• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

covaxin
କୋଭାକ୍ସିନ୍ ନେଇ ବଢୁଛି ଆଶା

ନୂଆଦିଲ୍ଲୀ: ସ୍ୱଦେଶୀ କରୋନା ଟୀକା କୋଭାକ୍ସିନ୍ ନେଇ ଆଶା ବଢୁଛି।  ଭାରତ ବାୟୋଟେକ୍ ପକ୍ଷରୁ ପ୍ରସ୍ତୁତ କରୋନା ଟୀକା କୋଭାକ୍ସିନ୍ ୬୦ ପ୍ରତିଶତ ଫଳପ୍ରଦ ହୋଇଛି। ଏହା ଆସନ୍ତାବର୍ଷ ଏପ୍ରିଲ ମାସରେ ବଜାରରେ ଉପଲବ୍ଧ ହେବା ନେଇ ସମ୍ଭାବନା ରହିଛି।  ଭାରତ ବାୟୋଟେକ୍‌ର ଅଧିକାରୀ ସାଇ ଡି. ପ୍ରସାଦ...

puri
ପୁରୀ ବନ୍ଦ ଡାକରା ଦେବ ଭାରତୀୟ ଜନତା ପାର୍ଟି

ପୁରୀ : ପୁରୀରେ ପୋଲିସ ହେପାଜତରେ ମୃତ୍ୟୁ ମାମଲାରେ ପୁରୀ ବନ୍ଦ ଡାକରା ଦେବ ଭାରତୀୟ ଜନତା ପାର୍ଟି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଆଜି ଏହି ସୂଚନା ଦେଇଛନ୍ତି। ପୁରୀ ବନ୍ଦ ଡାକରା ଦେବାକୁ ବିଜେପି ଯୋଜନା କରୁଛି। ତେବେ ଏଥିପାଇଁ ଖୁବ୍ ଶୀଘ୍ର...

puri
ପୁରୀ ଏସ୍‌ପି ଭାବେ ଦାୟିତ୍ୱ ଗ୍ରହଣ କଲେ କନୱର ବିଶାଲ ସିଂ

ପୁରୀ: ପୁରୀ ଜିଲ୍ଲାର ନୂଆ ଏସ୍‌ପି ଭାବେ ଆଜି ଦାୟିତ୍ୱ ନେଇଛନ୍ତି କନୱର ବିଶାଲ ସିଂ।  ଜିଲ୍ଲାର ବହୁ ବରିଷ୍ଠ ପୋଲିସ ପଦାଧତ୍କାରୀଙ୍କ ଉପସ୍ଥିତିରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୁରୀକୁ କିଭଳି ଅପରାଧ ମୁକ୍ତ କରାଯିବ ଏବଂ ଜନସାଧାରଣ କିଭଳି ସୁରକ୍ଷିତ ମନେ କରିବେ, ତା ଉପରେ...

anushka
ଗର୍ଭାବସ୍ଥାରେ ଶୁଟିଂ ସେଟ୍‌ ପହଞ୍ଚିଲେ ଅନୁଷ୍କା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍ ଶୀଘ୍ର ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ଏବେ ସେ ତାଙ୍କ ପରିବାର ସହିତ ଅଧିକ ସମୟ ବିତାଉଛନ୍ତି। ଗତ କିଛି ଦିନ ତଳେ ଅନୁଷ୍କା ଆଇପିଏଲ ଦେଖିବାକୁ ଦୁବାଇରେ ପହଞ୍ଚିଥିଲେ। ଏବେ ସେ ସ୍ୱାମୀ ବିରାଟଙ୍କ ସହ...

satyananda-swain-book
ଭୀମ ଭୋଇଙ୍କ ‘ସ୍ତୁତି ଚିନ୍ତାମଣି’ର ଇଂରାଜୀ ଅନୁବାଦ ଉନ୍ମୋଚିତ

ଭୁବନେଶ୍ୱର: ମହିମାଧର୍ମର ପ୍ରସିଦ୍ଧ କବି ଭୀମ ଭୋଇଙ୍କ ରଚିତ ‘ସ୍ତୁତି ଚିନ୍ତାମଣି’ର ଇଂରାଜୀ ଅନୁବାଦ ପୁସ୍ତକ ପ୍ରକାଶ ପାଇଛି। ବହିଟିକୁ ମହିମାଧର୍ମ ଗବେଷକ ତଥା ଅବସରପ୍ରାପ୍ତ ଇଂରାଜୀ ଭାଷା ସାହିତ୍ୟ ବିଭାଗର ପ୍ରଫେସର ଡ. ସତ୍ୟାନନ୍ଦ ସ୍ୱାଇଁ ଲେଖିଛନ୍ତି। ନ୍ୟାନସାଲ୍‌ ଟ୍ରଷ୍ଟ…

