• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

ଚୋରଙ୍କୁ ଧରି ଖୁଣ୍ଟରେ ବାନ୍ଧିଲେ ଗାଁ ଲୋକେ
ଚୋରଙ୍କୁ ଧରି ଖୁଣ୍ଟରେ ବାନ୍ଧିଲେ ଗାଁ ଲୋକେ

ଯୋଡ଼ା : ଚୋରି ଉଦ୍ୟମ ବେଳେ ୨ଜଣ ଚୋରଙ୍କୁ ଧରି ଖୁଣ୍ଟରେ ବାନ୍ଧିଲେ ଗାଁ ଲୋକେ। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ହୁଣ୍ଡୁଳା ଗାଁରେ। ସୂଚନା ଅନୁସାରେ ଗତରାତି ପ୍ରାୟ ୨ଟା ବେଳେ ୪ଜଣ ଯୁବକ ଜଣଙ୍କ ଘରେ ପହଞ୍ଚି ପାଣି ମାଗିଥିଲେ। ଘରର...

୯ ଫୁଟ୍‌ ଲମ୍ବର ଅହିରାଜ ସାପ ଉଦ୍ଧାର
୯ ଫୁଟ୍‌ ଲମ୍ବର ଅହିରାଜ ସାପ ଉଦ୍ଧାର

ବାଲେଶ୍ୱର : ଉଦ୍ଧାର ହେଲା ଅହିରାଜ। ବାଲେଶ୍ୱର ଜିଲ୍ଲା ନୀଳଗିରି ନିକଟ କୁଲଡିହା ଅଭୟାରଣ୍ୟ ନିକଟରୁ ଏକ ଧାନ ଜମିରୁ ଉଦ୍ଧାର ହୋଇଛି ଅହିରାଜ ସାପ। ଆସନବଣି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଜମିରେ ଏହି ୯ ଫୁଟ୍‌ ଲମ୍ବର ଅହିରାଜ ସାପଟି ଜାଲରେ ଛନ୍ଦି ହୋଇପଡିଥିଲା। ଗାଁ ଲୋକେ...

ଯୁବତୀଙ୍କୁ ମଦ ପିଆଇ ଦୁଷ୍କର୍ମ : ଭିଡ଼ିଓ ଭାଇରାଲ୍‌ ଅଭିଯୋଗ
ଯୁବତୀଙ୍କୁ ମଦ ପିଆଇ ଦୁଷ୍କର୍ମ : ଭିଡ଼ିଓ ଭାଇରାଲ୍‌ ଅଭିଯୋଗ

କଳାହାଣ୍ଡି : ମଦ ପିଆଇ ଯୁବତୀଙ୍କୁ ଦୁଷ୍କର୍ମ କରିବା ସହ ଭିଡ଼ିଓ ଭାଇରାଲ୍‌ କରିଥିବାର ଅଭିଯୋଗ। । ଏପରି ଘଟଣା କଳାହାଣ୍ଡି ଜିଲ୍ଲା ଜୁନାଗଡ଼ା ଥାନା ଅଞ୍ଚଳରେ ଘଟିଛି। ଏନେଇ ଥାନାରେ ଏତଲା ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ, ଗତ ୩୦ ତାରିଖ ସନ୍ଧ୍ୟାରେ ଯୁବତୀ ଜଣକ ଜୁନାଗଡ଼...

ଏମାର ମଠ ମହନ୍ତଙ୍କ ଟ୍ରଷ୍ଟି ପଦ ରଦ୍ଦ
ଏମାର ମଠ ମହନ୍ତଙ୍କ ଟ୍ରଷ୍ଟି ପଦ ରଦ୍ଦ

ପୁରୀ  : ବହୁ ଚର୍ଚ୍ଚିତ ପୁରୀ ଏମାର ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସଙ୍କ ଟ୍ରଷ୍ଟି ପଦ ରଦ୍ଦ ହୋଇଛି। ନିଜ ଆଡୁ ରୁଜୁ ହୋଇଥିବା ମାମଲାର ବିଚାର କରି ଦେବୋତ୍ତର କମିଶନର ଏହି ଆଦେଶ ଦେଇଛନ୍ତି। ଆଜୀବନ ରାଜଗୋପାଳ ରାମାନୁଜ ତାଙ୍କ ପଦରେ ରହି ପାରିବେ ନାହିଁ...

