• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

salman
ବାରବାଟୀରେ ସଲମାନଙ୍କ ଜଲଓ୍ୱାରେ ମତୁଅାଲା ଫ୍ୟାନ୍

କଟକ : ବାରବାଟୀ ଷ୍ଟାଡିୟମରେ ହୋଇଥିବା ହକି ବିଶ୍ୱକପ୍‌ର ଦ୍ୱିତୀୟ ଉଦ୍‌ଘାଟନୀରେ ବଲିଉଡ୍ ଓ ଓଲିଉଡ୍ କଳାକାରଙ୍କ ଜଲୱା ଦେଖିବାକୁ ମିଳିଥିଲା। ପ୍ରଥମେ ଓଲିଉଡ୍ କଳାକାରଙ୍କ କମାଲ ପରେ ସଂଗୀତ ନିର୍ଦ୍ଦେଶକ ଏ.ଅାର. ରେହମାନଙ୍କ ସଂଗୀତର ଯାଦୁରେ ଦର୍ଶକମାନେ ଝୁମିଥିଲେ । ସଂଗୀତର ତାଳେତାଳେ ମତୁଅାଲା ହୋଇଥିଲେ ପ୍ରାୟ ୩୦ହଜାରରୁ ଅଧିକ ଦର୍ଶକ। ଏଥିସହ ବଲିଉଡ ଭାଇଜାନ ସଲମାନ ଖାନଙ୍କ ଉପସ୍ଥିତି ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଥିଲା। ଜୟ ଜଗନ୍ନାଥ କହି ଦର୍ଶକମାନଙ୍କୁ ସେ ଅଭିନନ୍ଦନ […]

  • Friday, 16 July 2021
MAHAMMAD-up
ଖ୍ୟାତନାମା କଣ୍ଠଶିଳ୍ପୀ ମହମ୍ମଦ ଅଜିଜ୍‌ଙ୍କ ପରଲୋକ

ମୁମ୍ବାଇ : ଖ୍ୟାତନାମା କଣ୍ଠଶିଳ୍ପୀ ମହମ୍ମଦ ଅଜିଜଙ୍କ ପରଲୋକ। ମୁମ୍ବାଇରେ ୬୪ ବର୍ଷ  ବୟସରେ ପରଲୋକ ଘଟିଛି। ମଙ୍ଗଳବାର ଅପରାହ୍ନ ୩ଟାରେ ମହମ୍ମଦଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡ଼ି ଯିବା ପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ବଲିଉଡରେ ଅନେକ ଫିଲ୍ମରେ ଗୀତ ଗାଇଛନ୍ତି ଅଜିଜ୍‌। ଅନେକ ଓଡିଆ ଭଜନ ସହ ଆଧୁନିକ ଗୀତ ଗାଇ ଅଜିଜ୍‌ ଓଡିଶାର ଘରେ ଘରେ ମଧ୍ୟ ପରିଚିତ । ୧୯୮୫ ମସିହାରେ […]

  • Friday, 16 July 2021
alok nath
ଅଭିନେତା ଅାଲୋକନାଥଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କଲା ମୁମ୍ବାଇ ପୁଲିସ

ମୁମ୍ବାଇ : ବରିଷ୍ଠ ଚରିତ୍ର ଅଭିନେତା ଅାଲୋକନାଥଙ୍କ ବିରୋଧରେ ମୁମ୍ବାଇ ପୁଲିସ ଦୁଷ୍କର୍ମ ମାମଲା ରୁଜୁ କରିଛି। ଲେଖିକା ବିନ୍ତା ନନ୍ଦାଙ୍କ ଅଭିଯୋଗ ଅାଧାରରେ ଅାଲୋକନାଥଙ୍କ ବିରୋଧରେ ଏତଲା ରୁଜୁ ହୋଇଥିବା ପୁଲିସ କହିଛି। ତେବେ ଏହା ପୂର୍ବରୁ ବିନ୍ତାଙ୍କ ବିରୋଧରେ ଅାଲୋକନାଥଙ୍କ ସ୍ତ୍ରୀ କରିଥିବା ଅାବେଦନକୁ କୋର୍ଟ ଖାରଜ କରିଦେଇଥିଲେ। ସୋଶାଲ ମିଡିଅାରେ କିଛି ଲେଖିବାକୁ, କହିବାକୁ ବାରଣ କରିବା ଲାଗି ଅାଲୋକନାଥଙ୍କ ସ୍ତ୍ରୀ ଅାବେଦନ କରିଥିଲେ। ହେଲେ କୋର୍ଟ ଏହାକୁ ଗ୍ରହଣ କରିନଥିଲେ। ‘ମି […]