best
ଇଣ୍ଡିଆସ୍‌ ବେଷ୍ଟ ଡ୍ୟାନ୍ସର ହେଲେ ଟାଇଗର୍‌ ପପ୍

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ଡ୍ୟାନ୍ସ ରିଆଲିଟି ଶୋ ‘ଇଣ୍ଡିଆସ୍‌ ବେଷ୍ଟ ଡ୍ୟାନ୍ସର’ ଟ୍ୟାଗ୍‌ ହାସଲ୍‌ କରିଛନ୍ତି ଟାଇଗର ପପ୍। ରବିବାର ଦିନ ଶୋର ଗ୍ରାଣ୍ଡ ଫିନାଲେ ଥିଲା। ଯେଉଁଠାରେ ଟାଇଗର ପପ୍ ବିଜୟୀ ହେବା ସହ ପୁରସ୍କାର ରାଶୀ ସ୍ୱରୁପ ୧୫ ଲକ୍ଷ ଟଙ୍କା ଏବଂ...

arjun-kapoor
କରୋନା ମହାମାରୀ ଶେଷ ନହେବା ପର୍ଯ୍ୟନ୍ତ ମାଗଣାରେ ପିଲାଙ୍କୁ ଖାଇବାକୁ ଦେବେ ଅର୍ଜୁନ୍‌

ମୁମ୍ବାଇ: କିଛି ଦିନ ପୂର୍ବରୁ ଅର୍ଜୁନ କପୁର ଏକ ନୂଆ ଷ୍ଟାର୍ଡଅପ୍‌ ଆରମ୍ଭ କରିବା ନେଇ ଆଲୋଚନା କରୁଥିଲେ। ଏଥିରେ ଖାଦ୍ୟ ବିତରଣ କାର୍ଯ୍ୟକ୍ରମ ସାମିଲ୍‌ ହେବ ବୋଲି ସୂଚନା ମିଳିଥିଲା। ଏହି ଷ୍ଟାର୍ଟ ଅପ୍ ମାଧ୍ୟମରେ ସେ ଲିଙ୍ଗଗତ ଅସମାନତା ହ୍ରାସ କରିବାକୁ ଏବଂ ଆତ୍ମନିର୍ଭରଶୀଳତା ବୃଦ୍ଧି...

dokani
ମାସ୍କ ନପିନ୍ଧିବାରୁ ଦୋକାନି ଖାଇଲେ ମାଡ

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। ଏ ପର୍ଯ୍ୟନ୍ତ କୋଭିଡ୍‌ରେ ଲକ୍ଷାଧିକ ଲୋକଙ୍କର ମଧ୍ୟ ମୃତ୍ୟୁ ଘଟିସାରିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକାଂଶ ସହରରେ କୋଭିଡ୍‌ ନିୟମ ଲାଗୁ କରାଯାଉଛି। ଏହି ନିୟମ ଅନୁକରଣ କରି ବିଭିନ୍ନ ଦୋକାନ ଏବଂ ଶିଳ୍ପଅନୁଷ୍ଠାନ ଖୋଲାଯାଉଛି। ସବୁଠି...

anupa-da
କେବିସିର ତୃତୀୟ କୋଟିପତି ହେଲେ ଅନୁପା ଦାସ

ନୂଆଦିଲ୍ଲୀ: କେବିସି ଦ୍ୱାଦସ ସିଜନ୍‌ରେ ଏପର୍ଯ୍ୟନ୍ତ ଦୁଇଜଣ ମହିଳା ୧ କୋଟି ଟଙ୍କା ଜିତିଛନ୍ତି। ଏବେ ଏହି ସିଜନ୍‌ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।  ବର୍ତ୍ତମାନ କେବିସି ୧୨ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ପୁଣିଥରେ ଏହି ସିଜନ୍‌ରେ ଜଣେ କୋଟିପତି ହୋଇଛନ୍ତି। କେବିସିର ବସ୍ତରର ପ୍ରତିଯୋଗୀ ଅନୁପା ଦାସ ଏକ...

modi
କରୋନା ସ୍ଥିତିକୁ ନେଇ ଆଜି କିଛି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେବେ ମୋଦି

