• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତିଙ୍କ ଅଚାନକ ଗସ୍ତ
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତିଙ୍କ ଅଚାନକ ଗସ୍ତ

ଜୟପୁର : ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ଗସ୍ତ କରିଛନ୍ତି କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତି। ଏହି ସମୟରେ ସେ ମେଡିକାଲରେ ଡାକ୍ତରଙ୍କ ଅନୁପସ୍ଥିତି ନେଇ ଖପ୍ପା ହୋଇଥିଲେ। ଆବଶ୍ୟକ ବ୍ୟବସ୍ଥା ନଥିବାରୁ ଅଧୀକ୍ଷକଙ୍କ ଉପରେ ଜିଲ୍ଳାପାଳ ବର୍ଷିଥିଲେ। ମେଡିକାଲ ଅଧୀକ୍ଷକଙ୍କୁ ପଚରାଉଚରା ସହ ସ୍ଥିତି ଅନୁଧ୍ୟାନ...

‘ରାଇଜିଂ ଷ୍ଟାର’ରେ ଚମକିଲେ ଓଡିଆ ଗାୟକ ଶଶାଙ୍କ ଶେଖର
‘ରାଇଜିଂ ଷ୍ଟାର’ରେ ଚମକିଲେ ଓଡିଆ ଗାୟକ ଶଶାଙ୍କ ଶେଖର

ଓଡିଶାରୁ ପୁଣି ଆଉ ଜଣେ ପ୍ରତିଭା ଜାତୀୟ ସ୍ତରର ରିଆଲିଟି ଶୋ’ରେ ଦେଖାଇଛନ୍ତି ନିଜର କରିସ୍ମା। ଯାହାକୁ ନେଇ ଓଡ଼ିଶା ଖୁବ୍ ଗର୍ବିତ। ସେ ହେଉଛନ୍ତି ଭୁବନେଶ୍ୱରର ଶଶାଙ୍କ ଶେଖର। ନିଜର ସୁମଧୁର କଣ୍ଠରେ ମୋହିତ କରିଥିଲେ କଲର୍ସରେ ପ୍ରସାରିତ ରିଆଲିଟି ଶୋ’ ‘ରାଇଜିଂ ଷ୍ଟାର’ର ବିଚାରକ ଓ...

ସାଉଥ୍‌କୋର ଜେଇ ଓ ତାଙ୍କ ସହଯୋଗୀଙ୍କୁ ମାଡ଼ ଅଭିଯୋଗରେ ୨ ଜଣ ଅଟକ
ସାଉଥ୍‌କୋର ଜେଇ ଓ ତାଙ୍କ ସହଯୋଗୀଙ୍କୁ ମାଡ଼ ଅଭିଯୋଗରେ ୨ ଜଣ ଅଟକ

ନବରଙ୍ଗପୁର : ନବରଙ୍ଗପୁର ସାଉଥକୋ ବିଭାଗ ଜେଇ ଓ ତାଙ୍କ ସହଯୋଗୀଙ୍କୁ ମାଡ଼ ଅଭିଯୋଗରେ ୨ ଜଣଙ୍କ ଅଟକ ରଖିଛି ପୋଲିସ। ବକେୟା ବିଦ୍ୟୁତ ବିଲ୍ ଆଦାୟ କରିବାକୁ ବିକ୍ରମପୁର ଗାଁକୁ ଯାଇଥିଲେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଏବଂ ତାଙ୍କ ସହଯୋଗୀ। ସେହି ଗାଁରେ ଜଣେ ବ୍ୟକ୍ତିଙ୍କ...