  • Friday, 16 July 2021
ranveer-deepika
ନବଦମ୍ପତ୍ତି ଦୀପିକା-ରଣବୀରଙ୍କ ଅପେକ୍ଷାରେ ମୁମ୍ବାଇବାସୀ

ମୁମ୍ବାଇ  : ନବଦମ୍ପତ୍ତି ଦୀପିକା ଏବଂ ରଣବୀରଙ୍କ ଅପେକ୍ଷାରେ ବନ୍ଧୁ ବାନ୍ଧବ ଏବଂ ଫ୍ୟାନ୍ । ବଲିଉଡ୍ ହାର୍ଟ ଥ୍ରୋବ୍‌ ଯୋଡ଼ି ଦୀପିକା ଏବଂ ରଣବୀରଙ୍କ ଅପେକ୍ଷାରେ ମୁମ୍ବାଇବାସୀ । ଗତକାଲି ଇଟାଲୀର ଲେକ୍ କୋମୋ ଦ୍ୱିପରେ ଉଭୟଙ୍କ ବାହାଘର ସରିଛି । ଏପଟେ ଦୀପିକା ଏବଂ ରଣବୀରଙ୍କ ମୁମ୍ବାଇ ବାସଭବନକୁ ସମ୍ପୂର୍ଣ୍ଣ ଅାଲୋକ ମାଳାରେ ସଜେଇ ଦିଅାଯାଇଛି। ଏବେ କେବଳ ଏହି ନବ ଦମ୍ପତ୍ତିଙ୍କୁ ଅପେକ୍ଷା କରାଯାଇଛି। With Deepika Padukone and Ranveer Singh […]

  • Friday, 16 July 2021
rahman
ଅାସନ୍ତା ୨୮ରେ କଟକ ଅାସୁଛନ୍ତି ଏ.ଅାର.ରେହମାନ

କଟକ : ଅାସନ୍ତା ୨୮ ତାରିଖରେ କଟକ ଅାସୁଛନ୍ତି ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଏ.ଅାର.ରେହମାନ। ବାରବାଟୀ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଏହା ପୂର୍ବରୁ ପୁଲିସ କମିଶନର, ଡିସିପି, କଟକ ଜିଲ୍ଲାପାଳ ପ୍ରମୁଖ ଷ୍ଟାଡିୟମ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ୩୫ରୁ ୪୦ ହଜାର ଲୋକଙ୍କ ସମାଗମ ହେବ ବୋଲି ଅାଶା କରାଯାଉଥିବାରୁ ଷ୍ଚାଡିୟମ ଭିତରେ ଓ ବାହାରେ ବ୍ୟାପକ ପୁଲିସ ମୁତୟନ କରାଯିବ। କ୍ରିକେଟ ମ୍ୟାଚ୍‌ ବେଳେ ଯେଉଁଭଳି ଅାୟୋଜନ […]

  • Friday, 16 July 2021
director-up
ଓଲିଉଡ୍‌ରେ ଫିଲ୍ମ ନିର୍ଦ୍ଦେଶକ ଓ ହିରୋଇନ୍ ମୁହାଁମୁହିଁ

ଭୁବନେଶ୍ୱର : ଓଲିଉଡ୍‌ରେ ଫିଲ୍ମ ନିର୍ଦ୍ଦେଶକ ଓ ହିରୋଇନ୍ ମୁହାଁମୁହିଁ। ଅପକମିଂ ଓଡ଼ିଆ ମୁଭି ‘ତୁ ମୋ ସୁନା ଚଢ଼େଇ’ର ମୁଖ୍ୟ ନାୟିକା ଏଲ୍‌ସା ଘୋଷଙ୍କୁ ନିର୍ଦ୍ଦେଶକ ଦିଲୀପ ପଣ୍ଡା ଦେଇଛନ୍ତି ନିର୍ଯାତନା । ଫିଲ୍ମ ନିର୍ଦ୍ଦେଶକ ଦିଲୀପ ପଣ୍ଡାଙ୍କ ବିରୋଧରେ ନିର୍ଯାତନାର ସାଂଘାତିକ ଅଭିଯୋଗ ଅାଣିଛନ୍ତି ବଙ୍ଗୀୟ ଅଭିନେତ୍ରୀ ଏଲ୍‌ସା ଘୋଷ। ଅାଉ ତାହାର ପ୍ରତିଫଳନ ଦେଖିବାକୁ ମିଳିଛି ସିନେମାର ଅଡିଓ ରିଲିଜ୍ କାର୍ଯ୍ୟକ୍ରମରେ। ସିନେମା ଅାସିବା ଅାଗରୁ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ବିରୋଧରେ ଅଭିଯୋଗ […]