ହୀରାକୁଦ ଶାସନ କେନାଲରେ ୨୦ ଫୁଟର ଘାଇ
ହୀରାକୁଦ ଶାସନ କେନାଲରେ ୨୦ ଫୁଟର ଘାଇ

ହୀରାକୁଦ  : ହୀରାକୁଦ ଡ୍ୟାମ୍‌ରୁ ବାହାରିଥିବା ଶାସନ କେନାଲରେ ୨୦ ଫୁଟ୍‌ର ଘାଇ। ପଣ୍ଡରିପାଲି ନିକଟ ହୀରାକୁଦ ଶାସନ କେନାଲରେ ବଡ଼ ଘାଇ ଯୋଗୁଁ ଆଖପାଖରେ ଏକର ଏକର ଚାଷ ଜମିରେ ପାଣି ମାଡ଼ି ଯାଇଛି। ଖବର ପାଇ ଜଳସେଚନ ବିଭାଗ ପକ୍ଷରୁ ଘଟଣାସ୍ଥଳକୁ ଯାଇ କେନାଲ ମରାମତି...

କାହିଁକି ଖୋଲିଲାନି ଶ୍ରୀମନ୍ଦିର ଭିତର ଭଣ୍ଡାର : ବାହାରୁ ଥାଇ କେମିତି ଯାଞ୍ଚ କଲା କମିଟି, ପ୍ରଶ୍ନ ଉଠାଇଲେ ସେବାୟତ
କାହିଁକି ଖୋଲିଲାନି ଶ୍ରୀମନ୍ଦିର ଭିତର ଭଣ୍ଡାର : ବାହାରୁ ଥାଇ କେମିତି ଯାଞ୍ଚ କଲା କମିଟି, ପ୍ରଶ୍ନ ଉଠାଇଲେ ସେବାୟତ

ପୁରୀ : କେତେ ଆୟୋଜନ, କେତେ ଉତ୍କଣ୍ଠା। ହେଲେ ମାତ୍ର ୪୫ ମିନିଟ୍‌ରେ ସରିଗଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଯାଞ୍ଚ। କେବଳ ବାହାର ଭଣ୍ଡାରରୁ ଥାଇ କେମିତି ଜାଣି ହୋଇଗଲା ଭିତର ଭଣ୍ଡାରର ସ୍ଥିତି ? ଯାହାକୁ ନେଇ ବି ଉଠିଛି ଦ୍ୱନ୍ଦ୍ୱ ଓ ପ୍ରଶ୍ନ ? ବାହାର...

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଜାରି
କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଜାରି

କୋରାପୁଟ : କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଜାରି। କୁଳପତିଙ୍କୁ ହଟାଇବା ଦାବିରେ ଅଡି ବସିଛନ୍ତି ଛାତ୍ରଛାତ୍ରୀ। ଆଜି ଧାରଣା ସମୟରେ କୁଳପତିଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ ଛାତ୍ରଛାତ୍ରୀ। ଗତ ୨ ତାରିଖରେ ସାଇନ-ଏ-ଡାଏ ଉଠିଥିଲା। ୩ ତାରିଖରୁ କ୍ୟାମ୍ପସରେ ପାଠପଢା ଆରମ୍ଭ ହେବାର ଥିଲା।...

ଡିଜିଟାଲ କ୍ଷେତ୍ରରେ ଆଉ ପାଦେ ଆଗେଇଲା କମିଶନରେଟ ପୋଲିସ
ଡିଜିଟାଲ କ୍ଷେତ୍ରରେ ଆଉ ପାଦେ ଆଗେଇଲା କମିଶନରେଟ ପୋଲିସ

ଭୁବନେଶ୍ୱର : ଡିଜିଟାଲ କ୍ଷେତ୍ରରେ ଆଉ ପାଦେ ଆଗେଇଲା କମିଶନରେଟ ପୋଲିସ। ଆଜି କମିଶନରେଟ୍ ପୋଲିସ ପକ୍ଷରୁ ପରିପ୍ରଶ୍ନ କକ୍ଷ ଉଦ୍‌ଘାଟିତ ହୋଇଛି। କ୍ୟାପିଟାଲ ଥାନାରେ ପୋଲିସ କମିଶନର ଏହି କକ୍ଷର ଉଦ୍‌ଘାଟନ କରିଛନ୍ତି। ଏହି ପରିପ୍ରଶ୍ନ କକ୍ଷରେ ଅଭିଯୁକ୍ତଙ୍କୁ ପ୍ରାଥମିକ ଜେରା ବେଳର ଅଡିଓ ଭିଜୁଆଲ ରେକର୍ଡିଂ...

