• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

terrenc
ନୋରାଙ୍କୁ ପ୍ରେମ ନିବେଦନ କଲେ ଟେରିନ୍ସ!

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହି ଆଜିକାଲି ତାଙ୍କ ଗୀତ ‘ନାଚ୍‌ ମେରି ରାନୀ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଏହି ମ୍ୟୁଜିକ୍‌ ଭିଡିଓକୁ ୟୁଟ୍ୟୁବ୍‌ରେ ୫ଦିନ ମଧ୍ୟରେ ୪୬କୋଟିରୁ ଅଧିକ ଲୋକ ଦେଖିସାରିଲେଣି। ଏହି ଗୀତରେ ନୋରାଙ୍କ ସହ ଗାୟକ ଗୁରୁ ରାନ୍ଧୱା ଅଛନ୍ତି। ତେବେ ଏହି...

7am-DURGA-IN-ICE-CREAM-STICK
ଆଇସ୍‌କ୍ରିମ୍‌ କାଠିରେ ତିଆରି ହେଇଛି ମା' ଦୁର୍ଗାଙ୍କ ପ୍ରତିମୂର୍ତ୍ତି

ପୁରୀ: ଶିଳ୍ପୀର ହାତ କେତେବେଳେ ନନ୍ଦିଘୋଷ ରଥରେ ଶ୍ରୀଜଗନ୍ନାଥଙ୍କୁ ବିରାଜମାନ କରେ ତ କେତେବେଳେ ବିଦ୍ୟାଦାତା ଗଣେଶଙ୍କ ମୂର୍ତ୍ତ ଗଢେ। ଏବେ ଶାରଦୀୟ ଦୁର୍ଗା ପୂଜା ଅବସରରେ ଜଣେ ଶିଳ୍ପୀ ଅଛନ୍ତି ଯେ ଆଇସ୍‌କ୍ରିମ୍‌ କାଠିରେ ମାଆ ଦୁର୍ଗାଙ୍କ ପ୍ରତିମୂର୍ତ୍ତି କରିଛନ୍ତି। ଦଶହରାରେ ମାଆଙ୍କ ଦର୍ଶନ ହେଇପାରୁନି। ଚଳିତ...

Seba
ରାସ୍ତା କଡର ମଣିଷଙ୍କୁ ଖିଅର କରୁଛନ୍ତି, ଗାଧୋଇ ଦେଉଛନ୍ତି ଶିକ୍ଷିତ ଯୁବଗୋଷ୍ଠୀ

ନୟାଗଡ(ଆର୍ତ୍ତତ୍ରାଣ ପ୍ରଧାନ): ମାନବ ସେହା ହିଁ ମାଧବ ସେବା। ଆର୍ଥାତ୍‌ ମଣିଷ ମାନଙ୍କ ସେବା କରିବା କେଉଁଠିନା କେଉଁଠି ଭଗବାନ୍‌ଙ୍କ ସେବା କରିବାକୁ ବୁଝାଏ। ଆଉ ଏକଥାକୁ ଗ୍ରହଣ କରି ଜୀବନରେ ଆଗକୁ ବଢିଚାଲିଛନ୍ତି ନୟାଗଡର କିଛି ଶିକ୍ଷିତ ଯୁବକ। ଏମାନଙ୍କର କାମ ହେଉଛି, ରାସ୍ତାରେ ବୁଲୁଥିବା ଭିକାରୀ...

