• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

ପ୍ରକାଶ ପାଇଲା +୨ ବିଜ୍ଞାନ ପରୀକ୍ଷା ଫଳ
ପ୍ରକାଶ ପାଇଲା +୨ ବିଜ୍ଞାନ ପରୀକ୍ଷା ଫଳ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ। ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳାଫଳକୁ ନେଇ ଆଜି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର। ଚଳିତ ବର୍ଷ...

ଟ୍ରେଲରରୁ ମିଳିଲା ଝଲକ, ବକ୍ସ ଅଫିସକୁ ଦୁଲୁକାଇବ ରେସ୍ ୩
ଟ୍ରେଲରରୁ ମିଳିଲା ଝଲକ, ବକ୍ସ ଅଫିସକୁ ଦୁଲୁକାଇବ ରେସ୍ ୩

ମୁମ୍ବାଇ: ରିଲିଜ୍‌ ହୋଇସାରିଛି ସଲମାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ରେସ-୩ର ଟ୍ରେଲର। ଆଗୁଆ ଟ୍ରେଲର ରିଲିଜ୍‌ କରି ଦର୍ଶକଙ୍କୁ ଇଦ୍‌ ଭେଟି ଦେଇଛନ୍ତି ସୁପରଖାନ ସଲମାନ। ଦବଙ୍ଗ ଖାନଙ୍କ ଏହି ବିଗ୍‌ ବଜେଟ୍ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ନାହିଁ ନ ଥିବା କ୍ରେଜ୍‌ ଦେଖିବାକୁ ମିଳିଛି। ପ୍ରଥମେ...

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କଳାପତାକା

ଅନୁଗୁଳ: ଅନୁଗୁଳରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଛି। ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ସାମାଜିକ କର୍ମୀମାନେ ଥାନା ଛକରେ କଳାପତାକା ପ୍ରଦର୍ଶନ କରିଛନ୍ତି। ବିଜେଡି ପକ୍ଷରୁ ଚାଲିଥିବା ମହାନଦୀ ସୁରକ୍ଷା ଅଭିଯାନରେ ଯୋଗ ଦେବା ପାଇଁ ସେ ଆଠମଲ୍ଲିକ ଅଭିମୁଖେ ଯାଉଥିବା ବେଳେ ଏହି କଳାପତାକା...

ପକ୍ଷୀଙ୍କ ପାଇଁ କୃତ୍ରିମ ଜଙ୍ଗଲ

ପାରାଦୀପ: ଦିନକୁ ଦିନ ଶିଳ୍ପାନୁଷ୍ଠାନ ଗଢି ଉଠିବା ଏବଂ ଜଙ୍ଗଲ କ୍ଷୟ ହେବା କାରଣରୁ ଲୋପ ପାଉଛନ୍ତି ପଶୁ ପକ୍ଷୀ। ତେବେ ଲୋପ ପାଉଥିବା ପଶୁ ପକ୍ଷୀମାନଙ୍କ ସଂରକ୍ଷଣ ପାଇଁ ଆଗେଇ ଆସିଛି ପାରାଦୀପର ଆଦର୍ଶ ପ୍ରୟାସ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ। କୃତ୍ରିମ ଜଙ୍ଗଲ ସୃଷ୍ଟି କରି...

ଅବହେଳିତ ଅବସ୍ଥାରେ ବାରିପଦାର ସର୍ବପୁରାତନ ସଂଗ୍ରହାଳୟ

ବାରିପଦା: ମେ ୧୮ ତାରିଖକୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ରୂପେ ପାଳନ କରାଯାଉଥିବାବେଳେ ଅବହେଳିତ ଅବସ୍ଥାରେ ବାରିପଦାର ସର୍ବପୁରାତନ ସଂଗ୍ରହାଳୟ। ୧୧୫ ବର୍ଷର ଏହି ସଂଗ୍ରହାଳୟକୁ ପୁନରୁଦ୍ଧାର କରି ଏହାର ରକ୍ଷଣାବେକ୍ଷଣ କରିବାକୁ ଦାବି କରିଛନ୍ତି ବାରିପଦାବାସୀ। ସପ୍ତମ ଶତାଦ୍ଦୀରୁ ୧୭ଶହ ଶତାଦ୍ଦୀର ଅନେକ ମୂଲ୍ୟବାନ ସାମଗ୍ରୀ ଯଥା...

