• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

chalana-1
ନିୟମ ନମାନିବାରୁ ୨ମିଟର ଲମ୍ବର ଚାଲାଣ ଧରାଇଲା ପୋଲିସ୍‌

ବେଙ୍ଗାଲୁରୁ: ପୋଲିସ୍‌ ଚାଲାଣକୁ ସମସ୍ତେ ଡରନ୍ତି। ଟିକେ ଯଦି ନିୟମର ନମାନିଲ ତେବେ ପୋଲିସ୍‌ ଚାଲଣ ଧରାଇଦିଏ। ନିକଟରେ ବେଙ୍ଗାଲୁରୁର ଜଣେ ଦୁଇଚକିଆ ଚାଳକଙ୍କୁ ମଧ୍ୟ ଚାଲାଣ ମିଳିଛି। ଯାହାର ଲମ୍ବ ରହିଛି ୨ମିଟର। ବ୍ୟକ୍ତି ଜଣଙ୍କ ମଡ଼ିୱାଲାର ଅରୁଣ କୁମାର। ପେସାରେ ସେ ଜଣେ ପରିବା ବିକାଳୀ।...

guni-garedi
ଗୁଣି ଗାରେଡି ସନ୍ଦେହରେ ୨ ଅଟକ, ୭ ଫେରାର

କଳାହାଣ୍ଡି: ଗାଁ ମୁଣ୍ଡରେ ତନ୍ତ୍ର ସାଧନ ଏବଂ ଗୁଣି ଗାରେଡି ସନ୍ଦେହରେ ପୋଲିସ ଦ୍ୱାରା ୨ ଜଣ ଅଟକ। ୭ ଜଣ ଜାଗା ଛାଡି ଫେରାର ହୋଇଛନ୍ତି। ଏମିତି ଏକ  ଘଟଣା ଘଟିଛି  କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ ରଙ୍କାବାହାଲ ଗାଁରେ। ଗତକାଲି ବିଳମ୍ବିତ ରାତିରେ କିଛି...

sonu-sood
ବୁର୍ଜ ଖଲିଫାରେ ଜନ୍ମଦିନ ମନାଇବାକୁ ସୋନୁଙ୍କୁ ଅନୁରୋଧ କଲେ ବ୍ୟକ୍ତି, ମିଳିଲା ଏମିତି ଉତ୍ତର

ମୁମ୍ବାଇ: ଲକ୍‌ଡାଉନ୍‌ରେ ଲୋକଙ୍କ ପାଇଁ ପ୍ରକୃତରେ ହିରୋ ପାଲଟି ଯାଇଥିଲେ ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌। ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପହଞ୍ଚାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏମିତି କି ସୋନୁ କେମିତି ଗରିବ ଲୋକ ରୋଜଗାର କରିବ ପିଲା ପାଠ ପଢିବ ସେଥିପ୍ରତି ଧ୍ୟାନ...

poonam
ପୁନମ୍‌ଙ୍କ ଅଶ୍ଲୀଳ ଭିଡିଓ ଶୁଟ୍‌ କରୁଥିଲେ ବ୍ୟକ୍ତି, ଥାନାରେ ପହଞ୍ଚିଲେ ଅଭିନେତ୍ରୀ

ମୁମ୍ବାଇ: ସେନ୍‌ସେନାଲ୍ ଭିଡ଼ିଓ ଶେଆର କରି ସର୍ବଦା ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ପୁନମ୍‌ ପାଣ୍ଡେ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଗୋଆର କୋଙ୍କଣ ପୋଲିସ୍‌ ଷ୍ଟେସନ୍‌ର ଏକ ଅଜଣା ବ୍ୟକ୍ତିଙ୍କ ନାଁରେ ପୁନମ୍‌ ମାମଲା ରୁଜୁ କରିଛନ୍ତି। ଏହି ବ୍ୟକ୍ତି ଜଣଙ୍କ ପୁନମ୍‌ଙ୍କର ଅଶ୍ଲାଳ ଭିଡିଓ ଶୁଟ୍‌...

