ବୌଦ୍ଧ (ଭର୍ଜନ କୁମାର ପ୍ରଧାନ) : ବୌଦ୍ଧ ନିର୍ବାଚନମଣ୍ଡଳୀ ବୁଢିପଦରରେ ବିଜେପିର ସଂକଳ୍ପ ସମାବେଶ। ବୁଢିପଦର ହାଇସ୍କୁଲ ପଡ଼ିଆରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ଜିଲ୍ଲାରେ ଥିବା ସମସ୍ୟାର ସମାଧାନ କରାଯିବ ସହ ଗୁରୁଜୀମୁଣ୍ଡା ଜଳ ପ୍ରକଳ୍ପ,...
କେନ୍ଦ୍ରାପଡ଼ା : ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍ ଅଧ୍ୟକ୍ଷ ସରୋଜ ସାହୁ। ବୈଜୟନ୍ତ ପଣ୍ଡା ଓ ବିଜୟ ମହାପାତ୍ରଙ୍କ ଉପସ୍ଥିତରେ ସେ ତାଙ୍କ ସମର୍ଥକଙ୍କ ସହିତ ବିଜେପିରେ ଯୋଗ ଦେଇଛନ୍ତି। ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରଓ୍ୱାଲାଙ୍କୁ ବିରୋଧ କରି ସେ ଦଳ...
ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଚୂଡ଼ାନ୍ତ ହୋଇଛି ସମସ୍ତ ପ୍ରସ୍ତୁତି। ଓଡ଼ିଶାର ୪ ଲୋକସଭା ଆସନ ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ସହିତ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା। ପ୍ରଥମ ପର୍ଯ୍ୟାୟ ନିର୍ବାଚନର ୪ ଲୋକସଭା...
ଭୁବନେଶ୍ୱର : ଦଳୀୟ ଟିକେଟରୁ ବଞ୍ଚିତ ହେବାପରେ ପ୍ରଦେଶ କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। କଂଗ୍ରେସରୁ ଇସ୍ତଫା ଦେବାର ୨୪ଘଣ୍ଟା ନପୁରୁଣୁ ସେ ବିଜେଡିରେ ଯୋଗ ଦେଇଛନ୍ତି। ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ...
ଭୁବନେଶ୍ୱର : ଟିକେଟ ବଣ୍ଟନକୁ ନେଇ ପିସିସି ସଭାପତିଙ୍କ ବିରୋଧରେ ସୁମିତ୍ରାଙ୍କ ସଙ୍ଗୀନ ଅଭିଯୋଗ। ନିରଞ୍ଜନ ଟଙ୍କା ନେଇ ମଦ ବେପାରୀଙ୍କୁ ଟିକେଟ୍ ଦେଇଛନ୍ତି। କେବଳ ସେତିକି ନୁହେଁ, ରାଜ୍ୟ ମହିଳା କଂଗ୍ରେସର ତାଲିକା ଦେଖି ନୁହେଁ ବରଂ ସୁନ୍ଦରୀ ମହିଳାଙ୍କୁ ନିରଞ୍ଜନ ଟିକେଟ ଦେଇଥିବା ଅଭିଯୋଗ ବାଢ଼ିଛନ୍ତି...
ଭୁବନେଶ୍ୱର : କେଉଁ ନିର୍ବାଚନ ମଣ୍ଡଳୀର କେଉଁ ମତଦାନ କେନ୍ଦ୍ରରେ ପଡିଛି ଡ୍ୟୁଟି। କାହା ପାଖରୁ ସଂଗ୍ରହ କରିବାକୁ ହେବ ଇଭିଏମ୍ ଓ ଭିଭିପାଟ୍ ମେସିନ୍। ସେ ସୂଚନା ପାଇଁ ଲିଷ୍ଟରେ ନାଁ ଚେକ୍ କରୁଛନ୍ତି ପୋଲିଂ ଅଫିସର। ବ୍ରହ୍ମପୁର ଆଇଟିଆଇ ପଡ଼ିଆରେ ଆଜି ଦିନ ତମାମ ଏଥିପାଇଁ...
ପୁରୀ (ମଧୁସୂଦନ ମିଶ୍ର ) : ପୁଣି ଓଡ଼ିଶାକୁ ନିର୍ବାଚନ ପ୍ରଚାରରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ସେ ପୁରୀରେ ଏକ ରୋଡ୍ ଶୋ’ କରିଛନ୍ତି। ତାଙ୍କସହ ରୋଡ୍ ଶୋ’ରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ...
ଭୁବନେଶ୍ୱର : ବିଜେଡିରୁ ଇସ୍ତଫା ଦେଇଥିବା ପୂର୍ବତନ ବିଧାୟକ ତଥା ପୂର୍ବତନ ସରକାରୀ ଦଳ ମୁଖ୍ୟ ସଚେତକ ରବି ପାଣି ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପିର ରାଜ୍ୟ କାର୍ଯ୍ୟାଳୟକୁ ଯାଇ ସେ ଦଳରେ ଯୋଗ ଦେଇଛନ୍ତି। ରବିଙ୍କ ସହ ତାଙ୍କର ବହୁ ସମର୍ଥକ ମଧ୍ୟ...