  • Friday, 16 July 2021
fas-up
ଭୁବନେଶ୍ୱରରେ ଫ୍ୟାଶନ ସୋ’

ଭୁବନେଶ୍ୱର : ଭୁବନେଶ୍ୱରରେ ଫ୍ୟାଶନ ସୋ’ । ବିଭୁ ମହାପାତ୍ରଙ୍କ ବିଭିନ୍ନ ଡିଜାଇନ୍‌ର ପୋଷାକ ପିନ୍ଧି ରାମ୍ପରେ ଚାଲିଲେ ମଡେଲ। ସେମାନଙ୍କ ଜଲୱାରେ ରଙ୍ଗୀନ ହେଲା ମେକ୍ ଇନ୍ ଓଡ଼ିଶାର ମଂଚ। ଗାଉନ୍‌ ଠାରୁ ଅାରମ୍ଭ କରି ଶାଢି ଭଳି ଡିଜାଇନ୍‌ର ବିଭିନ୍ନ ପୋଷାକ ଦେଖିବାକୁ ମିଳିଥିଲା ଏହି ଫ୍ୟାଶନ ସୋ’ରେ। ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ହୋଇଥିଲେ ସୋ’ ଷ୍ଟପର୍। ପାଖାପାଖି ୫୦ ଜଣ ମଡେଲ ଏଥିରେ ଅଂଶ ଗ୍ରହଣ କରିଥିଲେ। ଏଥିରେ ‘ଫଲ୍ ୱିଣ୍ଟର କଲେକ୍ସନ୍‌କୁ’ […]

  • Friday, 16 July 2021
manikarnika
ରିଲିଜ୍‌ ହେଲା ‘ମଣିକର୍ଣ୍ଣିକା-ଦ କୁଇନ୍‌ ଅଫ୍‌ ଝାନ୍‌ସି’ର ପ୍ରଥମ ଗୀତ

ମୁମ୍ବାଇ : ଅଫ୍‌କମିଙ୍ଗ୍‌ ବଲିଉଡ୍ ମୁଭି ‘ ମଣିକର୍ଣ୍ଣିକା-ଦ କୁଇନ ଅଫ୍ ଝାନସୀ’କୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଭରି ରହିଛି।ଆସନ୍ତା ୨୫ ତାରିଖରେ ଏହା ଓ୍ୱାର୍ଲ ଓ୍ୱାଇଡ୍‌ ରିଲିଜ୍‌ ହେବ। ଏହା ପୂର୍ବରୁ ଏହାର ଟ୍ରେଲର ଦର୍ଶକକୁ ବେଶ୍ ପସନ୍ଦ ଆସିଛି। ଗତକାଲି ହରିୟାଣାର ଗୁରୁଗ୍ରାମ ଠାରେ ଏହାର ପ୍ରଥମ ଗୀତ ରିଲିଜ୍‌ ହୋଇଛି। ଭାରତ ରେହେନା ଚାହିହେ …..ନାମକ ଗୀତର ରିଲିଜ୍‌ ଅବସରରେ ଫିଲ୍ମର ପୂରା ଟିମ୍ ଉପସ୍ଥିତ ରହିଥିଲେ। ସଙ୍ଗୀତ ଲଞ୍ଚ […]

  • Friday, 16 July 2021
2.0--
ରିଲିଜ୍ ହେଲା ଫିଲ୍ମ ‘2.0’ର ଟ୍ରେଲର

ଚେନ୍ନାଇ : ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ହାଇବଜେଟ୍ ହିନ୍ଦୀ ଫିଲ୍ମ ‘2.0’ର ଟ୍ରେଲର । ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଏକାଠି ନଜର ଅାସିବେ ଅକ୍ଷୟ କୁମାର୍ ଓ ରଜନୀକାନ୍ତ । ଅାଜି ଚେନ୍ନାଇରେ ଫିଲ୍ମର ସମସ୍ତ କ୍ରିଉଙ୍କ ଉପସ୍ଥିତିରେ ରିଲିଜ୍ ହୋଇଛି ଫିଲ୍ମର ଟ୍ରେଲର । ୨୦୧୦ ବ୍ଲକ୍‌ ବଷ୍ଟର୍ ମୁଭି ରୋବଟ୍‌ର ସିକ୍ୱେଲ୍ ହେଉଛି ‘2.0’ । ଯେଉଁଥିରେ ବୈଜ୍ଞାନିକ ଭୂମିକାରେ ନଜର ଅାସିବେ ରଜନୀ । […]

