• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

adr
ପ୍ରଥମ ପର୍ଯ୍ୟାୟ ଭୋଟ୍ ପର୍ବରୁ ADR ରିପୋର୍ଟ : ୬୧ ପ୍ରାର୍ଥୀଙ୍କ ନାଁରେ ଫୌଜଦାରୀ ମାମଲା

ଭୁବନେଶ୍ୱର : ଏପ୍ରିଲ ୧୧ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ୪ଟି ଲୋକସଭା ଆସନର ମୋଟ ୨୬ ପ୍ରାର୍ଥୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ସବୁଠୁ ଅଧିକ ଧନୀ ହେଉଛନ୍ତି ବ୍ରହ୍ମପୁର ଆସନରୁ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡୁ । ତାଙ୍କର ମୋଟ୍ ସଂପତ୍ତି...

yojana
ଆଦିବାସୀଙ୍କ ଲାଗି ହଜାରେ ଯୋଜନା ; ନାହିଁ ବିକାଶର ଗନ୍ଧ

ମାଲକାନିଗିରି  (ଜିତେନ୍ଦ୍ର ବେଉରା) : ଗାଁର ବିକାଶ ଆଉ ଆଦିବାସୀଙ୍କ ଉନ୍ନତି ପାଇଁ ସରକାରଙ୍କ ହଜାରେ ଯୋଜନା। ଅନ୍ଧାରୀ ମୁଲକରେ ବଞ୍ଚୁଥିବା ଅନୁସୂଚିତ ଜନଜାତି ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବାକୁ ନେତାଙ୍କ କେତେ ବୟାନବାଜି। ହେଲେ ଆମ ରାଜ୍ୟରେ ଏବେ ବି ଏମିତି କିଛି ଅଞ୍ଚଳ ଅଛି,...

dharmagara murder
ମଦ୍ୟପର ଉନ୍ମତ୍ତ କାଣ୍ଡ

ଧର୍ମଗଡ଼(ଇଙ୍ଗିତ୍‌ ପଣ୍ଡା) : କଳାହାଣ୍ଡି ଜୟପାଟଣାରେ ମାତାଲର ଉନ୍ମତ୍ତ କାଣ୍ଡ। ନିଶାସକ୍ତ ଅବସ୍ଥାରେ ଥିବା ଜଣେ ବ୍ୟକ୍ତି ୪ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ ଜୟପାଟଣାର ପଲ୍‌ସ-ପିପଲଗୁଡା ରାସ୍ତାରୁ ଗୋଟିଏ ଗାଁର ୪ ଜଣଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ମୃତଦେହ ନିକଟରେ ଗୋଟିଏ ବାଇକ୍...

bjp mishrana parva
ବିଜେପିରେ ମିଶିଲେ ଶତାଧିକ ବିଜେଡି କର୍ମୀ

ଉଦଳା (ମାନସ ପାଣି): ବିଜେପିରେ ମିଶିଲେ ଶତାଧିକ ବିଜେଡି କର୍ମୀ। ମୟୂରଭଞ୍ଜ ଜିଲ୍ଲା ଉଦଳା ନିର୍ବାଚନମଣ୍ଡଳୀର କପ୍ତିପଦାରେ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଜେଡିର କପ୍ତିପଦା ବ୍ଲକ୍‌ ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସମେତ ବିଜୁ ଜନତା ଦଳର ଶତାଧିକ କର୍ମୀ ବିଜେପିରେ ବିଧିବଦ୍ଧ...

mokim
ସରଗରମ ହେଲାଣି କଟକ ରାଜନୀତି

କଟକ (ଦେବାଶିଷ ମହାନ୍ତି ) : କିଏ ଲୋକଙ୍କ ସହ ଚାହା ପିଇ ଭୋଟ ମାଗୁଛି ତ ପୁଣି କିଏ ଲୋକଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଉଛି। କଟକ ସହର ଗଳି କନ୍ଦିରେ ଏବେ ଦେଖିବାକୁ ମିଳୁଛି ଏଭଳି ରାଜନୈତିକ ଉଷ୍ମତା। ବିଭିନ୍ନ ଦଳର ନେତା ନିଜ ନିଜ...

