ଏହି ସପ୍ତାହରେ କର୍ମ କ୍ଷେତ୍ରରେ ବହୁ ବାଧା ସହି ସଫଳତା ହାସଲ କରିବେ । ବ୍ୟବସାୟରେ ସଫଳତା ମିଳିବ । କୈାଣସି କାର୍ଯ୍ୟରେ ହଠାତ୍ ବାଧା ସୃଷ୍ଟି ହୋଇପାରେ । ପାରିବାରିକ ଜୀବନ ସୁଖ , ଶାନ୍ତିରେ କଟିବ । ମହିଳା ମାନେ ଅଧିକ ପରିଶ୍ରମ କରିବେ । ଶିକ୍ଷାର୍ଥି ମାନେ ପଢାରେ କୃତିତ୍ୱ ହାସଲ କରିବେ ।
ବ୍ୟବସାୟୀ ମାନେ ବଡ ବ୍ୟବସାୟୀ ମାନଙ୍କ ସହିତ ହାତ ମିଶାଇବେ । ମାନସିକ ପ୍ରଫୁଲତା ଓ ବିଳାସବ୍ୟସନରେ ରହିବେ । ବିଦେଶ ଗ୍ରସ୍ତ ହୋଇ ପାରନ୍ତି । ପରିବାରରେ ସୁଖଶାନ୍ତି ମିଳିବ । ଆଗରୁ ଭୋଗୁଥିବା ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ପାଇବେ । ପଡୋଶୀ ମାନେ ଅସହିଷ୍ଣୁତା ପ୍ରକାଶ କରିବେ । କର୍ମ କ୍ଷେତ୍ରରେ ଅନର୍ଥ ସୃଷ୍ଠି ହେବ । ବନ୍ଧୁ ମିଳନ ଯୋଗ ରହିଛି । ରାଜନୀତିରେ ସକ୍ରିୟ ରହିବାର ସୂଚନା ମିଳେ । ସାସ୍କୃତିକ ପରିବେଶରେ ଯୋଗ ଦାନ କରିପାରନ୍ତି । ଚାକିରିରେ ଦୂରସ୍ଥାନର ସୂଚନା ଅଛି । ପ୍ରେମ, ପ୍ରତ୍ୟେକ କ୍ଷେତ୍ରରେ ଅସଫଳତା ଦେଖା ଦେଇପାରେ । ମହିଳା ମାନେ ପରିବାରରେ ପ୍ରଂଶସିତ ହେବେ । ବିଦ୍ୟାର୍ଥି ମାନେ ଉତ୍ତମ ଫଳ ପାଇବେ ।
ପ୍ରତିକାର- କେଶର, ବୁଟ,ହଳଦୀ ଆଦିକୁ ଖାଦ୍ୟ ପହାର୍ଥରେ ସାମିଲ୍ କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