• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

bjd-modi
ଆଜି ପୁଣି ବିଜେଡି ଓ କଂଗ୍ରେସକୁ ଘାଇଲା କଲେ ମୋଦି

ଭୁବନେଶ୍ୱର : ପ୍ରଚାର ଆଳରେ ଆଜି ବିଜେଡି ଓ କଂଗ୍ରେସକୁ ଘାଇଲା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଛନ୍ତି, ଓଡ଼ିଶାର ବିକାଶରେ ବିଜେଡି ରୋକ ଲଗାଇଛି। ୧୯ ବର୍ଷ ଧରି ଲୋକେ ବିଶ୍ୱାସ କରି ଆସିଥିବା ବିଜେଡି ସରକାର କିଛି କରିନଥିବାରୁ ଏହାକୁ ବଦଳାଇ ବିଜେପିକୁ କ୍ଷମତାକୁ ଆଣିବାକୁ...

village
ନିର୍ବାଚନ ଆସୁଛି ଯାଉଛି, ହେଲେ ବଦଳୁନି ଗାଁର ଚିତ୍ର

ଭଞ୍ଜନଗର (ପ୍ରଦୀପ କୁମାର ସ୍ୱାଇଁ) : ସ୍ୱାଧୀନତାକୁ ପୁରିଲାଣି ୭୨ ବର୍ଷ। ଏହା ଭିତରେ ସରିଲାଣି ବହୁ ନିର୍ବାଚନ। ଆଉ ବଦଳିଲେଣି କେତେ ସରକାର, ହେଲେ ଆମ ରାଜ୍ୟରେ ଏମିତି କିଛି ଅଞ୍ଚଳ ଅଛି, ଯେଉଁଠି ଏବେ ବି ପହଞ୍ଚିନି ବିକାଶ କି ପହଞ୍ଚି ପାରିନି ପ୍ରଶାସନ। ଉପାନ୍ତ...

kk
ବିଜେଡିର କେନ୍ଦୁଝର ଲୋକସଭା ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ଅଡୁଆରେ

ଭୁବନେଶ୍ୱର : ବିଜେଡିର କେନ୍ଦୁଝର ଲୋକସଭା ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁଙ୍କ ବାପାଙ୍କ ନାଁ ତିନିଟି ଜାଗାରେ ଅଲଗା ଅଲଗା ରହିଛି। ଯାହାକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି ବିଜେପି। ନିଜ ନାମାଙ୍କନ ପତ୍ରରେ ଚନ୍ଦ୍ରାଣୀ ବାପାଙ୍କ ନାଁ ରହିଛି ସଞ୍ଜୀବ ମୁର୍ମୁ। ତେବେ ଭୋଟର...

yogi
ବ୍ରହ୍ମପୁର ଓ ଫୁଲବାଣୀ ସଭାକୁ ଟେଲିଫୋନ ଯୋଗେ ଭାଷଣ ଦେଲେ ଯୋଗୀ

ଭୁବନେଶ୍ୱର : ଏୟାରପୋର୍ଟରୁ ବିଜେପିର କନ୍ଧମାଳ ସାଧାରଣ ସଭାକୁ ସମ୍ବୋଧିତ କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଭୁବନେଶ୍ୱର ଏୟାରପୋର୍ଟରୁ ଭାଷଣ ଦେଲେ ଯୋଗୀ ଆଦିତ୍ୟନାଥ। ବ୍ରହ୍ମପୁର ଓ ଫୁଲବାଣୀ ସଭାକୁ ସେ ଟେଲିଫୋନ ଯୋଗେ ଭାଷଣ ଦେଇଛନ୍ତି। ଭୁବନେଶ୍ୱରରୁ ଯାଇନପାରି ଟେଲିଫୋନରେ ଭାଷଣ ଦେଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ...

police
କମିଶନରେଟ୍ ପୁଲିସ ବିରୋଧରେ ଥାର୍ଡ ଡିଗ୍ରୀ ଅଭିଯୋଗ

କଟକ(ବିଶ୍ୱଜିତ୍‌ ଆଚାର୍ଯ୍ୟ/ ଦେବାଶିଷ ମହାନ୍ତି) : କମିଶନରେଟ୍ ପୁଲିସ୍‌ ବିରୋଧରେ ଥାର୍ଡ ଡିଗ୍ରୀ ଅଭିଯୋଗ। ପୁରଣା ଓ୍ୱାରେଣ୍ଟିକୁ ଗିରଫ କରି ପୁଣି ଅଡୁଆରେ ପୁରୀଘାଟ ପୁଲିସ୍‌। ପୁଲିସ ବିରୋଧରେ ହାଜତ ମୃତ୍ୟୁ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ। ତେବେ କଟକ ଡିସିପି ଓ ଚୌଦ୍ୱାର ଜେଲରଙ୍କ ବୟାନ...

pakistan
୩୬୦ ଭାରତୀୟ ବନ୍ଦୀଙ୍କୁ ଛାଡିବ ପାକିସ୍ତାନ

ଇସ୍‌ଲାମାବାଦ୍‌ : ପାକିସ୍ତାନ ସରକାରଙ୍କ ବଡ ଘୋଷଣା। ପାକିସ୍ତାନରେ ବନ୍ଦୀ ଥିବା ୩୬୦ ଭାରତୀୟଙ୍କୁ ଛାଡିବାକୁ ଘୋଷଣା କରିଛନ୍ତି ପାକିସ୍ତାନ ସରକାର। ଆସନ୍ତା ମଙ୍ଗଳବାର ଠାରୁ ପର୍ଯ୍ୟାୟ କ୍ରମେ ଭାରତୀୟ ବନ୍ଦୀଙ୍କୁ ଛଡାଯିବ। ପାକିସ୍ତାନ ବୈଦେଶିକ ପ୍ରବକ୍ତା ମୋହମ୍ମଦ ଫେସଲ କହିଛନ୍ତି ୫୩୭ ଜଣ ଭାରତୀୟ ପାକିସ୍ତାନର ଅନେକ...

