ଭଦ୍ରକ: ଗ୍ରାମାଞ୍ଚଳର ବିକାଶ ଲାଗି ସରକାର ମାଳ ମାଳ ଯୋଜନା କରୁଛନ୍ତି ସତ ହେଲେ ସବୁ ଯୋଜନା କେବଳ କାଗଜ କଲମରେ ସୀମିତ ହୋଇ ରହିଯାଉଛି। ପିଇବା ପାଣି ଠାରୁ ଆରମ୍ଭ କରି ରାସ୍ତାଘାଟ ଓ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ତେବେ ସବୁର ସମାଧାନ ଲାଗି ଗ୍ରାମବାସୀ...
ପୁରୀ: ରଥଯାତ୍ରା ପାଇଁ ପ୍ରଥମ ପର୍ଯ୍ୟାୟ ରଥକାଠ ପୁରୀରେ ପହଞ୍ଚିଛି। ନୟାଗଡ଼ ଜିଲ୍ଲା ବନଖଣ୍ଡରୁ ଦୁଇଟି ରଥକାଠ ବୋଝେଇ ଟ୍ରକ୍ ପୁରୀରେ ଆସି ପହଞ୍ଚିଛି। ସମୁଦାୟ ୫୭ ଖଣ୍ଡ କାଠ ଆସିଛି। ଏଥିରୁ ୨୦ ଫୁଟିଆ ଧଉରା କାଠ ୪ଖଣ୍ଡ ଥିବାବେଳେ ଅସନ କାଠ ୧୧ଖଣ୍ଡ ରହିଛି। ସେହିଭଳି...
ଗଞ୍ଜାମ: ଶିକ୍ଷା ବ୍ୟବସ୍ଥାରେ ଅବହେଳା ଯୋଗୁ ଅଭିଭାବକମାନେ ସ୍କୁଲରେ ତାଲା ପକାଇଛନ୍ତି। ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଠୁରୁବୁରେଇ ଗାଁର ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଏହିଭଳି ଘଟଣା ଦେଖିବାକୁ ମିଳିଛି। ସ୍କୁଲରେ ଆବଶ୍ୟକ ଶିକ୍ଷକ ନଥିବା, ସ୍କୁଲର ସ୍ଥାୟୀ କମିଟି ଚୟନ, ପୋଷାକ ବଣ୍ଟନ ଓ ମଧ୍ୟାହ୍ନ ଭୋଜନରେ...
ବାଲେଶ୍ୱର: ବାଲେଶ୍ୱରରେ ୩୦ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ହୋଇଛି। ସହରର ରୟାଲ ଏନଫିଲ୍ଡ ବୁଲେଟ୍ କ୍ଲବ୍ ପକ୍ଷରୁ ସଡ଼କ ସୁରକ୍ଷା ନେଇ ସଚେତନତା ଶୋଭାଯାତ୍ରା କରାଯାଇଛି। କ୍ଲବ୍ର ସଦସ୍ୟମାନେ ବୁଲେଟ୍ ଚଢ଼ି ସଡ଼କ ସୁରକ୍ଷା ନେଇ ପଥଚାରୀ, ବାଇକ୍ ଆରୋହୀଙ୍କୁ ସଚେତନ କରାଇଛନ୍ତି। ଆଜିଠାରୁ ସପ୍ତାହ...
କୋଲକାତା : ପଶ୍ଚିମବଙ୍ଗରେ ସିବିଆଇର ଗତିରୋଧ ଘଟଣା ଆହୁରି ଜଟିଳ ହେବାରେ ଲାଗିଛି। ଏହାକୁନେଇ ସିବିଆଇ କରିଥିବା ମାମଲାର ଶୁଣାଣି କରିବା ଲାଗି ସୁପ୍ରିମକୋର୍ଟ ଆସନ୍ତାକାଲିକୁ ଦିନ ଧାର୍ଯ୍ୟ କରିଛନ୍ତି। ତେବେ କୋଲକାତା ପୁଲିସ୍ କମିଶନର୍ ରାଜୀବ କୁମାର ଚିଟ୍ଫଣ୍ଡ ଦୁର୍ନୀତି ସଂପର୍କିତ ପ୍ରମାଣ ନଷ୍ଟ କରୁଥିବା ନେଇ...
କୋଲକାତା : ଗତକାଲି ଠାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧାରଣାରେ ବସିଛନ୍ତି। ମେଟ୍ରୋ ଚ୍ୟାନେଲ୍ରେ ମମତାଙ୍କ ଧାରଣା ପ୍ରାୟ ୧୬ ଘଣ୍ଟାରୁ ଅଧିକ ସମୟ ଧରି ଜାରି ରହିଛି। ଯାହାକୁ ନେଇ ଜାତୀୟ ରାଜନୀତି ସରଗରମ୍ ହୋଇଛି। ଗୋଟେ ପରେ ଗୋଟେ ନେତା ଆସି ମମତାଙ୍କୁ ଭେଟିଛନ୍ତି।...
ପାରାଦୀପ: ପାରାଦୀପ ତୈଳ ବିଶୋଧନାଗାର ଆଗରେ ଧାରଣା ଦେଇଥିବା ଜମିହରା କୃଷକ ମଞ୍ଚ ସଦସ୍ୟଙ୍କୁ ପୁଲିସ୍ ଉଠାଇନେବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏପରିକି ବିକ୍ଷୋଭକାରୀ ଓ ପୁଲିସ୍ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିବା ଜଣାପଡ଼ିଛି। ବିଭିନ୍ନ ଦାବି ନେଇ ୪ ଦିନ ହେଲା ଜମିହରା ଏକତା ମଞ୍ଚ...
ଗଜପତି: ଗଜପତି ଜିଲ୍ଲା ଅନ୍ତରବା କନ୍ୟାଶ୍ରମରୁ ୨୯ ଛାତ୍ରୀ ନିଖୋଜ ଘଟଣାରେ ୫ଜଣଙ୍କୁ ପୁଲିସ୍ ଗିରଫ କରିଛି। ନିଖୋଜ ଛାତ୍ରୀଙ୍କୁ ଅଟକ ରଖିବା ଅଭିଯୋଗରେ ଅଡ଼ବା ପୁଲିସ୍ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ଗତ ୨୬ ତାରିଖରେ ଛାତ୍ରୀମାନେ ହଷ୍ଟେଲରୁ ନିଖୋଜ ହେବା ପରେ ଟାଙ୍କିଲିପଦର ଗାଁ ନିକଟରେ ଥିବା...