  • Friday, 16 July 2021
film
ଫିଲ୍ମ ଫ୍ରାଇଡେରେ ରିଲିଜ୍‌ ହେଲା ଦୁଇଟି ନୂଆ ଫିଲ୍ମ

ମୁମ୍ବାଇ: ଆଜି ଫିଲ୍ମ ଫ୍ରାଇଡେରେ ରିଲିଜ୍ ହୋଇଛି ବହୁ ଚର୍ଚ୍ଚିତ ସର୍ଜିକାଲ୍ ଷ୍ଟ୍ରାଇକ୍‌କୁ ନେଇ ବଲିଉଡ୍‌ ଫିଲ୍ମ ‘ଉରି-ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍’। ଏଥସହ ଆଉ ଏକ ନୂଆ ଫିଲ୍ମ ଏବଂ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍ ମିନିଷ୍ଟର୍‌’ ମଧ୍ୟ ରିଲିଜ୍‌ ହୋଇଛି। ୨୦୧୬ ମସିହା କଶ୍ମୀରର ଉରି ଆର୍ମି ବେସ୍‌ କ୍ୟାମ୍ପ୍‌ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତି ଜବାବ୍‌ରେ ଭାରତୀୟ ସେନାର ସର୍ଜିକାଲ୍‌ ଷ୍ଟ୍ରାଇକ୍‌କୁ ନେଇ ଏହି ଫିଲ୍ମର କାହାଣୀ ଆଧାରିତ। ୟଙ୍ଗ ଟାଲେଣ୍ଟେଡ୍‌ ଭିକି କୌଶଲ୍‌, […]

  • Friday, 16 July 2021
deepika-up
ବାଜିବ ସାହାନାଇ

ମୁମ୍ବାଇ : ଶେଷରେ ସ୍ଥିର ହୋଇଛି ବଲିଉଡର ହିଟ୍ ଯୋଡ଼ି ରଣବୀର ସିଂହ ଏବଂ  ଦୀପିକା ପାଦୁକୋଣଙ୍କ ବିବାହ ତାରିଖ। ଏହା ସହ ବି ଟାଉନର ଏହି ସକ୍‌ସେସ କପୁଲଙ୍କ ବିବାହକୁ ନେଇ ରହିଥିବା ସସପେନ୍ସ ମଧ୍ୟ ଦୂର ହୋଇଛି। ଅାଜି ସୋସିଅାଲ ମିଡିଅାରେ ଉଭୟେ ନିଜ ବାହାଘର ତାରିଖ ସମ୍ପର୍କରେ ସୂଚନା ଦେଇଛନ୍ତି। ଅାସନ୍ତା ମାସ ୧୪ ଏବଂ ୧୫ ତାରିଖରେ ଉଭୟ ଷ୍ଟାର ବିବାହ ବନ୍ଧନରେ ଅାବଦ୍ଧ ହେବେ।  ହ୍ୱାଇଟ ଏବଂ ଗୋଲ୍ଟ କଲରର […]

  • Friday, 16 July 2021
simba1
ଫ୍ରାଇଡେ ରିଲିଜ୍‌ରେ ପରଦାକୁ ଆସିଲା ବଲିଉଡ୍ ମୁଭି ‘ସିମ୍ବା’

ନୂଆଦିଲ୍ଲୀ: ଫ୍ରାଇଡେ ରିଲିଜ୍‌ରେ ପରଦାକୁ ଆସିଛି ବଲିଉଡ୍‌ ଆକ୍ସନ୍‌ କମେଡି ମୁଭି ‘ସିମ୍ବା’। ରୋହିତ ସେଟ୍ଟୀ ନିର୍ଦ୍ଦେଶିତ ସିମ୍ବାରେ ରଣବୀର ସିଂହ ଲିଡ୍‌ ରୋଲ୍‌ ଥିବାବେଳେ ତାଙ୍କ ଅପୋଜିଟରେ ନଜର ଆସିଛନ୍ତି ସୈଫ ଅଲୀ ଖାଁଙ୍କ ଝିଅ ସାରା ଅଲୀ ଖାଁ। ମୁଭିରେ ପ୍ରଥମେ ରଣବୀର ଜଣେ ଦୁର୍ନୀତିଗ୍ରସ୍ତ ପୁଲିସ୍‌ ଅଫିସର ଭୂମିକାରେ ନଜର ଆସୁଥିବାବେଳେ ଏକ ଘଟଣା କିଭଳି ତାଙ୍କ ଲାଇଫ୍‌ରେ ଟୁଇଷ୍ଟ ଆଣୁଛି ଏହାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ। ସାମ୍ବା ହେଉଛି ୨୦୧୫ […]

