• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

gold
କମିଲା ସୁନା ଦର, ୮ ମାସରେ ୧୦ ହଜାର ଟଙ୍କା ଶସ୍ତା

କମିଲା ସୁନା ଓ ରୂପା ଦର ଶୁକ୍ରବାର ସୁନା ଦରରେ ହ୍ରାସ ଘଟିଥିବା ବେଳେ ଆଜି ମଧ୍ୟ ହ୍ରାସ ପାଇଛି ଅଲ୍‌ ଟାଇମ୍‌ ରେକର୍ଡଠୁ ପାଖାପାଖି ୧୦ ହଜାର ଟଙ୍କା ଶସ୍ତା ହୋଇଛି ସୁନା ନୂଆଦିଲ୍ଲୀ: ପୁଣିଥରେ ସୁନା ଓ ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। ଶୁକ୍ରବାର...

Hyder's Aide Yakub
କେମିତି ହାଇଦର ଗ୍ୟାଙ୍ଗରେ ସାମିଲ ହେଲା ୟାକୁବ ?

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ଏକ ଟ୍ୱିଷ୍ଟ ଆସିଛି। ହାଇଦରର ପୁରୁଣା ସହଯୋଗୀ ସଲ୍ଲୁ ଓରଫ ୟାକୁବ ଆଜି କଟକ ଚାଉଳିଆଗଞ୍ଜ ପୋଲିସ୍‌ ନିକଟରେ ଆତ୍ମସମର୍ପଣ କରିଛି। ସଲ୍ଲୁ ହାଇଦରର ବହୁ ପୁରୁଣା ସହଯୋଗୀ ବୋଲି କୁହାଯାଉଛି। କିଏ ଏହି ୟାକୁବ ? କେମିତି ହାଇଦର ସହ...

marriage
ଲକ୍ଷେ ଟଙ୍କାରେ ମିଳିଲା କନ୍ୟା, ବିବାହ ସରିବା ପରେ ସୁନା ଅଳଙ୍କାର ନେଇ ଫେରାର

ଲକ୍ଷ୍ନୌ: ଦୁଲ୍‌ହନ ବେଶରେ ଆସି ରୀତିନୀତି ଅନୁସାରେ ମନ୍ଦିରରେ ବିବାହ କଲେ, ଶେଷରେ ସୁନା ଅଳଙ୍କାର ନେଇ ଫେରାର ହୋଇଗଲେ। ସବୁଠାରୁ ବଡ଼ କଥା, ଏହି ବିବାହ ପାଇଁ ମଧ୍ୟସ୍ଥିଙ୍କ ସହ ଲକ୍ଷେ ଟଙ୍କା ମଧ୍ୟ ଛିଣ୍ଡି ଥିଲା। ଘଟଣାପରେ ନା ଯୁବତୀଙ୍କର କୌଣସି ପତ୍ତା ମିଳିପାରିଛି ନା ମଧ୍ୟସ୍ଥିଙ୍କ।...

Police Personnel Assault
‌ମନ୍ଦିର ଯାଇଥିବା ବେଳେ ପିନ୍ଧି ନଥିଲେ ମାସ୍କ, ତଳେ ପକାଇ ମାରିଲା ପୋଲିସ୍

ଭଦ୍ରକ: ମାସ୍କ ଚେକିଂ ନାଁରେ ଭଦ୍ରକ ଜିଲ୍ଲା ଆରଡି ଫାଣ୍ଡି ପୋଲିସ୍‌ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଅଭିଯୋଗ ହୋଇଛି। ଶନିବାର ଦିନ ବେତାଳି ଗାଁର ଶୁଭରଞ୍ଜନ ମେକାପ ନାମକ ଜଣେ ଯୁବକ ମନ୍ଦିର ଯାଇଥିବା ବେଳେ ମାସ୍କ ପିନ୍ଧି ନଥିବା ଅଭିଯୋଗରେ ପୋଲିସ୍‌ ତାଙ୍କୁ ମାଡ଼ ମାରି ଫାଣ୍ଡିରେ...

child
ଜନ୍ମ ନେଲା ଅଦ୍ଭୁତ ଶିଶୁ କନ୍ୟା; ଶରୀର ଗୋଟେ ହେଲେ...

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ଏକ ଘରୋଇ ନର୍ସିଂହୋମ୍‌ରେ ଗତକାଲି ଏକ ଅଦ୍ଭୁତ ଶିଶୁ କନ୍ୟା ଜନ୍ମ ନେଇଛି l ଶିଶୁଟିର ଦୁଇଟି ମୁଣ୍ଡ ରହିଥିବା ବେଳେ ୩ଟି ହାତ, ୪ଟି ଆଖି ଓ ୪ଟି କାନ ରହିଛି l ଗତକାଲି ଦିନ ୧୧ଟାରେ ଶିଶୁଟି ଜନ୍ମ ହେବା ପରେ...

