• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Modi
କାଲି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ: ଆକାଶ ମାର୍ଗରୁ ୟାସ୍‌ ପ୍ରଭାବିତ ଅଂଚଳ ବୁଲି ଦେଖିବେ

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାତ୍ୟା ଯାସ୍‌ର କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋଦି। ସୂଚନା ଅନୁସାରେ, ମୋଦି ପ୍ରଥମେ ଭୁବନେଶ୍ୱରରେ ପହଞ୍ଚି ବାତ୍ୟାର ସମୀକ୍ଷା କରିବେ. ପରେ ବାତ୍ୟା ଅଂଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି

Journalist
ପୁଣି ଜଣେ ଓଡ଼ିଆ ସାମ୍ବାଦିକଙ୍କର କରୋନାରେ ମୃତ୍ୟୁ

କରୋନାରେ ପୁଣି ଜଣେ ଓଡ଼ିଆ ସାମ୍ବାଦିକଙ୍କ ମୃତ୍ୟୁ ହୋଇଯାଇଛି। ରାଜ୍ୟ ଓ ରାଜ୍ୟ ବାହାରର ବହୁ ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥାରେ ନିଷ୍ଠା ଓ ଦକ୍ଷତାର ସହିତ କାର୍ଯ୍ୟ କରିଥିବା ପ୍ରବୁଦ୍ଧ ଜଗଦ୍ଦେବଙ୍କର ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାବସାନ ଘଟିଛି।

Cyclone
ତାଣ୍ଡବ କରୁଛି ବାତ୍ୟା: ପ୍ରକୋପ ରହିବ ଆହୁରି ୩ ଘଣ୍ଟା

ଦିନ ୧ଟା ସୁଦ୍ଧା ବାତ୍ୟାର ଲ୍ୟାଣ୍ଡଫଲ୍ ସରିବ ବୋଲି କହିଲେ SRC।  ସକାଳ ୯ଟାରେ ବାତ୍ୟା ଲ୍ୟାଣ୍ଡଫଲ୍ ଆରମ୍ଭ ହୋଇଛି। ଧାମରାର ଉତ୍ତର, ବାଲେଶ୍ୱର ସହର ତଳକୁ ବାହାନଗା ପାଖରେ ଲ୍ୟାଣ୍ଡଫଲ୍ କରିଛି ବାତ୍ୟା। ଲ୍ୟାଣ୍ଡଫଲ୍ ସରିବାକୁ ୩ରୁ ୪ ଘଣ୍ଟା ସମୟ ଲାଗିବ ବୋଲି କହିଲେ ଏସଆରସି

imd
୩ ଘଣ୍ଟା ପର୍ଯ୍ୟନ୍ତ ଜୋରସୋରରେ ବହିବ ପବନ: କାଲି ଅପରାହ୍ଣରୁ ପାଗରେ ଆସିବ ସୁଧାର

ବାତ୍ୟାକୁ ନେଇ ବଡ଼ ସୂଚନା ଦେଲେ ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। କହିଲେ, ସକାଳ ୯ ବେଳେ ଆରମ୍ଭ ହୋଇଛି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା। ଏହି ପ୍ରକ୍ରିୟା ଆଗାମୀ ୩ ଘଂଟା ପର୍ଯ୍ୟନ୍ତ ଧରି ଚାଲିବ।

hard-yaas
ବାତ୍ୟା ୟାସ୍‌ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ

ବାତ୍ୟା ୟାସ୍‌ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ପ୍ରାୟ ୩ ରୁ ୪ ଘଣ୍ଟା ଲାଗିବ ଲ୍ୟାଣ୍ଡଫଲ ପ୍ରକ୍ରିୟା। ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା ୟାସ୍। ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱର...

Cyclone-Yaas-
ଧାମରାରୁ ୬୦ କିମି ଦୂରରେ ବାତ୍ୟା: ପୂର୍ଣ୍ଣିମା ଥିବାରୁ ସମୁଦ୍ରରେ ଆସିବ ବଡ଼ ଜୁଆର

ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା ୟାସ୍। ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ଆଜି ଦ୍ୱିପହରରେ ସ୍ଥଳଭାଗ ଅତିକ୍ରମ କରିବ।

SRC
ଆକଳନ ସମୟଠାରୁ ଡେରିରେ ଲ୍ୟାଣ୍ଡଫଲ କରିବ ବାତ୍ୟା

ବାତ୍ୟାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ସାମାନ୍ୟ ଡେରି ହେବ। ବିଳମ୍ବ ହେବା ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା। ସେ କହିଛନ୍ତି ଯେ, ବାତ୍ୟା ଏବେ ସମୁଦ୍ରରେ ୧୧ କିମି ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି।

rain
ଧାମରାରୁ ୭୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି ବାତ୍ୟା

ଭଦ୍ରକର ଧାମରାଠାରୁ ମାତ୍ର ୭୦ କିମି ଦୂରରେ ବାତ୍ୟା ୟାସ ରହିଛି। ଏବେ ପାରାଦୀପରୁ ୯୦ ଓ ବାଲେଶ୍ୱରରୁ ୧୩୦ କିମି ଦୂରରେ ବାତ୍ୟା ରହିଛି। ଘଣ୍ଟା ପ୍ରତି ୧୨ କିମି ଗତିରେ ସ୍ଥଳଭାଗ ମୁହାଁ ହେଉଛି ୟାସ୍।

cyclone-Eye
ବାତ୍ୟା ପ୍ରଭାବରେ ସମୁଦ୍ରରେ ୧୩୦ ରୁ ୧୪୦ କିମିରୁ ବହୁଛି ପବନ: ଦିନ ୧୧ଟାରୁ କରିବ ଲ୍ୟାଣ୍ଡଫଲ୍‌