ରାସ୍ତା କାମରେ ଦୁର୍ନୀତି ଅଭିଯୋଗ
ରାସ୍ତା କାମରେ ଦୁର୍ନୀତି ଅଭିଯୋଗ

ଗଜପତି: ଗଜପତି ଜିଲ୍ଲା ବସ୍ତ୍ରିଗୁଡା ପଞ୍ଚାୟତର କଞ୍ଚୁମୁଲ ଗାଁ ରାସ୍ତା ନିର୍ମାଣ କାମରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଯନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ଅଭିଯୋଗ ଅନୁଯାୟୀ, ବ୍ଲକର ଯନ୍ତ୍ରୀ କେ. ନାଗେଶ୍ୱର ସେନାପତିଙ୍କ ତତ୍ତ୍ୱାବଧାନରେ ୨୦୧୬-୧୭ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ୩ଲକ୍ଷ...

କଣିହାଁ ଏନ୍‌ଟିପିସିରେ କୋଇଲା ସଙ୍କଟ, ବିଦ୍ୟୁତ୍‌ ଉତ୍ପାଦନରେ ବାଧା ଆଶଙ୍କା
କଣିହାଁ ଏନ୍‌ଟିପିସିରେ କୋଇଲା ସଙ୍କଟ, ବିଦ୍ୟୁତ୍‌ ଉତ୍ପାଦନରେ ବାଧା ଆଶଙ୍କା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର କଣିହାଁସ୍ଥିତ NTPCରେ କୋଇଲା ସଙ୍କଟ ଉତ୍କଟ ହେବାରେ ଲାଗିଛି। ଯାହାର ପ୍ରଭାବ ଆଗାମୀ ଦିନରେ ବିଦ୍ୟୁତ ଉତ୍ପାଦନ ଉପରେ ପଡିବାନେଇ ଆଶଙ୍କା ଦେଖାଦେଇଛି। NTPCର ୩ହଜାର ମେଗାୱାଟ୍‌ କ୍ଷମତା ବିଶିଷ୍ଟ ପ୍ଲାଣ୍ଟ ପାଇଁ ଦୈନିକ ପ୍ରାୟ ୫୫ ହଜାର ମେଟ୍ରିକ ଟନ୍ କୋଇଲାର...

ସଫା କରିବାକୁ ଯାଇ ପାଇପ୍‌ ଭିତରେ ଫସିଗଲେ
ସଫା କରିବାକୁ ଯାଇ ପାଇପ୍‌ ଭିତରେ ଫସିଗଲେ

କଟକ: ପାଇପ୍ ଭିତରେ ଫସି ଗଲେ ଜଣେ ବ୍ୟକ୍ତି। କଟକ ଚହଟା ବଜାର ସ୍ଥିତ ଓଡ଼ିଶା ପୋଲିସ ସିଗ୍‌ନାଲ୍‌ ମୁଖ୍ୟାଳୟ ନିକଟ ପମ୍ପିଂ ଷ୍ଟେସନ ପାଇପ୍‌ରେ ସ୍ଥାନୀୟ ବାସିନ୍ଦା ଜଣକ ଫସି ରହିଛନ୍ତି। ସୂଚନା ଅନୁସାରେ ପୋଲିସ କଲୋନୀ ପମ୍ପିଂ ଷ୍ଟେସନ୍ ପାଇପ୍ ଜାମ୍ ହୋଇଥିବାରୁ ତାହାକୁ ସଫା...

