• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

photo
ସୁସ୍ଥ ହେଲେ ୧୨୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଗୋଟେ ପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁସ୍ଥ ହେଉଥିବା ଖବର ଲୋକଙ୍କୁ ଆସ୍ୱସ୍ତି ଦେଉଛି। ଆଜି ରାଜ୍ୟରେ ୧୨୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ୩୫, କଟକରୁ ୨୨, ନୂଆପଡ଼ାରୁ ୧୪, ବଲାଙ୍ଗିରରୁ ୧୪, ଖୋର୍ଦ୍ଧାରୁ ୧୦, କନ୍ଧମାଳରୁ ୭, କୋରାପୁଟରୁ ୫ ଓ କେନ୍ଦ୍ରାପଡ଼ାରୁ ୪ ଜଣ ଅଛନ୍ତି। ସେହିଭଳି ବାଲେଶ୍ୱର, ଢେଙ୍କାନାଳ ଓ […]

  • Monday, 26 July 2021
corona
ଗୋଟିଏ ଦିନରେ ସର୍ବାଧିକ ୯ ହଜାର କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ ସର୍ବାଧିକ ୯ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୬ ହଜାର ପାର୍ କରିଛି କୋଭିଡ୍-19 ମାମଲା। ବର୍ତ୍ତମାନ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୬,୯୧୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଦେଶରେ ୯ ହଜାର ୩୦୪ ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିଭଳି ୨୬୦ ନୂଆ ମୃତ୍ୟୁ ସହ ଦେଶରେ ମୃତ୍ୟୁ ସଂଖ୍ୟା ୬ହଜାର ୭୫ରେ ପହଞ୍ଚିଛି। ବର୍ତ୍ତମାନ ଆକ୍ଟିଭ୍ […]

  • Monday, 26 July 2021
fd
କରୋନା କେଳେଙ୍କାରୀ ପାର୍ଟ-୨: ଟେଷ୍ଟିଂ କିଟ୍ କିଣାରେ ବି ଘୋଟାଲାର ଗନ୍ଧ

ଭୁବନେଶ୍ୱର: ତିନିଟି ସଂସ୍ଥାଠୁ ୩ ପ୍ରକାର ଦରରେ କିଣା ହୋଇଛି କରୋନା ଟେଷ୍ଟ କିଟ୍। ତାହା ପୁଣି କୋଟି କୋଟି ଟଙ୍କାର ଫରକ୍। ରାଜ୍ୟ ଔଷଧ ନିଗମର ପର୍ଚେଜ୍ ଅର୍ଡରରୁ ମାସ୍କ ଓ ପିପିଇ କିଟ୍‌ କିଣାରେ ବଡ଼ ଧରଣର ହେରଫେର ସାମ୍ନାକୁ ଆସିବା ପରେ ଏବେ ଟେଷ୍ଟ କିଟ୍ ଏବଂ ରିୟଲ ଟାଇମ୍ ପିସିଆର୍ ମେସିନ୍ କିଣାରେ ବି ଅନୁରୂପ ଘୋଟାଲାର ଆଭାସ ମିଳିଛି। ପଢ଼ନ୍ତୁ ଆମ ତଦନ୍ତକାରୀ ରିପୋର୍ଟ ‘କରୋନା କେଳେଙ୍କାରୀ ପାର୍ଟ-୨’ ମାସ୍କ […]

  • Monday, 26 July 2021
cyclone
କ୍ୱାରେଣ୍ଟିନ୍ ଅବଧି ସରିବା ପରେ ଜଙ୍ଗଲରେ ଦିନ କାଟୁଛନ୍ତି ପ୍ରବାସୀ