ରତ୍ନଭଣ୍ଡାର ଖୋଲିବାକୁ ବିରୋଧ: ଆତ୍ମାହୁତି ଧମକଦେଲେ ପୂଜାପଣ୍ଡା ସେବକ
ରତ୍ନଭଣ୍ଡାର ଖୋଲିବାକୁ ବିରୋଧ: ଆତ୍ମାହୁତି ଧମକଦେଲେ ପୂଜାପଣ୍ଡା ସେବକ

ପୁରୀ: ଶ୍ରୀମନ୍ଦିର ପୂଜାପଣ୍ଡା ସେବକ ନରସିଂହ ପୂଜାପଣ୍ଡାଙ୍କ ଆତ୍ମାହୁତି ଧମକ।  ଆସନ୍ତା ୨୬ ତାରିଖରେ ଯଦି ASI କର୍ତ୍ତୃପକ୍ଷ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ପଶିବାକୁ ଉଦ୍ୟମ କରିବେ ତାହେଲେ ସେ ଶ୍ରୀମନ୍ଦିର ସମ୍ମୁଖରେ ଆତ୍ମାହୁତି ଦେବାକୁ ଧମକ ଦେଇଛନ୍ତି। ଗତକାଲି ହାଇକୋର୍ଟ ରତ୍ନ ଭଣ୍ଡାର ଅନୁଧ୍ୟାନ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗକୁ...

ସୁନ୍ଦରୀ ପ୍ରତିଯୋଗିତାରେ ସମ୍ବଲପୁର ଝିଅଙ୍କ କମାଲ : ଲିଟିଲ ମିସ୍ ଗାଲାକ୍ସି ୱାର୍ଲଡ଼ ଟାଇଟଲ କଲେ ହାସଲ
ସୁନ୍ଦରୀ ପ୍ରତିଯୋଗିତାରେ ସମ୍ବଲପୁର ଝିଅଙ୍କ କମାଲ : ଲିଟିଲ ମିସ୍ ଗାଲାକ୍ସି ୱାର୍ଲଡ଼ ଟାଇଟଲ କଲେ ହାସଲ

ସମ୍ବଲପୁର : ସୁନ୍ଦରୀ ପ୍ରତିଯୋଗିତାରେ ସମ୍ବଲପୁର ଝିଅଙ୍କ କମାଲ। ଆଗରୁ ମିସ୍‌ ସମ୍ବଲପୁର ଓ ମିସ୍‌ ବେଙ୍ଗାଲୁରରେ ସଫଳତା ପାଇବା ପରେ ବୁଲଗେରିଆରେ ଆୟୋଜିତ ହୋଇଥିବା ଲିଟିଲ ମିସ୍‌ ଗାଲାକ୍ସି ଭାବେ ସଫଳତା ଲାଭ କରିଛନ୍ତି ସମ୍ବଲପୁରର ଅର୍ପିତା ବେହେରା। ଆଜି ସମ୍ବଲପୁରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ...

ଚନ୍ଦୁର ଅନ୍ତିମ ସଂସ୍କାର : ପୋଷା କୁକୁରର ମୃତ୍ୟୁରେ କ୍ରିୟାକର୍ମ କରିବା ନେଇ ଚର୍ଚ୍ଚା
ଚନ୍ଦୁର ଅନ୍ତିମ ସଂସ୍କାର : ପୋଷା କୁକୁରର ମୃତ୍ୟୁରେ କ୍ରିୟାକର୍ମ କରିବା ନେଇ ଚର୍ଚ୍ଚା

ନବରଙ୍ଗପୁର: କୁହାଯାଏ କୁକୁର ହିଁ ମଣିଷର ପ୍ରକୃତ ବନ୍ଧୁ। ତେବେ ପୋଷା କୁକୁରର ମୃତ୍ୟୁ ପରେ ବି ବନ୍ଧୁତାକୁ ସମ୍ମାନ ଦେବାକୁ ଯାଇ ମଣିଷ କଣ କରିପାରେ ତାର ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁରରେ। ସ୍ଥାନୀୟ ରାମ ରମଣ ନିଜ ପୋଷା କୁକୁର ଚନ୍ଦୁର ମୃତ୍ୟୁ ପରେ କ୍ରିୟାକର୍ମକରିବା...