  • Friday, 16 July 2021
amiya-up
ଅମୀୟ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର :  ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ପଟ୍ଟନାୟକଙ୍କ ପରଲୋକ । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅମୀୟଙ୍କ ଦେହାନ୍ତ ହୋଇଛି। ପରଦେଶୀ ବାବୁ, ମମତା ମାଗେ ମୂଲ, ହାକିମ ବାବୁ, ପୁଅ ମୋର କଳା ଠାକୁର ଭଳି ଅନେକ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ଅମୀୟ । ଏହାସହ ଅନ୍ତର୍ଜାତୀୟ ଓ ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପୁରସ୍କାର ପାଇଥିବା ଚଳଚ୍ଚିତ୍ର ‘ତୁଳସୀ ଅପା’ର ମଧ୍ୟ ପ୍ରଯୋଜନା କରିଥିଲେ । ପିସିସି ସଭାପତି […]

  • Friday, 16 July 2021
subhash-up
ଫିଲ୍ମ ନିର୍ମାତା ସୁବାସ ଘାଇଙ୍କ ନାଁରେ ପୁଣି ଅସଦାଚରଣ ଅଭିଯୋଗ

ମୁମ୍ବାଇ : ‘ମି ଟୁ’ ଅଭିଯାନରେ ପ୍ରଖ୍ୟାତ ବଲିଉଡ୍ ଫିଲ୍ମ ନିର୍ମାତା ସୁବାଷ ଘାଇଙ୍କ ନାଁରେ ଅଭିଯୋଗ ଅାଣିଛନ୍ତି ଟିଭି ଅଭିନେତ୍ରୀ ତଥା ମଡେଲ କାଟେ ଶର୍ମା । ଏନେଇ ମୁମ୍ବାଇର ଭର୍ସୋବା ପୁଲିସ ଷ୍ଟେସନରେ ସେ ଅଭିଯୋଗ କରିଛନ୍ତି। ସୁବାସ ଘାଇ ତାଙ୍କୁ ଅସଦାଚରଣ କରିଥିବା ସେ ଅଭିଯୋଗ କରିଛନ୍ତି । ଅଗଷ୍ଟ ୬ରେ ସୁବାସ ଘାଇ ତାଙ୍କ ଘରକୁ ଡାକିବା ସହ ସମସ୍ତଙ୍କ ଉପସ୍ଥିତିରେ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି କାଟେ । ତେବେ […]

  • Friday, 16 July 2021
amitabh-2-up
୭୬ ବର୍ଷରେ ବିଗ୍ ବି

୫ ଦଶନ୍ଧି ଧରି ବଲିଉଡକୁ ସେ ଦେଇଚାଲିଛନ୍ତି ଗୋଟିଏ ପରେ ଗୋଟିଏ ସଫଳ ଫିଲ୍ମ। ଯାହା ତାଙ୍କୁ ପହଞ୍ଚାଇଛି ସଫଳତାର ଶୀର୍ଷରେ। ଯେଉଁ ସିନେମାରେ ସେ ଥାଆନ୍ତି, ତାଙ୍କର ଥାଏ ଦମ୍‌ଦାର ଭୂମିକା । ସେ ହେଉଛନ୍ତି ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ। ୭୬ ବର୍ଷରେ ପାଦ ଦେଇଛନ୍ତି ଶତାବ୍ଦୀର ଏହି ମହାନାୟକ ଅମିତାଭ ବଚ୍ଚନ। ବିଗ୍ ବିଙ୍କ ବାର୍ଥ ଡେ ସେଲିବ୍ରେସନ କରିବା ପାଇଁ ଜମିଛି ପ୍ରଶଂସଙ୍କ ଭିଡ଼ । ଘର ବାହାରେ ଅପେକ୍ଷା […]