ରତ୍ନଭଣ୍ଡାର ଯାଞ୍ଚ ପ୍ରସଙ୍ଗ : ହାଇକୋର୍ଟରେ ସତ୍ୟପାଠ ଓ ରିପୋର୍ଟ ଦାଖଲ କଲା ଶ୍ରୀମନ୍ଦିର ପ୍ରଶାସନ
ରତ୍ନଭଣ୍ଡାର ଯାଞ୍ଚ ପ୍ରସଙ୍ଗ : ହାଇକୋର୍ଟରେ ସତ୍ୟପାଠ ଓ ରିପୋର୍ଟ ଦାଖଲ କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ : ଶ୍ରୀମନ୍ଦିର ଜଗମୋହନ ମରାମତି ଓ ରତ୍ନଭଣ୍ଡାର ଯାଞ୍ଚ ପ୍ରସଙ୍ଗରେ ହାଇକୋର୍ଟରେ ସତ୍ୟପାଠ ଓ ରିପୋର୍ଟ ଦାଖଲ କଲା ଶ୍ରୀମନ୍ଦିର ପ୍ରଶାସନ। ଏଥିରେ ଜଗମୋହନ ଖୋଲିବା ସଂପର୍କରେ ସତ୍ୟପାଠ ଦିଆଯାଇଛି। ତେବେ ମିଳିଥିବା ସୂଚନା ଅନୁସାରେ ଜଗମୋହନ ନିର୍ଦ୍ଦିଷ୍ଟ ଭାବେ କେବେ ଖୋଲିବ ଦର୍ଶାଇ ନଥିବାରୁ କୋର୍ଟ...

ପୋଖରୀ ହୁଡ଼ା ତଳୁ ନବଜାତ ଶିଶୁ ଉଦ୍ଧାର
ପୋଖରୀ ହୁଡ଼ା ତଳୁ ନବଜାତ ଶିଶୁ ଉଦ୍ଧାର

ଢେଙ୍କାନାଳ  : ପୋଖରୀ ହୁଡ଼ା ତଳୁ ନବଜାତ ଶିଶୁ ଉଦ୍ଧାର। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ରିଆ ଗାଁ ପୋଖରୀ ହୁଡ଼ା ତଳୁ ଆଜି ସକାଳୁ ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। ଚିକିତ୍ସା ପାଇଁ ଶିଶୁଟିକୁ ପରଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଖରୀ...

ସମ୍ବଲପୁର ଠେଲ୍‌କୋପଡ଼ା ଡବଲ ମର୍ଡରକୁ ନେଇ ପୁଣି ଉତ୍ତେଜନା
ସମ୍ବଲପୁର ଠେଲ୍‌କୋପଡ଼ା ଡବଲ ମର୍ଡରକୁ ନେଇ ପୁଣି ଉତ୍ତେଜନା

ସମ୍ବଲପୁର : ସମ୍ବଲପୁର ଠେଲ୍‌କୋପଡ଼ା ଡବଲ ମର୍ଡରକୁ ନେଇ ପୁଣି ଉତ୍ତେଜନା, ରାସ୍ତାରୋକ। ଶଙ୍କର ମୁଖୀ ହତ୍ୟାରେ ସଂପୃକ୍ତ ଥିବା ଅଭିଯୋଗରେ ଗତକାଲିଠାରୁ ପୋଲିସ ୩ ଜଣଙ୍କୁ ଅଟକ ରଖିଛି। ଏହାର ପ୍ରତିବାଦରେ ଲୋକେ ମୋଦିପଡ଼ା ଛକରେ ରାସ୍ତା ଅବରୋଧ କରିଛନ୍ତି। ପୁରା ଅଞ୍ଚଳରେ ପ୍ରବଳ ଉତ୍ତେଜନା ଯୋଗୁଁ...

