ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ପୁଣି ଲଜ୍ଜା ଘରେ ପଶି ବିଧବା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ। ରଣପୁର ଥାନା ଅଞ୍ଚଳରେ ଘଟିଛି ଏହି ଦୁଷ୍କର୍ମ ଘଟଣା। ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗତକାଲି ସନ୍ଧ୍ୟାରେ ଘରେ ଏକାକୀ ଥିବାବେଳେ ବିଧବା ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ବେଳେ ଅଭିଯୁକ୍ତ ସେହି...
ଭୁବନେଶ୍ୱର: ଧିରେ ଧିରେ ସୁସ୍ଥ ହେବାରେ ଲାଗିଛନ୍ତି ଜଗା-କାଳିଆ। ଦିଲ୍ଲୀ ଏମ୍ସରୁ ଆସିଛି ଏକ ନୂଆ ଭିଡିଓ। ଯେଉଁଥିରେ ଉଭୟ ଶିଶୁଙ୍କୁ ଖେଳୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି। ତାସହ ସେମାନଙ୍କ ମୁଣ୍ଡରେ ଅପରେସନ ପରେ ଲାଗିଥିବା ସ୍ୱତନ୍ତ୍ର ହେଲମେଟ୍ ମଧ୍ୟ ଆଉ ନାହିଁ। ଦୁଇ ଶିଶୁ ଠିକ୍ ଭାବେ...
ଗଞ୍ଜାମ : ଭୁଶୁଡ଼ିଲା ପୋଲ। ଗଞ୍ଜାମ ଜିଲ୍ଲା ବୁଗୁଡ଼ାର ଆମ୍ବଖାଲ ନାଳ ଉପରେ ଥିବା ପୋଲ ଭୁଶୁଡି ପଡିଛି। ପ୍ରାୟ ୧୫ ଫୁଟ୍ ତଳକୁ ପୋଲଟି ଭୁଶୁଡ଼ି ପଡିଛି। ଫଳରେ ବ୍ରହ୍ମପୁର-ନୟାଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେଠାର ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି ପୋଲଟି ଭୁଷୁଡ଼ିବାର...
ଭୁବନେଶ୍ୱର : ପ୍ରକାଶ ପାଇଛି ଜେଇଇ ମେନ୍ ପ୍ରଥମ ପେପର ରେଜଲ୍ଟ। ଏଥିରେ ଅଲ୍ ଇଣ୍ଡିଆ ରାଙ୍କର ୬୩ ନମ୍ବରରେ ଅଛନ୍ତି ଓଡିଆ ଛାତ୍ର ପ୍ରଜ୍ଞାନ ଚକ୍ରବର୍ତ୍ତି। ଆଗକୁ କମ୍ପୁଟର ସାଇନ୍ସରେ କ୍ୟାରିୟର କରିବାକୁ ଚାହୁଁଥିବା ପ୍ରଜ୍ଞାନ ଏବେ ଜେଇ ଆଡଭାନ୍ସ ଉପରେ ଫୋକସ ରଖିଛନ୍ତି। ନିଜର ସଫଳତା...
ପାଟଣାଗଡ଼ : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ପୁଣି ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ। ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ଆଜି ପୁଞ୍ଜିଲାଲଙ୍କୁ ପାଟଣାଗଡ ଏସ୍ଡିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା। ଦ୍ୱିତୀୟ ଥର ଲାଗି ୮ଦିନ ରିମାଣ୍ଡ ଆବେଦନ...
ଭୁବନେଶ୍ୱର : ଶେଷ ଦିନରେ ବିଧାନସଭା ସଦସ୍ୟ ମାନଙ୍କ ଦରମା, ଭତ୍ତା ଓ ପେନ୍ସନ୍ ଅଧିନିୟମ ୧୯୫୪ର ସଂଶୋଧନ କରାଯାଇ ବାଚସ୍ପତି, ଉପବାଚସ୍ପତି ଓ ମନ୍ତ୍ରୀଙ୍କ ଭତ୍ତା ବୃଦ୍ଧି ସଂପର୍କିତ ବିଲ୍ ପାରିତ ହୋଇଛି। ଯେଉଁଥିରେ ବିରୋଧୀ ଦଳ ନେତା, ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକଙ୍କ ଦୈନିକ...
ଭୁବନେଶ୍ୱର : ଏଣିକି ଓଡିଆ ଭାଷା ବ୍ୟବହାରରେ ଖିଲାପ କଲେ ସରକାରୀ କର୍ମଚାରୀଙ୍କୁ ମିଳିବ ଦଣ୍ଡ। ବିଧାନସଭାରେ ପାରିତ ହୋଇଥିବା ଓଡିଶା ସରକାରୀ ଭାଷା ସଂଶୋଧନ ବିଲରେ ରହିଛି ଏ ବ୍ୟବସ୍ଥା। ସେହିପରି ସରକାରୀ କାମରେ ଓଡିଆ ଭାଷାର ବ୍ୟାପକ ବ୍ୟବହାର କଲେ କର୍ମଚାରୀଙ୍କୁ ପ୍ରୋତ୍ସାହନ ବି ମିଳିବ।...
