ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଆଜି ହେଉଛି ୧୫୧ ତମ ଜୟନ୍ତି। ସତ୍ୟ, ଅହିଂସାର ପୂଜାରୀ ତଥା ଭାରତକୁ ସ୍ୱାଧୀନତା ଦେବାରେ ପ୍ରମୁଖ ଭୂମିକା ନେଇଥିବା ବାପୁ, ଅକ୍ଟୋବର ୨ରେ ଗୁଜୁରାଟର ପୋରବନ୍ଦରରେ ଜନ୍ମ ଗ୍ରହଣ କରିଥିଲେ। ସ୍ୱାଧାନତୀ ସଂଗ୍ରାମର ଏହି ମୁଖ୍ୟ ପୁରୋଧାଙ୍କୁ ଆଜି ସାରା...
ମୁମ୍ୱାଇ : ବଲିଉଡ୍ ଅଭିନେତା ଇଶାନ୍ ଖଟ୍ଟର ଓ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଅଭିନୀତି ଫିଲ୍ମ ‘ଖାଲି ପିଲି’ ଆଜି ରିଲିଜ୍ ହୋଇଛି। ଗୁରୁଗ୍ରାମ ଓ ବାଙ୍ଗାଲୋରର କିଛି ସିନେମା ହଲ୍ ସମେତ ଓଟିଟି ପ୍ଲାଟ୍ଫର୍ମରେ ଫିଲ୍ମଟି ରିଲିଜ୍ ହୋଇଛି। ତେବେ ରିଲିଜ୍ ପୂର୍ବରୁ ଏହି ଫିଲ୍ମର କିଛି...
ନୂଆଦିଲ୍ଲୀ: କରୋନା ଲକଡାଉନ ସମୟରେ ଆହତ ବାପାଙ୍କୁ ସାଇକେଲରେ ବସାଇ ଦୀର୍ଘ ୧୨ ଶହ କିମି ଅତିକ୍ରମ କରିଥିଲେ ବିହାର ଝିଅ ଜ୍ୟୋତି କୁମାରୀ। ୧୫ ବର୍ଷୀୟା ଜ୍ୟୋତିଙ୍କୁ ନେଇ ସେ ସମୟରେ ବେଶ୍ ଚର୍ଚ୍ଚା ହୋଇଥିଲା। ଜ୍ୟୋତି ଦୀର୍ଘ ୭ ଦିନ ଧରି ସାଇକେଲରେ ବସାଇ ତାଙ୍କ...
ଭଦ୍ରକ(ପାର୍ଥ ସାରଥୀ ନାୟକ): ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ଏପରି ଘଟଣା ଭଦ୍ରକ ଗ୍ରାମାଞ୍ଚଳ ଥାନା ବଗମରା ଆଦିବାସୀ ସାହିରେ। ମୃତ ଜଣକ ହେଲେ ଗାଁର କଟିଆ ମୁର୍ମୁ। କଟିଆଙ୍କ ମାଆଙ୍କ କହିବା ଅନୁଯାୟୀ, ଗାଁର ଦୁଇ ଜଣ ବ୍ୟକ୍ତି ଆସି ତାଙ୍କ ପୁଅକୁ ପିଟିଛନ୍ତି। ଯେଉଁଥିପାଇଁ...
ମୁମ୍ବାଇ: ଗ୍ରାମୋଦୟ ଚାମ୍ବର୍ ଅଫ୍ କମର୍ସ ଆଣ୍ଡ୍ ଟେକ୍ନୋଲୋଜି (ଜିସିଓଟି) ପକ୍ଷରୁ ସୋନୁ ସୁଦ୍ଙ୍କୁ ସମ୍ମାନିତ କରାଯାଇଛି। ଗରିବ ଓ ଅଭାବୀଙ୍କୁ ସାହାଯ୍ୟ କରିଥିବାରୁ ଗୁରୁବାର ଦିନ ତାଙ୍କୁ ‘ଗ୍ରାମୋଦୟ ବନ୍ଧୁ ମିତ୍ର ପୁରସ୍କାର’ ମିଳିଛି। ଜିସିଓଟିର ତିନି ଦିନିଆ ଭର୍ଚୁଆଲ୍ କନ୍ଫରେନ୍ସର ପ୍ରଥମ ଦିନରେ ହିଁ ସୋନୁଙ୍କୁ...
ମୁମ୍ବାଇ: ଫିଲ୍ମ ଜଗତରେ କାମ କରୁଥିବା ସମସ୍ତ କଳାକାରଙ୍କୁ ସମାନ ଲୋକପ୍ରିୟତା ମିଳେନି। କିଛି କଳାକାର ଦର୍ଶକଙ୍କୁ ଛୁଇଁବା ପରି ଏକ ଚରିତ୍ରରେ ଅଭିନୟ କରିବାକୁ ଦୀର୍ଘ ସମୟ ଲଗାଇଦେଉଥିବା ବେଳେ କିଛି କଳାକାର ଅଭିନୟ ଯାତ୍ରା ଆରମ୍ଭରୁ ସେ ସୁଯୋଗ ହାତେଇନିଅନ୍ତି। ଏମିତି ଏକ କଳାକାର ହେଉଛନ୍ତି...