marriage
୩ ମାସରେ ୩ ଜଣ ପୁରୁଷଙ୍କୁ ବିବାହ କରିଛନ୍ତି ମହିଳା, ଜାଣନ୍ତୁ କାରଣ

ମୁମ୍ବାଇ: ମହାରାଷ୍ଟ୍ରର ଜଣେ ୨୭ ବର୍ଷୀୟା ମହିଳାଙ୍କୁ ପୁଲିସ ଗିରଫ କରିଛି। ସେ ୩ ମାସରେ ୩ ଜଣ ପୁରୁଷଙ୍କୁ ବିବାହ କରିଛନ୍ତି । ତାଙ୍କ ବିରୋଧରେ ଅଭିଯୋଗ ହୋଇଛି, ସେ ବିବାହ ପରେ ସୁନାଗହଣା ଧରି ଫେରାର ହୋଇଯାଇଥିଲେ। ଔରଙ୍ଗାବାଦରେ ଏହି ଘଟଣା ଘଟିଛି। ଏହା ପଛରେ...

poojqq
ବଲିଉଡ୍‌ ଅଭିନେତ୍ରୀ ଆମେରିକାରେ ଦେଲେ ଭୋଟ୍‌, ଲୋକେ ଦେଲେ ଏମିତି ପ୍ରତିକ୍ରିୟା

ମୁମ୍ବାଇ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନ ପରେ ଭୋଟ୍ ଗଣନା ଚାଲିଛି। ଅନେକ ରାଜ୍ୟରୁ ଫଳାଫଳ ଆସିଥିବାବେଳେ ଅନେକ ରାଜ୍ୟ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବିଡେନଙ୍କ ମଧ୍ୟରେ କଡ଼ା ସଂଘର୍ଷ କରୁଛନ୍ତି। ଏଥି ସହିତ ବଲିଉଡ...

train
ଚଳନ୍ତା ଟ୍ରେନ୍‌ରେ ପିଲା ଜଣଙ୍କ କଲେ ଚମତ୍କାର ସ୍ଟଣ୍ଟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଶିଶୁର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।  ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ପିଲାଟି ଚାଲୁଥିବା ଟ୍ରେନ୍ ଭିତରେ ଏକ ଚମତ୍କାର ଷ୍ଟଣ୍ଟ କରୁଥିବା ଭିଡିଓରୁ ଦେଖିବାକୁ ମିଳିଛି। ସେ ଏକ ଚମତ୍କାର ଶୈଳୀରେ ଚଳନ୍ତା ଟ୍ରେନ୍ ଭିତରେ ବ୍ୟାକଫ୍ଲିପ୍ ମାରୁଛନ୍ତି। ଏହି...

chicken
କାଠି ଚିକେନ୍‌

ଆବଶ୍ୟକ ଉପକରଣ: ଚିକେନ୍‌, ଲୁଣ, ଲଙ୍କା ଗୁଣ୍ଡ, ଗରମ ମସଲା, ହଳଦି, ତେଲ, ଅଦା ଓ ରସୁଣ ପେଷ୍ଟ, ଦହି, ଲେମ୍ବୁ ରସ ଏବଂ ଗୋଲମରିଚ ଗୁଣ୍ଡ। ଏହାବ୍ୟତୀତ ଆଲମୁନିୟମ୍‌ ଫଏଲ୍‌, ଶାଳ ପତ୍ର ଓ କାଠି ଷ୍ଟିକ୍‌ ମଧ୍ୟ ଏହି ଆଇଟମ୍‌ ଲାଗି ଦରକାର। How to Make...

