• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

News Fuse 01 Auguest 2022
News Fuse 01 Auguest 2022

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

News Fuse | Chilika MLA Prashant Jagdev joyfully steps out of jail after SC grants bail
News Fuse | Chilika MLA Prashant Jagdev joyfully steps out of jail after SC grants bail

News Fuse | Chilika MLA Prashant Jagdev joyfully steps out of jail after SC grants bail OdishaTV is Odisha\'s no 1 News Channel. OTV being the first private

Afforestation Programmes
ଗଛଲଗା ନାଁରେ କୋଟି କୋଟି ଟଙ୍କା ହଡ଼ପ; ଡ୍ରୋନ୍ କ୍ୟାମେରାରେ ବନବିଭାଗର ଅପାରଗତା ଧରିଲେ ସିଏଜି

୨୦୧୩-୧୪ରୁ ୨୦୧୭-୧୮ ମଧ୍ୟରେ ରାଜ୍ୟରେ ୪୮୫ଟି ବୃକ୍ଷରୋପଣ କାର୍ଯ୍ୟକ୍ରମରୁ ୧୯୧ଟି ସଂପୂର୍ଣ୍ଣ ବିଫଳ ହୋଇଛି । ଏଥିପାଇଁ ୧୩ କୋଟି ୧୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ବି କିଛି ଲାଭ ମିଳିନାହିଁ ।

 Ayman al-Zawahri
9/11 ଆକ୍ରମଣର ୨୧ ବର୍ଷ ପରେ ବଦଲା ନେଲା ଆମେରିକା

୨୧ ବର୍ଷ ତଳେ ଘଟିଥିବା ନିଷ୍ଠୁର ନରସଂହାରର କଡ଼ା ବଦଲା । ୨ ଦଶନ୍ଧିର ଅପେକ୍ଷା ପରେ ଆତଙ୍କୀ ମାଟିରେ ହିଁ ଶତ୍ରୁକୁ ବିନାଶ କଲା ଆମେରିକା ।

Nepal vs Bangladesh Match
କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ୍ ବେଳେ ଗଣ୍ଡଗୋଳ; ନେପାଳ-ବାଂଲାଦେଶ ଖେଳାଳି ମୁହାଁମୁହିଁ

ଫୁଟବଲ ମ୍ୟାଚ୍ ବେଳେ ଅଭାବନୀୟ ସ୍ଥିତି। ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ମୁଥ ମରାମତି, ଠେଲାପେଲା ଓ ଧସ୍ତାଧସ୍ତି।

Commonwealth Games 2022
କମନ୍‌ୱେଲ୍ଥ ଗେମ୍‌ରେ ଭାରତର ମେଡାଲ ବର୍ଷା; ଦିନକରେ ୨ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ

ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଜି ଦୁଇଟି ସ୍ୱର୍ଣ୍ଣ ପଦକ ଓ ଗୋଟିଏ ରୌପ୍ୟ ପଦକ ମିଳିଛି । 

IND vs PAK
ଏସିଆ କପ୍‌ରେ ସାମ୍ନାସାମ୍ନି ହେବେ ପାରମ୍ପରିକ ପ୍ରତିଦ୍ୱନ୍ଦି ଭାରତ-ପାକିସ୍ତାନ

ଏସିଆ କପର ସବୁଠାରୁ ହାଇଭୋଲଟେଜ ମ୍ୟାଚ୍‌ ଅଗଷ୍ଟ ୨୮ରେ ଖେଳାଯିବ। ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ।

 30-year-old UAE Returnee Tests +ve for Monkeypox in Kozhikode
ଡରାଇଲାଣି ମଙ୍କିପକ୍ସ ! ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ

ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନରେ ରଖାଯାଇଛି...

Good News For Travel Buffs! Bus Service From Delhi To London To Begin Soon; Know Cost & Route
ଯାତ୍ରୀଙ୍କ ପାଇଁ ଖୁସି ଖବର: ବସ୍‌ରେ ବି ବିଦେଶ ଯାତ୍ରାର ମଜା ନେଇପାରିବେ !

କେବଳ ଟ୍ରେନ ଓ ଫ୍ଲାଇଟ ନୁହେଁ ଏବେ ବସରେ ଯାତ୍ରୀ କରିପାରିବେ ବିଦେଶ ଭ୍ରମଣ...

Gold price soars, silver plummets; check rates of precious metals in Odisha
ପୁଣି ବଢ଼ିଲା ସୁନା ଦର, ହେଲେ କେତେ ?

ବଢ଼ିଲା ସୁନା ଦର, ଜାଣନ୍ତୁ ୧୦ ଗ୍ରାମ୍‌ ପିଛା କେତେ...