ଓଟିଭି ବିତର୍କକୁ ବୟକଟ୍ ଲାଗି ବିଜେଡିର ନିଷ୍ପତ୍ତିକୁ ବିଭିନ୍ନ ମହଲରେ ନିନ୍ଦା
ଓଟିଭି ବିତର୍କକୁ ବୟକଟ୍ ଲାଗି ବିଜେଡିର ନିଷ୍ପତ୍ତିକୁ ବିଭିନ୍ନ ମହଲରେ ନିନ୍ଦା

ଭୁବନେଶ୍ୱର: ଓଟିଭି ବିତର୍କ କାର୍ଯ୍ୟକ୍ରମକୁ ବୟକଟ୍ ଲାଗି ବିଜେଡିର ଘୋଷଣା ପରେ ରାଜନୈତିକ ହଲଚଲ୍। ଅନେକ ରାଜନୈତିକ ଦଳ ଓ ବ୍ୟକ୍ତି ବିଶେଷ ଏଭଳି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି। ଗଣମାଧ୍ୟମରେ କଣ୍ଠରୋଧ ଲାଗି ଏହା ପ୍ରୟାସ ବୋଲି ଖୋଲାଖୋଲି ମତ ପ୍ରକାଶ ପାଉଛି। ସହନଶୀଳତାର ଅଭାବ ଯୋଗୁଁ ବିଜେଡି...

ଅଶ୍ଳୀଳ ଭିଡିଓ ଭାଇରାଲ ଅଭିଯୁକ୍ତଙ୍କ ସନ୍ଦେହଜନକ ମୃତ୍ୟୁ : କୁଆଖାଇ ନଈପଠାରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ
ଅଶ୍ଳୀଳ ଭିଡିଓ ଭାଇରାଲ ଅଭିଯୁକ୍ତଙ୍କ ସନ୍ଦେହଜନକ ମୃତ୍ୟୁ : କୁଆଖାଇ ନଈପଠାରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ

ଭୁବନେଶ୍ୱର : ଲଭ, ଭିଡିଓ ଭାଇରାଲ, ତା ପରେ ମର୍ଡର। ଦିନେ ଭାଇରାଲ ଭିଡିଓ ପାଇଁ ଯେଉଁ ଯୁବକ ଗିରଫ ହୋଇଥିଲେ। ଏବେ ସେହି କାରଣ ପାଇଁ ହତ୍ୟାର ଶିକାର ହୋଇଥିବା ସନ୍ଦେହ। ଭୁବନେଶ୍ୱର କୁଆଖାଇ ନଦୀ ପଠାରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମିଳିଥିବା ଯୁବକ ଉନ୍ମୟ ପାଢ଼ୀଙ୍କ ହତ୍ୟା...

ରାଜଧାନୀରେ ଗର୍ଜିଲେ ମିଳିତ BEd  ଶିକ୍ଷକ ମହାସଂଘ
ରାଜଧାନୀରେ ଗର୍ଜିଲେ ମିଳିତ BEd ଶିକ୍ଷକ ମହାସଂଘ

ଭୁବନେଶ୍ୱର : ରାଜଧାନୀରେ ରାଜରାସ୍ତାରେ ଗର୍ଜିଲେ ମିଳିତ ବିଏଡ ଶିକ୍ଷକ ମହାସଂଘ। ବିଭିନ୍ନ ଦାବି ନେଇ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶିକ୍ଷକ। ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଏଡ ଯୋଗ୍ୟତାଧାରୀ ଶିକ୍ଷକଙ୍କୁ ଟିଜିଟି ପଦବୀ ସହ ବିଷୟ ଭିତ୍ତିକ ଶିକ୍ଷକ ଭାବେ ନିଯୁକ୍ତି ଲାଗି ନିର୍ଦ୍ଦେଶ ରହିଛି।...

ଭିଜିଲାନ୍ସ ଜାଲରେ OAS ଅଧିକାରୀ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
ଭିଜିଲାନ୍ସ ଜାଲରେ OAS ଅଧିକାରୀ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ OAS ଅଧିକାରୀ ଆଶୁତୋଷ ସାମଲ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଶୁତୋଷଙ୍କ ଘରେ ଚଢ଼ାଉ ହୋଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗରେ କାର୍ଯ୍ୟରତ ଆଶୁତୋଷଙ୍କ ବଡ଼ଚଣା, ଭଣ୍ଡାରିପୋଖରୀ ଓ ଭୁବନେଶ୍ୱର ଘର ସହ ଅଫିସ୍‌ରେ ଚଢାଉ ହୋଇଛି। ତେବେ ବର୍ତ୍ତମାନ...