ଆବଶ୍ୟକୀୟ ସାମଗ୍ରୀ : ମୁଟୁଲା ମାଛ ଭଜା, କଟା ଟମୋଟୋ, କଟା ପିଆଜ, ଲଙ୍କା ଗୁଣ୍ଡ, ଲୁଣ, ହଳଦୀ, ସୋରିଷ, ରସୁଣ, କଞ୍ଚାଲଙ୍କା ଓ ପୋସ୍ତ ଦାନା ବଟା, ପାଣି, ତେଲ ଓ ମହୁଲ ଫଳ ଟୋଲକୁ କାଟି ଲୁଣ ହଳଦୀ ଗୋଳାଇ ରଖନ୍ତୁ। ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଗ୍ୟାସ୍...
ନୂଆଦିଲ୍ଲୀ: ଲକ୍ଡାଉନ୍ ସରିଯାଇଛି। ଏବେ ଅନଲକ୍-୫ ଆରମ୍ଭ ହୋଇଯାଇଛି। ଦେଶରେ କରୋନା କଟକଣାକୁ ଟିକେ କୋହଳ କରି ବ୍ୟବସାୟ ଏବଂ ଅନ୍ୟାନ୍ୟ ବୃତ୍ତିଗତ କାମ ମଧ୍ୟ ଆରମ୍ଭ ହୋଇଯାଇଛି। ତଥାପି ଲୋକଙ୍କ ମନରୁ କରୋନା ପ୍ରତି ଥିବା ଭୟ ଦୂର ହୋଇପାରିନି। ଯାହାର ଉଦାହରଣ ଏକ ଭାଇରାଲ୍ ଭିଡ଼ିଓରୁ...
ନୂଆଦିଲ୍ଲୀ: ମୁମ୍ବାଇ ବାନ୍ଦ୍ରାର ବସ୍ତି ଅଞ୍ଚଳରେ ବାସ କରନ୍ତି ମଲିଶା ଖରୱା। ବୟସ ୧୨। ପାଲରେ ପ୍ରସ୍ତୁତ ଘରେ ପୁରା ପରିବାର ସହ ରହୁନ୍ତି ସେ। ଏହି ଧୂଳି ମାଟିର ଘର ଭିତରୁ କିନ୍ତୁ ମଲିଶା ଗୋଟେ ସୁନ୍ଦର ସ୍ୱପ୍ନ ସଜେଇଛନ୍ତି। ଜଣେ ସଫଳ ସୁପର ମଡେଲ୍ ହେବାର...
ମୁମ୍ବାଇ: ବହୁଚର୍ଚ୍ଚିତ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍ବସ୍ ସିଜନ୍ ୧୪’ ଆଜିଠୁ ଆରମ୍ଭ ହେଉଛି। କଲର୍ସରେ ପ୍ରସାରିତ ହେଉଥିବା ଏହି ଶୋ’ କୁ ପ୍ରତିଥର ପରି ଏଥର ମଧ୍ୟ ସଲମାନ୍ ଖାନ୍ ହୋଷ୍ଟିଂ କରିବାକୁ ଯାଉଛନ୍ତି। କରୋନା ମହାମାରୀ ପାଇଁ ଏଥର ବିଗ୍ବସ୍ର ଶୁଟିଂ ହେବ କି ନାହିଁ...
ବାଲିଗୁଡ଼ା (ଅଜିତ୍ ନାୟକ): କଥାରେ ଅଛି ଇଛାଶକ୍ତି ଆଗରେ ହାର୍ ମାନେ ଅସମ୍ଭବ। ମନରେ ଥିବା ଦୃଢ ବିଶ୍ୱାସ ଆଉ ନିରନ୍ତର ଚେଷ୍ଟା ମଣିଷକୁ ଯେକୌଣସି କଠିନ କାମରେ ସଫଳତା ପ୍ରଦାନ କରେ। ଯାହାର ଏକ ସଦ୍ୟ ଉଦାହରଣ ହେଉଛନ୍ତି କନ୍ଧମାଳର ସୁନେଲି। ଏହି କୁନି ଝିଅ ସମ୍ପୂର୍ଣ୍ଣ...