ଗଜପତି: କ୍ୱାରେଣ୍ଟିନ୍ ଅବଧି ସରିବା ପରେ ଘରକୁ ଫେରି ପାରିଲେନି ପ୍ରବାସୀ। ଜଙ୍ଗଲରେ ଦିନ କାଟୁଛନ୍ତି ୭ ଜଣ ପ୍ରବାସ ଫେରନ୍ତା। ଗଜପତି ଆର୍ ଉଦୟଗିରି ବ୍ଲକର ଖାରିପଦା ଗାଁରେ ଘଟିଛି ଏଭଳି ଘଟଣା। ଯେଉଁଠି କ୍ୱାରେଣ୍ଟିନ୍ ଅବଧି ସରିବା ପରେ ଏବେ ଗାଁକୁ ଆସିବାକୁ ଏହି ୭ ଜଣଙ୍କୁ ବାରଣ କରାଯାଇଛି। ଏମାନେ ଗୁଜରାଟରୁ ଫେରିବା ପରେ ୧୪ ଦିନ କ୍ୱାରେଣ୍ଟିନ୍‌ରେ ଥିଲେ। ରିପୋର୍ଟ ନେଗେଟିଭ୍ ଆସିବା ପରେ ଏମାନେ ଗାଁକୁ ଫେରିଥିଲେ। ହେଲେ ତାଙ୍କୁ […]

  • Monday, 26 July 2021
virus
ପୁଣି ୧୯ କରୋନା ଆକ୍ରାନ୍ତ ଚିହ୍ନଟ; ୨ ସୁସ୍ଥ

ଭୁବନେଶ୍ୱର: ପୁଣି ଚିହ୍ନଟ ହେଲେ ୧୯ କରୋନା ଆକ୍ରାନ୍ତ। ଖୋର୍ଦ୍ଧା ଜିଲ୍ଲାରେ ଏହି ସମସ୍ତ ଆକ୍ରାନ୍ତ ଚିହ୍ନଟ ହେବା ନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ଆହି ଆକ୍ରାନ୍ତଙ୍କ ସମେତ ୨ ଜଣ ସୁସ୍ଥ ହୋଇ ଡିସ୍‌ଚାର୍ଜ ମଧ୍ୟ ହୋଇଛନ୍ତି। ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସିତାଂଶୁ ରାଉତ। ତେବେ ଆଜି ମଧ୍ୟାହ୍ନରେ ରାଜ୍ୟରେ ୧୪୩ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ […]

  • Monday, 26 July 2021
syo
ଚିନ୍ତା ବଢ଼ାଇଲା କରୋନା ଯୋଦ୍ଧାଙ୍କ ସଂକ୍ରମଣ! ଗୋଷ୍ଠୀ ସଂକ୍ରମଣ ଆଡ଼େ ମୁହାଁଉଛି କି ଓଡ଼ିଶା?

ଭୁବନେଶ୍ୱର: ଗୋଷ୍ଠୀ ସଂକ୍ରମଣ ଆଡ଼େ ମୁହାଁଉଛି କି ଓଡ଼ିଶା? ପ୍ରତିଦିନ ଆକ୍ରାନ୍ତଙ୍କ ଭିତରୁ ନିୟମିତ ସ୍ଥାନୀୟ ସଂକ୍ରମିତ ବାହାରୁ ଥିବାରୁ ତାକୁ ନେଇ ଲୋକଙ୍କ ମନରେ ଏମିତି ପ୍ରଶ୍ନ ଉଠିଛି। କିଛି ସ୍ଥାନରେ ‘କରୋନା’ ଯୋଦ୍ଧା ଭାବେ ପରିଗଣିତ ସରପଞ୍ଚ, ଶିକ୍ଷକ, ଆଶା ଓ ଅଙ୍ଗନବାଡ଼ୀ କର୍ମୀ ସଂକ୍ରମିତ ହେବା ଖବର ସରକାରଙ୍କ ଚିନ୍ତା ବଢ଼ାଇଛି। ଗତ ତିନି ଦିନରେ ୪୫ ଜଣ ସ୍ଥାନୀୟ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି। […]