Woman Dies After Eating Instant Noodles With Tomatoes Laced With Rat Poison
ମୂଷା ମାରିବା ପାଇଁ ଟମାଟୋରେ ବିଷ ଦେଇଥିଲେ; ହେଲେ ନିଜେ ଖାଇଦେଲେ

ମୂଷା ମାରିବା ପାଇଁ ଟମାଟୋ ଉପରେ ଲଗାଇଥିଲେ ବିଷ । ହେଲେ ଦୁର୍ଭାଗ୍ୟବଶତଃ ନିଜେ ଖାଇ ମରିଗଲେ...

bird laughing like a human, watch the video
ଆଶ୍ଚର୍ଯ୍ୟ ! ଅବିକଳ ମଣିଷ ପରି ହସୁଛନ୍ତି ପକ୍ଷୀ, ଦେଖନ୍ତୁ ଭିଡ଼ିଓ...

ମଣିଷ ପରି ଠୋ ଠୋ ହୋଇ ହସୁଛନ୍ତି ପକ୍ଷୀ... ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ...

Neem benefits: Ayurveda expert on ways to add the natural herb to daily routine
ନିମ୍ବ ପାଣିରେ ମୁହଁ ଧୁଅନ୍ତୁ: ପାଆନ୍ତୁ ଏହି ସମସ୍ୟାରୁ ମୁକ୍ତି...

ନିମ୍ବ ପାଣିରେ ମୁହଁ ଧୋଇଲେ ମିଳିବ ଏହି ସମସ୍ୟାରୁ ମୁକ୍ତି...

Faridabad janwar corona vaccine anchovax animal vaccine successful trial on zoo animals
ଏଣିକି କରୋନା କବଳରୁ ବଞ୍ଚିବେ ପଶୁ: ଦିଆଯିବ କୋଭିଡ୍ ଭ୍ୟାକ୍ସିନ

ପଶୁଙ୍କୁ ଦିଆଯିବ କରୋନା ଟିକା...୨ ବର୍ଷର କଠିନ ପରିଶ୍ରମ ପରେ ପ୍ରସ୍ତୁତ ହୋଇଛି ଆଙ୍କୋଭାକ୍ସ ଟିକା...

Man Chops Off Cop's Ears, Lips For Having Affair With His Wife
ମହଙ୍ଗା ପଡିଲା ବ୍ଲାକମେଲିଂ: ରସିକିଆ ପୋଲିସ ବାବୁଙ୍କ କାନ,ନାକ ଓ ପାଟିକୁ କାଟିଦେଲା ଯୁବକ

ମହିଳାଙ୍କୁ ବ୍ଲାକମେଲିଂ କରୁଥିଲେ ରସିକିଆ ପୋଲିସ ବାବୁ...ଧାରୁଆ ଅସ୍ତ୍ରରେ କାନ,ନାକ ଓ ପାଟିକୁ କାଟିଦେଲା ମହିଳାଙ୍କ ସ୍ୱାମୀ...

If caught drunk driving in uk you could face jail or fined up to 24 lakh rupee
ଏଣିକି ମଦ୍ୟ ପାନ କରି ଗାଡି ଚଲାଇବା ପଡିବ ମହଙ୍ଗା: ମୋଟା ଅଙ୍କର ଫାଇନ୍ ସହ ଜେଲ୍‌‌ଦଣ୍ଡାଦେଶ !

ସରକାରଙ୍କ ବଡ ପଦକ୍ଷେପ । ନିଶାଖୋରଙ୍କ ପକେଟରୁ ଯିବ ଲକ୍ଷ ଲକ୍ଷ ଟଙ୍କା...

heavy rains wreak havoc in kerala 6 killed several houses damaged
ଲଗାଣ ବର୍ଷାରେ ବେହାଲ କେରଳ: ୬ ମୃତ, ଜଣେ ନିଖୋଜ

କେରଳର ମୁଣ୍ଡକାୟମ, ଏରାତୁପେଟା ଓ କୁଟିକାଲ୍ ସହର ଜଳାର୍ଣ୍ଣବ...ଏରାତୁପେଟା ସହରରେ ଲୋକଙ୍କ ଘରେ ପଶିଗଲା ପାଣି ....

daily horoscope
Daily Horoscope 2nd August 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ମଙ୍ଗଳବାର, ତିଥି – ୫ମୀ ଅହୋରାତ୍ର, ଚନ୍ଦ୍ର –କନ୍ୟା ଅହୋରାତ୍ର, ଘାତ ଚନ୍ଦ୍ର- ବୃଷ ରାଶିର ଅହୋରାତ୍ର, ଘାତ ବାର –ମକର ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୨ ପାଦ...

breaking news
ସଂକ୍ଷେପରେ ଆଜିର ତାଜା ଖବର - Tuesday, 02 August 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

stambheshwar mahadev mandir vadodara disappears everyday must visit shiv mandir in sawan
ପୁରାଣରେ ବି ଲେଖାହୋଇଛି: ଭକ୍ତଙ୍କୁ ଦର୍ଶନ ଦେଇ ଉଭାନ୍ ହୋଇଯାଆନ୍ତି ଭଗବାନ ଶିବ

ପ୍ରତିଦିନ ଦୁଇ ଥର ଅଦୃଶ୍ୟ ହୋଇଯାଏ ଏହି ମନ୍ଦିର...ଆସନ୍ତୁ ଜାଣିବା କାହିଁକି...