ସ୍ଥଳ ଭାଗକୁ ମାଡ଼ି ଆସୁଛି ବାତ୍ୟା। ବର୍ତ୍ତମାନ ସମୟରେ ଧାମରାଠାରୁ ୮୫ କିମି ଦୂରରେ ରହିଛି ବାତ୍ୟା। ଏହାସହ ବାତ୍ୟା ଏବେ ପାରାଦୀପରୁ ୯୦ ଓ ବାଲେଶ୍ୱରରୁ ୧୪୦ କିମି ଦୂରରେ ବାତ୍ୟା ରହିଛି

sajaga
ବାତ୍ୟା ମୁକାବିଲା ପାଇଁ ପୂରା ପ୍ରସ୍ତୁତ ପ୍ରଶାସନ

ହାତରେ ଆଉ ମାତ୍ର କେଇ ଘଣ୍ଟା ସମୟ। ଓଡ଼ିଶା ମାଟିକୁ ଛୁଇଁବ ବାତ୍ୟା ୟାସ୍। ସବୁ ଆକଳନ ସତ୍ତ୍ୱେ, ଏହା ପ୍ରକୃତରେ କେଉଁଠି ତାଣ୍ଡବ ରଚିବ, କେତେ କ୍ଷୟକ୍ଷତି କରିବ, ଏବେଠୁ କିଛିବି ସଠିକ୍ ଭାବେ କହିବା ମୁସ୍କିଲ୍।

Yess-Ahwana
ଆଁ କରି ମାଡ଼ି ଆସୁଛି ୟାସ୍‌: ଏପଟେ ଲୋକଙ୍କୁ କରାଯାଉଛି ସ୍ଥାନାନ୍ତର

ପିସିଆର୍ ଭ୍ୟାନଅଏ ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ନିଆଯାଉଛି। କେବଳ ବୟସ୍କ ନୁହଁନ୍ତି, ନବଜାତଠୁ ଆରମ୍ଭ କରି ଗର୍ଭବତୀ ଏବଂ ଅସହାୟଙ୍କୁ ଅଗ୍ରାଧିକାରୀ ଭିତ୍ତିରେ ସୁରକ୍ଷିତ ସ୍ଥାନାନ୍ତର କରାଯାଉଛି । ଟିଏମ୍ସି ସେଣ୍ଟର, ମେଡ଼ିକାଲ, ବାତ୍ୟା ଆଶ୍ରୟସ୍ଥଳୀ, ସ୍କୁଲ ଘର ସବୁଠି ଥଇଥାନ୍ କରାଯାଇଛି ବାତ୍ୟାରେ ପ୍ରଭାବିତ ହେବାକୁ ଥିବା...

cyeclone
ଟ୍ରେଲର ଦେଖାଉଛି ୟାସ୍‌

ଭାଙ୍ଗିବ, ଉଡ଼େଇବ, ବୁଡ଼େଇବ। ପାଣିପାଗ ବିଭାଗର ପୂର୍ବାନୁମାନ ସହ ତାଳ ଦେଇ ଉପକୂଳକୁ ମାଡ଼ି ଆସୁଛି ୟାସ୍, ମାଡ଼ି ଆସୁଛି ପ୍ରଳୟ। ପାଣିପାଗ ବିଭାଗର ସଦ୍ୟତମ ଆକଳନ କହୁଛି ବାତ୍ୟା ଏବେ ପାରାଦୀପରୁ ୨ ଶହ କିଲୋମିଟର ଦୂରରେ ଅଛି। ଅତି ଭୀଷଣ ରୂପ ନେଇ କାଲି ମଧ୍ୟାହ୍ନ...

src
ବାତ୍ୟା ପ୍ରଭାବିତ ଜିଲ୍ଲାରେ ମୁତୟନ ହୋଇଛନ୍ତି ୪ ହଜାର ଷ୍ଟାଫ୍

ବାତ୍ୟା ପ୍ରଭାବିତ ଜିଲ୍ଲାରେ ମୁତୟନ ହୋଇଛନ୍ତି ୪ ହଜାର ଷ୍ଟାଫ୍ NDRF, ଓଡ୍ରାଫ୍, ଅଗ୍ନିଶମ, ପୋଲିସ ଆଦି ୪ ହଜାର କର୍ମଚାରୀ ମୁତୟନ କର୍ମଚାରୀ ମୁତୟନ ସଂପର୍କରେ SRC ପ୍ରଦୀପ ଜେନାଙ୍କ ସୂଚନା NDRF ୫୨ଟିମ୍, ଓଡ୍ରାଫ୍ ୬୦ ଟିମ୍, ଅଗ୍ନିଶମ ୨୦୬ ଟିମ୍ ମୁତୟନ ବନ ବିଭାଗର...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି