• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ଅାଜି ବନ୍ଦ ହେବ ସବରିମାଳା ମନ୍ଦିର
ଅାଜି ବନ୍ଦ ହେବ ସବରିମାଳା ମନ୍ଦିର

କେରଳ : ମାସକୁ ୫ ଦିନ ପାଇଁ ଖୋଲୁଥିବା କେରଳର ସବରିମାଳା ମନ୍ଦିର ଆଜି ବନ୍ଦ ହୋଇଯିବ। ତେବେ ପାଞ୍ଚଦିନ ଭିତରେ ନିର୍ଦ୍ଦିଷ୍ଠ ବୟସ ବର୍ଗର ମହିଳା ସ୍ୱାମୀ ଆୟାପ୍ପାଙ୍କୁ ଦର୍ଶନ କରିବାରେ ସଫଳ ହୋଇନାହାନ୍ତି। ବିରୋଧୀଙ୍କ ପ୍ରବଳ ବିରୋଧ ଯୋଗୁଁ ମହିଳା ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରିପାରିନାହାନ୍ତି। ୧୦ରୁ ୫୦ ବର୍ଷର ମହିଳାଙ୍କୁ ମନ୍ଦିର ପ୍ରବେଶ ଲାଗି ସୁପ୍ରିମକୋର୍ଟ ଦେଇଥିବା ଆଦେଶ ପାଞ୍ଚଦିନ ଭିତରେ ୯ ଜଣ ମହିଳା ପ୍ରବେଶ ଲାଗି ଚେଷ୍ଟା କରିଥିଲେ […]

  • Saturday, 03 July 2021
ଅବହେଳିତ ବାଉଁଶ କାରିଗର: ମିଳୁନି ପ୍ରୋତ୍ସାହନ
ଅବହେଳିତ ବାଉଁଶ କାରିଗର: ମିଳୁନି ପ୍ରୋତ୍ସାହନ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଔପଦାରେ ଅବହେଳିତ ବାଉଁଶ କାରିଗର। ଦିନକୁ ଦିନ ବଜାରରେ ପ୍ଲାଷ୍ଟିକ୍‌ର ଚାହିଦା ବୃଦ୍ଧି ପାଉଥିବା ବେଳେ ଏଠାକାର ବାଉଁଶ କାରିଗରଙ୍କୁ ମିଳୁନି ଉଚିତ ପ୍ରାପ୍ୟ। ଏହା ସାଙ୍ଗକୁ କ୍ଷୁଦ୍ର ଶିଳ୍ପ ଅନୁଷ୍ଠାନରେ ପ୍ରୋତ୍ସାହନ ନ ମିଳିବାରୁ ଏବେ ନିଜ କୌଳକ ବୃର୍ତ୍ତି ଛାଡ଼ି ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି କାରିଗର। ଏଠାକାର ବାଉଁଶ କାରିଗରମାନେ ବାଉଁଶ କିଣି ବିଭିନ୍ନ ରକମର ସାମଗ୍ରୀ ଯଥା ଚଲା, ଡାଲା, ଜାଳି ଓ ବିଞ୍ଚଣା ଆଦି ବୁଣିଥାନ୍ତି। […]

  • Saturday, 03 July 2021
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ

ବଲାଙ୍ଗିର  : ବଲାଙ୍ଗିର ମାଳପଡାରେ ଗ୍ୟାସ୍‌ ସିଲିଣ୍ଡର ବିସ୍ପୋରଣ। ଗତକାଲି ରାତିରେ ରାମମନ୍ଦିର ନିକଟରେ ରହୁଥିବା ହିମାଂଶୁ ପଣ୍ଡାଙ୍କ ଘରେ ଏହି ବିସ୍ଫୋରଣ ଘଟିଛି। ରାତି ପ୍ରାୟ ଗୋଟାଏରେ ହଠାତ୍ ରୋଷେଇ ଘରେ ଥିବା ତିନିଟି ସିଲିଣ୍ଡର ବିସ୍ପୋରଣ ହୋଇଥିଲା। ଏଥିରେ ରୋଷେଇ ଘର ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଅାସବାବ ପତ୍ର ନଷ୍ଟ ହୋଇଛି। ତେବେ ହିମାଂଶୁଙ୍କ ପରିବାର ଲୋକେ ଏହି ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅାଶ୍ଚର୍ଯ୍ୟର ବିଷୟ, ସିଲିଣ୍ଡର ବିସ୍ପୋରଣ ହୋଇଥିଲେ ମଧ୍ୟ […]

  • Saturday, 03 July 2021