ରାଜ୍ୟସଭାରେ ଶପଥ ନେଲେ ପ୍ରଶାନ୍ତ, ସୌମ୍ୟରଞ୍ଜନ  ଓ ଅଚ୍ୟୁତ
ରାଜ୍ୟସଭାରେ ଶପଥ ନେଲେ ପ୍ରଶାନ୍ତ, ସୌମ୍ୟରଞ୍ଜନ ଓ ଅଚ୍ୟୁତ

ଭୁବନେଶ୍ୱର : ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ସଦସ୍ୟମାନେ ଆଜି ଶପଥ ପାଠ କରିଛନ୍ତି। ନିର୍ବାଚିତ ୩ଜଣ ସାଂସଦ ବିଜେଡିର ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ସଂସଦର ଉଚ୍ଚ ସଦନରେ ଶପଥ ଗ୍ରହଣ କରିଛନ୍ତି। ୩ ଜଣ ସାଂସଦ ଗୃହରେ ଓଡିଆରେ ଶପଥ ପାଠ...

ଆଜିଠୁ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ
ଆଜିଠୁ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ

ଭୁବନେଶ୍ୱର : ଆଜିଠୁ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ହେବ। ପ୍ରାୟ ସାଢେ ୩ ଲକ୍ଷ ପରୀକ୍ଷାର୍ଥୀଙ୍କ ଖାତା ଦେଖିବା ଲାଗି ସାରା ରାଜ୍ୟରେ ୫୬ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି। ସେଥିରୁ ୨୯ଟି କେନ୍ଦ୍ରରେ ହେବ ଇ-ମୂଲ୍ୟାୟନ।  ଖାତା ଦେଖାରେ ନିୟୋଜିତ ହେବେ ପ୍ରାୟ ୭ ହଜାର ଅଧ୍ୟାପକ।...

ଶୁଖିଯାଉଛି ମହାନଦୀ: ଜୁନ୍ ବେଳକୁ ଗମ୍ଭୀର ହେବ ସ୍ଥିତି
ଶୁଖିଯାଉଛି ମହାନଦୀ: ଜୁନ୍ ବେଳକୁ ଗମ୍ଭୀର ହେବ ସ୍ଥିତି

ଭୁବନେଶ୍ୱର: ଧୀରେ ଧୀରେ ଶୁଖିଯାଉଛି ମହାନଦୀ। କମୁଥିବା ଜଳ ପ୍ରବାହ ଏବେ ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇଲାଣି। ଗତ ଅକ୍ଟୋବର ମାସରୁ ହୀରାକୁଦ ଜଳଭଣ୍ଡାରରୁ ଜଳ ପ୍ରବାହ କମି କମି ଆସୁଛି। ଛତିଶଗଡ଼ ବ୍ୟାରେଜ ନିର୍ମାଣ କରିବା ଦ୍ୱାରା ଏଭଳି ପରିସ୍ଥିତି ଉପୁଜିଛି। ଏନେଇ ଛତିଶଗଡ଼ ସରକାରଙ୍କୁ ଅବଗତ କରାଯାଉଥିବା...

ବରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା
ବରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ବରଗଡ଼  : ବରଗଡ଼ ଚାରପାଲି ଗାଁରେ ଅଭାବନୀୟ ଘଟଣା। ସ୍ତ୍ରୀର ବେକ କାଟି ହତ୍ୟା କରିବା ପରେ ନିଜେ ଦଉଡ଼ିରେ ଝୁଲିପଡ଼ିଲା ସ୍ୱାମୀ। ମୃତକ ଦୁଇଜଣ ହେଲେ ସେହି ଗାଁର ଭୁବନ ସାହୁ ଏବଂ ତାଙ୍କ ସ୍ତ୍ରୀ ସେବତୀ ସାହୁ। ଅଭିଯୋଗ ଅନୁଯାୟୀ ଆଜି ସକାଳୁ ଭୁବନ ଏକ...

ହାଣ୍ଡିଆ ଗ୍ରାମ୍ୟ ସୁରକ୍ଷା ସମିତି ପକ୍ଷରୁ ଧାରଣା
ହାଣ୍ଡିଆ ଗ୍ରାମ୍ୟ ସୁରକ୍ଷା ସମିତି ପକ୍ଷରୁ ଧାରଣା

ପାରାଦୀପ  : ପାରାଦୀପ ନିକଟ ଏସାର ଷ୍ଟିଲ କାରଖାନା ମୁଖ୍ୟରାସ୍ତା ଉପରେ ହାଣ୍ଡିଆ ଗ୍ରାମ୍ୟ ସୁରକ୍ଷା ସମିତି ପକ୍ଷରୁ ଧାରଣା। ନିଯୁକ୍ତି, ଥଇଥାନ, କ୍ଷତିପୂରଣ ଭଳି ୯ ଦଫା ଦାବିକୁ ନେଇ ସେମାନେ ଧାରଣା ଦେଇଛନ୍ତି। କାରଖାନା ଲାଗି ହାଣ୍ଡିଆ ଗାଁକୁ ବିସ୍ଥାପିତ କରିବା ପାଇଁ ଏସାର୍ କମ୍ପାନି...

