• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

khabr-chap
ଘର ଘର ବୁଲି ଖାଦ୍ୟ ପହଞ୍ଚାଉଛନ୍ତି ଅଲମ୍ପିକ ଚାମ୍ପିଅନ୍‌

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ ସାରା ଦେଶ ବେଶ୍‌ ପ୍ରଭାବିତ ହୋଇଛି। ଲକ୍ଷାଧିକ ଲୋକ ଏହି ମହାମାରୀ ରେ ପ୍ରାଣ ହରାଇଛନ୍ତି । କିଛି ଲୋକ ବୃତ୍ତି ହରାଇଥିବା ବେଳେ ଅନେକ ଛୋଟ ଶିଳ୍ପ ନାହିଁ ନଥିବା କ୍ଷତି ସହିଛି। ଏହି ମହାମାରୀ ଅନେକ ଲୋକଙ୍କୁ ଦାବନ ଜୀବିକା...

bachudada
ମାଗଣାରେ ଢାବାରେ ଲୋକଙ୍କୁ ଖାଇବାକୁ ଦେଉଛନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ: ଆଜିକାଲିର ବ୍ୟୟବହୁଳ ସମାଜରେ ମାଗଣାରେ କ’ଣ ମିଳେ? କିନ୍ତୁ ଯେଉଁମାନେ ଦେବାର ମନୋବୃତ୍ତି ରଖନ୍ତି ସେମାନେ ତାଙ୍କ ପାରୁପର୍ଯ୍ୟନ୍ତ ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତି। ଏଇ ଯେମିତି ଗୁଜୁରାଟ ମୋରବି ସହରରେ ରହୁଥିବା ବଚୁ ଦାଦା। ଏହି ୭୨ବର୍ଷିୟ ବୃଦ୍ଧଙ୍କର ଗୋଟେ ଢାବା ରହିଛି। ଏହି...

sah
ଶାହାରୁଖଙ୍କ ଘରେ ଗୋଟେ ରାତି ରହିବାର ମିଳୁଛି ସୁଯୋଗ

ମୁମ୍ବାଇ: ବଲିଉଡ୍‌ ବାଦସାହା କିଙ୍ଗ ଖାନ୍‌ଙ୍କର ଅଗଣିତ ପ୍ରଶଂସକ ରହିଛନ୍ତି। ଏମାନେ ଶାହାରୁଖଙ୍କର ଗୋଟେ ଝଲକ୍‌ ପାଇବା ପାଇଁ ଦୀର୍ଘ ଦିନ ଧରି ଅପେକ୍ଷା କରିରହିଛନ୍ତି। ଆଉ ଏବେ ପ୍ରଶଂସକଙ୍କୁ ଶାହାରୁଖଙ୍କ ଘରେ ଗୋଟେ ଦିନ ବିତାଇବାର ସୁଯୋଗ ଦେଉଛନ୍ତି କିଙ୍ଗ ଖାନ୍‌। ଶାହାରୁଖ ଏବଂ ତାଙ୍କ ପତ୍ନୀ...

aish
ଜୟାଙ୍କ କଥା ଶୁଣି କାନ୍ଦିଲେ ଐଶ୍ୱର୍ଯ୍ୟା, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଯୋଡି ବଲିଉଡର ସବୁଠାରୁ ଲୋକପ୍ରିୟ ଦମ୍ପତି ଭାବରେ ପରିଗଣିତ ହୁଏ। ଐଶ୍ୱର୍ଯ୍ୟାଙ୍କ ସହ ଶାଶୂ ଜୟାଙ୍କର ମଧ୍ୟ ବେଶ୍‌ ଭଲ ସମ୍ପର୍କ ରହିଛି। ସେଥିପାଇଁ ଯେତେବେଳେ ସୁଯୋଗ ମିଳିଛି ଜୟା ବଚ୍ଚନ ବୋହୂ ଐଶ୍‌ଙ୍କ ପ୍ରଶଂସା କରିବାକୁ ଭୁଲନ୍ତି ନାହିଁ।...