  • Monday, 26 July 2021
cobdi
କରୋନାକୁ ମାତ୍ ଦେଲା ବର୍ଷକର ଶିଶୁ

ଝାରସୁଗୁଡ଼ା: କରୋନାକୁ ମାତ୍ ଦେଇଛି ବର୍ଷକର ଶିଶୁ। ମହାମାରୀ କରୋନାକୁ ହରାଇବା ପରେ ଘରକୁ ଫେରିଛନ୍ତି ଦୁଇ କଅଁଳା ପିଲା। ଆଉ ଏହି ସମୟରେ ଶିଶୁଙ୍କୁ ଦିଆଯାଇଛି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା। ଝାରସୁଗୁଡ଼ା ମଙ୍ଗଳ ବଜାର ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଗୋଟିଏ ପରିବାରର ବର୍ଷକର ଶିଶୁ ଓ ଅନ୍ୟ ଜଣେ ୫ ବର୍ଷର ଶିଶୁ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ କୋଭିଡ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସୁସ୍ଥ ହୋଇ ଘରକୁ ଫେରିବା ପରେ […]

  • Monday, 26 July 2021
jiab h
ଓଡ଼ିଶାରେ କରୋନା ଭାଇରସର ଜେନେଟିକ୍ ଷ୍ଟଡି ଆରମ୍ଭ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଭାଇରସର ଜେନେଟିକ୍ ଷ୍ଟଡି ଆରମ୍ଭ ହୋଇଛି। ଓଡ଼ିଶାରେ କରୋନାର କେଉଁ ଭୂତାଣୁ ଆସିଛି, ତାହାର ଜେନେଟିକ୍ ପରୀକ୍ଷା ହେବ। ଏଥିପାଇଁ ୪୫ କରୋନା ରୋଗୀଙ୍କ ସାମ୍ପଲ୍ ନେଇ ଜେନେଟିକ୍ ଷ୍ଟଡି ଆରମ୍ଭ କରାଯାଇଛି। ଭୁବନେଶ୍ୱରସ୍ଥିତ ଇନଷ୍ଟିଟ୍ୟୁଟ ଅଫ୍ ଲାଇଫ୍ ସାଇନ୍ସରେ ଏହି ଷ୍ଟଡି ଆରମ୍ଭ ହୋଇଛି। ଏହି ପରୀକ୍ଷା ୨ ଶହ ସାମ୍ପଲ ପରୀକ୍ଷା ହେବ। ୨ ସପ୍ତାହରେ ରିପୋର୍ଟ ଆସିବ। ଭାଇରସ କେଉଁଠୁ ଆସିଛି ଓ ଏହା କେଉଁ କାଟେଗୋରୀର ଏହି […]

  • Monday, 26 July 2021
oop
କରୋନା ଅପ୍‌ଡେଟ୍: ଆଜି ବି ୮ ହଜାରରୁ ଅଧିକ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: କ୍ରମାଗତଭାବେ ଚତୁର୍ଥ ଦିନ ଧରି ଦେଶରେ ୮ ହଜାରରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୮ ହଜାର ୧୭୧ ଜଣ ନୂଆ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏଥି ସହ ମୋଟ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୯୮ ହଜାର ୭୦୬ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ୨୦୪ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ ମୃତ୍ୟୁ ସଂଖ୍ୟା ୫ ହଜାର ୫୯୮ରେ ପହଞ୍ଚିଛି। ସେପଟେ ସଂକ୍ରମିତ ବ୍ୟକ୍ତିଙ୍କ […]

  • Monday, 26 July 2021
condom
କ୍ୱାରେଣ୍ଟିନ୍ ଅବଧି ଶେଷ ପରେ ପ୍ରବାସୀଙ୍କୁ ମିଳୁଛି ମାଗଣା କଣ୍ଡୋମ

