• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ଇଟାଭାଟିରୁ ଉଦ୍ଧାର ହେଲା ବାପ-ପୁଅଙ୍କ ଶବ
ଇଟାଭାଟିରୁ ଉଦ୍ଧାର ହେଲା ବାପ-ପୁଅଙ୍କ ଶବ

ସୁନ୍ଦରଗଡ଼: ଇଟାଭାଟିରୁ ଉଦ୍ଧାର ହେଲା ବାପ-ପୁଅଙ୍କ ଶବ। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ବାଙ୍କିବାହାଲ ନିକଟ ଏକ ପରିତ୍ୟକ୍ତ ଇଟାଭାଟିରୁ ବାପ ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ବାପପୁଅଙ୍କ ଘର ଲେଫ୍ରିପଡ଼ା ଥାନା ପୋଡ଼ମୁଣ୍ଡି ଗାଁରେ ବୋଲି ଜଣାପଡ଼ିଛି। ତେବେ ମୃତଦେହ ନିକଟରେ ଏକ ବିଷ ବୋତଲ ପଡ଼ିଥିବା ସୂଚନା ମିଳିଛି। କିନ୍ତୁ କିପରି ଏକାସଙ୍ଗେ ବାପ ପୁଅଙ୍କ ମୃତ୍ୟୁ ହେଲା, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ଏହା ଏକ ଆତ୍ମହତ୍ୟା ବୋଲି ପୁଲିସ୍‌ […]

  • Saturday, 03 July 2021
ନଭେମ୍ବର ୧୫ରେ ପୋଲାଭରମ ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟରେ ପୋଲାଭରମ୍ ମାମଲାର ଆଜି ପୁଣି ଥରେ ଶୁଣାଣି ହୋଇଛି। ଏଥିରେ କୋର୍ଟ ମାଗିଥିବା ବ୍ୟାକ୍‌ ୱାଟର୍‌ ଷ୍ଟଡି ରିପୋର୍ଟ ଉପରେ ନିଜ ମତ ରଖିଛନ୍ତି କେନ୍ଦ୍ର ସରକାର। ଆଉ ଥରେ ବ୍ୟାକ୍ ୱାଟର୍‌ ଷ୍ଟଡି ଆବଶ୍ୟକ ନାହିଁ ବୋଲି କେନ୍ଦ୍ର ସରକାର କୋର୍ଟଙ୍କୁ ଜଣାଇଛନ୍ତି। ତେବେ ଆସନ୍ତା ମାସ ୧୫ ତାରିଖରେ ମାମଲାର ଚୂଡ଼ାନ୍ତ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ୨୦୧୧ରେ ଗୋପାଳ କୃଷ୍ଣ କମିଟି ବ୍ୟାକ୍ ଓ୍ୱାଟର୍‌ ଷ୍ଟଡି କରି ରିପୋର୍ଟ […]

  • Saturday, 03 July 2021
ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାକୁ ଧର୍ମେନ୍ଦ୍ରଙ୍କ ସମାଲୋଚନା
ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାକୁ ଧର୍ମେନ୍ଦ୍ରଙ୍କ ସମାଲୋଚନା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମାଲୋଚନା। ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ସମାଲୋଚନା କରିଛନ୍ତି । ଟଙ୍କିକିଆ ଚାଉଳ କହି ନବୀନ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଥିଲେ। କିନ୍ତୁ ଅାଜି ନିଜସ୍ୱ ଯୋଜନା ନାଁରେ ନିଜ ମିଛକୁ ନିଜେ ଧରା ପକାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର। ପ୍ରଥମେ ୩୪ ଲକ୍ଷ ହିତାଧିକାରୀ କହିଥିଲେ ଏବେ ୧୮ […]

  • Saturday, 03 July 2021
ଭୟଙ୍କର ଅବସ୍ଥା , ଚକଡ଼ା ଚିନ୍ତାରେ ଚାଷୀ
ଭୟଙ୍କର ଅବସ୍ଥା , ଚକଡ଼ା ଚିନ୍ତାରେ ଚାଷୀ

ବଲାଙ୍ଗିର  : ଭୟଙ୍କର ଅବସ୍ଥା । ଚକଡ଼ା ଚିନ୍ତାରେ ଘାଇଲା ହେଲେଣି ଚାଷୀ । ଗାଁକୁ ଗାଁ, କ୍ଷେତକୁ କ୍ଷେତ ମାଡ଼ି ଚାଲିଛି ଚକଡ଼ା ପୋକ । କେଉଁଠି ମଉଳି ଗଲାଣି ଧାନକେଣ୍ଡା ତ ଅାଉ କେଉଁଠି କାଣ୍ଡକୁ ଚରିଗଲାଣି ଚକଡ଼ା । ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଲକରେ ଭୟଙ୍କର ରୂପ ଧାରଣ କରିଛି ଚକଡ଼ା । କୃଷି ବିଭାଗର କର୍ମଚାରୀଙ୍କ ଦର୍ଶନ ମିଳୁନଥିବାରୁ ଚାଷୀ କେଉଁ ଔଷଧ ପକାଇବେ, କେମିତି ଚକଡ଼ାକୁ ରୋକିବେ ଜାଣିପାରୁନାହାଁନ୍ତି । […]

  • Saturday, 03 July 2021