• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ଅଜଣା ରୋଗୀଙ୍କ ପାଇଁ SCBରେ ଖୋଲାଯିବ ସ୍ୱତନ୍ତ୍ର ୱାର୍ଡ
ଅଜଣା ରୋଗୀଙ୍କ ପାଇଁ SCBରେ ଖୋଲାଯିବ ସ୍ୱତନ୍ତ୍ର ୱାର୍ଡ

କଟକ : ଅଜଣା ରୋଗୀଙ୍କ ପାଇଁ SCBରେ ଖୋଲାଯିବ ୫ଟି ସ୍ୱତନ୍ତ୍ର ୱାର୍ଡ । କଟକ ଏସସିବି ମେଡିକାଲକୁ ଅାସୁଥିବା ଅଜଣା ରୋଗୀ ପାଇଁ ଏହି ୱାର୍ଡଗୁଡିକ ଖୋଲାଯିବାର ବ୍ୟବସ୍ଥା କରାଯିବ । ସେଗୁଡିକ ହେଲା ଶଲ୍ୟ, ଅସ୍ଥି ଶଲ୍ୟ, ମେଡିସିନ୍, ପ୍ରସୂତି ଓ ଶିଶୁ ରୋଗ ବିଭାଗ । ଅାସନ୍ତା ସପ୍ତାହେ ମଧ୍ୟରେ ଏହି ସ୍ୱତନ୍ତ୍ର ୱାର୍ଡର ବ୍ୟବସ୍ଥା କରାଯିବ । ଏନେଇ SCB ଅଧ୍ୟକ୍ଷ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି । ଗତକାଲି SCB […]

  • Saturday, 03 July 2021
ସିବିଅାଇରେ ବିବାଦ
ସିବିଅାଇରେ ବିବାଦ

ନୂଆଦିଲ୍ଲୀ : ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି। ଗତକାଲି ରାକେଶ ଆସ୍ଥାନାଙ୍କ ବିରୋଧରେ ଲାଞ୍ଚ ଅଭିଯୋଗରେ ସିବିଆଇ ମାମଲା ରୁଜୁ କରିବା ପରେ ବିବାଦ ବଢ଼ିଯାଇଛି। ଅନ୍ୟପଟେ ତାଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରାଯାଇଥିବା ଅଭିଯୋଗ କରି ଆସ୍ଥାନା କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ହାଇଦ୍ରାବାଦର ମାଂସ ବେପାରୀ ମୋଇନ କ୍ୟୁରେସି ଅର୍ଥ ହେରାଫେରି ମାମଲାରେ ତଦନ୍ତର ସମ୍ମୁଖୀନ ହୋଇଥିବା ସତୀଶ […]

  • Saturday, 03 July 2021
ଅାଜି ବନ୍ଦ ହେବ ସବରିମାଳା ମନ୍ଦିର
ଅାଜି ବନ୍ଦ ହେବ ସବରିମାଳା ମନ୍ଦିର

କେରଳ : ମାସକୁ ୫ ଦିନ ପାଇଁ ଖୋଲୁଥିବା କେରଳର ସବରିମାଳା ମନ୍ଦିର ଆଜି ବନ୍ଦ ହୋଇଯିବ। ତେବେ ପାଞ୍ଚଦିନ ଭିତରେ ନିର୍ଦ୍ଦିଷ୍ଠ ବୟସ ବର୍ଗର ମହିଳା ସ୍ୱାମୀ ଆୟାପ୍ପାଙ୍କୁ ଦର୍ଶନ କରିବାରେ ସଫଳ ହୋଇନାହାନ୍ତି। ବିରୋଧୀଙ୍କ ପ୍ରବଳ ବିରୋଧ ଯୋଗୁଁ ମହିଳା ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରିପାରିନାହାନ୍ତି। ୧୦ରୁ ୫୦ ବର୍ଷର ମହିଳାଙ୍କୁ ମନ୍ଦିର ପ୍ରବେଶ ଲାଗି ସୁପ୍ରିମକୋର୍ଟ ଦେଇଥିବା ଆଦେଶ ପାଞ୍ଚଦିନ ଭିତରେ ୯ ଜଣ ମହିଳା ପ୍ରବେଶ ଲାଗି ଚେଷ୍ଟା କରିଥିଲେ […]

  • Saturday, 03 July 2021