kharbela2
ବୌଦ୍ଧରେ ବିଜେପି ସାଂସଦ ପ୍ରାର୍ଥୀ ଖାରବେଳ ସ୍ୱାଇଁଙ୍କ ପ୍ରଚାର

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ) : ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ବିଜେପିର କନ୍ଧମାଳ ଲୋକସଭା ପ୍ରାର୍ଥୀ ଖାରବେଳ ସ୍ୱାଇଁ ନିର୍ବାଚନ ପ୍ରଚାର କରିଛନ୍ତି। ହରଭଙ୍ଗା ବ୍ଲକ୍‌ର ନରସିଂହପୁର ହାଟପଦା ପଡ଼ିଆରେ ପଥପ୍ରାନ୍ତ ସଭା କରିବା ସହ ଘରକୁ ଘର ଯାଇ ପ୍ରଚାର କରିଛନ୍ତି। ବିଜେପି ସାଂସଦ ପ୍ରାର୍ଥୀ ଖାରବେଳ...

police-congress
କଂଗ୍ରେସ କର୍ମୀ-ପୁଲିସ ମୁହାଁମୁହିଁ

ଆନନ୍ଦପୁର( ମୁନା ସିଂହ) : କେନ୍ଦୁଝର ଜିଲ୍ଲା ଘସିପୁରାରେ କଂଗ୍ରେସ ଶୋଭାଯାତ୍ରା ବେଳେ ଉତ୍ତେଜନା। କଂଗ୍ରେସ ନେତା ଜୟଦେବ ଜେନାଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ସୈଲଂଗ ଛକରୁ ଘସିପୁରା ଥାନା ଅଭିମୁଖେ ଯାଉଥିବା ବେଳେ ପୁଲିସ ସହିତ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ କର୍ମୀ ଗତ ୫ ତାରିଖ ରାତିରେ...

medical
ନବଜାତ ଶିଶୁପୁତ୍ରକୁ ଛାଡି ପଳାଇଲେ ବାପା ଓ ମାଆ

ରାଇରଙ୍ଗପୁର ( ରାଜେଶ ଶର୍ମା) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ନବଜାତ ଶିଶୁପୁତ୍ରକୁ ଛାଡି ପଳାଇଲେ ବାପା ଓ ମାଆ। ଶନିବାର ଏହି ଘଟଣା ଘଟିଥିବା ବେଳେ ନବଜାତ ଶିଶୁପୁତ୍ରକୁ ହସ୍ପିଟାଲ କର୍ତ୍ତୃପକ୍ଷ ବାରିପଦା ପିଆରଏମ୍‌ ଡାକ୍ତରଖାନାକୁ ହସ୍ତାନ୍ତର କରିଛନ୍ତି। ଗତ ଶନିବାର ଶିଶୁପୁତ୍ର ଜନ୍ମ...

car
କଣ୍ଟାମାଳରେ ଚରମସୀମାରେ ବିଜେଡି ଅସନ୍ତୋଷ

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ) : ବୌଦ୍ଧ ଜିଲ୍ଲା କଣ୍ଟାମାଳରେ ଚରମସୀମାରେ ପହଞ୍ଚିଛି ବିଜେଡି ଅସନ୍ତୋଷ। ଦଳର ବିଧାୟକ ପ୍ରାର୍ଥୀ ମହୀଧର ରଣାଙ୍କ ଗାଡ଼ି ଭଙ୍ଗାରୁଜା। ଘିକୁଣ୍ଡି ପଂଚାୟତର ରତାଖଣ୍ଡିରେ ସେ ପ୍ରଚାର କରୁଥିବା ବେଳେ କିଛି ଅସନ୍ତୁଷ୍ଟ ବିଜେଡି କର୍ମୀ ମହୀଧରଙ୍କ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ...

