ଏହି ସପ୍ତାହରେ କର୍ମ କ୍ଷେତ୍ରରେ ବହୁ ବାଧା ସହି ସଫଳତା ହାସଲ କରିବେ । ବ୍ୟବସାୟରେ ସଫଳତା ମିଳିବ । କୈାଣସି କାର୍ଯ୍ୟରେ ହଠାତ୍ ବାଧା ସୃଷ୍ଟି ହୋଇପାରେ । ପାରିବାରିକ ଜୀବନ ସୁଖ , ଶାନ୍ତିରେ କଟିବ । ମହିଳା ମାନେ ଅଧିକ ପରିଶ୍ରମ କରିବେ । ଶିକ୍ଷାର୍ଥି ମାନେ ପଢାରେ କୃତିତ୍ୱ ହାସଲ କରିବେ ।
ବ୍ୟବସାୟରେ ଲାଭ, କ୍ଷତି ସମାନ ପରିମାଣରେ ରହିବ । କର୍ମ କ୍ଷେତ୍ରରେ ପଦୋନ୍ନତି ହୋଇପାରେ । ଚାକିରିରେ ସ୍ଥାନ ନାଶର ସୂଚନା ମିଳିବ । ଅଟକି ଯାଇଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ । ଅତ୍ୟଧିକ ପରିଶ୍ରମ ଦ୍ୱାରା ସଫଳତା ହାସଲ କରିବେ । ପାରିବାରିକ ଜୀବନରେ ପୁତ୍ର ଓ ଭୃତ୍ୟଦାନି ଦେଖା ଦେଇପାରେ । ଶାରିରୀକ ଅସୁସ୍ଥତା ଯୋଗ ରହିଛି । ଭାଇବନ୍ଧୁଙ୍କ ସହ ବିରୋଧୀ ଦେଖାଦେଇ ପାରେ । ଦୂର ସଂପର୍କୀୟଙ୍କ ଠାରୁ ଆର୍ଥିକ ସମ୍ବନ୍ଧୀୟ ସୁସମ୍ବାଦ ମିଳିବ । କୈାଣସି ଧାତୁ ବ୍ୟବସାୟରେ ଭଲ ଲାଭ ମିଳିବ । ଛାତ୍ରଛାତ୍ରି ମାନେ ପ୍ରତିଯୋଗିତା ମୂଳକ ପରିକ୍ଷାରେ ଭଲ ଫଳ ପ୍ରଦର୍ଶନ କରିବେ ।
ପ୍ରତିକାର- କୈାଣସି ଅସାହାୟ ବା ଗରିବ ସ୍ତ୍ରୀ ଲୋକଙ୍କୁ ସାହାଯ୍ୟ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