ବଲାଙ୍ଗିରି : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ରିମାଣ୍ଡ ଅବଧି ଆଜି ଶେଷ ହୋଇଛି। ରିମାଣ୍ଡ ଅବଧି ସରିବା ପରେ ଆସନ୍ତାକାଲି ତାଙ୍କୁ ପାଟଣାଗଡ କୋର୍ଟରେ ହାଜର କରାଯିବ। ଏଥିପାଇଁ କ୍ରାଇମବ୍ରାଞ୍ଚର ଏକ ଟିମ୍ ତାଙ୍କୁ ନେଇ ପାଟଣାଗଡ ଅଭିମୁଖେ ଯାତ୍ରା କରିଛି। ତାଙ୍କୁ...
ରାଉରକେଲା : ରାଉରକେଲା ବୈଧ ମାପ ବିଭାଗର ଆସିଷ୍ଟାଣ୍ଟ କଣ୍ଟ୍ରୋଲର୍ ବିଦ୍ୟାଧର ବିଶ୍ୱାଳଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲିଠୁ ଜାରି ରହିଥିବା ଭିଜିଲାନ୍ସ ରେଡ୍ରୁ ଏହି ତଥ୍ୟ ଆଜି ସାମ୍ନାକୁ ଆସିଛି। ଗତକାଲି ରାଉରକେଲା ସ୍ଥିତ ତାଙ୍କ...
ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ କିସ୍ ଶିକ୍ଷାନୁଷ୍ଠାନରୁ ବଣ୍ଡା ଛାତ୍ର ରାମଚନ୍ଦ୍ର ମାନ୍ଦ୍ରା ନିଖୋଜ ହେବା ଘଟଣାରେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀଙ୍କ ନିକଟରେ ଫେରାଦ ହୋଇଛନ୍ତି ପରିବାର ଲୋକେ। ରାମଚନ୍ଦ୍ରଙ୍କ ମା ଏବଂ ଭାଇ ଆଜି ଭୁବନେଶ୍ୱରରେ ମନ୍ତ୍ରୀ ରମେଶ ମାଝୀଙ୍କୁ ଭେଟିଛନ୍ତି। ପରେ ମନ୍ତ୍ରୀ ରମେଶ...
ନୟାଗଡ଼ : ନୟାଗଡ଼ରେ ପୁଣି ଲଜ୍ଜା। ରଣପୁର ଥାନା ଅଂଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଗାଁ ନିକଟ କାଜୁ ଜଙ୍ଗଲକୁ ଶୌଚ ପାଇଁ ଯାଇଥିବାବେଳେ ତାରିଆ ଗାଁର ଅଭିଯୁକ୍ତ କାଠିଆ ନାୟକ ନାବାଳିକା ଜଣଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଗତକାଲି ପୀଡିତାଙ୍କ ପରିବାର ପକ୍ଷରୁ...
ରାୟଗଡା : ଥେରୁବାଲି ଇମ୍ଫା ଆଗରେ ଆନ୍ଦୋଳନ ଓ ଅଶାନ୍ତି ପ୍ରସଙ୍ଗରେ ଆନ୍ଦୋଳନର ନେତୃତ୍ୱ ନେଉଥିବା ଜିତୁ ଜାକାସିକାଙ୍କୁ ସମାଲୋଚନା। ନିୟମଗିରି ସୁରକ୍ଷା ମଞ୍ଚ ସଭାପତି ସିକକା ଲୋଦ କହିଛନ୍ତି, ଆଦିବାସୀଙ୍କୁ ନ୍ୟାୟ ନାଁରେ ରାଜନୀତି କରୁଛନ୍ତି ଜିତୁ। ସେ ନିୟମଗିରି ଆଦିବାସୀଙ୍କ ପାଇଁ ନୁହେଁ, ବରଂ ନିଜ...
ଭୁବନେଶ୍ୱର : ସାଂସଦ ଅଚ୍ୟୁତ ସାମନ୍ତଙ୍କ ରାଜ୍ୟସଭା ନିର୍ବାଚନକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାଏର ହୋଇଛି। RTI କର୍ମୀ ସୁବାସ ମହାପାତ୍ର ଏହି ମାମଲା ଦାଏର କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ନାମାଙ୍କନ ବେଳେ ଅଚ୍ୟୁତ ସାମନ୍ତ ମିଥ୍ୟା ସତ୍ୟପାଠ ଦେଇଛନ୍ତି। ଅଚ୍ୟୁତଙ୍କ ନାଁରେ ଅପରାଧିକ...