su
ସୁଭାଷ ବୋଷଙ୍କ ମୂର୍ତ୍ତି ପାଇଁ ସମସ୍ତ ସଞ୍ଚିତ ଧନ ସାରିଦେଲେ ଅଟୋ ଚାଳକ

ନୂଆଦିଲ୍ଲୀ: ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ ସୁଭାଷ ଚନ୍ଦ୍ର ବୋଷ। ଓଡ଼ିଶାର ଏହି ବୀରପୁତ୍ରଙ୍କ ଆଦର୍ଶରେ ଅନେକ ଲୋକ ଅନୁପ୍ରାଣିତ। ତେବେ ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ ଜଣେ ଅଟୋ ଚାଳକ ତାଙ୍କ ମୂର୍ତ୍ତି ନିର୍ମାଣ କରିବା ନେଇ ସ୍ଥିର କରିଛନ୍ତି। ସେ ନିଜର ସମସ୍ତ...

tina-am
ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସରେ ଅଭିନେତ୍ରୀ ଟିନା କଲେ ସ୍ୱତନ୍ତ୍ର ଟ୍ୱିଟ୍‌

ମୁମ୍ବାଇ: ଆଜି ହେଉଛି ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସ। ପ୍ରତ୍ୟେକ ନଭେମ୍ବର ୧୯ ତାରିଖ ଦିନ ସାରା ବିଶ୍ୱରେ ଏହି ଦିବସ ପାଳନ କରାଯାଏ। ପ୍ରଥମ ଥର ୨୦୦୭ ମସିହାରେ ଭାରତରେ ପୁରୁଷ ଦିବସ ପାଳନ କରାଯାଇଥିଲା। ପୁରୁଷଙ୍କ ଅଧିକାର ପାଇଁ ଲଢ଼ୁଥିବା ସଂସ୍ଥା ‘ସେଭ ଇଣ୍ଡିଆନ ଫ୍ୟାମିଲି’ ପ୍ରଥମଥର...

tina-dabi
ଅଲଗା ହେବେ ବହୁ ଚର୍ଚ୍ଚିତ ଆଇଏଏସ୍‌ ଦମ୍ପତି

ନୂଆଦିଲ୍ଲୀ: ଜଣେ ଥିଲେ ୟୁପିଏସ୍‌ସି ପରୀକ୍ଷାର ରାଙ୍କ-୧ରେ। ଆଉ ଜଣଙ୍କର ଥିଲା ରାଙ୍କ-୨। ଉଭୟ ଟ୍ରେନିଂ ସମୟରେ ପରସ୍ପର ପ୍ରେମରେ ପଡିଲେ ଆଉ ତ’ ପରେ ବିବାହ ପରି ଏକ ବଡ ନିଷ୍ପତ୍ତି ବି ନେଲେ। ସେତେବେଳେ ଏହି ଦୁଇ ଉଚ୍ଚ ଶିକ୍ଷିତ ଅଫିସରଙ୍କ ବିବାହକୁ ନେଇ ବେଶ୍‌...

priyanka
ନୂଆବର୍ଷରେ ପ୍ରିୟଙ୍କାଙ୍କ ନୂଆ ଫିଲ୍ମ, ଦେଖନ୍ତୁ ଟିଜର

ମୁମ୍ବାଇ: ବଲିଉଡ୍‌ ତଥା ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ ଉପହାର ନେଇ ଆସୁଛନ୍ତି। ନୂଆବର୍ଷରେ ରିଲିଜ୍ ହେବାକୁ ଯାଉଛି ତାଙ୍କ ଅଭିନୀତ ଫିଲ୍ମ ‘ୱି କ୍ୟାନ୍‌ ବି ହିରୋଜ୍’। ନିକଟରେ ଏହାର ଟିଜର ରିଲିଜ୍‌ ହୋଇଛି। ଇନ୍‌ଷ୍ଟାଗ୍ରାମରେ ପ୍ରିୟଙ୍କା ଏହି ଟିଜର...

zaid
ହାତକୁ ଦି ହାତ ହେବେ ଗୌହର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ବିଗ୍‌ବସ୍‌ ଫେମ୍‌ ଗୌହର ଖାନଙ୍କୁ ନେଇ ଗତ କିଛିଦିନ ହେବ ବେଶ୍‌ ଚର୍ଚ୍ଚା ହେଉଛି। ଖୁବ୍‌ ଶୀଘ୍ର ସେ ବିବାହ କରିବାକୁ ଯାଉଛନ୍ତି। କିଛି ସପ୍ତାହ ପୂର୍ବରୁ ସେ ଜେଦ୍‌ ଦାରବାରଙ୍କ ସହ ନିର୍ବନ୍ଧ କରିବାର ସୂଚନା ଦେଇଥିଲେ। ତେବେ ଯାହା ସୂଚନା...