ଦେଶର ଏକମାତ୍ର ପୋଷ୍ଟାଲ ପ୍ରିଣ୍ଟିଂ ପ୍ରେସ୍‌ ବନ୍ଦ ହେବ
ଦେଶର ଏକମାତ୍ର ପୋଷ୍ଟାଲ ପ୍ରିଣ୍ଟିଂ ପ୍ରେସ୍‌ ବନ୍ଦ ହେବ

ଭୁବନେଶ୍ୱର: ଓଡିଶାରେ ବନ୍ଦ ହେବ ଆଉ ଏକ କେନ୍ଦ୍ରୀୟ ଅନୁଷ୍ଠାନ। ରାଜଧାନୀର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ପୋଷ୍ଟାଲ ପ୍ରିଣ୍ଟିଂ ପ୍ରେସ୍‌କୁ ବନ୍ଦ କରିଦେବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଦେଶର ଏକମାତ୍ର ପୋଷ୍ଟାଲ ପ୍ରିଣ୍ଟିଂ ପ୍ରେସ୍ ଭାବେ ଏଠାରୁ ଡାକ ବିଭାଗ ଲାଗି ଆବଶ୍ୟକ ଫର୍ମ,...

ମହାନଦୀ ସୁରକ୍ଷା ଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ମହାନଦୀ ସୁରକ୍ଷା ଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା : ବିଜେଡ଼ିର ମହାନଦୀ ମହାସଂଗ୍ରାମ ଅଭିଯାନର ଶୁଭାରମ୍ଭ ଅବସରରେ ସୁଖାଶୋଢ଼ାରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ସେଠାରେ ସେ କେନ୍ଦ୍ର ଏବଂ ଛତିଶଗଡ଼ ସରକାରଙ୍କ ଆଭିମୁଖ୍ୟ ଉପରେ ବର୍ଷିଥିଲେ। କହିଥିଲେ, ଓଡ଼ିଶାର ବିଜେପି ନେତା ମାନେ ଛତିଶଗଡ଼ର କାମକୁ ସମର୍ଥନ କରୁଛନ୍ତି ଏବଂ  କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆଜି ଝାରସୁଗୁଡ଼ାର ସୁଖାଶୋଡ଼ାରେ...

ଗଳାକାଟି ହତ୍ୟା କଲେ ମାଓବାଦୀ
ଗଳାକାଟି ହତ୍ୟା କଲେ ମାଓବାଦୀ

ମାଲାକାନଗିରି : ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି। ମାଥିଲି ଥାନା ଅର୍ନ୍ତଗତ ଟେମୁରପାଲ୍ଲୀ ଗାଁରେ ଗତକାଲି ଦିନ ଦ୍ୱିପହରରେ ଜଣଙ୍କୁ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ।ମୃତକଙ୍କ ଜଣଙ୍କ ହେଲେ ଜଗଦୀଶ ସୋମରଥ।ଘଟଣାସ୍ଥଳରୁ ଏକ ମାଓ ପୋଷ୍ଟର୍ ଠାବ କରାଯାଇଛି। ୧୫ରୁ ୨୦ଜଣ ମାଓବାଦୀ ଜଗଦୀଶଙ୍କୁ ଘରୁ...

ପାର୍କିଂରେ ଜଳିଉଠିଲା କାର
ପାର୍କିଂରେ ଜଳିଉଠିଲା କାର

ପୁରୀ: ପୁରୀ ଚକ୍ରତୀର୍ଥ ବେଳାଭୁମିରେ ଜଳିଗଲା କାର। ଏକ ହୋଟେଲ ନିକଟରେ ପାର୍କିଂ କରିଥିବା ସରକାରୀ ଗାଡ଼ିରେ ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା। ତେବେ ଗାଡିଟିରେ ନିଆଁ ଲାଗିବା ଅବସ୍ଥାରେ ଏହା ଗଡି ଗଡି ଯାଇ ଏକ ବିଦ୍ୟୁତ ଖୁଣ୍ଟରେ ମାଡ ହୋଇ ଅଟକି ଯାଇଥିଲା। ଖବର ପାଇ...