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତିକୁ ନେଇ ଆଜି କିଛି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଡିସେମ୍ବରରେ ସଂକ୍ରମଣ ଏବଂ ମୃତ୍ୟ ହାର ବୃଦ୍ଧି ଆଶଙ୍କା ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଆଜିର ଭର୍ଚୁଆଲ ବୈଠକରେ ୮ରୁ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ...

covia-3
କରୋନା ନେଗେଟିଭ୍ ରିପୋର୍ଟ ନଥିଲେ ୪ ରାଜ୍ୟରୁ ମୁମ୍ବାଇକୁ ନୋ ଏଣ୍ଟ୍ରି

ନୂଆଦିଲ୍ଲୀ: କରୋନା ନେଗେଟିଭ୍ ରିପୋର୍ଟ ନଥିଲେ ୪ ରାଜ୍ୟରୁ ମୁମ୍ବାଇକୁ ନୋ ଏଣ୍ଟ୍ରି । ଏସବୁ ରାଜ୍ୟ ଗୁଡ଼ିକ ହେଲା ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ ଓ ଗୋଆ। ଅର୍ଥାତ୍ ଏହି ସହୁ ରାଜ୍ୟରୁ ବିମାନରେ ଆସୁଥିବା ଯାତ୍ରୀଙ୍କ ପାଇଁ ନୂଆ ନିୟମ ଅତ୍ୟନ୍ତ କଡ଼ାକଡ଼ି ଭାବେ ଲାଗୁ କରିବାକୁ...

university
୬ଟି ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ହେଲେ ନୂଆ କୁଳପତି

ଭୁବନେଶ୍ୱର: ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ ହୋଇଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ଭାଇସ୍ ଚାନ୍‌ସିଲର୍ ଭାବେ ସବିତା ଆଚାର୍ଯ୍ୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଅପରାଜିତା ଚୌଧୁରୀଙ୍କୁ ନିଯୁକ୍ତି ମିଳିଛି। ସେହିପରି ଫକୀର ମୋହନ ବିଶ୍ୱବିଦ୍ୟାଳୟର ଭିସି ଭାବେ ଦୀନବନ୍ଧୁ ସାହୁ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ...

nnnn
ସ୍ଥଳ ଭାଗ ମୁହାଁ ସାମୁଦ୍ରିକ ଝଡ଼ 'ନିଭାର୍'

ନୂଆଦିଲ୍ଲୀ: ତାମିଲନାଡୁ ଓ ପୁଡ଼ୁଚେରୀ ମୁହାଁ ହେଉଛି ସାମୁଦ୍ରିକ ଝଡ଼ ନିଭାର୍। ଆସନ୍ତାକାଲି ମଧ୍ୟାହ୍ନରୁ ଅପରାହ୍ଣ ମଧ୍ୟରେ ଏହା ପୁଡୁଚେରିର କରାଇକେଲ୍‌ରୁ ତାମିଲନାଡ଼ୁର ମାମଲାପୁରମ୍‌ରେ ସ୍ଥଳ ଭାଗ ଛୁଇଁବ। ଗତ ୬ ଘଣ୍ଟା ଧରି ଏହାର ବେଗ ଘଣ୍ଟାକୁ ୪ କିଲୋମିଟର୍ ରହିଛି। ସ୍ଥଳ ଭାଗରେ ପହଞ୍ଚିବା ପରେ...

Scb
ଏସ୍‌ସିବିରେ ଓପନ ହାର୍ଟ ସର୍ଜରୀ ବନ୍ଦ

କଟକ: କଟକ ଏସ୍‌ସିବିରେ ଓପନ ହାର୍ଟ ସର୍ଜରୀ ବନ୍ଦ ହୋଇଛି। ବଡ଼ ମେଡିକାଲର କାର୍ଡିଓଥୋରାସିସ ବିଭାଗରେ ଅକ୍ସିଜେନ ପାଇପ୍ ଲିକ୍ ଯୋଗୁଁ ସର୍ଜରୀ ବନ୍ଦ ରହିଛି। ବିଭାଗର ଆଇସିୟୁ ଏବଂ ଓଟି ବନ୍ଦ ଯୋଗୁଁ ଅସ୍ତ୍ରୋପଚାର ବନ୍ଦ ରଖାଯାଇଥିବା ସୂଚନା ମିଳିଛି।  ଲିକ୍ କାରଣରୁ ଅକ୍ସିଜେନ ପ୍ଲାଣ୍ଟକୁ  ବନ୍ଦ...