ଦାବି ହାସଲ ଜିଦ୍‌ରେ ଅଟଳ ଶିକ୍ଷକ ଓ କର୍ମଚାରୀ ମିଳିତ ମଞ୍ଚ
ଦାବି ହାସଲ ଜିଦ୍‌ରେ ଅଟଳ ଶିକ୍ଷକ ଓ କର୍ମଚାରୀ ମିଳିତ ମଞ୍ଚ

ଭୁବନେଶ୍ୱର : ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଯୁକ୍ତ ୨ ମୂଲ୍ୟାୟନ ବର୍ଜନ ନିଷ୍ପତ୍ତି ସହ ନିଜ ଦାବି ପୂରଣ ଜିଦ୍‌ରେ ଅଟଳ ଅଛି ଶିକ୍ଷକ ଓ କର୍ମଚାରୀ ମିଳିତ ମଞ୍ଚ। ଆଲୋଚନା ମୁତାବକ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ବିଜ୍ଞପ୍ତି ପ୍ରକାଶ ନପାଇବାରୁ ଧାରଣା...

ସମ୍ବଲପୁର ଠେଲକୋପଡ଼ାରେ ଡବଲ ମର୍ଡର ଘଟଣା
ସମ୍ବଲପୁର ଠେଲକୋପଡ଼ାରେ ଡବଲ ମର୍ଡର ଘଟଣା

ସମ୍ବଲପୁର : ସମ୍ବଲପୁର ଠେଲକୋପଡ଼ା ଡବଲ ମର୍ଡର ଘଟଣା। ଆଉ ୫ ଜଣ ଗିରଫ। ଏହା ସହିତ ଗିରଫ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଆଗରୁ ମୁଖ୍ୟ ଅଭିଯୁକ୍ତ ପାଣ୍ଡବ ମୁଖୀ ଓ ତାର ଜଣେ ସହଯୋଗୀକୁ ଗିରଫ କରିଥିଲା ପୋଲିସ। ଗତକାଲି ଠେଲକୋପଡ଼ାର ସୁଜିତ ନାଗଙ୍କୁ ପାଣ୍ଡବ...

କମିଲା ଖରିଫ୍ ଧାନ ସଂଗ୍ରହ
କମିଲା ଖରିଫ୍ ଧାନ ସଂଗ୍ରହ

ଭୁବନେଶ୍ୱର : ଶେଷ ହେଲା ଧାନ ଅମଳ। ସଂଗ୍ରହ ବି ଶେଷ ପର୍ଯ୍ୟାୟରେ। ଚାଷୀ କିନ୍ତୁ ହତାଶ। ଏଥର ବମ୍ପର କ୍ରପ୍ ହେବ ବୋଲି ଆଶା କରାଯାଉଥିଲା,ହେଲେ ସେପରି ହୋଇନାହିଁ। କାରଣ ଚାଷ ଆରମ୍ଭରୁ ବର୍ଷା ଠିକ୍ ନହେବା ଦ୍ୱାରା ମରୁଡି ସ୍ଥିତି ଉପୁଜିଥିଲା। ତାପରେ ଚକଡା ପୋକ...

ଆଜି ଢେଙ୍କାନାଳର ହିନ୍ଦୋଳ ଓ ବରଗଡ଼ର ଅତାବିରା ଏନ୍ଏସି ନିର୍ବାଚନ
ଆଜି ଢେଙ୍କାନାଳର ହିନ୍ଦୋଳ ଓ ବରଗଡ଼ର ଅତାବିରା ଏନ୍ଏସି ନିର୍ବାଚନ

ଢେଙ୍କାନାଳ  : ଆଜି ଢେଙ୍କାନାଳ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ ସହ ବରଗଡ଼ ଜିଲ୍ଲା ଅତାବିରା ଏନଏସି ନିର୍ବାଚନ। ସକାଳ ୮ଟାରୁ ଭୋଟ୍ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ଏଥର ହିନ୍ଦୋଳ ଏନଏସିର ମୋଟ ୧୬ଟି ୱାର୍ଡରେ ୯ ହଜାର...