• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

poll
୧୯ ସାଧାରଣ ନିର୍ବାଚନର ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ଭୋଟ

ନୂଆଦିଲ୍ଲୀ : ଦେଶରେ ପରବର୍ତ୍ତୀ ସରକାର କିଏ ଗଢ଼ିବ ସେଥିପାଇଁ ଆସନ୍ତାକାଲିଠାରୁ ଭୋଟ୍‌ ପ୍ରକ୍ରିୟା ଆରମ୍ଭ ହେବ। ଚଳିତ ବର୍ଷ ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ କରାଯିବାକୁ ନିଷ୍ପତ୍ତି ହୋଇଛି। ତେଣୁ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟରେ ଦେଶର ୨୦ଟି ରାଜ୍ୟର ୯୧ଟି ଲୋକସଭା ଆସନରେ ଭୋଟ...

naveen-
ଧରାପଡିଲା କାଳିଆକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ମିଛ

ଭୁବନେଶ୍ୱର : ୪୦ ଲକ୍ଷ ଚାଷୀଙ୍କୁ ଟଙ୍କା ଦିଆଗଲାଣି ବୋଲି ବୁଲି ବୁଲି ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ। ହେଲେ କୃଷି ବିଭାଗର ଏ ଚିଠି ମୁଖ୍ୟମନ୍ତ୍ରୀଙ୍କ ମିଛର ଗୁମର ଖୋଲିଛି। ଗତ ୬ ତାରିଖରେ ୮ ବିଭାଗର ସଚିବଙ୍କ ସହ ଉନ୍ନୟନ କମିଶନର ଓ କୃଷି ବିଭାଗର ନିର୍ଦ୍ଦେଶକଙ୍କ...

bridge
କଟକ ତ୍ରିଶୁଳିଆ ବ୍ରିଜ୍‌କୁ ନେଇ ରାଜନୀତି

କଟକ : ଭୁବନେଶ୍ୱର ଓ କଟକର ଦୂରତ୍ୱ କମାଇବା ପାଇଁ ନିର୍ମାଣ ହୋଇଥିଲା ନେତାଜୀ ସୁବାଷ ଚନ୍ଦ୍ର ବୋଷ ବ୍ରିଜ୍‌ (ତ୍ରିଶୁଳିଆ ବ୍ରିଜ)। ଦୁଇ ସହର ଭିତରେ ଦୂରତା କମିଲା। ହେଲେ ନିର୍ବାଚନୀ ଋତୁରେ ବ୍ରିଜ ନିର୍ମାଣର ଶ୍ରେୟ ନେବା ପାଇଁ ଚାଲିଛି ଲଢ଼େଇ। ତ୍ରିଶୁଳିଆ ବ୍ରିଜ ନିର୍ମାଣକୁ...

bjd allegation
ଓଟିଭି ବିରୁଦ୍ଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ବିଜେଡି

ଭୁବନେଶ୍ୱର : ଓଟିଭି ବିରୁଦ୍ଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ଶାସକ ବିଜେଡି। ଭୋଟ ପୂର୍ବର ବ୍ୟାନ୍ ୪୮ ଘଣ୍ଟା ସମୟରେ ବିଜେପି କରିଥିବା ସାମ୍ବାଦିକ ସମ୍ମିଳନୀର ଓଟିଭି ସିଧା ପ୍ରସାରଣ କରିବା ଦୁର୍ଭାଗ୍ୟଜନକ ଓ ଏହା ନିର୍ବାଚନ କମିଶନଙ୍କ ଗାଇଡ୍‌ ଲାଇନ୍ ଉଲ୍ଲଙ୍ଘନ କରୁଛି।...

ranjita-up
ପୂର୍ବତନ BJD କର୍ପୋରେଟର ରଞ୍ଜିତା ବିଶ୍ୱାଳ ପୁଣି ଗିରଫ

କଟକ (ବିବର୍ତ୍ତନ ପଣ୍ଡା) : କଟକ ମ୍ୟୁନିସିପାଲ କର୍ପୋରେସନ(CMC)ର ପୂର୍ବତନ BJD କର୍ପୋରେଟର ରଞ୍ଜିତା ବିଶ୍ୱାଳ ପୁଣି ଗିରଫ। ବେଆଇନ ବନ୍ଧୁକ ରଖିଥିବା ଏବଂ ଆଗାମୀ ନିର୍ବାଚନରେ ବିଶୃଙ୍ଖଳା କରିବାକୁ ଯୋଜନା କରୁଥିବା ଅଭିଯୋଗରେ ରଞ୍ଜିତାଙ୍କୁ ଗିରଫ କରିଛି ପୁଲିସ। ଚାଉଳିଆଗଞ୍ଜ ଥାନା ଏବଂ ସ୍ପେଶାଲ ସ୍କ୍ୱାଡ଼ ଗତକାଲି...