ପାର୍ସଲ ବୋମା ବିସ୍ଫୋରଣ ମାମଲା : ଘଟଣାର ଏକାଧିକ ଦିଗକୁ ନେଇ ତଦନ୍ତ ଜାରି କହିଲେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ପି
ପାର୍ସଲ ବୋମା ବିସ୍ଫୋରଣ ମାମଲା : ଘଟଣାର ଏକାଧିକ ଦିଗକୁ ନେଇ ତଦନ୍ତ ଜାରି କହିଲେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ପି

<p>ବଲାଙ୍ଗିର : ବଲାଙ୍ଗିର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ପୁରା ତଦନ୍ତ ପୋଲିସ କରୁଛି। କ୍ରାଇମବ୍ରାଞ୍ଚ କେବଳ ସାଇବର୍ ସମ୍ବନ୍ଧୀୟ ସହଯୋଗ କରୁଛି।&nbsp; କ୍ରାଇମ୍&zwnj;ବ୍ରାଞ୍ଚ ଏସ୍&zwnj;ପି ରାଧାବିନୋଦ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି।&nbsp; ସେ କହିଛନ୍ତି ଘଟଣାର ଏକାଧିକ ଦିଗକୁ ନେଇ ତଦନ୍ତ ଜାରି ରହିଛି।</p> <p>ଏହି ଘଟଣାରେ...

ସ୍କୁଲରେ ଛାତ୍ରଙ୍କୁ ଛାତ୍ରଙ୍କ ମାଡ ମାରିଥିବା ଅଭିଯୋଗ : ଥାନାରେ ମାମଲା ପରେ ପୋଲିସ୍‌ର ତଦନ୍ତ ଜାରି
ସ୍କୁଲରେ ଛାତ୍ରଙ୍କୁ ଛାତ୍ରଙ୍କ ମାଡ ମାରିଥିବା ଅଭିଯୋଗ : ଥାନାରେ ମାମଲା ପରେ ପୋଲିସ୍‌ର ତଦନ୍ତ ଜାରି

କୋରାପୁଟ : ସ୍କୁଲରେ ଛାତ୍ରଙ୍କୁ ଛାତ୍ରଙ୍କ ମାଡ। ଏଭଳି ଅଭିଯୋଗ ଆସିଛି କୋରାପୁଟ ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ। ସୂଚନା ଅନୁସାରେ ଗତକାଲି ରାତିରେ ଅଷ୍ଟମ ଶ୍ରେଣୀର ୪ଜଣ ଛାତ୍ର ଷଷ୍ଠ ଶ୍ରେଣୀର ଜଣେ ଛାତ୍ରଙ୍କୁ ଅନ୍ୟ ଏକ ଶ୍ରେଣୀ ଗୃହକୁ ଉଠାଇନେଇଥିଲେ। ପରେ ଛାତ୍ରଙ୍କୁ କମ୍ବଳରେ ଘୋଡାଇ...

ପୋଲିସ ମାଡ଼ରେ ଗୁରୁତର ମହିଳା : ଏସପିଙ୍କ ନିକଟରେ ଫେରାଦ ହେଲେ ଦମ୍ପତ୍ତି
ପୋଲିସ ମାଡ଼ରେ ଗୁରୁତର ମହିଳା : ଏସପିଙ୍କ ନିକଟରେ ଫେରାଦ ହେଲେ ଦମ୍ପତ୍ତି

ବୌଦ୍ଧ  : ନୀରିହ ଦମ୍ପତ୍ତିଙ୍କୁ ବୌଦ୍ଧ ଥାନା ଅଧିକାରୀ ନିର୍ଧୁମ ମାଡ଼ ମାରିଥିବା ନେଇ ଅଭିଯୋଗ।  ବୌଦ୍ଧ ଥାନାଧିକାରୀ ପ୍ରୀତିମଞ୍ଜରୀ ଗଡ଼ନାୟକଙ୍କ ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ସରସରା ଗାଁର ଦମ୍ପତ୍ତି ରବୀନ୍ଦ୍ର ମଲ୍ଲିକଙ୍କ ପତ୍ନୀ ପଦ୍ମିନୀ ମଲ୍ଲିକ ସମ୍ପୃକ୍ତ ଥାନାଧିକାରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି।...

