• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

c1
କଟକରେ ଜମିଜମା ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ

କଟକ: ଜମିଜମା ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ସୁକରପଡ଼ା ଗାଁରେ ଦୁଇ ପରିବାର ମଧ୍ୟରେ ଏହି ଗଣ୍ଡଗୋଳ ହୋଇଛି। ଜମି ବିବାଦକୁ କେନ୍ଦ୍ର କରି ସୋନା ଖାନ୍ ଓ ସେକ୍ ନିଜାମ୍‌ଙ୍କ ପରିବାର ମଧ୍ୟରେ...

b1
ସମୁଦ୍ର ଭିତରେ ବୋଟ୍‌ ଚାଳକଙ୍କ ମୃତ୍ୟୁ ଘଟଣା: ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ

ପାରାଦୀପ: ଗଭୀର ସମୁଦ୍ର ଭିତରେ ବୋଟ୍‌ ଚାଳକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି।  ଏହାର ପ୍ରତିବାଦ କରି ପାରାଦୀପ ଓ ବାଲେଶ୍ୱର ବୋଟ୍‌ ମାଲିକ ସଂଘ ପାରାଦୀପ ଥାନା ଓ କୋଷ୍ଟଗାର୍ଡ କାର୍ଯ୍ୟାଳୟ ଘେରାଉ କରିଥିଲେ। ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଦୋଷୀଙ୍କ ବିରୋଧରେ ଦୃଢ...

film
ଫିଲ୍ମ ଫ୍ରାଇଡେରେ ରିଲିଜ୍‌ ହେଲା ଦୁଇଟି ନୂଆ ଫିଲ୍ମ

ମୁମ୍ବାଇ: ଆଜି ଫିଲ୍ମ ଫ୍ରାଇଡେରେ ରିଲିଜ୍ ହୋଇଛି ବହୁ ଚର୍ଚ୍ଚିତ ସର୍ଜିକାଲ୍ ଷ୍ଟ୍ରାଇକ୍‌କୁ ନେଇ ବଲିଉଡ୍‌ ଫିଲ୍ମ ‘ଉରି-ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍’। ଏଥସହ ଆଉ ଏକ ନୂଆ ଫିଲ୍ମ ଏବଂ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍ ମିନିଷ୍ଟର୍‌’ ମଧ୍ୟ ରିଲିଜ୍‌ ହୋଇଛି। ୨୦୧୬ ମସିହା କଶ୍ମୀରର ଉରି ଆର୍ମି ବେସ୍‌...

m1
ଭୁବନେଶ୍ୱରରେ ଖୋଲିଲା ରାଜ୍ୟର ପ୍ରଥମ ମହିଳା ଆଶ୍ରୟସ୍ଥଳୀ

ଭୁବନେଶ୍ୱର: ବାସହୀନ ମହିଳାଙ୍କ ପାଇଁ ସୁରକ୍ଷା ଚିନ୍ତା। ମୁକ୍ତାକାଶ, ରେଲ୍‌ୱେ ଓ ଫୁଟ୍‌ପାଥ୍‌ରେ ଶୋଉଥିବା ନିରାଶ୍ରୟ ମହିଳାଙ୍କୁ ଉଦ୍ଧାର କରାଯାଇ ମହିଳା ଆଶ୍ରୟସ୍ଥଳୀରେ ରଖାଯିବ। ଏଥିଲାଗି ରାଜ୍ୟରେ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ୱର ସ୍ଥିତ ନୀଳାଦ୍ରି ବିହାରରେ ଏକ ସ୍ୱତନ୍ତ୍ର ମହିଳା ଆଶ୍ରୟସ୍ଥଳୀ ଖୋଲାଯାଇଛି। ଶହେ ଶଯ୍ୟା...

d1
ଆଜିଠୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ବରଗଡ଼: ଆଜିଠୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ପୁରାଣ ବର୍ଣ୍ଣିତ ଦେବକୀ-ବସୁଦେବଙ୍କ ବିବାହଠୁ କଂସ ବଧ ଯାଏ ୧୧ ଦିନ ଧରି ମୁକ୍ତାକାଶ ରଙ୍ଗମଞ୍ଚରେ ଅଭିନୟ ଚାଲିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପୂରା ବରଗଡ଼ ସହରକୁ ଆକର୍ଷଣୀୟ ତୋରଣ ସହିତ ରଂଗୀନ ଆଲୋକ...

tito
ଗ୍ୟାଙ୍ଗଷ୍ଟର ଟିଟୋର ସ୍ତ୍ରୀ ନାଁରେ ଥିବା ଫିଲିଂ ଷ୍ଟେସନରେ ଚଢ଼ାଉ

କେନ୍ଦ୍ରାପଡ଼ା: ଗ୍ୟାଙ୍ଗଷ୍ଟର ଟିଟୋର ସ୍ତ୍ରୀ ବେନଜିର୍ ବିବି ନାଁରେ କେନ୍ଦ୍ରାପଡ଼ାରେ ଥିବା ସୟଦ ଫିଲିଂ ଷ୍ଟେସନ୍‌ରେ ଚଢ଼ାଉ କରାଯାଇଛି। ସିବିଆଇ ଓ କ୍ରାଇମ୍‌ବ୍ରାଞ୍ଚର ୫ଜଣିଆ ଟିମ୍‌ ପକ୍ଷରୁ ଗତକାଲି ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଭୁବନେଶ୍ୱରର ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କ...

ctc
ପୁଅ ଦିବ୍ୟାଙ୍ଗ, ପାନ ବିକି ଗୁଜୁରାଣ ମେଣ୍ଟାଉଛନ୍ତି ବୃଦ୍ଧା ମା’

କଟକ: ପଲିଥିନ ଟଣା ଘରେ ବିତୁଛି ଜୀବନ। ବର୍ଷେ କି ଦୁଇ ବର୍ଷେ ନୁହେଁ, ୪୦ ବର୍ଷରୁ ଅଧିକ ହେବ ଦୁର୍ବିସହ ଭାବେ ଜୀବନ କଟୁଛି। ଏପରିକି ସଳଖି ଠିଆ ହେବା ପାଇଁ ଅଣ୍ଟାରେ ବଳ ନାହିଁ। ଏହା ସତ୍ତ୍ୱେ ବି ସେ ହାର୍‌ ମାନି ନାହାନ୍ତି। ଏ...