ପାଟନା: ଅନିଚ୍ଛାକୃତ ଗର୍ଭଧାରଣକୁ ଏଡ଼ାଇବା ପାଇଁ କ୍ୱାରେଣ୍ଟାଇନ୍‌ର ଅବଧି ପୂରଣ କରି ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ମାଗଣା କଣ୍ଡୋମ ବାଣ୍ଟୁଛନ୍ତି ବିହାର ସରକାର। ଏନେଇ ମଙ୍ଗଳବାର ବିହାର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮.୭୭ ଲକ୍ଷ ପ୍ରବାସୀ କ୍ୱାରେଣ୍ଟିନ୍ ଅବଧି ପୂରଣ କରି ଘରକୁ ଫେରିଥିବା ବେଳେ ଏବେବି ୫.୩୦ ଲକ୍ଷ ଲୋକ ସରକାରୀ କ୍ୱାରେଣ୍ଟିନ୍‌ରେ ରହିଛନ୍ତି। ତେବେ ଅନିଚ୍ଛାକୃତ ଗର୍ଭଧାରଣକୁ ଏଡ଼ାଇବା ପାଇଁ ସରକାରଙ୍କ ପଦକ୍ଷେପ ବିଷୟରେ ବିହାର ସରକାରଙ୍କ […]

  • Monday, 26 July 2021
corona
କରୋନା ଅପ୍‌ଡେଟ୍: ୨୪ ଘଣ୍ଟାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଶେଷ ଦିନରେ ଦେଶରେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୮ ହଜାର ୩୮୦ ସଂକ୍ରମିତ ଚିହ୍ନଟ ହୋଇଥିବା ୧୯୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫ ହଜାର ୧୬୪ ଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୮୨ ହଜାର ୧୪୩କୁ ବୃଦ୍ଧି ପାଇଛି। ଏବେ ଦେଶରେ ୮୯ ହଜାର ୯୯୫ ଆକ୍ଟିଭ୍‌ କେସ୍ ଥିବା ସହ […]

  • Monday, 26 July 2021
bhid
କ୍ୱାରେଣ୍ଟିନ୍ ଅବଧି ସାରି ବି ଘରକୁ ଫେରିପାରୁନି ପ୍ରବାସୀ

ଭୁବନେଶ୍ୱର: କ୍ୱାରେଣ୍ଟିନ୍ ଅବଧି ସାରି ବି ଘରକୁ ଫେରିପାରୁନି ପ୍ରବାସୀ। କେଉଁଠି ଗାଁ ଲୋକଙ୍କ ବିରୋଧ, ଆଉ କେଉଁଠି କୋଭିଡ୍ ଟେଷ୍ଟ ହୋଇନଥିବାରୁ ପରିବାରରେ ସଂକ୍ରମଣର ଭୟ। ଖାସ୍ ଏଇଥିପାଇଁ କ୍ୱାରେଣ୍ଟିନ୍ ସମୟ ସୀମା ଶେଷ କରି ବି ରାଜ୍ୟର ଅନେକ ସ୍ଥାନରେ ନିଜ ପିଲା ପରିବାର ପାଖକୁ ଯାଇ ପାରୁନାହାନ୍ତି ଶହ ଶହ ପ୍ରବାସ ଫେରନ୍ତା। ଏନେଇ ବିରୋଧୀ ସରକାରଙ୍କ ଟେଷ୍ଟିଂ ନୀତିକୁ ଦାୟୀ କରିଥିବା ବେଳେ ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ସଙ୍ଗରୋଧର ସମୟ […]

  • Monday, 26 July 2021
ODISHA
ରାଜ୍ୟରେ ଆଉ ୭୬ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଉ ୭୬ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି। ସୁସ୍ଥମାନଙ୍କ ମଧ୍ୟରୁ କେନ୍ଦ୍ରାପଡ଼ାରୁ ୧୭, ଗଞ୍ଜାମରୁ ୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ନୟାଗଡ଼ ଓ କଳାହାଣ୍ଡିରୁ ୧୧ ଜଣ ଲେଖାଏଁ ଏବଂ ଯାଜପୁରରୁ ୫ ସୁସ୍ଥ ହୋଇଛନ୍ତି। ସେହିଭଳି ବାଲେଶ୍ୱର ଓ ମୟୂରଭଞ୍ଜରୁ ୩ ଜଣ ଲେଖାଏଁ ଓ ଅନୁଗୁଳ, ଜଗତସିଂହପୁରରୁ ୨ ଜଣ […]

