• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ଧରା ପଡ଼ିଲା ୪ ରାଜ୍ୟର ମୋଷ୍ଟୱାଣ୍ଟେଡ୍
ଧରା ପଡ଼ିଲା ୪ ରାଜ୍ୟର ମୋଷ୍ଟୱାଣ୍ଟେଡ୍

ପାଟନା: ବିହାରରେ ଧରା ପଡ଼ିଲା ୪ ରାଜ୍ୟର ମୋଷ୍ଟୱାଣ୍ଟେଡ୍ ଅପରାଧୀ ମାଧବ ରବି ଦାସ। ବିହାର, ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ମୋଷ୍ଟ ୱାଣ୍ଟେଡ୍‌ ଥିଲା ମାଧବ। ବିହାର ଏବଂ ଓଡ଼ିଶା ପୁଲିସ୍‌ ମିଳିତ ଉଦ୍ୟମ କରି କୁଖ୍ୟାତ ଅପରାଧୀ ମାଧବକୁ  ଗିରଫ କରିଥିବା ଜଣାପଡ଼ିଛି। ଗିରଫ୍‌ ପରେ ମାଧବକୁ ୧୫ ଦିନିଆ ରିମାଣ୍ଡରେ ଆଣିବାକୁ ଓଡ଼ିଶା ପୁଲିସ୍‌ ଆବେଦନ କରିଛି। ସୂଚନାନୁସାରେ ମାଧବ ପୂର୍ବରୁ ମାଓବାଦୀ ଥିଲା। ପରେ ଡକାୟତ ପାଲଟିଥିଲା।

  • Saturday, 03 July 2021
ଢେଙ୍କାନାଳରେ ‘ହେଇଯାଉ’ କାର୍ଯ୍ୟକ୍ରମ
ଢେଙ୍କାନାଳରେ ‘ହେଇଯାଉ’ କାର୍ଯ୍ୟକ୍ରମ

ଢେଙ୍କାନାଳ  : ଢେଙ୍କାନାଳ ସହରରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ‘ହେଇଯାଉ’ କାର୍ଯ୍ୟକ୍ରମ। ଗଣେଶ ବଜାର ସ୍ଥିତ ପରଶୁ ଚା’ ଦୋକାନରେ ଏହି ଚା’ ଖଟି କାର୍ଯ୍ୟକ୍ରମ ଅାୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ସ୍ଥାନୀୟ ଲୋକ ସାମିଲ ହୋଇଥିଲେ। ଏହା ପୂର୍ବରୁ ବୈଜୟନ୍ତଙ୍କୁ ଏକ ବାଇକ୍‌ ରାଲି ମାଧ୍ୟମରେ ସ୍ୱାଗତ କରାଯାଇଥିଲା । ବିଜୁ ଭବନ ଠାରୁ ଗଣେଶ ବଜାର ପର୍ଯ୍ୟନ୍ତ ପ୍ରାୟ ୫ କିଲୋମିଟର ରାଲି କରାଯାଇଥିଲା । ଏଥିରେ ଢେଙ୍କାନାଳର ପୂର୍ବତନ […]

  • Saturday, 03 July 2021
ଅଲିମ୍ପିଅାନ୍ ଲିଲିମା ମିଞ୍ଜ ପାଇବେ ଏକଲବ୍ୟ ପୁରସ୍କାର
ଅଲିମ୍ପିଅାନ୍ ଲିଲିମା ମିଞ୍ଜ ପାଇବେ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର : ଚଳିତ ବର୍ଷ ମହିଳା ହକି ଖେଳାଳି ଲିଲିମା ମିଞ୍ଜଙ୍କୁ ମିଳିିବ ସମ୍ମାନଜନକ ଏକଲବ୍ୟ କ୍ରୀଡା ପୁରସ୍କାର।  ସମାଜର ବିଭିନ୍ନ କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଥିବା ବିଚାରକଙ୍କୁ ନେଇ ଗଠିତ ଏକଲବ୍ୟ କମିଟି ଦ୍ୱାରା ତାଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି। ଏକଲବ୍ୟ ସମାରୋହରେ ପାଞ୍ଚଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ମାନପତ୍ର ପ୍ରଦାନ କରାଯିବ। ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ଲିଲିମା ମିଞ୍ଜ ପ୍ରଥମ ଥର ୨୦୧୧ରେ ଜାତୀୟ ଦଳରେ ପ୍ରତିନିଧିତ୍ୱ କରିଥିଲେ। ସେ […]

  • Saturday, 03 July 2021
ଜଗତସିଂହପୁର ବିଜେଡିରେ ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ
ଜଗତସିଂହପୁର ବିଜେଡିରେ ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ବିଜେଡି ମହିଳା ସମାବେଶ ଚାଲିଥିବା ବେଳେ ଦଳ ଭିତରେ ଫାଟ ଦେଖାଦେଇଛି। ଜଗତସିଂହପୁର ବିଜେଡିର ୨ ଗୋଷ୍ଠୀ ଧସ୍ତାଧସ୍ତି ହୋଇଛନ୍ତି। ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଏବଂ ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କ ସମର୍ଥକ ମୁହାଁମୁହିଁ ହୋଇଛନ୍ତି। କୁଜଙ୍ଗରେ ଅାୟୋଜିତ ବିଜେଡି ମହିଳା ସମାବେଶକୁ ଯିବା ବାଟରେ ତାରାପୁର ବାଇପାସ୍‌ ନିକଟରେ ମୁହାଁମୁହିଁ ହୋଇଛନ୍ତି ଉଭୟଙ୍କ ସମର୍ଥକ। ବିଷ୍ଣୁ ଦାସଙ୍କ ସମର୍ଥକ ରାଜଶ୍ରୀ ହଟାଅ, ତିର୍ତ୍ତୋଲ ବଞ୍ଚାଅ […]

  • Saturday, 03 July 2021