pic
ଡାକ୍ତରଙ୍କୁ ଧରି ଖୁସିରେ କାନ୍ଦିଲେ ସହିଦ୍‌‌ଙ୍କ ମାଆ

ମୁମ୍ବାଇ: ମହାରାଷ୍ଟ୍ରର ଔରଙ୍ଗାବାଦର ଜଣେ ୟୁରୋଲୋଜିଷ୍ଟଙ୍କର ଆଜିକାଲି ଢେର୍‌ ପ୍ରଶଂସା ହେଉଛି। ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତେ ଏହି ଡାକ୍ତରଙ୍କ ନିଆରା କାର୍ଯ୍ୟପାଇଁ ତାଙ୍କୁ ସାଧୁବାଦ ଜଣାଉଛନ୍ତି।  ଦେଶ ପାଇଁ ଜୀବନ ଦେଇଥିବା ଜଣେ ଯବାନଙ୍କ ମାଆଙ୍କର ମାଗଣାରେ ଚିକିତ୍ସା କରୁଥିଲେ ଡାକ୍ତର। ନିକଟରେ...

ibrahim
ବଲିଉଡ୍‌ରେ ଡେବ୍ୟୁ କରିବେ ସୈଫ୍‌ଙ୍କ ପୁଅ ଇବ୍ରାହିମ୍‌!

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ ଇବ୍ରାହିମ୍‌ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଝିଅ ସାରା ଅଲ୍ଲୀ ଖାନ୍‌ କେଦାରନାଥ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିବା ପରେ ଏବେ ସାନ ଭାଇ ବଲିଉଡ୍‌ରେ ପାଦ ଥାପିବା ନେଇ ଚର୍ଚ୍ଚା ହେଉଛି। ନିକଟରେ ସ୍ପଟ୍‌ ବୟକୁ...

covid
ସରିଲା ନିର୍ବନ୍ଧ, ଖୁବ୍‌ଶୀଘ୍ର ବାହା ହେବେ ଆଦିତ୍ୟ

ମୁମ୍ବାଇ: ଉଦିତ ନାରାୟଣଙ୍କ ପୁଅ ତଥା ଇଣ୍ଡିଆନ୍ ଆଇଡଲ୍ ହୋଷ୍ଟ ଆଦିତ୍ୟ ନାରାୟଣଙ୍କ ଘରେ ବିବାହ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଅଭିନେତ୍ରୀ ଶ୍ୱେତା ଅଗ୍ରୱାଲଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଆଦିତ୍ୟ। ନିକଟରେ ଦୁହିଁଙ୍କର ନିର୍ବନ୍ଧ ହୋଇଛି। ଯାହାର ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।...

ajay
ତବୁଙ୍କ ସହ କଥା ହେଉଥିବା ପୁଅକୁ ମାରୁଥିଲେ ଅଜୟ

ମୁମ୍ବାଇ: ବଲିଉଡ୍‌ର ଦକ୍ଷ ଅଭିନେତ୍ରୀ ତବୁ। ଦୀର୍ଘ ୪୦ବର୍ଷ ଧରି ହିନ୍ଦୀ ସିନେମା ଜଗତରେ କାମ କରି ଆସିଛନ୍ତି। ପ୍ରେମ୍, ଫିତୁର, ଭାରତ, ବିର୍ସାତ୍‌, ବିଜୟ ପଥ ଆଜି ଫିଲ୍ମରେ କାମ କରିଥିବା ତବୁ ଆଜି ଯାଏ ଅବିବାହିତ ଅଛନ୍ତି। ବ୍ୟକ୍ତିଗତ ଜୀବନକୁ ନେଇ କମ୍‌ ଆଲୋଚନା କରୁଥିବା...