  • Monday, 26 July 2021
bike
ରାତିରେ କର୍ଫ୍ୟୁ ଲାଗିଛି; ପୁଲିସ ଆଖିରେ ଧୂଳି ଦେଇ ଲୁଟେରା କିନ୍ତୁ ବାଇକ୍ ଚୋରି କରୁଛି

ଭୁବନେଶ୍ୱର: ରାଜଧାନୀରେ ବାଇକ୍ ଲୁଟେରାଙ୍କ ଦୌରାତ୍ମ୍ୟ। ରାତି ଅଧରେ ଗେଟ୍ ଭାଙ୍ଗି ନେଇଗଲେ ବାଇକ୍। ଭୁବନେଶ୍ୱର ପାତ୍ରପଡ଼ାର ଉଦୟଗିରି ବିହାରରେ ଏହି ଘଟଣା ଘଟିଛି। ଚୋରଟି କିଭଳି ବାଇକ୍ ନେଇ ଛୁ ମାରୁଛି ତା ପୂରା ଦୃଶ୍ୟ ସିସିଟିଭରେ କଏଦ ହୋଇଛି। ୨ଜଣ ଚୋର ପାଚେରି ଡେଇଁ କ୍ୟାମ୍ପସ୍‌ରେ ପଶି ଗେଟ୍ ଭାଙ୍ଗିଥିଲେ। ଏହାପରେ ବାଇକ୍‌ଟିକୁ ନେଇ ପଳାଇଥିଲେ। ସବୁଠୁ ବଡ଼ କଥା ହେଉଛି, ଏବେ ରାତ୍ରିକାଳୀନ କର୍ଫ୍ୟୁ ଚାଲିଛି। ରାଜଧାନୀର ବିଭିନ୍ନ ସ୍ଥାନରେ ପଇଁତରା ମାରୁଛି […]

  • Monday, 26 July 2021
kharabela
ବନ୍ଦେ ଉତ୍କଳ ଜନନୀ ଗାନକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲେ ଖାରବେଳ

ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଦେଇଥିବା ବନ୍ଦେ ଉତ୍କଳ ଜନନୀ ଗାନ ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି। ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ନେତା ଖାରବେଳ ସ୍ୱାଇଁ। କେବଳ ରାଜନୈତିକ ମତଲବ ପାଇଁ ବନ୍ଦେ ଉତ୍କଳ ଜନନୀ ଗାନ କରାଗଲା। ପ୍ରଧାନମନ୍ତ୍ରୀ କାଳେ ନାଁ ନେଇଯିବେ ତେଣୁ ଏଭଳି ନିଷ୍ପତ୍ତି ନିଆଗଲା ବୋଲି ଖାରବେଳ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଆଙ୍କ ଭାବାବେଗ ବୁଝୁ ନଥିବା ଅଣଓଡ଼ିଆ ପରାମର୍ଶଦାତା […]

  • Monday, 26 July 2021
oolc
ବନବାସରେ ଦାଦନ ଶ୍ରମିକ: କରୋନା କଟକଣା ପାଇଁ ଗାଁକୁ ପଶିପାରିଲେନି

ବଲାଙ୍ଗିର: ବନବାସରେ ଦାଦନ ଶ୍ରମିକ। ବଲାଙ୍ଗିର ଜିଲ୍ଲା ବଂଗୋମୁଣ୍ଡା ବ୍ଲକ ବିରିପାଲି ପଂଚାୟତର ୩୦ ଜଣ ଦାଦନ ଶ୍ରମିକ ଏବେ ଜଂଗଲ ଭିତରେ ବନବାସ ଜୀବନ ବିତାଉଛନ୍ତି। ଗାଁରେ କାମଧନ୍ଧା ଅଭାବରୁ ଦାଦନ ଖଟିବାକୁ ତେଲେଗାଂନା ରାଜ୍ୟକୁ ଯାଇଥିଲେ ଏମାନେ। କରୋନା ଯୋଗୁଁ ଦୀର୍ଘ ଦିନ ଲକଡାଉନରେ ଫସିରହିବା ପରେ ଉଦ୍ଧାର ହୋଇ ଭିଟାମାଟିକୁ ଫେରିଲେ। କିନ୍ତୁ ଭିଟାମାଟିରେ କରୋନା କଟକଣା ଯୋଗୁଁ ନିଜ ଘରକୁ ଯାଇପାରିଲେ ନାହିଁ। ଅନ୍ୟପଟେ ସରକାରୀ ନିୟମକୁ ବେଖାତିର କରି ସରପଂଚ […]

