• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ଉଦ୍‌ଘାଟନର ୨ ମାସ ପରେ ବି ମୁଖ୍ୟ ଚିକିତ୍ସାଳୟରେ ମିଳୁନି ସ୍ୱାସ୍ଥ୍ୟସେବା
ଉଦ୍‌ଘାଟନର ୨ ମାସ ପରେ ବି ମୁଖ୍ୟ ଚିକିତ୍ସାଳୟରେ ମିଳୁନି ସ୍ୱାସ୍ଥ୍ୟସେବା

ମାଲକାନଗିରି: ଚକାଚକ୍ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂଆ ବିଲ୍‌ଡିଂ। ୩୦୦ ଶଯ୍ୟା ବିଶିଷ୍ଟ ଏ ମେଡିକାଲକୁ ଗତ ଜୁଲାଇ ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ତେବେ ଉଦ୍‌ଘାଟନକୁ ୨ ମାସ ପୂରିଥିଲେ ମଧ୍ୟ ମେଡିକାଲରୁ ଉନ୍ନତ ସ୍ୱାସ୍ଥ୍ୟସେବା ପାଇବାର ଆଶାରେ ଥିବା ଲୋକେ କିନ୍ତୁ ନିରାଶ ହୋଇଛନ୍ତି। ନୂଆ ମେଡିକାଲରେ କେବଳ ଓପିଡି ଓ ପାଥୋଲ୍ୟାବ୍ ଛଡ଼ା ଆଉ କିଛି ସୁବିଧା ନାହିଁ ବୋଲି ସ୍ଥାନୀୟ ଲୋକଙ୍କ ଅଭିଯୋଗ କରିଛନ୍ତି। ଡାକ୍ତରଖାନାଠାରୁ […]

  • Saturday, 03 July 2021
ଭାଲୁ ଅାକ୍ରମଣରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
ଭାଲୁ ଅାକ୍ରମଣରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ମୟୂରଭଞ୍ଜ  : ଭାଲୁ ଅାକ୍ରମଣରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର। ଏହି ଅଘଟଣ ଘଟିଛି ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ କଉଡ଼ିଆ ବାହାଳି ଗାଁରେ। ଦାନ୍ତକାଠି ପାଇଁ ଜଙ୍ଗଲକୁ ଯାଇଥିଲା ବେଳେ ସ୍ୱାମୀ-ସ୍ତ୍ରୀଙ୍କୁ ଅାକ୍ରମଣ କରିଥିଲା ଭାଲୁ। ଏଥିରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ଅଛି। ସେହିପରି କନ୍ଧମାଳ ଜିଲ୍ଲାରେ ଘଟିଛି ଏମିତି ଏକ ଘଟଣା। ସାରଂଗଡ ପଞ୍ଚାୟତ ଦାସିଗୁଡା ଗାଁରେ ଭାଲୁ ଅାତଙ୍କରେ ପ୍ରେମାନନ୍ଦ ପ୍ରଧାନ ନାମକ ଜଣେ ବ୍ୟକ୍ତି ଗୁରୁତର […]

  • Saturday, 03 July 2021
ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ ହେଲେ ୧୫ ଦିନରେ କ୍ଷତିପୂରଣ
ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ ହେଲେ ୧୫ ଦିନରେ କ୍ଷତିପୂରଣ

ଭୁବନେଶ୍ୱର: ସଂଶୋଧନ ହେବ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୪। ବନ୍ୟଜନ୍ତୁ ଆକ୍ରମଣରେ କାହାର ମୃତ୍ୟୁ ହେଲେ ମୃତକଙ୍କୁ ୧୫ ଦିନ ମଧ୍ୟରେ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିବ। ଏହି ଅନୁକମ୍ପା ମୂଳକ ରାଶିକୁ ତୁରନ୍ତ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କୁ ଚିଠା ପ୍ରସ୍ତାବ ପଠାଯାଇଥିବା ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ସୂଚନା ଦେଇଛନ୍ତି। ପୂର୍ବରୁ ତହସିଲଦାର, ପୁଲିସ୍ ଅଧିକାରୀଙ୍କ ରିପୋର୍ଟ ଆଧାରରେ ହିଁ କ୍ଷତିପୂରଣ ପ୍ରଦାନ କରାଯାଉଥିଲା। ଏବେ କେବଳ ସ୍ଥାନୀୟ ସରପଞ୍ଚ ଓ […]

  • Saturday, 03 July 2021
ମାଓବାଦୀ ସାମଗ୍ରୀ ଜବତ
ମାଓବାଦୀ ସାମଗ୍ରୀ ଜବତ

Maoist camp busted in Kandhamal district

  • Saturday, 03 July 2021
ଜଳ ବିହୁନେ…
ଜଳ ବିହୁନେ…

  • Saturday, 03 July 2021
ସ୍କୁଲରେ ତାଲା
ସ୍କୁଲରେ ତାଲା

  • Saturday, 03 July 2021