rajadhani
ରାଜଧାନୀ ଏକ୍ସପ୍ରେସ୍‌ରେ ଖାଦ୍ୟ ଖାଇ ୨୦ଜଣ ଯାତ୍ରୀ ଅସୁସ୍ଥ

ନୂଆଦିଲ୍ଲୀ : ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌ରେ ଖାଦ୍ୟ ଖାଇ ୨୦ଜଣ ଯାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥଙ୍କ ମଧ୍ୟରେ କିଛି ଶିଶୁ ମଧ୍ୟ ଅଛନ୍ତି। ଗତକାଲି ସନ୍ଧ୍ୟାରେ ଟ୍ରେନ୍‌ଟି ନୂଆଦିଲ୍ଲୀ ଷ୍ଟେସନ ଛାଡିବା ପରେ ଯାତ୍ରୀମାନଙ୍କୁ ଖାଦ୍ୟ ପରସା ଯାଇଥିଲା।  କିନ୍ତୁ ଖାଦ୍ୟ ଖାଇବା ପରେ ବି-୩, ବି-୫ ,...

dead
ରାସ୍ତାରୁ ୪ ମୃତଦେହ ଉଦ୍ଧାର

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ପଲସ-ପିପଲଗୁଡା ରାସ୍ତାରୁ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ରାସ୍ତାରେ ଯାଉଥିବା ଲୋକଙ୍କଠାରୁ ଖବର ପାଇ ଜୟପାଟଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ମୃତକମାନେ ହେଲେ ସୁନ୍ଦର ନାଏକ, ଲିଙ୍ଗ ନାଏକ, ନକୁଳ ନାଏକ ଓ ଉପି...

dama rout
ଆଶଙ୍କାକୁ ସତ ପ୍ରମାଣିତ କଲେ ନବୀନ : ଦାମ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫିଟ୍ ଥିବା ନେଇ ଗତକାଲି ସୋଶାଲ ମିଡିଆରେ ଜାରି ଭିଡିଓକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ବରିଷ୍ଠ ବିଜେପି ନେତା ଡାକ୍ତର ଦାମୋଦର ରାଉତ। ଦାମ କହିଛନ୍ତି, ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଲୋକେ ଯାହା ଆଶଙ୍କା କରୁଥିଲେ, ତାକୁ ଏହି ଭିଡ଼ିଓ...

sura
ମୁଖ୍ୟମନ୍ତ୍ରୀଙ୍କ ଫିଟ୍ ଭିଡିଓକୁ ନେଇ ନବୀନଙ୍କୁ ସୁରଙ୍କ ଚ୍ୟାଲେଞ୍ଜ୍

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଫିଟ୍‌ ଅଛନ୍ତି। ଏଣିକି ୨୦୧୯ ଯୁଦ୍ଧକୁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ନିଜ ତୁଣ୍ଡରେ ନିଜେ କହିଛନ୍ତି। କଥାଟିର ବାସ୍ତବତାକୁ ନେଇ ସନ୍ଦେହ ଥିଲେ ମଧ୍ୟ ଭାଇରାଲ ହୋଇଥିବା ଭିଡିଓ ଆଧାରରେ ଆମେ ଏହି କଥା କହୁଛୁ। ସବୁ ବେଳେ ଫିନ୍‌ ଫିନ୍‌ ଧଳା କୁର୍ତ୍ତା...

ticket
ଭାଇରାଲ୍ ଭିଡିଓରେ ଟିକେଟ୍ ଗୁମର ଖୋଲିଲେ କର୍ମୀ

ଭୁବନେଶ୍ୱର : ଟିକେଟ୍‌ ବଣ୍ଟନ ପଛରେ ବଡ଼ ଧରଣର କିକ୍‌ବ୍ୟାକ୍। କେବଳ କିକ୍‌ବ୍ୟାକ୍ ନୁହେଁ, ପ୍ରୀୟାପ୍ରୀତି ତୋଷଣ ବି ଚାଲିଥିଲା ବିଜେଡିରେ। ଟଙ୍କା ନେଇ ଏବଂ ମହିଳାଙ୍କୁ ଶୋଷଣ କରି ଟିକେଟ୍‌ ଦିଆଯାଇଥିବାର ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଦଳୀୟ କର୍ମୀ। ସାମ୍ନାକୁ ଆସିଛି ଏହି ଚାଞ୍ଚଲ୍ୟକର ଭାଇରାଲ୍ ଭିଡ଼ିଓ।...