gautam
ବିବାହ ପାଇଁ ସ୍ୱାମୀ ଗୌତମଙ୍କ ପାଖରେ ଏମିତି ସର୍ତ୍ତ ରଖିଥିଲେ କାଜଲ

ମୁମ୍ବାଇ: ସାଉଥ୍‌ ତଥା ବଲିଉଡ୍‌ ଅଭିନେତ୍ରୀ କାଜଲ ଅଗ୍ରୱାଲ୍‌ଙ୍କ ବିବାହ ସରିଛି। ଗତ ଅକ୍ଟୋବର ୩୦ ତାରିଖ ଦିନ ସେ ମୁମ୍ବାଇର ବିଜ୍‌ନେସ୍‌ମ୍ୟାନ୍‌ ଗୌତମଙ୍କୁ ବିହାହ କରିଛନ୍ତି। ବିବାହ ପରେ ଏହି ନବ ବିବାହିତ ଦମ୍ପତ୍ତି ବୁଲିବା ପାଇଁ ମାଲ୍‌ଦୀପ ପହଞ୍ଚିଥିଲେ। ଯାହାର ଫଟୋ କାଜଲ ତାଙ୍କ ସୋଶାଲ୍‌ ମିଡିଆ...

pr
ଭାଣିଜୀ ସହ ଦ୍ୱିତୀୟ ବିବାହ କରିବେ ପ୍ରଭୁଦେବା!

ମୁମ୍ବାଇ: ବଲିଉଡ୍‌ ତଥା ସାଉଥ୍‌ ଫିଲ୍ମ ଜଗତର ଲୋକପ୍ରିୟ କୋରିଓଗ୍ରାଫର ପ୍ରଭୁଦେବା ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ଦୀର୍ଘ ୯ବର୍ଷ ହେବ ପତ୍ନୀଙ୍କଠାରୁ ଛାଡପତ୍ର ନେଇଥିବା ପ୍ରଭୁ ଏବେ ତାଙ୍କ ଭାଣିଜୀଙ୍କ ସହ ରିଲେସନ୍‌ସିପ୍‌ରେ ଥିବା ଶୁଣିବାକୁ ମିଳୁଛି। ଖୁବ୍‌ ଶୀଘ୍ର ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବାକୁ...

pic-1
ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିଥିଲେ ଏହି ୫ଜଣ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ତାରକାମାନେ ସର୍ବଦା ମୁକ୍ତ ଚିନ୍ତାଧାରକୁ ପ୍ରାଧାନ୍ୟ ଦେଇଥାନ୍ତି। ପ୍ରେମ ଏବଂ ବିବାହ ଭଳି ପ୍ରସଙ୍ଗରେ ସେମାନେ ବୟସ ଏବଂ ଧର୍ମର ପ୍ରତିବନ୍ଧକକୁ ପାର କରିବାରେ ବିଶ୍ୱାସ ରଖନ୍ତି। ବଲିଉଡ୍‌ରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ କରିବା ପାଇଁ ନିଜର ଧର୍ମ ପରିବର୍ତ୍ତନ କରିଛନ୍ତି।...

aditya
ବଲିଉଡ୍‌ରେ ପାଦ ଦେବା ପୂର୍ବରୁ କ'ଣ କରୁଥିଲେ ଆଦିତ୍ୟ?

ମୁମ୍ବାଇ: ବଲିଉଡ ଅଭିନେତା ଆଦିତ୍ୟ ରୟ କପୁରଙ୍କର ଆଜି ଜନ୍ମଦିନ। ୧୬ ନଭେମ୍ବର ୧୯୮୫ରେ ମୁମ୍ବାଇରେ ସେ ଜନ୍ମଗ୍ରହଣ କରିଥିଲେ। ୨୦୦୯ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଲଣ୍ଡନ୍‌ ଡ୍ରିମ୍ସ’ ମାଧ୍ୟମରେ ସେ ତାଙ୍କର ଅଭିନୟର ଯାତ୍ରା ଆରମ୍ଭ କରିଥିଲେ। ତେବେ  ୨୦୧୩ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଆଶିକି-୨’ ଆଦିତ୍ୟଙ୍କୁ...