ଭୁବନେଶ୍ୱର : କଂଗ୍ରେସ ଓ ବିଜେପି ପରେ ଶେଷରେ ଆଜି ଇସ୍ତାହାର ପ୍ରକାଶ କରିଛି ବିଜେଡି। ଫୋକସରେ ରହିଛି ଚାଷୀଙ୍କ ଲାଗି ଉଦ୍ଦିଷ୍ଟ କାଳିଆ ଯୋଜନା। ସାଧାରଣ ଚାଷୀଙ୍କୁ ବାର୍ଷିକ ୧୦ ହଜାର ଓ ଭୂମିହୀନ କୃଷି ଶ୍ରମିକଙ୍କୁ ୧୨ ହଜାର ଟଙ୍କାର ସହାୟତା ଜାରି ରଖାଯିବା ସହ...
ମୋହନା : ନିର୍ବାଚନ ପୂର୍ବରୁ ସର୍ଚ୍ଚ ଅପରେସନ ବେଳେ ୫୦ କେଜି ଓଜନର ୨ଟି ଶକ୍ତିଶାଳୀ ଲ୍ୟାଣ୍ଡମାଇନ୍ ଉଦ୍ଧାର। ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ଧାରି ଘାଟି ରାସ୍ତାର ଏକ କଲଭର୍ଟ ତଳୁ ଏହି ଲ୍ୟାଣ୍ଡମାଇନ୍ସକୁ ଉଦ୍ଧାର କରିଛି ସିଆରପିଏଫ୍ ଟିମ୍। ଗଜପତିରୁ ଏକ ବୋମା ନିଷ୍କ୍ରିୟ ଟିମ୍...
ଭୁବନେଶ୍ୱର : ଆସନ୍ତା ୧୧ତାରିଖରେ ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ୪ ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। ନିର୍ବାଚନକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଶେଷକରି ମାଓପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ମାଲକାନଗିରି, କୋରାପୁଟ,ରାୟଗଡ଼ା ଭଳି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ...
ଛତିଶଗଡ଼ : ପ୍ରଥମ ପର୍ଯ୍ୟାୟ ମତଦାନକୁ ମାତ୍ର ଦିନଟିଏ ବାକି ଥିବା ବେଳେ ଛତିଶଗଡ଼ ଦାନ୍ତେଓ୍ୱାଡାରେ ଲାଲ ହିଂସା। ବିଜେପି ବିଧାୟକ ଭୀମା ମାଣ୍ଡଭିଙ୍କ ଗାଡ଼ିକୁ IED ବିସ୍ଫୋରଣରେ ଉଡ଼ାଇ ଦେଇଛନ୍ତି ମାଓବାଦୀ। ଏଥିରେ ବିଧାୟକ ମାଣ୍ଡଭିଙ୍କ ମୃତ୍ୟୁ ହୋଇଛି। ତାଙ୍କ ଡ୍ରାଇଭର ଓ ଗାଡ଼ିରେ ଥିବା ୩...
ଦେବଗଡ଼ (ସିଦ୍ଧାର୍ଥ ଗୁରୁ) : ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲା ସୀମାରେ ଅଛି ଝରାକଣ୍ଡଳ ପଂଚାୟତର ଖୁଲୁଣ୍ଡିପାଣି ଗାଁ। ଆଦିବାସୀ ଅଧ୍ୟୁଷିତ ଏହି ଗାଁର ସମସ୍ତ ପରିବାର ବିପିଏଲ୍ ତାଲିକାଭୁକ୍ତ ହୋଇଥିବାବେଳେ ମଜୁରୀ କରି ଗୁଜରାଣ ମେଣ୍ଟାଇଥା’ନ୍ତି। ହେଲେ ଏହି ଗାଁକୁ ସରକାରୀ ଯୋଜନା ଏବେବି ଅପହଞ୍ଚ। ଗାଁରେ...
ଭୁବନେଶ୍ୱର : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସରେ ଯାଇ ଫେରାଦ ହେଲେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାଳିଆ ଟଙ୍କା ଅଟକାଯିବା ନେଇ ଫେରାଦ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସିଇଓଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର କାଳିଆ ଯୋଜନା ଟଙ୍କା ଅଟକାଇବା ଦୁର୍ଭାଗ୍ୟଜନକ।...
ଭୁବନେଶ୍ୱର : କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ଶଶିଭୂଷଣ ବେହେରା। ତେବେ ବର୍ତ୍ତମାନର ବିଧାୟକ କିଶୋର ତରାଇଙ୍କୁ ଟିକେଟ ନମିଳିବାକୁ ତାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କିଶୋରଙ୍କ ସମର୍ଥକମାନେ ତାଙ୍କ ସପକ୍ଷରେ ସ୍ଳୋଗାନ ଦେବା ସହ କିଶୋରଙ୍କୁ ଟିକେଟ୍ ଦେବାକୁ...