ଏହି ସପ୍ତାହରେ କର୍ମ କ୍ଷେତ୍ରରେ ବହୁ ବାଧା ସହି ସଫଳତା ହାସଲ କରିବେ । ବ୍ୟବସାୟରେ ସଫଳତା ମିଳିବ । କୈାଣସି କାର୍ଯ୍ୟରେ ହଠାତ୍ ବାଧା ସୃଷ୍ଟି ହୋଇପାରେ । ପାରିବାରିକ ଜୀବନ ସୁଖ , ଶାନ୍ତିରେ କଟିବ । ମହିଳା ମାନେ ଅଧିକ ପରିଶ୍ରମ କରିବେ । ଶିକ୍ଷାର୍ଥି ମାନେ ପଢାରେ କୃତିତ୍ୱ ହାସଲ କରିବେ ।
ବ୍ୟବସାୟରେ ଅଗ୍ରଗତି ଘଟିବ । ଦୈନିକ ରୋଜଗାର ସମାନ ରହିପାରେ । ରାଜନୀତିରେ ସହଯୋଗ ମିଳିବ । ସାମୟିକ ଅସି୍ଥରତା ଦେଖାଦେବ । କର୍ମ କ୍ଷେତ୍ରରେ ସଫଳତା ହାସଲ କରିବେ । ପାରିବାରିକ ଜୀବନ ସୁଖ , ଶାନ୍ତିରେ କଟିବ । ଚାକିରିରେ ପ୍ରତିଷ୍ଠା ଲାଭ କରିବେ । ଆଘାତ ପାଇ ପାରନ୍ତି ବା ଦୁର୍ଘଟଣା ଗ୍ରସ୍ତ ହୋଇପାରନ୍ତି । ଆବଶ୍ୟକୀୟ ଜିନିଷ ପାଇଁ ଅତ୍ୟଧିକ ବ୍ୟୟ କରିପାରନ୍ତି । ବନ୍ଧୁ ମାନଙ୍କ ସହିତ ବୁଲାବୁଲିରେ ସମୟ ଅତିବାହିତ କରିବେ । ସାମାଜିକ ଓ ପ୍ରଭାବଶାଳୀ କାର୍ଯ୍ୟରେ ମନ ବଳାଇବେ । ମହିଳା ମାନଙ୍କର କିଛି ମାତ୍ରାରେ ସ୍ୱାସ୍ଥ୍ୟରେ ଅବନତି ହେବ । ଛାତ୍ରଛାତ୍ରି ମାନେ ପଢାପଢିରେ ଠିକ୍ ମାର୍ଗ ଧରିବେ ।
ପ୍ରତିକାର- କୈାଣସି ଧର୍ମାନୁଷ୍ଠାନରେ ନିଜର ସାଧ୍ୟ ମତେ କିଛି ସାହାଯ୍ୟ , ସହଯୋଗ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