• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

p11
ମେଚ୍ୟୁରିଟି ଟଙ୍କା ପ୍ରଦାନରେ ବିଳମ୍ବକୁ ନେଇ ଡାକ ଘରେ ଉତ୍ତେଜନା

ମୟୂରଭଞ୍ଜ: ଡାକ ଘରେ ଗ୍ରାହକଙ୍କ ମେଚ୍ୟୁରିଟି ଟଙ୍କା ପ୍ରଦାନରେ ବିଳମ୍ବକୁ ନେଇ ଗ୍ରାହକମାନେ ତାତିଛନ୍ତି।  ଯାହାକୁ ନେଇ ପୋଷ୍ଟ ଅଫିସ୍ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳା ମୁଖ୍ୟ ଡାକଘରେ ଦେଖିବାକୁ ମିଳିଛି। ହିତାଧିକାରୀଙ୍କ ଆରଡି ଏବଂ ଅନ୍ୟ ଟଙ୍କା ମେଚ୍ୟୁରିଟି ହୋଇସାରିଥିବା ବେଳେ...

s1
ଶିକ୍ଷକଙ୍କ ବଦଳି ଆଦେଶ ପ୍ରତ୍ୟାହାର ଦାବିରେ ଛାତ୍ରୀଙ୍କ ରାସ୍ତାରୋକ

ବାଲେଶ୍ୱର: ଶିକ୍ଷକଙ୍କ ବଦଳି ଆଦେଶକୁ ପ୍ରତ୍ୟାହାର କରିବା ଦାବିରେ ଛାତ୍ରୀମାନେ ରାସ୍ତାରୋକ କରିଛନ୍ତି। ବାଲେଶ୍ୱର ରେମୁଣା ବାଳିକା ଉଚ୍ଚ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ଛାତ୍ରୀମାନେ ସ୍କୁଲରେ ତାଲା ପକାଇ ରାସ୍ତାରେ ବସିଛନ୍ତି। ଖନ୍ତାପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟକୁ ବଦଳି ହୋଇଥିବା ଶିକ୍ଷକ ରାମଚନ୍ଦ୍ର ସ୍ୱାଇଁଙ୍କ ବଦଳି ଆଦେଶ...

film
ଫେବୃଆରୀରେ ଏଣ୍ଟରଟେନ୍‌ କରିବାକୁ ଆସୁଛି ଏହି ସବୁ ଫିଲ୍ମ

ମୁମ୍ବାଇ: ଚଳିତ ବର୍ଷ ଫେବୃଆରୀ ମାସ ଫୁଲ୍ ଏଣ୍ଟରଟେନ୍ କରିବାକୁ ଯାଉଛି। ଫେବୃଆରୀରେ ଏଣ୍ଟର୍‌ଟେନ୍‌ମେଣ୍ଟ ପିଲ୍ମର ସମାହାର ଦେଖିବାକୁ ମିଳିବ। ୧୪ ପେବୃଆରୀକୁ ରଣବୀର ସିଂହଙ୍କ ‘ଗଲି ବଏ’ ରିଲିଜ୍‌ ହେବାକୁ ଥିବାବେଳେ ମଲ୍‌ଟି ଷ୍ଟାରର୍ କମେଡି ଫିଲ୍ମ ‘ଟୋଟାଲ ଧମାଲ’ ମଧ୍ୟ ଏହି ମାସ ରିଲିଜ୍‌ ହେବ।...

puri
ଘୋଷଣା ହେଲା ଦଇତାପତି ନିଯୋଗର ନିର୍ବାଚନ ଫଳାଫଳ

ପୁରୀ: ଶ୍ରୀମନ୍ଦିର ଦଇତାପତି ନିଯୋଗ ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। ଏହି ଘୋଷଣା ଅନୁସାରେ ରବୀନ୍ଦ୍ର ଦାସ ମହାପାତ୍ର ନିଯୋଗର ନୂଆ ସଭାପତି ହୋଇଥିବାବେଳେ ସୂର୍ଯ୍ୟ ନାରାୟଣ ସ୍ୱାଇଁ ମହାପାତ୍ର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଦୁର୍ଗା ପ୍ରସାଦ ଦାସ ମହାପାତ୍ର ନିଯୋଗ ସଂପାଦକ ଓ ଅମିତ ଦାସ...

t1
ରାସ୍ତାରେ ବୁଲୁଛି ବାଘ: ଲୋକେ ଆତଙ୍କିତ

ବଲାଙ୍ଗିର: ରାସ୍ତାରେ ବୁଲୁଛି ବାଘ। ରାତି ଅଧରେ କଳରାପତରିଆ ବାଘ ସହର ମୁହାଁ ହୋଇଛି। ଯାହାକୁ ନେଇ ଏବେ ବଲାଙ୍ଗିର ଜିଲ୍ଲା ସଇଁତଲା ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ବାଘଟି ଗତ କିଛି ଦିନ ଧରି ସଇଁତଲା ଅଞ୍ଚଳର ଗୋଳାବାରୁଦ କାରଖାନା ନିକଟରେ ବୁଲୁଥିବା ଦେଖିବାକୁ ମିଳିଛି। ଏମିତିକି ବାଘର...

m1
ଆଜି ମାଓବାଦୀଙ୍କ ଭାରତ ବନ୍ଦ ଡାକରା

କନ୍ଧମାଳ: ଆଜି ମାଓବାଦୀଙ୍କ ଭାରତ ବନ୍ଦ ଡାକରା। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା-ଦାରିଙ୍ଗିବାଡ଼ି ରାସ୍ତାର ପକାଲଡ଼ମି ଘାଟିରେ ମାଓବାଦୀମାନେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି। ଏହା ଦ୍ୱାରା ଯାତାୟତ ବାଧାପ୍ରାପ୍ତ ହୋଇଛି। ଏଥିପାଇଁ ବାଲିଗୁଡ଼ା-ଦାରିଙ୍ଗିବାଡ଼ି ମଧ୍ୟରେ ଗାଡ଼ି ଚଳାଚଳ ପୂରାପୂରି ବନ୍ଦ ରହିଛି। ଏହା ସହିତ ମାଓବାଦୀମାନେ ପୋଷ୍ଟର୍...

c1
ରାଜ୍ୟରେ ଅସହ୍ୟ ଥଣ୍ଡା

ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ଥଣ୍ଡା ଜାରି ରହିଛି। ରାତିରେ ହଠାତ୍ ତାପମାତ୍ରା ଅସ୍ୱାଭାବିକ ଭାବେ ଖସି ଆସୁଛି। ଗତକାଲି ରାଜ୍ୟର ୧୨ଟି ସହରରେ ତାପମାତ୍ରା ୧୨ ଡିଗ୍ରୀ ସେଲିସିୟସ୍ ତଳକୁ ଖସିଥିବାବେଳେ ଆଜି ଦାରିଙ୍ଗବାଡ଼ିର ତାପମାତ୍ରା ୬ ଡିଗ୍ରୀ ରହିଥିଲା। ସେହିଭଳି ଫୁଲବାଣୀରେ ତାପମାତ୍ରା ୬ ଦଶମିକ...