nushray
ରୋମାଣ୍ଟିକ୍‌ ଅନ୍ଦାଜ୍‌ରେ ସୋରିଷ କ୍ଷେତରେ ନଜର ଆସିଲେ ରାଜକୁମାର-ନୁସରତ୍‌‌

ମୁମ୍ବାଇ: ଦୀପାବଳି ଅବସରରେ ଆମାଜନ ପ୍ରାଇମରେ ରିଲିଜ୍‌ ହୋଇଛି ନୁସରତ ଭାରୁଚା ଏବଂ ରାଜକୁମାର ରାଓଙ୍କ ଚଳଚ୍ଚିତ୍ର ‘ଛଲାଙ୍ଗ’। ଏହି ଚଳଚ୍ଚିତ୍ରକୁ ଲୋକମାନେ ବେଶ୍‌ ଭଲପାଇବା ଦେଇଛନ୍ତି। ନିକଟରେ ସୋଶାଲ୍‌ ମିଡିଆରେ ନୁସ୍‌ରତ-ରାଜକୁମାରଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି। ଭିଡିଓରେ ନୁସରତ୍‌ ଏବଂ ରାଜଙ୍କୁ ‘ଦିଲ୍ଲ ୱାଲେ ଦୁଲ୍‌ହନିଆ...

piaja
କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କର ପିଆଜ ରସୁଣ ଚୋବାଇବା ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: କରୋନା ଭାଇରସ୍ ଦ୍ୱାରା ବିଶ୍ୱରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। କିଛି ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳେ କିଛି ଲୋକ ସୁସ୍ଥ ହୋଇଛନ୍ତି। ଦିନକୁ ଦିନ ଏହି ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। ଏବେ ବି କରୋନାକୁ ନେଇ ଲୋକଙ୍କ ମନରୁ...

nrha
ରୋମାଣ୍ଟିକ୍‌ ମୁଡ୍‌ରେ ନେହା-ରୋହନ, ଚୁମ୍ବନ ଫଟୋ ହେଲା ଭାଇରାଲ୍‌

ମୁମ୍ବାଇ: ଲୋକପ୍ରିୟ ଗାୟିକା ନେହା କକ୍କର ଏବଂ ରୋହନପ୍ରୀତ ସିଂ ନିକଟରେ ବିବାହ କରିଛନ୍ତି। ବେଶ୍‌ ଧୁମ୍‌ଧାମ୍‌ରେ ଦୁହେଁ ପଞ୍ଜାବ ଗୁରୁଦ୍ୱାରାରେ ବିବାହ କରିଛନ୍ତି। ଏବେ ହନିମୁନ୍‌ ପାଇଁ ନେହା ତାଙ୍କ ସ୍ୱାମୀଙ୍କ ସହ ଦୁବାଇ ଯାଇଥିବା ବେଳେ ସେଠାକାର ଫଟୋକୁ ଇନ୍‌ଷ୍ଟାଗ୍ରାମରେ ଶେଆର କରୁଛନ୍ତି। ଯାହାକୁ ନେଇ...

sushmita
ଏହି ପ୍ରଶ୍ନର ଉତ୍ତର ଦେଇ ଐଶ୍‌ଙ୍କୁ ପଛରେ ପକାଇ ଦେଇଥିଲେ ସୁସ୍ମିତା

ମୁମ୍ବାଇ: ଆସନ୍ତାକାଲି ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଜନ୍ମଦିନ। ୧୯ ନଭେମ୍ବରରେ ୧୯୭୫ରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ ସୁସ୍ମିତା।  ୧୯୯୪ରେ ସେ ଫେମିନା ମିସ୍ ଇଣ୍ଡିଆ ଟାଇଟଲ୍ ଜିତିଥିଲେ। ସେହି ବର୍ଷ ସେ ମିସ୍ ୟୁନିଭର୍ସରେ ମଧ୍ୟ ଭାଗନେଇଥିଲେ। ସେତେବେଳେ ସୁସ୍ମିତାଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା। ମିସ୍...