Mamuni
କମାଲ୍‌ କରୁଛି କୁନି ଝିଅ: ଲଗାତାର ଦୌଡୁଛି ୧୦ କିଲୋମିଟର

ଆଳି(ବନମାଳୀ ସାହୁ): ପ୍ରତିଭା ଯାହା ଭିତରେ ଥାଉନା କାହିଁକି ସେ ଦିନେନା ଦିନେ ଲୋକଲୋଚନକୁ ଆସିଯାଏ। ଏଇ ଯେମିତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ନିଆଳ ତେଟାସାହି ଗାଁର ପ୍ରଦୀପ ମଳିକଙ୍କ ୫ବର୍ଷର ଝିଅ ମାମୁନି। ଏବେ ଲଗାତାର ୧୦କିଲୋମିଟର ଦୌଡ଼ି ସେ ଚର୍ଚ୍ଚାକୁ ଆସିଛନ୍ତି। ଆଉ...

ivanka-tr
ଆପେ ଆପେ ହଲିଲା ଗଛ: ଭିଡିଓ ଦେଖି ଇଭାଙ୍କା ଟ୍ରମ୍ପ ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଯାହାକୁ ଟ୍ୱିଟରରେ ୮ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି। ଭିଡିଓରେ, ଏକ ଡଜନରୁ ଅଧିକ ହାଉସପ୍ଲାଣ୍ଟ ପୁରା ଦିନରେ କେମିତି ରୁହେଁ ତାର ସୁଟିଂ କରାଯାଇଛି। ତେବେ ଏହି ଭିଡିଓ ଦେଖି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା...

bhomi
ଭଲ କାହାଣୀ ଥିବା ଫିଲ୍ମ କର କହିଲେ ପ୍ରଶଂସକ, ଭୂମିକା ଦେଲେ ଏମିତି ଉତ୍ତର

ଭୁବନେଶ୍ୱର: ଓଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ଭୂମିକା ତାଙ୍କ ଆଗାମୀ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି। ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ଓ ଆର୍ ଆର୍ ଇଭେଣ୍ଟସ୍ ଦ୍ଵାରା ପ୍ରଯୋଜିତ ସିନେମା “ଆଉ ଗୋଟେ ଲଭ ଷ୍ଟୋରି”ରେ ଅଭିନୟ କରୁଛନ୍ତି  ଭୂମି। ଫିଲ୍ମଟି ଆସନ୍ତା ବର୍ଷ ରିଲିଜ୍‌ ହେବାକୁ ଯାଉଥିବା ବେଳେ...

mash
‘ଛତୁ ପତ୍ର ପୋଡ଼ା’

ଆବଶ୍ୟକ ସାମଗ୍ରୀ: ରସୁଣ ବଟା, ସୋରିଷ-ଜିରା ବଟା, ଛତୁ, କଖାରୁ ପତ୍ର, ସାରୁ ପତ୍ର, ଲୁଣ, ଅଦା ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ପତ୍ର, କଟା କଞ୍ଚା ଲଙ୍କା ଓ ସୋରିଷ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଛତୁକୁ କାଟି ପାଣି ଧୋଇ ଦିଅନ୍ତୁ। ତା’ପରେ...

sanas
ବଲିଉଡ୍‌ ଛାଡିବା ପରେ ମୌଲାନା ମୁଫତି ଅନାସଙ୍କୁ ବିବାହ କଲେ ସନା

ମୁମ୍ବାଇ: ନିକଟରେ ବଲିଉଡ୍‌ ଅଭିନେତ୍ରୀ ତଥା ବିଗ୍ ବସ୍ ରନର୍ ଅପ୍ ସନା ଖାନ୍ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ତାଙ୍କର ଏହି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରି ଦେଇଥିଲା। ସନା ଖାନ ନିକଟରେ ଫିଲ୍ମ ଜଗତ ଛାଡି ଧର୍ମର ପଥ ଅନୁସରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି...

mohan
୩ ଦିନ ପାଇଁ ଓଡ଼ିଶା ଆସୁଛନ୍ତି ମୋହନ ଭାଗବତ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସରସଂଘଚାଳକ ମୋହନ ଭାଗବତ ନଭେମ୍ବର ୨୪ରୁ ୩ ଦିନ ପାଇଁ ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳର ପୂର୍ବ କ୍ଷେତ୍ର ବୈଠକରେ ଯୋଗଦେବେ। ଭାଗବତ ୨୪ ତାରିଖରେ ଆସି ଭୁବନେଶ୍ୱରରେ ପହଞ୍ଚିବେ। ୨୫...

