ସିନେ ଅଭିନେତା ଦେବୁ ବୋଷଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ ଓଡ଼ିଆ ସିନେ ଅଭିନେତା ଦେବୁ ବୋଷଙ୍କ ପରଲୋକ ହୋଇଯାଇଛି। ହାଇଦ୍ରାବାଦରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।  ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଗତ ଏପ୍ରିଲ ମାସରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।  ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।  ଏହା ପୂର୍ବରୁ ମଧ୍ୟ ସେ ୨ଥର ହୃଦ୍‌ଘାତର ଶିକାର ହୋଇଥିଲେ। ୧୯୪୨ ମସିହା ଡିସେମ୍ବର […]

  • Friday, 02 July 2021
ଓଡ଼ିଶାରେ ପହଞ୍ଚିଲେ କେରଳ ବନ୍ୟା ପୀଡ଼ିତ
ଓଡ଼ିଶାରେ ପହଞ୍ଚିଲେ କେରଳ ବନ୍ୟା ପୀଡ଼ିତ

ଭୁବନେଶ୍ୱର : ଓଡ଼ିଶାରେ ପହଞ୍ଚିଲେ କେରଳ ବନ୍ୟା ପୀଡ଼ିତ । କେରଳ ବନ୍ୟାରେ ଫସିରହିଥିବା ଓଡ଼ିଆମାନେ ଆଜି ଏକ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ରାଜ୍ୟ ସରକାର ଏହି ଓଡିଆଙ୍କୁ ଆଣିବା ପାଇଁ ସ୍ୱତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରିଥିଲେ। ଗତ ୧୦ରୁ ଅଧିକ ଦିନ ଧରି କେରଳରେ ଫଶି ରହିଥିଲେ ଏହି ଓଡ଼ିଆମାନେ । ବନ୍ୟା ଛାଡ଼ିବା ପରେ ନିଜ ନିଜ ଘରକୁ ଫେରୁଛନ୍ତି ସେମାନେ। ନିଜ ଆଖିରେ ଦେଖିଥିବା କେରଳର ବନ୍ୟା ବିଭୀଷିକାକୁ ମିଡିଆ […]

  • Friday, 02 July 2021
ତାମିଲନାଡୁ ଚାଲାଣ ବେଳେ ୧୦ ଜଣ ନାବାଳିକା ଓ ୩ଜଣ ନାବାଳକ ଉଦ୍ଧାର
ତାମିଲନାଡୁ ଚାଲାଣ ବେଳେ ୧୦ ଜଣ ନାବାଳିକା ଓ ୩ଜଣ ନାବାଳକ ଉଦ୍ଧାର

ରାଉରକେଲା  : ତାମିଲନାଡୁ ଚାଲାଣ ବେଳେ ୧୦ ଜଣ ନାବାଳିକା ଓ ୩ଜଣ ନାବାଳକଙ୍କୁ ଉଦ୍ଧାର କଲା ରାଉରକେଲା ରେଳବାଇ ପୁଲିସ ଓ ରେଳ ସୁରକ୍ଷା ବଳ। ଟାଟା ଅାଲେପି ଏକ୍ସପ୍ରେସରେ ଏମାନଙ୍କୁ ତାମିଲନାଡ଼ୁ ଚାଲାଣ କରାଯାଉଥିଲା। ଓଡ଼ିଶା-ଝାଡ଼ଖଣ୍ଡ ସୀମା ମନୋହରପୁର ଓ ଚକ୍ରଧରପୁର ଅଞ୍ଚଳର ଦଲାଲ ଏମାନଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ତାମିଲନାଡୁ ଚାଲାଣ କରୁଥିବା ଖବର ପୁଲିସ୍‌ ପାଇବା ପରେ ଏମାନଙ୍କୁ ଉଦ୍ଧାର କରିଛି । ଏନେଇ ଜିଅାରପି ଏକ ମାମଲା ରୁଜୁ କରି […]

  • Friday, 02 July 2021
ପୋଖରୀରେ ଛିଣ୍ଡି ପଡ଼ିଲା ବିଦ୍ୟୁତ ତାର

ଗଂଜାମ: ଲୋକେ ପାଖୋରୀରେ ଗାଧୋଉଥିଲା ବେଳେ ଛିଣ୍ଡି ପଡ଼ିଲା ବିଦ୍ୟୁତ ତାର। ଗଂଜାମ କବିସୂର୍ଯ୍ୟନଗର ଗୁଡ଼ଇାଳି ଗାଁରେ ଏହି ଅଘଟଣ ଘଟିଛି। ଲୋକେ ପୋଖରୀରେ ଗାଧୋଉଥିବା ବେଳେ ବିଦ୍ୟୁତ ତାର ଛିଣ୍ଡିବାରୁ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ଆସିକା ଓ କବିସୂର୍ଯ୍ୟନଗର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସମସ୍ତଙ୍କ ଅବସ୍ଥା ବିପଦମୁକ୍ତ ଥିବା ଜଣାପଡ଼ିଛି।

  • Friday, 02 July 2021