  • Friday, 16 July 2021
actress surekha sikri
ଆଉ ନାହାନ୍ତି ‘ଦାଦି ସା’

ପପୁଲାର୍‌ ଶୋ’ ‘ବାଳିକା ବଧୂ’ ସମେତ ଅନେକ ସିରିଏଲ୍‌ରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ଅଭିନେତ୍ରୀ ସୁରେଖା ସିକରୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା।

  • Friday, 16 July 2021
film
ଆଜି ପରଦାକୁ ଆସିଛି ୨ଟି ନୂଆ ଫିଲ୍ମ

ମୁମ୍ବାଇ: ଆଜି ପରଦାକୁ ଆସିଛି ୨ଟି  ଫିଲ୍ମ। ରୋମାନ୍ସ, ଇମୋସନ୍ ଓ କମେଡିର ତଡ଼କା ଭରା ଫିଲ୍ମ ‘ଜିରୋ’ ଆଜି ରିଲିଜ୍‌ ହେଉଥିବା ବେଳେ ଏହାକୁ ଟକ୍କର ଦେବାକୁ ପରଦାକୁ ଆସିଛି ଟଲିଉଡ୍ ମୁଭି ‘କେଜିଏଫ୍’।  ‘ଜିରୋ’ର ଜଲୱା ‘ଫ୍ୟାନ୍’ ମୁଭି ପରେ ପୁଣି ଥରେ ରୂପେଲି ପରଦାରେ ଶାହରୁଖଙ୍କ ଭିନ୍ନ ଅବତାର। ଏକ ବାମନ ଭୂମିକାରେ ବିଗ୍ ସ୍କ୍ରିନରେ ଓହ୍ଲାଇଛନ୍ତି ବଲିଉଡର  ବାଦ୍‌ଶାହ ଖାନ୍। ଏଥିରେ ଅନୁଷ୍କା ମଧ୍ୟ ଜଣେ ଦିବ୍ୟାଙ୍ଗ ଚରିତ୍ରରେ ଦର୍ଶକଙ୍କ ଆଗକୁ […]

  • Friday, 16 July 2021
nana
ମୁହଁ ଖୋଲିଲେ ନାନା ପାଟେକର

ମୁମ୍ବାଇ : ୧୦ ବର୍ଷ ତଳର ଅସଦାଚରଣ ନେଇ ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ଅଭିଯୋଗ ପରେ ଅାଜି ମୁହଁ ଖୋଲିଛନ୍ତି ଭେଟେରାନ ଅଭିନେତା ନାନା ପାଟେକର। ଗଣମାଧ୍ୟମକୁ ସେ କେବଳ ଗୋଟିଏ ଧାଡିରେ ଉତ୍ତର ଦେଇଛନ୍ତି । ସେ କହିଛନ୍ତି ୧୦ ବର୍ଷ ତଳେ ଯାହା ସତ୍ୟ ଥିଲା ଏବେ ବି ତାହା ସତ୍ୟ, ଅାସନ୍ତାକାଲି ବି ତାହା ସତ୍ୟ ରହିବ। ସେ ଏହି ପ୍ରସଙ୍ଗରେ ଅାଉ କିଛି ପ୍ରଶ୍ନର ଉତ୍ତର ଦେବାକୁ ଚାହିଁନଥିଲେ। ମୋ […]

  • Friday, 16 July 2021
priyanka-nick
ଆଉ ଦୁଇ ଦିନ ପରେ ପ୍ରିୟଙ୍କା-ନିକ୍‌ଙ୍କ ବିବାହ

ମୁମ୍ବାଇ: ଆଉ ଦୁଇ ଦିନ ପରେ ବିବାହ ବନ୍ଧନରେ ଆବଦ୍ଧ ହେବେ ବଲିଉଡର ପିସି ଓରଫ ପ୍ରିୟଙ୍କା ଚୋପ୍ରା। ବିଦେଶୀ ପ୍ରେମିକ ନିକ୍‌ ଜୋନ୍ସଙ୍କ ସହ ରାଜସ୍ଥାନରେ ବହୁ ଆଡମ୍ବରରେ ବିବାହ ହେବ। ଏଥିପାଇଁ ମୁମ୍ବାଇରୁ ଜୋଧପୁର ଗସ୍ତ କରିଛନ୍ତି ଏହି ଦୁଇ ଯୋଡ଼ି। ଉଭୟଙ୍କ ପରିବାର ସଦସ୍ୟ ମଧ୍ୟ ଆଜି ରାଜସ୍ଥାନ ଗସ୍ତ କରିଛନ୍ତି। ବିବାହ ପୂର୍ବରୁ ଦୁଇ ଦିନ ଧରି ଚାଲିବ ବିଭିନ୍ନ ଉତ୍ସବ। ଆଉ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଛି। ଯୋଧପୁରର […]