suitable-boy
ୱେବ୍‌ସିରିଜ୍‌ରେ ମନ୍ଦିର ମଧ୍ୟରେ ଚୁମ୍ବନ ଦୃଶ୍ୟ ଦେଖାଇ ଅଡୁଆରେ ନେଟ୍‌ଫ୍ଲିକ୍ସ

ମୁମ୍ବାଇ: ଓଟିଟି ପ୍ଲାଷ୍ଟଫର୍ମ ନେଟ୍‌ଫ୍ଲିକ୍ସ ୱେବସାଇଟ୍ ବିରୋଧରେ ମାମଲା। ଏଠିରେ ଷ୍ଟ୍ରିମିଂ କରୁଥିବା ଏକ ୱେବ୍‌ସିରିଜ୍‌ ‘ଏ ସୁଇଟେବଲ ବୟ’କୁ ନେଇ ଏବେ ଅଡୁଆରେ ନେଟ୍‌ଫ୍ଲିକ୍ସ। ଯେଉଁଥିପାଇଁ ମଧ୍ୟପ୍ରଦେଶର ରେଓ୍ୱାରେ କମ୍ପାନୀର ଦୁଇ ପ୍ରମୁଖ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। କମ୍ପାନୀର କଣ୍ଟେଣ୍ଟ ଭାଇସପ୍ରେସିଡେଣ୍ଟ ମୋନିକା ଶେରଗିଲ...

naveen
ଧଉଳି ବିକାଶ ପାଇଁ ମିଳିଥିବା ୫କୋଟି ଗଲା କୁଆଡେ?

ଭୁବନେଶ୍ୱର: ଶାନ୍ତିସ୍ତୁପ ଧଉଳିର ବିକାଶ ଏବଂ ଉନ୍ନୟନ ପାଇଁ କେନ୍ଦ୍ର ଦେଇଥିବା ପାଣ୍ଠି ଖର୍ଚ୍ଚ ଉପରେ ପ୍ରଶ୍ନ ଉଠାଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ।  ଧଉଳିର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫ କୋଟି ଅନୁଦାନ ଦିଆଯାଇଥିଲା। କିନ୍ତୁ ସେହି ଅନୁଦାନର ସିଂହଭାଗ ଅର୍ଥ...

suicide
ବିଧାନସଭା ଆଗରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ଆଜି ବିଧାନସଭା ଆଗରେ ହାଇଡ୍ରାମା ଦେଖିବାକୁ ମିଳିଛି। ବିଧାନସଭା ବାହାରେ ଜଣେ ଦମ୍ପତି ଦେହରେ ଡିଜେଲ୍‌ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ। ଦମ୍ପତିଙ୍କ ଘର ନୟାଗଡରେ ବୋଲି ଜଣାପଡିଛି। ତେବେ ଡିଜେଲ୍‌ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ୍‌ ତାଙ୍କୁ କାବୁ କରିଥିଲା।...

aruna-shu
'ଝିଅକୁ ମାରିବାରେ ଅରୁଣ ସାହୁଙ୍କ ହାତ ଅଛି'

ଭୁବନେଶ୍ୱର: ବିଧାନସଭା ସାମ୍ନାରେ ନୟାଗଡ଼ ଦମ୍ପତିଙ୍କ ଆତ୍ମାହୁତି ଉଦ୍ୟମ ଘଟଣା। ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ନେଲେ ଆତ୍ମାହୁତି ଉଦ୍ୟମ କରିଥିବା ଦମ୍ପତି। ଅଶୋକ ସାହୁ ଏବଂ ସୌଦାମିନି ସାହୁ ମନ୍ତ୍ରୀଙ୍କ ନାଁ ନେଇ ଆମ ଝିଅ ପରୀକୁ ସେମାନେ ମାରି ତା ଆଖି ଓ କିଡନୀ ତାଡ଼ି...

nagarjuna-besha
୨ ଦିନ ପରେ ନାଗାର୍ଜୁନ ବେଶ

ପୁରୀ: ପାଖେଇ ଆସୁଛି ସେହି ପ୍ରତୀକ୍ଷିତ ମୂହୁର୍ତ୍ତ। ମଝିରେ ଆଉ ମାତ୍ର ୨ ଦିନ। ୨୭ ତାରିଖ ଶୁକ୍ରବାର ଶ୍ରୀମନ୍ଦିର ରତ୍ନ ସିଂହାସନରେ ଅତି ଦୁର୍ଲଭ ନାଗାର୍ଜୁନ ବେଶରେ ଶୃଙ୍ଗାର ହେବେ ମହାପ୍ରଭୁ। ସେଥିପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ। ମହାପ୍ରଭୁଙ୍କୁ ଏହି ବିରଳ ବେଶରେ ଲାଗି ହେବାକୁ ଥିବା...