ଇଂଜିନିୟରିଂ ଛାତ୍ର ରିଷି ମୃତ୍ୟୁ ମାମଲା : ରାଜ୍ୟ ମାନବାଧିକାର କମିଶନ ପାଖରେ ରିପୋର୍ଟ ଦାଖଲ କଲା ପୋଲିସ୍
ଇଂଜିନିୟରିଂ ଛାତ୍ର ରିଷି ମୃତ୍ୟୁ ମାମଲା : ରାଜ୍ୟ ମାନବାଧିକାର କମିଶନ ପାଖରେ ରିପୋର୍ଟ ଦାଖଲ କଲା ପୋଲିସ୍

ଭୁବନେଶ୍ୱର : ଇଂଜିନିୟରିଂ ଛାତ୍ର ରିଷି ମୃତ୍ୟୁ ମାମଲାରେ ରାଜ୍ୟ ମାନବାଧିକାର କମିଶନ ପାଖରେ ପୋଲିସ ରିପୋର୍ଟ ଦାଖଲ କରିଛି। କୋଲକତା ଫରେନ୍ସିକ ଲାବ୍ରୋଟରିକୁ ଯାଞ୍ଚ ପାଇଁ ପଠାଯାଇଥିବା ରିଷିର ମୋବାଇଲରୁ କୌଣସି ସୁରାଗ ମିଳିନଥିବା ପୋଲିସ ରିପୋର୍ଟରେ ଦର୍ଶାଇଛି। ତେବେ ରିଷି ମୃତ୍ୟୁ ମଦ୍ୟପାନ ସହ ନିଶାଦ୍ରବ...

ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ : ଚିଲିକା ଯାଇ ପାରୁନାହାଁନ୍ତି ପର୍ଯ୍ୟଟକ
ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ : ଚିଲିକା ଯାଇ ପାରୁନାହାଁନ୍ତି ପର୍ଯ୍ୟଟକ

ପୁରୀ : ବ୍ରହ୍ମଗିରି ସିପକୁଦା-ବାଘମୁଣ୍ଡା ମଧ୍ୟରେ ବୋମାମାଡ ଓ ଗୁଳିମାଡ଼ ଘଟଣା।ଏହାର ସମାଧାନ ଦାବିରେ ଆଜି ୩୫ଟି ମୌଜାର ଗ୍ରାମବାସୀ ରାସ୍ତାରୋକ କରିଛନ୍ତି। ପୁରୀ- ସାତପଡା ଖଣ୍ଡୁଆଳ ଛକରେ ଶତାଧିକ ଗ୍ରାମବାସୀ ରାସ୍ତା ଅବରୋଧ କରିବା ସହ କେବଳ ପର୍ଯ୍ୟଟନ ଗାଡିକୁ ଅଟକାଉଛନ୍ତି। ସେପଟେ ରାସ୍ତା ଅବରୋଧ ଯୋଗୁଁ...

ମୟୂରଭଂଜ ସୀମାନ୍ତରେ ବାୟୁସେନା ବିମାନ ଖସି ପଡ଼ିବା ଘଟଣା : ମିଳିଲା ବ୍ଲାକ୍‌ ବକ୍ସ
ମୟୂରଭଂଜ ସୀମାନ୍ତରେ ବାୟୁସେନା ବିମାନ ଖସି ପଡ଼ିବା ଘଟଣା : ମିଳିଲା ବ୍ଲାକ୍‌ ବକ୍ସ

ଭୁବନେଶ୍ୱର : ମୟୂରଭଂଜ-ଝାଡ଼ଖଣ୍ଡ ସୀମାନ୍ତ ବାହାରାଗୋଡ଼ାରେ ଖସି ପଡିଥିବା ବାୟୁସେନାର ହକ୍ ବିମାନର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ବାସୁସେନାର ସାଇଣ୍ଟିଫିକ୍ ଟିମ୍‌। ସେନାର କର୍ମଚାରୀମାନେ ମଧ୍ୟ ପହଞ୍ଚି ତଦନ୍ତ କାର୍ଯ୍ୟ ଆରମ୍ଭ କରିଛନ୍ତି। ବିମାନର ବ୍ଲାକ ବକ୍ସକୁ ଉଦ୍ଧାର କରାଯାଇଛି। ବାଲି ଭିତରେ ପୋତି...