  • Thursday, 15 July 2021
2.0
ପରଦାକୁ ଆସିଲା ଅକ୍ଷୟ କୁମାର ଓ ରଜନୀକାନ୍ତଙ୍କ ଜବରଦସ୍ତ ଆକ୍ସନ ଫିଲ୍ମ 2.0

ମୁମ୍ବାଇ: ଆଜି ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ହାଇବଜେଟ୍ ହିନ୍ଦୀ ଫିଲ୍ମ ‘ଟୁ ପଏଣ୍ଟ ଜିରୋ’। ସାରା ବିଶ୍ୱର ୧୦ ହଜାରରୁ ଅଧିକ ହଲ୍‌ରେ ଫିଲ୍ମକୁ ରିଲିଜ୍‌ କରାଯାଇଛି। ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିଛନ୍ତି ଅକ୍ଷୟ କୁମାର ଓ ରଜନୀକାନ୍ତ। ଆଜି ଚେନ୍ନାଇ ସମେତ ଭାରତର ବିଭିନ୍ନ ସ୍ଥାନରେ ଫିଲ୍ମ ରିଲିଜ୍ ହୋଇଛି। ୨୦୧୦ ବ୍ଲକ ବଷ୍ଟର୍ ମୁଭି ରୋବଟ୍‌ର ସିକ୍ୟୁଏଲ୍ ହେଉଛି ଟୁ ପଏଣ୍ଟ ଜିରୋ। […]

  • Thursday, 15 July 2021
deep
ରିସେପ୍‌ସନ୍‌ ପାର୍ଟିରେ ଚମକିଲେ ଦୀପିକା-ରଣବୀର

ବେଙ୍ଗାଲୁରୁ: ବିବାହ ପରେ ଦୀପିକା-ରଣବୀରଙ୍କ ରିସେପ୍‌ସନ୍‌ ପାର୍ଟିକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି। ବଲିଉଡ୍‌ର ଏହି ଷ୍ଟାରଙ୍କ ରିସେପ୍‌ସନ୍‌ ପାର୍ଟିର ଲୁକ୍‌ କେମିତି ରହିବ ତାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।   View this post on Instagram   A post shared by Deepika Padukone (@deepikapadukone) on Nov 21, 2018 at 6:04am PST ଗତକାଲି ରାତିରେ ବେଙ୍ଗାଲୁରୁ ସ୍ଥିତ ‘ଦ ଲୀଲା ପ୍ୟାଲେସ୍‌’ରେ ଏହି ସେଲେବ୍ରିଟି […]

  • Thursday, 15 July 2021
elsa
ପ୍ରଥମେ ଅଭିଯୋଗ ଆଉ ତା’ ପରେ ୟୁ ଟର୍ଣ୍ଣ୍‌ ମାରିଲେ ଅଭିନେତ୍ରୀ

ଭୁବନେଶ୍ୱର: ପ୍ରଥମେ ଅଭିଯୋଗ ଆଉ ତା’ ପରେ ୟୁ ଟର୍ଣ୍ଣ ମାରିଲେ ଅଭିନେତ୍ରୀ। ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ନାଁରେ ଅଭିଯୋଗ ଆଣିଥିବା ବଙ୍ଗୀୟ ଅଭିନେତ୍ରୀ ଏଲ୍‌ସା ଘୋଷ ନିଜ ସ୍ୱର ବଦଳାଇଛନ୍ତି। ଏକ ଭୁଲ୍‌ ବୁଝାମଣାରୁ ଦିଲ୍ଲୀପ ପଣ୍ଡା ଏବଂ ତାଙ୍କ ମଧ୍ୟରେ ବିବାଦ ହୋଇଥିଲା ବୋଲି ଅଭିନେତ୍ରୀ ଏଲ୍‌ସା କହିଛନ୍ତି । ଫିଲ୍ମ ଅଡିଓ ରିଲିଜ୍ ଦିନ ଅଭିନେତ୍ରୀ ଏଲ୍‌ସା ଉତ୍‌କ୍ଷିପ୍ତ ହୋଇ ଦିଲ୍ଲୀପଙ୍କ ଉପରେ ପାଟି ତୁଣ୍ଡ କରିଥିଲେ। ଏହି ଘଟଣାକୁ […]