Dog
ବୁଲା କୁକୁରଙ୍କ ପ୍ରେମରେ ବନ୍ଧା ସସ୍ମିତା

ସୁନ୍ଦରଗଡ: କୁକୁର ଦେଖିଲେ ଲୋକମାନେ ନାକ ଟେକନ୍ତି। ଗାଁ ଗହଳିରେ କୁକୁର ଯାଉଥିବା ସ୍ଥାନକୁ ଲୋକେ ପାଣି ପକାଇ ପରିସ୍କାର କରନ୍ତି।  କିନ୍ତୁ ସେହି ଗାଁ ଗହଳି ପରିବେଶରେ ରହି କୁକୁରଙ୍କ ମାଆ ସାଜିଯାଇଛନ୍ତି ଜଣେ ମହିଳା। ସୁନ୍ଦରଗଡ ବ୍ରାହ୍ମଣପଡାର ସସ୍ମିତା ଯୋଶୀ ବୁଲା କୁକୁରଙ୍କୁ ଘରକୁ ଆଣି...

mao
ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଅସ୍ତ୍ର ଭଣ୍ଡାର ଠାବ

ମାଲକାନଗିରି : ମାଲକାନଗିରି ପୋଲିସକୁ ମିଳିଛି ସଫଳତା। ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଅସ୍ତ୍ର ଭଣ୍ଡାର ଠାବ ସହ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ମିଳିତ ବାହିନୀ ମୁକୁଡ଼ପାଲ୍ଲୀ ଓ ଗୋରାସେତୁ ପାଖରେ ମାଓବାଦୀମାନେ ମାଟି ତଳେ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ପୋତି ରଖିଥିବା ସୂଚନା ମିଳିଥିଲା।...

monsoon
ଅଧା ଓଡ଼ିଶା ଛାଡ଼ିଲା ମୌସୁମୀ

ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଅଞ୍ଚଳରୁ ବିଦାୟ ନେଲା ମୌସୁମୀ। ୮ଟି ଜିଲ୍ଲା ସଂପୂର୍ଣ୍ଣ ଏବଂ ଆଉ ୮ ଜିଲ୍ଲାରୁ ମୌସୁମୀ ଆଂଶିକ ବିଦାୟ ନେଇଛି। ଏହା ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗିର, ନୂଆପଡ଼ା ଛାଡିଛି। ଫଳରେ ଆଜି ପାଗ ଅନୁକୂଳ ରହିଛି। ଆଗାମୀ...

anushka
ବିରାଟଙ୍କୁ ଚିୟର କରିବାକୁ ଲାଲ୍‌ ଡ୍ରେସ୍‌ରେ ଷ୍ଟାଡିୟମ୍‌ ପହଞ୍ଚିଲେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି। ଆଇପିଏଲ୍‌ ପାଇଁ ସେ ଏବେ ତାଙ୍କ ସ୍ୱାମୀ ବିରାଟ କୋହଲିଙ୍କ ସହ ଦୁବାଇରେ ଅଛନ୍ତି। ଏଠାରେ ସେ ବିରାଟଙ୍କ ଟିମ୍‌ ରୟାଲ୍‌ ଚ୍ୟାଲେଞ୍ଜରସ୍‌ ବ୍ୟାଙ୍ଗଲୋର ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମ୍‌ରେ ପହଞ୍ଚିଥିଲେ। ଅନୁଷ୍କାଙ୍କର ଷ୍ଟାଡିୟମ୍‌ର ଫଟୋ ମଧ୍ୟ ବେଶ୍‌...

patamundei
ଠାକୁରାଣୀଙ୍କ ପ୍ରସାଦ ଖାଇ ଶତାଧିକ ଲୋକ ଅସୁସ୍ଥ

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ଠାକୁରାଣୀଙ୍କ ପ୍ରସାଦ ଖାଇ ଶତାଧିକ ଲୋକ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ଅଛନ୍ତି। ସମସ୍ତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଘଟଣାଟି ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅଞ୍ଚଳରେ ଘଟିଛି। ଗତକାଲି ରାତିରେ କୃଷ୍ଣନଗର ପଞ୍ଚାୟତ ପିଞ୍ଛାପାଟିଆ ଗାଁରେ ମନଶାଦେବୀ ଠାକୁରାଣୀ...