ବଟି ଆଦାୟକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ କନ୍ଦଳ
ବଟି ଆଦାୟକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ କନ୍ଦଳ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଜ୍ଞାପନ ଲିପଲେଟ୍ ବଣ୍ଟାକୁ ନେଇ ରାଜନୀତି। ବିଜୁ ଛାତ୍ର ଜନତା ଦଳରେ ଫାଟ। ଦୁଇଫାଳ ହୋଇଛି ବିସିଜେଡି। ଉତ୍କଳ ବିଶ୍ୱବିଦ୍ୟାଳୟରେ ଘରୋଇ ଶିକ୍ଷାନୁଷ୍ଠାନର ଲିଫଲେଟ୍‌ ବଣ୍ଟାଯିବାବେଳେ ବେଆଇନ ଭାବରେ ଆଦାୟ ହେଉଥିବା ବଟିକୁ ବିରୋଧ କରିଛନ୍ତି ବିସିଜେଡିର ଭୁବନେଶ୍ୱର ଜିଲ୍ଲା ସଭାପତି କଳ୍ପତରୁ...

ମାତିଲେ ଲୁଟେରା
ମାତିଲେ ଲୁଟେରା

ପୁରୀ : ଦିନ ଦ୍ୱିପହରେ ବିଚ୍ ରାସ୍ତାରେ ଲୁଟ୍। ପୁରୀ ଟାଉନ ଥାନ ଅନ୍ତର୍ଗତ ମରିଚିକୋଟ ଗଳିରେ ଜଣେ ବ୍ୟକ୍ତିଙ୍କ ହାତରୁ ବିଚ୍ ରାସ୍ତାରେ ଦୁଇ ବାଇକ୍ ଲୁଟେରା ୨ ଲକ୍ଷ ଟଙ୍କା ଲୁଟିନେଇଛନ୍ତି। ଏହି ଲୁଟ୍‌ର ପୁରା ଦୃଶ୍ୟ କଏଦ ହୋଇଛି ସେଠାରେ ଲାଗିଥିବା ଏକ ସିସିଟିଭି...

ଆଜିଠୁ ବିଜେଡି ମହାନଦୀ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ
ଆଜିଠୁ ବିଜେଡି ମହାନଦୀ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ

ଭୁବନେଶ୍ୱର : ଆଜିଠୁ ମହାନଦୀ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟକୁ ଓହ୍ଲାଉଛି ବିଜେଡି। ମହାନଦୀର ଓଡ଼ିଶା ପ୍ରବେଶପଥ ଝାରସୁଗୁଡ଼ାର ସୁଖାଶୋଡ଼ା ଓ ବରଗଡ଼ର ଚିଖିଲିରୁ ଆରମ୍ଭ ହେବ। ବିଜେଡିର ମହାନଦୀ ସୁରକ୍ଷା ଯାତ୍ରା ମହାନଦୀର ଦୁଇ ପାର୍ଶ୍ୱରେ ଥିବା ସୁଖାଶୋଡ଼ା ଓ ଚିଖିଲି- ଉଭୟ ସ୍ଥାନରେ ସାଧାରଣ ସଭାର ଆୟୋଜନ...

ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍ ଅଛି କି ନାହିଁ, ଚାଲିଛି ତନାଘନା
ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍ ଅଛି କି ନାହିଁ, ଚାଲିଛି ତନାଘନା

ସମ୍ବଲପୁର : ସମ୍ବଲପୁରର ବିଭିନ୍ନ ହୋଟେଲ ଏବଂ ସପିଂ ମଲରେ ଅଗ୍ନିଶମ ବିଭାଗର ଚଢଉ। ସହରରେ ଥିବା ହୋଟେଲ ଏବଂ ସପିଂ ମଲ୍ ଗୁଡିକରେ କିଭଳି ରହିଛି ଅଗ୍ନି ନିରାପତ୍ତା ବ୍ୟବସ୍ଥା ତାର ଯାଞ୍ଚ ହେଉଛି। ତାସହ ସେ ସବୁ ସ୍ଥାନରେ ଫାୟାର୍ ସେଫ୍ଟି ଗାଇଡ୍ ଲାଇନ୍ ପାଳନ...