  • Monday, 26 July 2021
ppe kit
କୋଭିଡ୍ ପାଇଁ ପିପିଇ କିଟ୍ ମଗାଇଲେ, ଏବେ ଗ୍ରହଣ କରୁନାହାନ୍ତି ସରକାର

ଭୁବନେଶ୍ୱର: କୋଭିଡ୍ ମୁକାବିଲା ପାଇଁ ପିପିଇ କିଟ୍ ମଗାଇଲେ, ହେଲେ ମାଲ ପହଞ୍ଚିବା ପରେ ଏବେ ଗ୍ରହଣ କରୁ ନାହାନ୍ତି ରାଜ୍ୟ ସରକାର। ଏଥିପାଇଁ ଓଡ଼ିଶା ରାଜ୍ୟ ଔଷଧ ନିଗମ OSMCL ଓୟାର ହାଉସ ଆଗରେ ଅଟକି ରହିଛି ୨୦ରୁ ଅଧିକ ପିପିଇ କିଟ୍ ବୋଝେଇ ଟ୍ରକ୍। OSMCL କର୍ତ୍ତୃପକ୍ଷ ଏସବୁ ସାମଗ୍ରୀକୁ ଗ୍ରହଣ କରିବାକୁ ମନା କରୁଥିବାରୁ ଅସୁବିଧାରେ ପଡ଼ିଛନ୍ତି ପିପିଇ କିଟ୍ ପଠାଇଥିବା ବିଭିନ୍ନ MSME କମ୍ପାନୀ। ଏହି କମ୍ପାନୀଗୁଡ଼ିକ କରିଥିବା ଅଭିଯୋଗ ଅନୁସାରେ, […]

  • Monday, 26 July 2021
coorna
୨୪ ଘଣ୍ଟାରେ ଦେଶରେ ପ୍ରାୟ ୮ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ମାଡ଼ି ଚାଲିଛି ମହାମାରୀ କରୋନା ଭାଇରସ।  ଗତ ୨୪ ଘଣ୍ଟା ଭିତରେ ଦେଶରେ ପ୍ରାୟ ୮ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ହଜାର ନିକଟତର ହୋଇଛି। ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୩ ହଜାର ୭୬୩କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୬୨ ହଜାର ୨୨୮ ଆକ୍ରାନ୍ତ ହୋଇଥିବା ବେଳେ ୨୦୯୮ ମୃତ୍ୟୁ ହୋଇଛି। ଗୁଜରାଟ ୯୮୦, ଦିଲ୍ଲୀ ୩୯୮, ମଧ୍ୟପ୍ରଦେଶରେ […]

  • Monday, 26 July 2021
india
ମଝି ଆକାଶରେ ଜଣାପଡ଼ିଲା ପାଇଲଟ୍‌ଙ୍କୁ କରୋନା

ନୂଆଦିଲ୍ଲୀ: କରୋନା ପଜିଟିଭ୍ ପାଇଲଟଙ୍କୁ ନେଇ ଉଡ଼ାଣ ଭରିଥିବା ବିମାନ ଦୁଇ ଘଣ୍ଟାରୁ ଅଧିକ ସମୟ ପରେ ପୁଣି ବିମାନ ବନ୍ଦରକୁ ଫେରିଲା। ମସ୍କୋରେ ଫସି ରହିଥିବା ଭାରତୀୟଙ୍କୁ ଆଣିବା ପାଇଁ ଆଜି ଭୋରରୁ ଏୟାର ଇଣ୍ଡିଆର ଏକ ବିମାନ ଅନ୍ୟ କ୍ରୁ ମେମ୍ବରକୁ ନେଇ ଦିଲ୍ଲୀରୁ ମସ୍କୋ ଅଭିମୁଖେ ଯାଇଥିଲା। କିନ୍ତୁ ବିମାନଟି ଉଜବେକିସ୍ତାନ ଉପରେ ଯାଉଥିବା ବେଳେ ପାଇଲଟ ଜଣଙ୍କ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହାପରେ ବିମାନକୁ ତୁରନ୍ତ ଦିଲ୍ଲୀକୁ ଫେରି ଆସିବାକୁ […]