hati
ମୟୂରଭଞ୍ଜ କରଞ୍ଜିଆରେ ହାତୀ ଆତଙ୍କ

ମୟୂରଭଞ୍ଜ କରଞ୍ଜିଆରେ ହାତୀ ଆତଙ୍କ। ୨୨ ଟିକିଆ ହାତୀ ପଲ ଗତ ୧୧ ଦିନ ହେଲା ଉପଦ୍ରବ ଚଳାଇଛନ୍ତି। ହାତୀ ପଲ ବ୍ୟାପକ ଅଞ୍ଚଳରେ ଧାନ ଫସଲ ନଷ୍ଟ କରିବା ସହ ୫ରୁ ଅଧିକ ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଧାନ ଅମଳ ସମୟ  ହଇଥିବା ବେଳେ...

chingudi
କାସୁନ୍ଦି ଚିଙ୍ଗୁଡ଼ି

ଆବଶ୍ୟକ ସାମଗ୍ରୀ: ଚିଙ୍ଗୁଡ଼ି, ଲୁଣ, ହଳଦୀ, ଭୁର୍ସୁଙ୍ଗ ପତ୍ର, କଟା କଞ୍ଚା ଲଙ୍କା, କଟା ରସୁଣ, କାସୁନ୍ଦି ସୋରିଷ ସସ୍ , ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିର ଖୋଳପା ଛଡ଼େଇ ତାକୁ ଭଲ ଭାବେ ଧୋଇ ସେଥିରେ ଲୁଣ ଓ ହଳଦୀ ଗୋଳାଇ ରଖି ଦିଅନ୍ତୁ। ଏବେ...

pic-op
କୋଟିଏରୁ ଅଧିକ ଟଙ୍କାରେ ସଜ୍ଜିତ ହୋଇଛନ୍ତି ପରମେଶ୍ୱରୀ ଦେବୀ

ନୂଆଦିଲ୍ଲୀ: ଭବ୍ୟ ଓ ଅତି ଆଡମ୍ବରରେ ପାଳିତ ହୋଇଛି ତେଲେଙ୍ଗାନାର କନକ ପରମେଶ୍ୱରୀ ଦେବୀଙ୍କ ଦଶହରା ଉତ୍ସବ। ଏଠାରେ ମା’ଙ୍କୁ ସଜ୍ଜିତ କରିବା ପାଇଁ ଆୟୋଜକମାନେ ଏକ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ପୁରା ନିଆରା ଢଙ୍ଗରେ ଏଠାରେ ମାଆଙ୍କର ପୂଜା ହୋଇଛି। ସବୁଠୁ ନିଆରା କଥା...

piaji-budha
ଗଞ୍ଜାମ ଭଞ୍ଜନଗରରେ ଆଉ ଜଣେ 'ବାବା କା ଢାବା'ର କାହାଣୀ

ବ୍ରହ୍ମପୁର: ଦିଲ୍ଲୀର ‘ବାବା କା ଢାବା’ ବିଷୟରେ ତ ଆପଣ ମାନେ ଜାଣିଥିବେ। ଗତ କିଛିଦିନ ତଳେ ସୋଶାଲ୍‌ ମିଡିଆରେ ଦିଲ୍ଲୀର ବାବାକା ଢାବାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ଏହି ଢାବାରେ କାମ କରୁଥିବା ଜଣେ ବୃଦ୍ଧ ଦମ୍ପତି ଢାବାକୁ ଲୋକମାନେ ଖାଇବାକୁ ଆସୁନାହାନ୍ତି ବୋଲି କାନ୍ଦିକି...