ଏମ୍‌ସ ଗଲେ ପପୁ
ଏମ୍‌ସ ଗଲେ ପପୁ

ଭୁବନେଶ୍ୱର : ଦିଲ୍ଲୀ ଏମ୍‌ସରେ ଭର୍ତ୍ତି ହୋଇଛନ୍ତି ଅଭିନେତା ପପୁ ପମ୍‌ପମ୍‌। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ପପୁଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଏମ୍‌ସ ସ୍ଥାନାନ୍ତର କରାଯାଇଛି। ଅଗ୍ନାଶୟ ବା ପାନ୍‌କ୍ରିୟାସ୍‌ ଯନ୍ତ୍ରଣା ଯୋଗୁଁ ପପୁ ଗତ ତିନି ଦିନ ଧରି ଚିକିତ୍ସାଧୀନ ଥିଲେ।...

ନିର୍ମାଣାଧୀନ ପୋଲ ତଳକୁ ଖସିଲା କାର୍
ନିର୍ମାଣାଧୀନ ପୋଲ ତଳକୁ ଖସିଲା କାର୍

କଳାହାଣ୍ଡି : କଳାହାଣ୍ଡି ଜିଲା କେସିଙ୍ଗା ଥାନା କାଂଶବାହାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ନିର୍ମାଣାଧୀନ ପୋଲ ତଳକୁ କାର୍ ଖସି ଘଟଣାସ୍ଥଳରେ ଦୁଇ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ କାରଟି ପୋଲ ଉପରୁ ଖସି ପଡିଥିଲା। କାରଟି ରାଉରକେଲାରୁ...

କଟକ ସହରର ମୁଖ୍ୟ ପ୍ରବେଶ ପଥରେ କୁଢ଼ କୁଢ଼ ଆବର୍ଜନା

କଟକ: କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟର ସ୍ୱଚ୍ଛ ସର୍ବେକ୍ଷଣ ରିପୋର୍ଟ ଅନୁସାରେ, କଟକ ସହରର ନମ୍ବର ରହିଥିଲା ୨୦୪ରେ। ଏହାପରେ ସହରର ପରିମଳ ବ୍ୟବସ୍ଥା ଉପରେ ଉଠିଥିଲା ପ୍ରଶ୍ନବାଚୀ। କଟକର ମୁଖ୍ୟ ପ୍ରବେଶପଥରେ ଗଦା ଗଦା ଅଳିଆ ଆବର୍ଜନା ଖବର ଓଟିଭିରେ ପ୍ରସାରଣ ପରେ ଆରମ୍ଭ ହୋଇଥିଲା ବ୍ୟାରିକେଡ୍...

ସ୍ୱାମୀଙ୍କ ମଙ୍ଗଳ କାମନା କରି ମହିଳା‌ଙ୍କ ସାବିତ୍ରୀ ବ୍ରତ ପାଳନ
ସ୍ୱାମୀଙ୍କ ମଙ୍ଗଳ କାମନା କରି ମହିଳା‌ଙ୍କ ସାବିତ୍ରୀ ବ୍ରତ ପାଳନ

ଭୁବନେଶ୍ୱର: ଆଜି ସାବିତ୍ରୀ ଅମାବାସ୍ୟା। ସତ୍ୟବାନ୍‌ ଅର୍ଥାତ ନିଜ ସ୍ୱାମୀଙ୍କ ମଙ୍ଗଳ କାମନା କରି ବିବାହିତ ମହିଳାମାନେ ପାଳୁଛନ୍ତି ସାବିତ୍ରୀ ବ୍ରତ। ଏଥିପାଇଁ ସକାଳୁ ସକାଳୁ ମନ୍ଦିର ଗୁଡିକରେ ମହିଳାଙ୍କ ଭିଡ ଦେଖିବାକୁ ମିଳିଛି।  ନୂଆ ଶାଢୀ, ଚୁଡି, ସିନ୍ଦୂର ଓ ଫଳ ମୂଳ ଇତ୍ୟାଦି ଧରି ପୂଜାର୍ଚ୍ଚନା...