prashant
ସାଲେପୁର ବିଧାୟକଙ୍କ ବିରୋଧରେ ଆସିଥିବା ଅଭିଯୋଗରେ ନୂଆ ମୋଡ

କଟକ: ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ନାଁରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯୁବତୀଙ୍କ ସମ୍ପର୍କୀୟ ଭାଇ। ପୂର୍ବରୁ ଏକ ଜମିଜମା ବିବାଦର ସମାଧାନ କରିବାକୁ ସଂପୃକ୍ତ ଯୁବତୀଙ୍କୁ ବିଧାୟକ ଏକୁଟିଆ ଡାକୁଥିବା ଥାନାରେ ଅଭିଯୋଗ ହୋଇଥିଲା।  ତେବେ ସାଲେପୁର ଥାନାକୁ ଯାଇ ସଂପୃକ୍ତ ଯୁବତୀଙ୍କ ଭାଇ ଅଭିଯୋଗକୁ...

sakhi
ସାକ୍ଷୀଗୋପାଳ ମନ୍ଦିର ପରିସରରେ ଲାଗୁ ହେଲା ୧୪୪ ଧାରା

ପୁରୀ : ପୁରୀ ସାକ୍ଷୀଗୋପାଳ ମନ୍ଦିର ପରିସରରେ ଲାଗୁ ହେଲା ୧୪୪ ଧାରା। ରାତି ପାହିଲେ ଅଁଳା ନବମୀ ଏଥିପାଇଁ ଆଜି ପ୍ରଶାସନ ପକ୍ଷରୁ ଏଠାରେ ୧୪୪ ଧାରା ଜାରି କରାଯାଇଛି। ଆଜି ମଧ୍ୟରାତ୍ରିରୁ ଏହାକୁ ଲାଗୁ କରାଯିବ। ଚନ୍ଦନ ପୋଖରୀ ଠାରୁ ସିଦ୍ଧବକୁଳ ପର୍ଯ୍ୟନ୍ତ କଟକଣା ଜାରି...

hen
କୁକୁଡ଼ା ମୃତ୍ୟୁକୁ ନେଇ ହତ୍ୟାକାଣ୍ଡ

କେନ୍ଦୁଝର: କୁକୁଡ଼ା ମୃତ୍ୟୁକୁ ନେଇ ହତ୍ୟାକାଣ୍ଡ। କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଁରା ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି। ଗାଁର ଭିମା ଖଣ୍ଡେଇଙ୍କ ପରିବାର ତାଙ୍କ ବାଡିରେ କରିଥିବା ଶାଗ କିଆରିରେ ବିଷ ପକାଇଥିଲେ। ଗାଁର ଲକ୍ଷ୍ମଣ ମଲ୍ଲିକଙ୍କ କୁକୁଡ଼ା ଏହି ଶାଗ ଖାଇବା ପରେ ମରିଯାଇଥିଲା।...

lina
ଚାଲିଗଲେ ଅଭିନେତ୍ରୀ ଲୀନା

ମୁମ୍ୱାଇ: ଟେଲି ଅଭିନେତ୍ରୀ ଲୀନା ଆଚାର୍ଯ୍ୟଙ୍କର ଦେହାନ୍ତ ହୋଇଛି। ଶନିବାର ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କିଡ୍‌ନୀ ଫେଲ୍‌ ହେବାରୁ ଲୀନାଙ୍କର ମୃତ୍ୟୁ ହୋଇଛି। ତେବେ ଦାର୍ଘ ଦିନ ଧରି ଲୀନା କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ। କିଛିଦିନ ପୂର୍ବରୁ ତାଙ୍କ ଶରୀରରେ ତାଙ୍କ ମା’ଙ୍କର...

prabhu-deba
ବିବାହ କଲେ ପ୍ରଭୁଦେବା

ମୁମ୍ବାଇ: ଗତ କିଛି ଦିନ ଧରି ବଲିଉଡ୍‌ ତଥା ସାଉଥ୍‌ କୋରିଓଗ୍ରାଫର ପ୍ରଭୁଦେବାଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା। ପ୍ରଭୁ ତାଙ୍କ ଭାଣିଜୀଙ୍କ ସହ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ବୋଲି ଖବର ମିଳିଲା। କିନ୍ତୁ ଏବେ ଭାଣିଜୀକୁ ନୁହେଁ ମୁମ୍ବାର ଜଣେ ଡାକ୍ତରଙ୍କୁ ସେ ପ୍ରେମ ବିବାହ...