covid test
ବେଲଗାମ୍‌ କରୋନା: ଦିନକରେ ଓଡ଼ିଶାରେ ବାହାରିଲେ ୧,୭୪୧ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଲଗାତାର ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ୧,୩୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧,୭୪୧ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୧,୦୧୫ ଜଣ ଥିବାବେଳେ ଲୋକାଲ...

odisha
ଡେଲାଙ୍ଗ ନିର୍ବାଚନୀ ହିଂସା ମାମଲାରେ ୨ ଗିରଫ, ବିଜେପି କର୍ମୀଙ୍କୁ ବିଜେଡି କର୍ମୀ ମାଡ଼ ମାରିଥିବା ଅଭିଯୋଗ

ପିପିଲି: ଡେଲାଙ୍ଗ ନିର୍ବାଚନୀ ହିଂସା ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଜେନାପୁର ବ୍ରାହ୍ମଣବାଡ଼ ଗାଁରେ ଗତକାଲି ନିର୍ବାଚନ ପ୍ରଚାର ବେଳେ ଏହି ହିଂସାକାଣ୍ଡ ଘଟିଥିଲା। ଏଥିରେ ୩ ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ୨ ଜଣଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ୩ ଜଣ...

headache
ମୁଣ୍ଡବିନ୍ଧାର କାରଣ କ’ଣ ?

ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା। ମାନସିକ ଚାପରୁ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ହେଉ ଅଧିକାଂଶ ଲୋକ ମୁଣ୍ଡବିନ୍ଧାର ଶିକାର ହୋଇଥାନ୍ତି । ତେବେ ମୁଣ୍ଡବିନ୍ଧା କେତେ ପ୍ରକାରର ? ସବୁ ମୁଣ୍ଡବିନ୍ଧାର କାରଣ କ’ଣ ସମାନ ? ଦେଖନ୍ତୁ ଏହି ଭିଡିଓ…

nilagiri
ରଣକ୍ଷେତ୍ର ପାଲଟିଲା ମେଡିକାଲ୍‌ ପରିସର, ରୋଗୀଙ୍କୁ ନେବାକୁ ବାଡ଼ିଆପିଟା

ନୀଳଗିରି: ଭଡ଼ା ନେବା କଥାକୁ କେନ୍ଦ୍ର କରି ହସ୍ପିଟାଲ୍‌ ପରିସର ପାଲଟିଲା ରଣକ୍ଷେତ୍ର। ମାର୍‌ପିଟ୍‌ ସହ ମୁଣ୍ଡଫଟା ଫଟି ତାହା ବି ପୁଣି ହସ୍ପିଟାଲ ପରିସରରେ। ଏଭଳି କିଛି ଅଭାବନୀୟ ଦୃଶ୍ୟ ବାଲେଶ୍ୱର ଜିଲ୍ଲା ନୀଳଗିରି ମେଡିକାଲ ପରିସରରେ ଦେଖିବାକୁ ମିଳିଛି। ହସ୍ପିଟାଲ୍‌ରୁ ଜଣେ ରୋଗୀ ଡିସ୍‌ଚାର୍ଜ ହେବାପରେ...

train
କ’ଣ ପୁଣିଥରେ ଗଡ଼ିବ ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍ ? ଜାଣନ୍ତୁ ଭାଇରାଲ୍‌ ଖବରର ସତ୍ୟାସତ୍ୟ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୫୨ ହଜାର ୮୭୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର ଅନେକ ସହରରେ ନାଇଟ୍‌ କର୍ଫ୍ୟୁ ଘୋଷଣା ହୋଇଛି। ଏହାସହ...

Hyder
ଗ୍ୟାଙ୍ଗଷ୍ଟର ହାଇଦର ଫେରାର, ୬ ସସ୍‌ପେଣ୍ଡ୍‌

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ କାର୍ଯ୍ୟାନୁଷ୍ଠାନ ଜଣେ ହାବିଲଦାର ଓ ୫ ଜଣ କନଷ୍ଟେବଲ୍‌ ସସ୍‌ପେଣ୍ଡ୍‌ ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ ସବୁ ଜିଲ୍ଲାର ଏସ୍‌ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ କଟକ: କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଚମ୍ପଟ୍ ମାରିଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ଲାଗି ୫ରୁ ଊର୍ଦ୍ଧ୍ୱ ଟିମ୍‌କୁ...

accident
ବାଇକ୍‌ରେ ଯାଉଥିଲେ ପିଟିଦେଲା ଟ୍ରକ୍‌; ସ୍ୱାମୀସ୍ତ୍ରୀ ମୃତ, ୮ ବର୍ଷର ଝିଅ ଗୁରୁତର

ଯାଜପୁର/ଆନନ୍ଦପୁର: ରାଜ୍ୟରେ ଆଜି ୨ଟି ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦମ୍ପତି ଓ ଅନ୍ୟ ଜଣେ ଟ୍ରକ୍‌ ମାଲିକ ଅଛନ୍ତି। ଦୁର୍ଘଟଣାରେ ୮ ବର୍ଷର ଝିଅ ଗୁରୁତର ଆହତ ହୋଇ ମେଡିକାଲ୍‌ରେ ଭର୍ତ୍ତି...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।