ଭୁବନେଶ୍ୱର: କୋଭିଡ୍ ଦୁର୍ନୀତି ସମ୍ପର୍କିତ ଖବର ଦେଖାଉଥିବାରୁ ଓଟିଭିକୁ ଟାର୍ଗେଟ୍ କରୁଛନ୍ତି ନବୀନ ସରକାର। ଆଜି ଏକ ପ୍ରେସ୍ ରିଲିଜ୍ ଜରିଆରେ ଏହା କହିଛନ୍ତି ଓଟିଭି ଏମ୍ଡି ଜଗି ମଙ୍ଗତ ପଣ୍ଡା। ପ୍ରେସ୍ ରିଲିଜ୍ରେ ସେ ଦର୍ଶାଇଛନ୍ତି ଯେ, ନବୀନ ସରକାରଙ୍କ ସହ ଅନୁବନ୍ଧିତ କିଛି ଓଡ଼ିଆ ଟିଭି ଚ୍ୟାନେଲ୍...
ବାଲେଶ୍ୱର: ଉତ୍କ୍ଷେପଣ ହେଲା ମଣି ବିଜୟ ମିସାଇଲ୍। ଭଦ୍ରକ ଅବଦୁଲ କାଲାମ ଦ୍ୱୀପରୁ ମଧ୍ୟାହ୍ନ ୧୨ଟା ୧୦ ମିନିଟ୍ ସମୟରେ ନମ୍ବର ଲଞ୍ଚପ୍ୟାଡରୁ ମିସାଇଲ୍ ଉତ୍କ୍ଷେପଣ ହୋଇଛି। ୧୪୦ କେଜି ଓଜନ ବିଶିଷ୍ଟ ଏହି ମିସାଇଲ ଫାଇଟର୍ ଜେଟରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରିବ। ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି...
ରୋହତଙ୍ଗ: ବହୁ ପ୍ରତୀକ୍ଷା ପରେ ଆଜି ହିମାଚଳ ପ୍ରଦେଶରେ ନିର୍ମାଣ ହୋଇଥିବା ଅଟଳ ଟନେଲ୍ ଉଦ୍ଘାଟିତ ହୋଇଛି। ଏହି ଟନେଲ ଦ୍ୱାରା ମନାଲିରୁ ଲେହକୁ ଯାତ୍ରା ପାଇଁ ମାତ୍ର ୫ ଘଣ୍ଟା ଲାଗିବ। ଏହା ଛଡ଼ା ଶୀତ ଦିନେ ବରଫ ବନ୍ଦୀ ଜୀବନରୁ ମୁକ୍ତି ମଧ୍ୟ ମିଳିବ। ପ୍ରଧାନମନ୍ତ୍ରୀ...
ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୩୨୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୋମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୧୦ଆକ୍ରାନ୍ତ ହୋଇଥିବା ବେଳେ ୨୧୯ଜଣ ଲୋକାଲ କେସ୍ ରହିଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଅଞ୍ଚଳରୁ...
ଦୁବାଇ: ଫର୍ମକୁ ଫେରିଲେ ବିରାଟ। ଲଗାତର ୩ଟି ମ୍ୟାଚ୍ରେ ଖରାପ ପ୍ରଦର୍ଶନ କରିଥିବା ବିରାଟ କୋହଲି ଆଜି ରାଜସ୍ଥାନ ରୟାଲ୍ସ ଉପରେ ପ୍ରବଳ ବର୍ଷିଛନ୍ତି। ଆଜିର ମ୍ୟାଚ୍ରେ ୭୨ ରନ୍ର ଅପରାଜେୟ ଇନିଂସ ଖେଳିଛନ୍ତି ବିରାଟ। ତେବେ ବିରାଟଙ୍କ ବ୍ୟତୀତ ଯୁବ ତାରକା ଦେବଦୂତ ପାଡିକ୍କଲ ମଧ୍ୟ ୬୩...
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍ରେ ଡ୍ରଗ୍ସ ସଂଯୋଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କଳାକାରମାନେ ଡ୍ରାଗ୍ସ ସେବନ କରୁଥିବା ନେଇ ସୂଚନା ମିଳିବା ପରେ ଲୋକମାନଙ୍କର ବଲିଉଡ୍ ପ୍ରତି ଗୋଟେ ନକରାତ୍ମକ ଭାବନା ଆସିଯାଇଛି। ଅନ୍ୟପଟେ କିଛି କଳାକାର ସୁଶାନ୍ତଙ୍କ ମୃତ୍ୟୁ ଏବଂ...
ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ଦିଲ୍ଲୀପ କୁମାର ପାକିସ୍ତାନର ଜଣେ ସାମ୍ବାଦିକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗତ ମଙ୍ଗଳବାର ଦିନ ସାମ୍ବାଦିକ ଶିରାଜ ହାସନ୍ ପେଶୱାରରେ ଥିବା ଦିଲ୍ଲୀପଙ୍କ ପୈତୃକ ଘରର ୪ଟି ଫଟୋ ଟ୍ୱିଟରରେ ଶେଆର କରିଥିଲେ। ୧୦୦ ବର୍ଷରୁ ଅଧିକ ପୁରୁଣା ଏହି ପୈତୃକ ଘରର ଛବି...