ମୋବାଇଲ ପାଇଁ ଝଗଡ଼ା : ଘରୁ ଝୁଲନ୍ତା ଅବସ୍ଥାରେ ସ୍ୱାମୀସ୍ତ୍ରୀଙ୍କ ମୃତଦେହ ଉଦ୍ଧାର
ମୋବାଇଲ ପାଇଁ ଝଗଡ଼ା : ଘରୁ ଝୁଲନ୍ତା ଅବସ୍ଥାରେ ସ୍ୱାମୀସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା  : ମୋବାଇଲ ପାଇଁ ଝଗଡ଼ା। ସେହି ଝଗଡ଼ାରୁ ଯାଇଛି ଦୁଇଟି ଜୀବନ। ଏହି ଅଭବାନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଖାସମଲ କଲୋନିରେ। ଦୁଇ ମୃତକ ହେଲେ ଆଶିଷ କୁମାର ସ୍ୱାଇଁ ଓ ମିତା ବାରିକ। ପରିବାର ଲୋକେ କହିଛନ୍ତି, କିଛି ଦିନେ ତଳ ଏମାନେ...

ଦୁଇ ଓଡ଼ିଆଙ୍କୁ ପଦ୍ମଶ୍ରୀ
ଦୁଇ ଓଡ଼ିଆଙ୍କୁ ପଦ୍ମଶ୍ରୀ

ଭୁବନେଶ୍ୱର : ଦୁଇ ଓଡ଼ିଆ ପ୍ରଭାକର ମହରାଣା ଓ ଗୋବର୍ଦ୍ଧନ ପାଣିକାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ମୂର୍ତ୍ତିକଳା ପାଇଁ ପ୍ରଭାକାର ଓ ବୟନ କଳା ପାଇଁ ଗୋବର୍ଦ୍ଧନଙ୍କୁ ପଦ୍ମଶ୍ରୀ...

ବିସ୍ଫୋରକ ମୋଡ଼ରେ ରାଜ୍ୟ କଂଗ୍ରେସ : ଏଆଇସିସି ସଦସ୍ୟତାକୁ ନେଇ ପୁଣି ବିଷ ଓଗାଳିଲେ ତାରା
ବିସ୍ଫୋରକ ମୋଡ଼ରେ ରାଜ୍ୟ କଂଗ୍ରେସ : ଏଆଇସିସି ସଦସ୍ୟତାକୁ ନେଇ ପୁଣି ବିଷ ଓଗାଳିଲେ ତାରା

ଭୁବନେଶ୍ୱର : କଂଗ୍ରେସରେ ବଢ଼ିଲା କନ୍ଦଳ। AICC ସଦସ୍ୟତା ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି,ଆଜି ନ ହେଲେ କାଲି ବିସ୍ଫୋରଣ ହେବ। ଯିଏ PCC ସଭାପତିଙ୍କ ଘରେ ଓ ଅଫିସ୍‌ରେ କାମ କରୁଥିଲେ, ସେମାନଙ୍କୁ AICC ସଦସ୍ୟ...

ବଜେଟ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ : ଗୃହ ଆଜି ଦିନକ ପାଇଁ ମୁଲତବୀ
ବଜେଟ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ : ଗୃହ ଆଜି ଦିନକ ପାଇଁ ମୁଲତବୀ

ଭୁବନେଶ୍ୱର : ବିଧାନସଭା ବଜେଟ ଅଧିବେଶନ ଆରମ୍ଭରୁ ଗୃହରେ ତାତି। ଆଜି ପ୍ରଥମେ ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି କକ୍ଷ ତ୍ୟାଗ କରିଥିଲା କଂଗ୍ରେସ। ପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କରି ହଟ୍ଟଗୋଳ କରିଛନ୍ତି କଂଗ୍ରେସ ବିଧାୟକ। ସରକାର ଚାଷୀ ମାରଣ ନୀତି...