Sisters
ପଞ୍ଚକ ଭାଇ ଭଉଣୀଙ୍କ କାହାଣୀ: ଏକାଠି ଜନ୍ମ ହେଇଥିଲେ ଏବେ ଏକାଠି କରୁଛନ୍ତି ବିବାହ

ନୂଆଦିଲ୍ଲୀ: ଆପଣମାନେ ଯାଆଁଳା ଭାଇ ଭଉଣୀଙ୍କ କଥା ଶୁଣିଥିବେ। କିନ୍ତୁ ପଞ୍ଚକ ଭାଇଭଉଣୀଙ୍କ କଥା ପ୍ରାୟତଃ ଶୁଣିନଥିବେ । ୧୯୯୫ ମସିହା ନଭେମ୍ୱର ମାସରେ ଗୋଟିଏ ଦିନରେ ଜନ୍ମଗ୍ରହଣ କରିଥିଲେ କେରଳର ଗୁରୁବାୟୁରର ୫ଜଣ ଭାଇ ଭଉଣୀ। ନିକଟରେ ଏହି ଭାଇ ଭଉଣୀଙ୍କ ମଧ୍ୟରୁ ୩ଭଉଣୀଙ୍କର ବାହାଘର ହେଇଛି,...

mao
ସୀମାରେ ପୋଲିସ-ମାଓବାଦୀ ଗୁଳି ବିନିମୟ

ମାଲକାନଗିରି(ଜିତେନ୍ଦ୍ର ବେଉରା): ଆନ୍ଧ୍ର-ଓଡ଼ିଶା ସୀମାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ମାଲକାନଗିରି ଜୁମଡାଙ୍ଗରେ ପୋଲିସ ଅପରେସନ ବେଳେ ଏଭଳି ଘଟଣା ଘଟିଥିଲା। ଜୁମଡାଙ୍ଗ ନିକଟ ଜଙ୍ଗଲରେ ମାଓବାଦୀ ଶିବିର ଥିବାର ସୂଚନା ପାଇ ଗତ କାଲି ପୋଲିସ ଅପରେସନ ଆରମ୍ଭ କରିଥିଲା। ମାଓବାଦୀଙ୍କ ଶିବିର ନିକଟରେ ପହଞ୍ଚିବା...

bhui
ରାଜେଶ୍‌ଙ୍କ ସହ କାମ କରି ବେଶ୍‌ ଖୁସି ଭୂମିକା

ଭୁବନେଶ୍ୱର: ପ୍ରଶଂସକଙ୍କ ପାଇଁ ସରପ୍ରାଇଜ୍‌ ନେଇ ଆସିଛନ୍ତି ଓଲିଉଡ୍‌ ଅଭିନେତ୍ରୀ ଭୂମିକା ଦାସ। କୋଭିଡ୍‌ ପାଇଁ ଦୀର୍ଘ ଦିନ ହେବ ଶୁଟିଂ ବନ୍ଦ ଥିଲା। ଏହି ସମୟରେ ଭୂମିକା କୌଣସି ପ୍ରୋଜକ୍ଟରେ କାମ କରିନଥିବା ବେଳେ ଖୁବ୍‌ ଶୀଘ୍ର ସେ ଆପଣଙ୍କ ପାଇଁ ଏକ ସୁନ୍ଦର ଉପହାର ନେଇ...

onion
କମିବାର ନାଁ ନେଉନି ପିଆଜ ଦର

ଭୁବନେଶ୍ୱର: ରାଜ୍ୟରେ ପିଆଜ ଦର ଅହେତୁକ ବୃଦ୍ଧି ପାଇଛି। ବିଭିନ୍ନ ରିଟେଲର୍ ଓ ହାଟ ମାନଙ୍କରେ ପିଆଜ ଦର ବଢିବାରେ ଲାଗିଛି। କେଉଁଠି ଦର କିଲୋ ପ୍ରତି ଏହାର ଦର ୮୦ ଥିବା ବେଳେ ଆଉ କେଉଁଠି ଏହାର ମୂଲ୍ୟ ୧୦୦କୁ ଛୁଇଁଛି। ପିଆଜ ମୂଲ୍ୟ ବୃଦ୍ଧି ଯୋଗୁ...

onion-price
୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି

ନୂଆଦିଲ୍ଲୀ: ଦିନକୁ ଦିନ ପିଆଜ ଦର ବଢିବାରେ ଲାଗିଛି। ବାହାର ଜଳଖୀଆ ଦୋକାନ ହେଉ ଅବା ରୋଷେଇ ଶାଳ ପିଆଜର ଆଜିକାଲି କମ୍‌ ଦେଖା ମିଳୁଛି। ଏବେ ଏଦି ଦର୍‌ଦାମ୍‌ର ବୃଦ୍ଧି ଭିତରୁ ୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି ହୋଇଥିବା ଖବର ମିଳିଛି। ଏଭଳି ଘଟଣା...