  • Monday, 26 July 2021
sonu
ଓଡ଼ିଆ ଝିଅଙ୍କୁ ଫେରାଇ ଆଣି ସୋନୁ କହିଲେ ମୋ ପରିବାରକୁ ଆଣିଛି

ଭୁବନେଶ୍ୱର: ନିକଟରେ ଓଡ଼ିଶାର ୧୭୦ ଜଣ ଝିଅଙ୍କୁ କେରଳର କୋଚିରୁ ବିମାନ ଯୋଗେ ଓଡ଼ିଶା ଫେରାଇ ଆଣିଥିଲେ ବଲିଉଡ୍‌ ଅଭିନେତା ସୋନୁ ସୁଦ୍। ଏହାପରେ ସାରା ଓଡ଼ିଶା ତାଙ୍କୁ ଧନ୍ୟବାଦ ଜଣାଇଥିଲା। ତେବେ ଲକ୍‌ଡାଉନ୍‌ରେ ଫସିଥିବା ଏହି ଓଡ଼ିଆ ଝିଅମାନଙ୍କ ବିଷୟରେ କେମିତି ଖବର ପାଇଲେ ଓ କେମିତି ତାଙ୍କୁ ଉଦ୍ଧାର କଲେ ସେ ନେଇ ଏକ ଭିଡିଓରେ ସବୁ କଥା କହିଛନ୍ତି ସୋନୁ। ସୋନୁ ଭିଡିଓରେ କହିଛନ୍ତି “ ମୁଁ ୧୭୦ ଜଣ ଲୋକଙ୍କୁ ଓଡ଼ିଶା […]

  • Monday, 26 July 2021
shnaka
ବନ୍ଦେ ଉତ୍କଳ ଜନନୀ ଗାଇଲେ ବିଖ୍ୟାତ ଗାୟିକା ଆଶା ଭୋଶଲେ

ଭୁବନେଶ୍ୱର: ଭାରତର ବିଖ୍ୟାତ ଗାୟିକା ଆଶା ଭୋଶଲେ ଓ ଶଙ୍କର ମହାଦେବନ ଗାଇଲେ ବନ୍ଦେ ଉତ୍କଳ ଜନନୀ ସଂଗୀତ। କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଓ ସମ୍ମାନ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏହି ସଂଗୀତ ଗାଇଛନ୍ତି ଆଶା ଓ ଶଙ୍କର। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଶଙ୍କର ଏସାନ୍ ଲୟ। ଆଶା ଏହାକୁ ନିଜ ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ରେ ପୋଷ୍ଟ କରି ଲେଖିଛନ୍ତି “ ମୁଁ ଗାଇଥିବା ସୁନ୍ଦର ବନ୍ଦେ ଉତ୍କଳ ଜନନୀ ସଂଗୀତ। ଯାହାକୁ ନିର୍ଦ୍ଦେଶନା […]