ଭୁବନେଶ୍ୱର : ରାଜ୍ୟରେ ବଢ଼ି ଚାଲିଛି ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଘଟଣା। ବିରୋଧୀଦଳ ମୁଖ୍ୟ ସଚେତକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତରରୁ ସାମ୍ନାକୁ ଆସିଛି ଏଭଳି ତଥ୍ୟ। ତଥ୍ୟ ଅନୁସାରେ ୨୦୧୪ରେ ୯୧ଟି ଗଣଦୁଷ୍କର୍ମ ମାମଲାରେ ୧୭୩ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ। ସେହିଭଳି...
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ପୁଣି ନାବାଳିକାକୁ ଅସଦାଚରଣ ଅଭିଯୋଗ। ତେଲିଆଗଞ୍ଜ ଗାଁରେ ଜଣେ ନାବାଳିକାକୁ ଅଶ୍ଳୀଳ ଭିଡିଓ ଦେଖାଇ କାଜିମହଲା ଗାଁର ଶେଖ୍ ଟିଙ୍କୁ ନାମକ ଜଣେ ଯୁବକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବାବେଳେ ଅସଦାଚରଣ କରିବାକୁ ଉଦ୍ୟମ କରୁଥିବାବେଳେ...
ଭୁବନେଶ୍ୱର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ପ୍ରମାଣ ଯୋଗାଡ଼ କରିବାରେ କ୍ରାଇମବ୍ରାଞ୍ଚର ୩ଟି ଟିମ୍ ଲାଗିପଡ଼ିଛନ୍ତି। ଗୋଟିଏ ଟିମ୍ ରାୟପୁର ଯାଇ ଛାନଭିନ୍ ଜାରି ରଖିଥିବାବେଳେ ଅନ୍ୟ ୨ଟି ଟିମ୍ ଭିନ୍ନ ଭିନ୍ନ ତଥ୍ୟ ପ୍ରମାଣ ଯୋଗାଣରେ ଲାଗିପଡ଼ିଛନ୍ତି। ରାୟପୁର ଯାଇଥିବା କ୍ରାଇମବ୍ରାଞ୍ଚ ଟିମ୍ ପୁଞ୍ଜିଲାଲ...
କଟକ : କଟକ ଖାନ୍ନଗର ନୂଆସାହିରେ ଏକ ତେଲ ଗୋଦାମରେ ଚଢ଼ାଉ ହୋଇଛି। ତେଲ ଅପମିଶ୍ରଣ ହେଉଥିବା ଖବର ପାଇ ଚଢ଼ାଉ କରିଛି ପୋଲିସ। ଚଢାଉ ବେଳେ ୩୦୦ରୁ ଅଧିକ ଅପମିଶ୍ରିତ ତେଲ ଟିଣ ଜବତ ହୋଇଛି। ଏଥିସହ ବିଭିନ୍ନ ବ୍ରାଣ୍ଡର ଜରି ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ଜବତ...
ଭୁବନେଶ୍ୱର: ଓଡିଶା ପାଇଁ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିପାରେ ବାଂଲାଦେଶୀଙ୍କ ବେଆଇନ ଅନୁପ୍ରବେଶ। କେବଳ କେନ୍ଦ୍ରାପଡା ଜିଲ୍ଲାରେ ଏବେ ୨ ହଜାରରୁ ଅଧିକ ବାଂଲାଦେଶୀ ଅନୁପ୍ରବେଶକାରୀ ରହୁଛନ୍ତି। ସୂଚନା ଅନୁସାରେ, ବିଭିନ୍ନ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ରହିବା ସହ ଏମାନେ ସ୍ଥାନୀୟ ଅଧିକାରୀଙ୍କୁ ହାତକରି ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର...
ଭୁବନେଶ୍ୱର : ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହୋଇଛି ସ୍କିଲ୍ଡ ଓଡ଼ିଶା ଦକ୍ଷତା ପ୍ରତିଯୋଗିତା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ୨ ଶହ ଛାତ୍ରଛାତ୍ରୀ ଭାଗ ନେବେ। ୨୫ଟି କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା...
କଟକ : ଶେଷରେ କଟକ ବଡ଼ ମେଡିକାଲ୍ରେ ଆଖି ବୁଜିଲେ ସାଲେପୁର ପୀଡ଼ିତା। ୮ ଦିନ ଧରି ମୃତ୍ୟୁ ସହିତ ସଂଗ୍ରାମ କରିବା ପରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି। ବଡ଼ ମେଡିକାଲର ଶିଶୁ ବିଭାଗ ଟ୍ରମା ICUରେ ସେ ଚିକିତ୍ସାଧୀନ ଥିଲେ। SCB ଅଧୀକ୍ଷକ ଶ୍ୟାମା କାନୁନଗୋ ଏହି...