Teacher
ନିଜ ଖର୍ଚ୍ଚରେ ଶିକ୍ଷକ ଶିକ୍ଷୟିତ୍ରୀ ତିଆରି କରୁଛନ୍ତି ପାଠ୍ୟ ଉପକରଣ

ମୟୂରଭଞ୍ଜ: ସୁନ୍ଦର ପରିବେଶ  ଆଉ ତା ସାଙ୍ଗକୁ ସୁନ୍ଦର ଶ୍ରେଣୀ ଗୃହ। ଘରର କାନ୍ଥରେ ସୁନ୍ଦର ଫଟୋଚିତ୍ର। ତାସହ ସ୍କୁଲ୍‌ରେ ରହିଛି ସୁନ୍ଦର ସୁନ୍ଦର ପାଠ୍ୟ ଉପକରଣ। ମୟୂରଭଞ୍ଜ ଜିଲ୍ଲାର କୁଳିଆଣା ବ୍ଲକ ଦୁଵିଲାବେଡା ମାତୃଭାଷା ଭିତ୍ତିକ ବହୁଭାଷୀ ସ୍କୁଲରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ଶ୍ରେଣୀଗୃହ ବାହାରେ...

nilagiri home pkg
୩ ବର୍ଷ ହେଲା ପଡୋଶୀ ଘରେ କଟୁଛି ଜୀବନ

ବାଲେଶ୍ୱର: ପର ଘରେ ୩ବର୍ଷ ମୁଣ୍ଡ ଗୁଞ୍ଜିଛନ୍ତି ଗୋଟେ ପରିବାର। ଔପଦା ବ୍ଲକ ଈଶ୍ୱରପୁର ପଞ୍ଚାୟତ ମର୍ଦରାଜପୁର ଗାଁର କାର୍ତ୍ତିକ ରାଉତ ଅର୍ଥ ଅଭାବରୁ ପଡୋଶୀ ଘରେ ରହିଛନ୍ତି। ମର୍ଦରାଜପୁର ଗାଁରେ ତିନି ବର୍ଷ ପୂର୍ବେ ପକ୍କା ରାସ୍ତା ନଥିଲା। ସେତେବେଳେ ପକ୍କା ସଡ଼କରେ ପାଣି ନିଷ୍କାସନ ପାଇଁ...

neha
ବିବାହ ପରେ ଏକାଠି ଗୀତ ଗାଇଲେ ରୋହନ୍‌-ନେହା, ଭିଡିଓ ଭାଇରାଲ୍‌

ମୁମ୍ବାଇ: ନିକଟରେ ବଲିଉଡର ଲୋକପ୍ରିୟ ଗାୟିକା ନେହା କକ୍କର ଏବଂ ରାଇଜିଂ ଷ୍ଟାର ଫେମ୍‌ ରୋହନ ପ୍ରୀତ ସିଂଙ୍କର ବିବାହ ହୋଇଛି। ଦୁହିଁଙ୍କର ବିବାହ ସମୟ ଫଟୋ ମଧ୍ୟ ସୋଶାଲ୍‌ ମିଡିଆରେ ବେଶ୍ ଭାଇରାଲ୍‌ ହେଉଛି। ନେହା ଏବଂ ରୋହନଙ୍କ ଯୋଡିକୁ ଲୋକମାନେ ବେଶ୍‌ ପସନ୍ଦ କରିଛନ୍ତି। ବିବାହ...