image
ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚିତ ହୁଅନ୍ତୁ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ

ଇସ୍‌ଲାମାବାଦ୍‌ : ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚିତ ହୁଅନ୍ତୁ ବୋଲି ଆଶା ରଖିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ। ଚଳିତ ସାଧାରଣ ନିର୍ବାଚନରେ ବିଜେପି ନିର୍ବାଚନ ଜିଣି କ୍ଷମତା ଦଖଲ କଲେ ଭାରତ -ପାକିସ୍ତାନ ମଧ୍ୟରେ ସମ୍ପର୍କ ସୁଧାର ହେବ। ଦ୍ୱିତୀୟ ଥର ନରେନ୍ଦ୍ର ମୋଦି...

raman
ବିଜେପି ବିଧାୟକ ଭୀମା ମାଣ୍ଡଭିଙ୍କୁ ଅନ୍ତିମ ବିଦାୟ

ଦାନ୍ତେଓ୍ୱାଡା : ଛତିଶଗଡ଼ ଦାନ୍ତେଓ୍ୱାଡାରେ ଲାଲ ହିଂସାରେ ପ୍ରାଣ ହରାଇଥିବା ବିଜେପି ବିଧାୟକ ଭୀମା ମାଣ୍ଡଭିଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି। ବିଧାୟକଙ୍କ ମରଶରୀର ଗଡପାଲ ସ୍ଥିତ ବାସଭବନକୁ ଆସିବା ପରେ ଶହ ଶହ ଲୋକ ଭିଡ଼ ଜଣାଇ ବିଧାୟକଙ୍କୁ ଶେଷ ଦର୍ଶନ କରିଥିଲେ। ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ...

bolangiri
ପାଣି ନାହିଁ ତ ଭୋଟ ନାହିଁ ; ନିର୍ବାଚନ ପୂର୍ବରୁ ତାତିଲେ ଲୋକେ

ବଲାଙ୍ଗିର (ଘଟେଶ୍ୱର ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଳକ୍‌ ଜଳଜଡ ଗାଁରେ ତାତିଲେ ଲୋକେ। ଗାଁକୁ ପାନୀୟ ଜଳ ଯୋଗାଣ ନହେଲେ ଭୋଟ ବର୍ଜନର ଧମକ ଦେଲେ ଗ୍ରାମବାସୀ। ଏନେଇ ଗାଁର ଶତାଧିକ ମହିଳା ପୁରୁଷ ବଲାଙ୍ଗିର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ...

Puri-Jagannath
ଶୃଙ୍ଖଳିତ ରଥଯାତ୍ରା ପରିଚାଳନା ପାଇଁ ପ୍ରଥମ ସମନ୍ୱୟ କମିଟି ବୈଠକ

ପୁରୀ ( ମଧୁସୂଦନ ମିଶ୍ର) : ଆସନ୍ତା ଜୁଲାଇ ୪ରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଶୃଙ୍ଖଳିତ ରଥଯାତ୍ରା ପରିଚାଳନା ପାଇଁ ଆଜି ବସିଛି ପ୍ରଥମ ସମନ୍ୱୟ କମିଟି ବୈଠକ। କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଏହି ବୈଠକ ହେଉଛି। ବୈଠକରେ ରଥ କାଠ...

audi
୨୭ ଲକ୍ଷ ଫୋପାଡ଼ି ଖସିଗଲା ଅଡି

ରାଉରକେଲା (ସତ୍ୟାନନ୍ଦ ମହାନ୍ତି) :ସୁନ୍ଦରଗଡ଼ର ବିଶ୍ରା ମହିପାଣିରେ ୨୭ ଲକ୍ଷ ୪୯ ହଜାର ଟଙ୍କା ଜବତ କରାଯାଇଛି। ଏକ ନମ୍ବର ବିହୀନ ଅଡ଼ି କାରରୁ ଯାଞ୍ଚ ବେଳେ ଏହି ଟଙ୍କା ଧରାପଡ଼ିଛି। ସ୍ପେଶାଲ ସ୍କ୍ୱାର୍ଡ଼ ଯାଞ୍ଚ ବେଳେ ଟଙ୍କା ଭର୍ତ୍ତି ବ୍ୟାଗ୍ ଫୋପାଡ଼ି ଛୁ ମାରିଥିଲା ଅଡ଼ି। ଏହି...

cm
ସୁନ୍ଦରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଅଭିଯାନ

ସୁନ୍ଦରଗଡ଼( ବିଜୟ ବରୁଆ) : ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ଼ରେ ପ୍ରଚାର କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ସୁନ୍ଦରଗଡ଼ ସଦର ନିର୍ବାଚନ  ମଣ୍ଡଳୀର ହେମଗିରି ଠାରେ ପ୍ରଥମେ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଏବଂ...