• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

kajol
ଜନ୍ମଦିନରେ ଚାଲିଯାଇଥିଲେ ଏହି ହିରୋଙ୍କ ପୂରା ପରିବାର

ମୁମ୍ବାଇ:  ୧୯୯୩ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ରଙ୍ଗ’ର’ ‘ତୁଝେ ନା ଦେଖୁନ୍ ତୋ ଚୈନ୍’ ଗୀତ ଆଜି ବି ଆପଣଙ୍କର ମନେଥିବ। ଏହି ଗୀତରେ ଦିବ୍ୟା ଭାରତୀ ଏବଂ କମଲ୍ ସାଦାନାଙ୍କୁ ଦେଖିବାକୁ ମିଳିଥିଲା। ଦୁହିଁଙ୍କ କେମେଷ୍ଟ୍ରି ଗୀତକୁ ଆହୁରି ଲୋକପ୍ରିୟ କରିଦେଇଥିଲା। କମଲ୍‌ ସାଦନଙ୍କ ଚାର୍ମିଂ...

shami-kapoor
ବାପାଙ୍କ ଥିଏଟରରେ ଶ୍ରମିକ ହୋଇ କାମ କରୁଥିଲେ ଶମି କପୁର, ମାସକୁ ମିଳୁଥିଲା ଏତିକି ଟଙ୍କା

ମୁମ୍ବାଇ: ପୃଥ୍ୱିରାଜ କପୁରଙ୍କ ସାନ ପୁଅ ଶମି କପୁର ୨୧ ଅକ୍ଟୋବର ୧୯୩୧ରେ ଜନ୍ମଗ୍ରହଣ କରିଥିଲେ। ଶମି କପୁରଙ୍କ ପ୍ରକୃତ ନାଁ ଶମଶେର ରାଜ କପୁର। ଶମି ଏବେ ଆଉ ଏହି ଦୁନିଆରେ ନାହାଁନ୍ତି, କିନ୍ତୁ ତାଙ୍କ ଜୀବନ ସହିତ ଜଡିତ କିଛି କାହାଣୀ ଅଛି ଯାହାକୁ ଲୋକମାନେ...

old-women
ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ସାଇକେଲ ଧରି ୨୨ଶହ କିଲୋମିଟର ଯାତ୍ରା କଲେ ୬୮ ବର୍ଷୀୟା ମହିଳା

ନୂଆଦିଲ୍ଲୀ: ଭକ୍ତିରେ ଅନେକ ଶକ୍ତି ଥାଏ। ଆଉ ଏକଥାକୁ ପ୍ରମାଣ କରିଦେଖାଇଛନ୍ତି ମହାରାଷ୍ଟ୍ରର ବୁଲଢ଼ାଣା ଜିଲ୍ଲାର ୬୮ ବର୍ଷୀୟା ଜଣେ ମହିଳା। ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ସେ  ସାଇକେଲ ଧରି ୨୨ ଶହ କିଲୋମିଟର ଯାତ୍ରା କରିଛନ୍ତି। ଏହି ବୃଦ୍ଧ ମହିଳାଙ୍କ ସାହାସ ଏବଂ ଶକ୍ତିକୁ ନେଇ...

prabhas-pic
ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୧.୫କୋଟି ଦେଲେ ପ୍ରଭାସ

ମୁମ୍ବାଇ: ତେଲେଙ୍ଗାନାରେ ବନ୍ୟା ପରିସ୍ଥିତି ଦେଖାଦେଇଛି।  ବର୍ତ୍ତମାନ ସୁଦ୍ଧା ବନ୍ୟା ଯୋଗୁଁ ଏଠାରେ ପାଖାପାଖି ୭୦ ଜଣଙ୍କର ମୃତ୍ୟୁ ହୋଇଛି। ତେଲେଙ୍ଗାନା ମନ୍ତ୍ରୀଙ୍କ କହିବାନୁସାରେ, ସହରରେ ୧୯୦୮ ମସିହା ପରେ ଦ୍ୱିତୀୟ ଥର ପାଇଁ ଏମିତି ରେକର୍ଡ ଭଙ୍ଗା ବର୍ଷା ହୋଇଛି। ରାଜ୍ୟ ସରକାର ବସ୍ତି ଏବଂ ତଳିଆ...

riksha
ରିକ୍ସା ଚଲାଇଲା ରୋବଟ୍, ଭିଡ଼ିଓ ଭାଇରାଲ୍‌

ନୂଆଦିଲ୍ଲୀ: ଆପଣ ସାଧାରଣତଃ ରିକ୍ସା ଦେଖିଥିବେ। ରିକ୍ସା ଚାଳନା ପାଇଁ ମଣିଷ ଆବଶ୍ୟକ। କିନ୍ତୁ ନିକଟରେ ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେଉଛି ଯେଉଁଥିରେ ଜଣେ ରୋବଟ୍‌ ରିକ୍ସା ଚଲାଉଥିବାର ଦେଖିବାକୁ ମିଳିଛି। ଆମେରିକୀୟ ଇଫେକ୍ଟ ଡିଜାଇନର୍ ତଥା ଟେଲିଭିଜନ ବ୍ୟକ୍ତିତ୍ୱ ଆଡାମ ସାଭେଜ୍ ତିନି ଚକିଆ...

sweety chicken
‘ସ୍ୱିଟି ଚିକେନ୍‌’: How to make Sweety Chicken

ଆବଶ୍ୟକୀୟ ସାମଗ୍ରୀ: ଚିକେନ୍‌ ଲେଗ୍‌ ପିସ୍‌, ପିଆଜ, ଲୁଣ, ଅଦା ରସୁଣ ପେଷ୍ଟ, ହଳଦୀ, ଲେମ୍ୱୁ, ଗୋଟା ଡାଲଚିନ, ଗୋଲମରିଚ ଗୁଣ୍ଡ, ଧନିଆ ଗୁଣ୍ଡ, ତେଲ, ଦହି, ଆଲମଣ୍ଡ, ଭଜା ପିଆଜ, କାଜୁ, ଧନିଆ ପତ୍ର, ଲଙ୍କା, ପୁଦିନା ପେଷ୍ଟ। How to make Sweety Chicken ପ୍ରସ୍ତୁତି...

tree
୧୪୦୦ ବର୍ଷ ପୁରୁଣା ଗଛ, ଝଡୁଛି ସୁନାର ପତ୍ର!

ନୂଆଦିଲ୍ଲୀ: ଆପଣ କେବେ ସୁନା ଗଛ ଦେଖିଛନ୍ତି? ନିକଟରେ ଖାଇ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଟ୍ୱିଟରରେ ଏହି ସୁନା ପତ୍ରଥିବା ଗଛ ଫଟୋ ଶେଆର କରିଛନ୍ତି। ଏହି ଫଟୋ ଶେଆର କରି ସେ ଲେଖିଛନ୍ତି, ୧୪୦୦ବର୍ଷ ପୁରୁଣା ଗଛରୁ ସୁନାର ପତ୍ର ଝଡୁଛି। ସେ ଟ୍ୱିଟରରେ ଗିଙ୍କୋ...

suspend
ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

ଗୁଣପୁର: ରାଜ୍ୟ ସରକାରଙ୍କ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କୋରାପୁଟ ଜିଲ୍ଲା ଗୁଣପୁର ତହସିଲଦାର ଲକ୍ଷ୍ମୀନାରାୟଣ ସାବତଙ୍କୁ ନିଲମ୍ବନ କରାଯାଇଛି। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅନୁଯାୟୀ ତହସିଲଦାରଙ୍କୁ ନିଲମ୍ବନ କରିଛନ୍ତି ସରକାର । ଏହି ସମୟରେ ଲକ୍ଷ୍ମୀନାରାୟଣ ଜିଲ୍ଲା ମୁଖ୍ୟାଳୟରେ ରହିବେ। ସେ ରାୟଗଡ଼ା ଜିଲ୍ଲାପାଳଙ୍କ ବିନା...

polo-2
ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ଫୁଲବାଣୀ(ତ୍ରିନାଥ ସାହୁ):  ନଦୀ ନାଳ ଉପରେ ପୋଲ ନିର୍ମାଣ ପାଇଁ ସରକାରଙ୍କ ବହୁତ ଯୋଜନା ଚାଲିଛି । ଏମିତି କି ବିଗତ ବର୍ଷ ଗୁଡିକରେ ବିଭିନ୍ନ ଯୋଜନାରେ ବହୁତ ନଦୀ ନାଳ ଉପରେ ପୋଲ ମଧ୍ୟ ନିର୍ମାଣ କରାଯାଇଛି। କିନ୍ତୁ ନିର୍ମାଣଧୀନ ପୋଲ ଯଦି କୌଣସି କାରଣରୁ କ୍ଷତିଗ୍ରସ୍ତ ହେଉଛି...

electric
ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭୁବନେଶ୍ୱର: ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧିକୁ ବିରୋଧ କରି ପ୍ରତୀକାତ୍ମକ ପ୍ରତିବାଦ ଲାଗି ଆହ୍ୱାନ କରାଯାଇଛି। ବିଦ୍ୟୁତ୍‌ ଉପଭୋକ୍ତା ମହାସଂଘ ସହ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଆହ୍ୱାନ କରାଯାଇଛି। ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ କରାଯାଇଛି। କରୋନା ପରି ମହାମାରୀ ସମୟରେ...

rain-op
ଆଜି ଅବପାତର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ୱେଲ୍ ମାର୍କଡ୍‌ରେ ପରିଣତ ହେବା ପରେ ଆଜି ଏହା ଅବପାତର ରୂପ ନେଇପାରେ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର ପଶ୍ଚିମ ଏବଂ କ୍ରମେ ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରିବ। ଅଧିକ ଘନୀଭୂତ ହୋଇ...

kangna
କଙ୍ଗନାଙ୍କୁ ମୁମ୍ବାଇ ପୋଲିସ୍‌ର ସମନ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ପାଇଁ ସମସ୍ୟା ବଢିଛି। ମୁମ୍ବାଇ ପୋଲିସ୍ କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲିଙ୍କୁ ପଚରାଉଚରା ପାଇଁ ନୋଟିସ୍ ଜାରି କରିଛି। ଆସନ୍ତା ସୋମବାର ଓ ମଙ୍ଗଳବାର ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ପାଇଁ ମୁମ୍ବାଇ ପୋଲିସ ସମନ କରିଛି। ମୁମ୍ବାଇର ବାନ୍ଦ୍ରା...

vehicle
୪୩.୫% କମିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ୪୩. ୫% କମିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା। ଏପ୍ରିଲରୁ ଜୁଲାଇ ମଧ୍ୟରେ ୪ ମାସ ଲକ୍‌ଡାଉନ୍ ଯୋଗୁ ଏମିତି ହୋଇଛି। ୨୦୧୯ରେ ଏପ୍ରିଲରୁ ଜୁଲାଇ ମଧ୍ୟରେ ଦୁର୍ଘଟଣାରେ ରାଜ୍ୟରେ ୧ ହଜାର ୮୫୩ ଜଣଙ୍କର ମୃତ୍ୟୁ ଘଟିଥିଲା। ମାତ୍ର ଚଳିତ ବର୍ଷ ଏପ୍ରିଲରୁ ଜୁଲାଇ ୨୦୨୦...

covid-19
କରୋନାରୁ ସୁସ୍ଥ ହେବାପରେ କ'ଣ କରିବେ?

ଭୁବନେଶ୍ୱର: ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟ ମଧ୍ୟ ବୃଦ୍ଧି ପାଉଛି। ଏ ସମୟରେ କରୋନାରୁ ଦୂରେଇ ରହିବା ପାଇଁ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିବା ପାଇଁ ସରକାର ନିର୍ଦ୍ଦେଶ ଦେଉଥିବା ବେଳେ ଲୋକମାନେ ମଧ୍ୟ ନିଜକୁ ସଚେତନ ରଖିବାକୁ ଚେଷ୍ଟା କରୁଛନ୍ତି।...

5g
ଆସୁଛି ୫ଜି ନେଟୱାର୍କ, ଚୀନ ବଦଳରେ ଆମେରିକା ସହ ହାତ ମିଳାଇଛି ଭାରତ

ନୂଆଦିଲ୍ଲୀ: ଭାରତକୁ ଆସିବାକୁ ଯାଉଛି ୫ଜି ନେଟୱାର୍କ। ଏଥିରେ ସବୁଠୁ ଆଗରେ ରହିଛି ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚୀନ୍ ବଦଳରେ ଆମେରିକା କମ୍ପାନୀ ସହ  ଏଥିପାଇଁ ହାତ ମିଳାଇଛି ଭାରତ। ୫ଜି ନେଟ୍‌ୱାର୍କର ବିକାଶ ପାଇଁ ଜିଓ ପ୍ଲାଟଫର୍ମ କାଲିଫର୍ଣ୍ଣିଆରେ ଥିବା କ୍ୱାଲକମ୍...

lanka-pi
ବାପା ଲଙ୍କା ବିକନ୍ତି, ଝିଅ ଡାକ୍ତର ହେବେ

ଝାରସୁଗୁଡା(ଭାଗୀରଥି ସାହୁ): ସଂକଳ୍ପ, ଅଧ୍ୟବସାୟ ସାଙ୍ଗକୁ ଦୃଢ ଇଛାଶକ୍ତି ଥିଲେ ସବୁ ସମ୍ଭବ। ଆଉ ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ରେଙ୍ଗାଲି ଗ୍ରାମର ରିମାରାଣୀ। ନିଟ୍‌ରେ ସେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି। ରିମାଙ୍କ ବାପା ଦିଲ୍ଲୀପ ସାହୁ  ହାଟକୁ ହାଟ ବୁଲି...

ajit-khan
ସିମେଣ୍ଟ ପାଇପ୍‌ରେ ରହୁଥିଲେ ଏହି ବଲିଉଡ୍‌ ଅଭିନେତା

ମୁମ୍ବାଇ: ପୁରା ସହର ମୋତେ ‘ସିଂହ’ ନାଁରେ ଜାଣିଛି। ଏହି ଡାଇଲୋଗ୍‌ ବିଷୟରେ ଆଲୋଚନା ହେବା ସମୟରେ ମନେ ପଡିଯାଆନ୍ତି ଅଭିନେତା ଅଜିତ୍‌ ଖାନ। ହିନ୍ଦୀ ସିନେମାରେ ଅଜିତ ଏମିତି ଜଣେ ଖଳନାୟକ ଯେ ସିନେମାର ହିରୋଙ୍କ ପରି ଲୋକପ୍ରିୟତା ସାଉଁଟିଛନ୍ତି। ତାଙ୍କର ନିଆରା ଏବଂ ଜୀବନ୍ତ ଅଭିନୟ...

pari-o
ସୈଫ୍‌ଙ୍କୁ ପସନ୍ଦ କରୁଥିଲେ ପରିନୀତି, ଏକଥା ଜାଣନ୍ତି କରିନା

ମୁମ୍ବାଇ: ବଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ପରିନୀତି ଚୋପ୍ରାଙ୍କର ଆଜି ଜନ୍ମଦିନ। ୨୨ଅକ୍ଟୋବର ୧୯୮୮ରେ ସେ ଜନ୍ମଗ୍ରହଣ କରିଥିଲେ। ‘ଲେଡିଜ୍‌ ଭର୍ସେସ୍‌ ରିକି ବେହେଲ୍’‌ ମାଧ୍ୟମରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ତାଙ୍କ ସହ ରଣବୀର ସିଂ, ଅନୁଷ୍କା ଶର୍ମା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।...