danagadi
ସନ୍ତାନ ପ୍ରସବ ପରେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଯାଜପୁର ( ଅଭୟ ପତି) : ଯାଜପୁର ଜିଲ୍ଲା ଦାନଗଦିରେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା। ହସ୍ପିଟାଲ ଆଗରେ ପରିବାର ଲୋକଙ୍କ ଧାରଣା। ଡାକ୍ତରଙ୍କ ଅବହେଳା ଯୋଗୁଁ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ତେବେ ସମବେଦନା ଜଣାଇବାକୁ ହସ୍ପିଟାଲରେ ପହଞ୍ଚିଥିବା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ...

train
ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ

ଅନୁଗୁଳ  (ବିରଜା ଦାଶ) : ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗୋତମରା ହାଟସାହି ନିକଟ ନାଲକୋ ଟ୍ରେନ୍‌ ଲାଇନରେ ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଯୁବକ ହେଲ ଗୋତମରା ହାଟସାହିର ରାଜେଶ ବିଶ୍ୱାଳ। ରାଜେଶ ଗତକାଲି ରାତିରେ କୌଣସି କାମରେ ଘର ନିକଟସ୍ଥ ଟ୍ରେନ୍‌ ଲାଇନ୍‌ ...

bibhu
ବାକି ଥିବା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ଭୁବନେଶ୍ୱର :  ବାକି ଥିବା ଗୋଟିଏ ଲୋକସଭା ଏବଂ ୨ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ଜଗତସିଂହପୁର ଲୋକସଭା ଆସନରୁ ଦଳର ପ୍ରାର୍ଥୀ ହେବେ ବିଭୁ ତରାଇ। ବିଭୁ ଦିନକ ତଳେ ବିଜେପିରେ ସାମିଲ ହୋଇଥିଲେ। ସେହିପରି ଗତକାଲି ବିଜେପିରେ ମିଶିଥିବା ପୂର୍ବତନ ବିଧାୟକ...

bjd
ବିଜେଡିର ୨ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ, ପିଟାପିଟି

ଜଗତସିଂହପୁର( ଶଶାଙ୍କ ଶେଖର ପଣ୍ଡା) : ପୁଣି ପଦାରେ ପଡ଼ିଲା ବିଜେଡି କନ୍ଦଳ। ଜଗତ୍‌ସିଂହପୁର ଜିଲ୍ଲା ନାଉଗାଁ ମୁଣ୍ଡାଳ ଛକରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ସହ ଖୋଲାଖୋଲି ମାରପିଟ୍ ହୋଇଛି। ସୂଚନା ଅନୁଯାୟୀ, ଜଗତ୍‌ସିଂହପୁର ବିଧାନସଭା ଆସନ ଲାଗି ବିଜେଡି ପ୍ରାର୍ଥୀ ହୋଇଥିବା ପ୍ରଶାନ୍ତ ମୁଦୁଲି...

baijayanta2
ବିଜେଡି ଏବେ ବିଜୁ ବାବୁଙ୍କ ନାଁ ମାଟିରେ ମିଶାଇ ସାରିଲାଣି : ବୈଜୟନ୍ତ ପଣ୍ଡା

ପାଟକୁରା ( ମନୋଜ ସ୍ୱାଇଁ) : କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶର ଛତାହାଟରେ ନିର୍ବାଚନୀ ପ୍ରଚାର କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ପ୍ରଚାରବେଳେ ବୈଜୟନ୍ତ ରାଜ୍ୟର ନବୀନ ପଟ୍ଟନାୟକ ସରକାରଙ୍କ ଉପରେ ବର୍ଷିଛନ୍ତି। ବିଜେଡି ଯେଉଁ ନୀତି ଆଦର୍ଶ ନେଇ ଗଠନ ହୋଇଥିଲା,...

bhudan murmu
ଭୂଦାନ ମୁର୍ମୁଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଶେଷରେ ସାରସକଣା ବିଜେପି ପ୍ରାର୍ଥୀ ଭୂଦାନ ମୁର୍ମୁଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ରାଜ୍ୟ ସରକାର। ଇସ୍ତଫା ପତ୍ର ଗ୍ରହଣ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସାରସକଣା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଥିବା ଭୂଦାନ ମୁର୍ମୁଙ୍କ ଇସ୍ତଫା ଗୃହିତ ହୋଇନଥିବାରୁ...

congress
ସମ୍ବଲପୁର କଂଗ୍ରେସରେ ବିଦ୍ରୋହ ; ସାଂସଦ ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ୱକୁ ବିରୋଧ

ସମ୍ବଲପୁର ( ସଞ୍ଜୟ ଜେନା ) : ସମ୍ବଲପୁର ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ପରେ ଜିଲ୍ଲା କଂଗ୍ରେସ କମିଟିରେ ଦେଖାଦେଇଛି ବିଦ୍ରୋହ। ସାଂସଦ ପ୍ରାର୍ଥୀ ଶରତ ପଟ୍ଟନାୟକଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ଜିଲ୍ଲା କଂଗ୍ରେସ କମିଟିର ଅନେକ ବରିଷ୍ଠ ନେତା ଓ କର୍ମକର୍ତ୍ତା...