ଭୁବନେଶ୍ୱର : ଓଡିଶାରେ ଡିଜେଲ ଦର ପେଟ୍ରୋଲ ତୁଳନାରେ ଅଧିକ କାହିଁକି? ଏହି ପ୍ରଶ୍ନକୁ ନେଇ ଏବେ ଆଲୋଚନା । ପେଟ୍ରୋଲିୟମ୍ ଡିଲର୍ ଅାସୋସିଏସେନ୍ ଏହା ପଛରେ ରାଜ୍ୟ ସରକାର ନେଉଥିବା ୨୬ ପ୍ରତିଶତ ଭାଟ୍କୁ ଦାୟୀ କରୁଥିବା ବେଳେ ରାଜ୍ୟ ଅର୍ଥ ମନ୍ତ୍ରୀ ପେଟ୍ରୋଲ ତୁଳନାରେ ଡିଜେଲ୍ର ବେସ୍ ପ୍ରାଇସ୍ ଅଧିକ ଥିବା କହି କେନ୍ଦ୍ର ଉପରେ ଦୋଷ ଲଦିଛନ୍ତି। ୩ କିଲୋମିଟରେ ୩ ଟଙ୍କାର ଫରକ । ଅାଉ ଇଏ ହେଉଛି ତାର ପ୍ରଭାବ […]