  • Monday, 26 July 2021
mamata
ଜୁନ୍ ୧ରୁ ଖୋଲିବ ଧର୍ମାନୁଷ୍ଠାନ

କୋଲକାତା: ଜୁନ୍ ୧ରୁ ପଶ୍ଚିମବଙ୍ଗରେ ଖୋଲିବ ଧାର୍ମିକ ଅନୁଷ୍ଠାନ। ଲକ୍‌ଡାଉନ୍ ପରେ ବନ୍ଦ ଥିବା ଧାର୍ମିକ ଅନୁଷ୍ଠାନକୁ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମନ୍ଦିର, ମସଜିଦ୍, ଚର୍ଚ୍ଚ ସମେତ ଅନ୍ୟ ଧାର୍ମିକ ଅନୁଷ୍ଠାନ ଖୋଲାଯିବ। ତେବେ ଏକକାଳୀନ ୧୦ ଜଣ ହିଁ ଉପସ୍ଥିତ ରହିପାରିବେ ବୋଲି ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍‌ରେ ଜାରି ହୋଇଛି। ଏହାସହ ଧାର୍ମିକ ଅନୁଷ୍ଠାନରେ ସାମାଜିକ ଦୂରତାକୁ ବଜାଏ ରଖିବା, ସାନିଟାଇଜେସନ୍ ଉପରେ ଅନୁଷ୍ଠାନ କଡ଼ାକଡ଼ି ଧ୍ୟାନ ଦେବେ। […]

  • Monday, 26 July 2021
chandan
ଅସୁସ୍ଥ ଥିଲେ ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ନ ଆସିବାକୁ ଅନୁରୋଧ କଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ: ଅସୁସ୍ଥ ଥିଲେ ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ଯାତ୍ରା ନକରିବାକୁ ଅନୁରୋଧ କରିଛି ରେଳ ମନ୍ତ୍ରଣାଳୟ। ବିଶେଷ କରି ଉଚ୍ଚ ରକ୍ତଚାପ, ମଧୁମେହ, ହୃଦ୍ରୋଗ, କର୍କଟ ରୋଗ, ରୋଗ ପ୍ରତିଶେଧକ ଶକ୍ତି କମ୍ ଥିବା ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍ ବୟସର ପିଲା ଓ ୬୫ ବର୍ଷରୁ ଅଧିକ ବୟସର ଲୋକ ଅତ୍ୟନ୍ତ ଜରୁରୀ ନଥିଲେ ଏହି ଟ୍ରେନ୍‌ରେ ଯାତ୍ରା ନକରିବାକୁ ଅନୁରୋଧ କରାଯାଇଛି। ଶ୍ରମିକ ଟ୍ରେନ୍‌ରେ ଗତ ୪୮ ଘଣ୍ଟା ମଧ୍ୟରେ ପ୍ରାୟ […]

  • Monday, 26 July 2021
sonu
୧୭୭ ଓଡ଼ିଆ ଝିଅଙ୍କୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ କେରଳରୁ ଓଡ଼ିଶା ଫେରାଇ ଆଣିଲେ ସୋନୁ

ଭୁବନେଶ୍ୱର: ୧୧୭ ଜଣ ଓଡ଼ିଆ ଝିଅଙ୍କୁ ଘରକୁ ଫେରାଇ ଆଣିଲେ ବଲିଉଡ୍‌ ଅଭିନେତା ସୋନୁ ସୁଦ। ଶୁକ୍ରବାର କେରଳରେ ଫସିଥିବା ୧୧୭ ଜଣ ଝିଅଙ୍କୁ ବିମାନ ଯୋଗେ ଓଡ଼ିଶା ପଠାଇଛନ୍ତି ସୋନୁ। ଖବର ଅନୁସାରେ, କରୋନା ମହାମାରୀ ଯୋଗୁ ଦେଶବ୍ୟାପୀ ଲକ୍‌ଡାଉନ୍ ଘୋଷଣା ହେବା ପରେ କେରଳରେ ଫସିରହିଥିଲେ ୧୭୭ ଜଣ ଓଡ଼ିଆ ଝିଅ। ଭୁବନେଶ୍ୱର ରହୁଥିବା ଏକ ‌ଅନ୍ତରଙ୍ଗ ବନ୍ଧୁଙ୍କଠାରୁ ଏହି ଖବର ଜାଣିବାକୁ ପାଇଥିଲେ ସୋନୁ। ପରେ ସେମାନଙ୍କ କିପରି ସରୁକ୍ଷିତ ଭାବେ ସେଠାରୁ […]

  • Monday, 26 July 2021