  • Thursday, 15 July 2021
tamil
କରାେନା ପ୍ରଭାବ; ସିନେମା ଛାଡ଼ି ଗ୍ରୋସରୀ ଦୋକାନ ଖୋଲିଲେ ନିର୍ଦ୍ଦେଶକ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ସାରା ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି। କରୋନା ଯୋଗୁ ପ୍ରାୟ ୪ମାସରୁ ଅଧିକ ସମୟ ଧରି ଦେଶରେ ଲକଡାଉନ୍ ଜାରି ରହିଛି। ଲକଡାଉନ୍ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରୀ ମଧ୍ୟ ଫିଲ୍ମ ବନ୍ଦ ରହିଛି। ଏଭଳି ସ୍ଥିତିରେ ଫିଲ୍ମ ସହ ଜଡ଼ିତ କଳାକାର ଓ ନିର୍ଦ୍ଦେଶକ ପାଇଁ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଏବେ ଆମେ ଏମିତି ଜଣେ ନିର୍ଦ୍ଦେଶକଙ୍କ କଥା କହିବା, ଯିଏ ନିଜର ଆର୍ଥିକ ସମସ୍ୟା ଦୂର କରିବା […]

  • Thursday, 15 July 2021
ramu
ଅପ୍‌ସରାଙ୍କ ପରେ ରାମୁଙ୍କ ଫିଲ୍ମରେ ଆଉଜଣେ ଓଡ଼ିଆ ଷ୍ଟାର୍

ଭୁବନେଶ୍ୱର: ପ୍ରଖ୍ୟାତ ନିର୍ଦ୍ଦେଶକ ରାମଗୋପାଳ ବର୍ମା ନିଜର ବହୁପ୍ରତୀକ୍ଷିତ ଫିଲ୍ମ ‘ଥ୍ରୀଲର୍’ରେ ଓଡ଼ିଆ ଅଭିନେତ୍ରୀ ଅପ୍‌ସରା ରାଣୀ ଅର୍ଥାତ୍ ଅଙ୍କିତା ମହାରଣାଙ୍କୁ ଲିଡ୍ ରୋଲରେ ସୁଯୋଗ ଦେଇଛନ୍ତି। କିନ୍ତୁ ଏହି ଫିଲ୍ମରେ ରାମ ଗୋପାଳ ବର୍ମା ଆଉ ଜଣେ ଓଡ଼ିଆଙ୍କୁ ମଧ୍ୟ ସୁଯୋଗ ଦେଇଛନ୍ତି। ଖୋଦ୍ ରାମ ଗୋପାଳ ବର୍ମା ଟ୍ୱିଟ୍ ଏହାର ସୂଚନା ଦେଇଛନ୍ତି। ଏହି ଓଡ଼ିଆ ଯୁବ କଳାକାରଙ୍କ ନାଁ ହେଉଛି ରକି କାଚ୍ଚି। In the two lead actors from THRILLER […]

  • Thursday, 15 July 2021
deepika
ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ରଣବୀର-ଦୀପିକା

ମୁମ୍ବାଇ: ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ବି-ଟାଉନର ଚର୍ଚ୍ଚିତ ପ୍ରେମୀ ଯୁଗଳ ରଣବୀର ସିଂ ଓ ଦୀପିକା ପାଦୁକୋନ୍। ଏଥିପାଇଁ ଇଟାଲୀର ପ୍ରସିଦ୍ଧ କୋମୋ ହ୍ରଦରେ ଥିବା ଡେଲ୍‌ ବାଲବିଆନେଲୋ ରିସୋର୍ଟ ଚଳଚଞ୍ଚଳ ହୋଇଉଠିଛି। ୨ ଦିନ ଧରି ହେବାକୁ ଥିବା ଏହି ଗ୍ରାଣ୍ଡ ସେଲିବ୍ରେସନ ପାଇଁ ପ୍ରାୟ ୭୫ଟି ରୁମ୍‌ ବୁକ୍‌ ହୋଇଛି। ବାଜିବ ସାହାନାଇ  ବିବାହ ବେଦୀକୁ ଯିବେ ବଲିଉଡ ସେଲିବ୍ରିଟି ଦୀପିକା ଓ ରଣବୀର। ଏଥିପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି। ଏପରିକି […]

  • Thursday, 15 July 2021